Go to file
Shojo John 341903cda3 updated 2019-03-07 17:35:44 +05:30
checking updated 2019-03-07 17:35:44 +05:30
intro localize titles 2019-02-20 15:19:16 -07:00
process localize titles 2019-02-20 15:19:16 -07:00
translate Merge branch 'master' of https://git.door43.org/EXEGETICAL-BCS/or_tA 2019-02-22 17:22:26 +05:30
LICENSE.md Initial commit 2019-02-12 11:14:25 +00:00
README.md tA 2019-02-19 15:38:37 +05:30
manifest.yaml tA 2019-02-12 16:55:09 +05:30
media.yaml tA 2019-02-12 16:55:09 +05:30

README.md

ଅନ୍ଫଲ୍ଡିଙ୍ଗ୍ ୱାର୍ଡ୍ ଟ୍ରାନ୍ସଲେସନ ଏକାଡେମୀ

ବର୍ଣ୍ଣନା

ଅନ୍ଫଲ୍ଡିଙ୍ଗ୍ ୱାର୍ଡ୍ ଟ୍ରାନ୍ସଲେସନ ଏକାଡେମୀ ଏକ ଅଙ୍ଗ ବିଶିଷ୍ଟ କ୍ଷୁଦ୍ର ପୁସ୍ତକ ଅଟେ ଯାହା ବାଇବଲ ଅନୁବାଦ ଏବଂ ପରୀକ୍ଷଣ ସିଦ୍ଧାନ୍ତଗୁଡିକ ଯାହା ବିଶ୍ଵ ମଣ୍ଡଳୀ ବିଶ୍ଵାସଯୋଗ୍ୟ ଅନୁବାଦ ଗୁଡିକ ଭାବରେ ଅନ୍ତର୍ନିହିତ ଭାବରେ ପ୍ରତ୍ୟାଖ୍ୟାନ କରି ସଠିକ ଅର୍ଥ ପ୍ରଦାନ କରେ ତାହାର ଏକ ସଂକ୍ଷିପ୍ତ ବ୍ୟାଖ୍ୟା ପ୍ରଦାନ କରେ । ଏହା ଅନୁବାଦକମାନଙ୍କୁ ଆପଣା ଆପଣା ଭାଷାରେ କିପରି ବାଇବଲର ବିଶ୍ଵାସଯୋଗ୍ୟ ଅନୁବାଦ ଗୁଡିକ ନିର୍ମାଣ କରାଯାଇ ପାରିବ ତାହା ଶିଖିବା ନିମନ୍ତେ ସମର୍ଥ କରେ । 

ଡାଉନଲୋଡ୍ କରିବା

ଯଦି ଆପଣ ଇଂରେଜ ଟ୍ରାନ୍ସଲେସନ ଏକାଡେମୀ ବ୍ୟବହାର କରିବାକୁ ଡାଉନଲୋଡ୍ କରିବାକୁ ଚାଁହାନ୍ତି, ଏଠାରେ କରନ୍ତୁ: https://unfoldingword.bible/academy/. tA ମଧ୍ୟ ଏଥିରେ ସମ୍ମିଳିତ ଅଟେ tS ଏବଂ tC । 

tA ଉନ୍ନତି କରିବା

ଉନ୍ନତି କରିବା ନିମନ୍ତେ ଫିଡ୍ ବ୍ୟାକ୍ କିମ୍ବା ପ୍ରସ୍ତାବିତ ବିଷୟ ପ୍ରଦାନ କରିବା ନିମନ୍ତେ ଦୟାକରି ସମସ୍ୟା ଧାଡି ବ୍ୟବହାର କରନ୍ତୁ । ଯଦି ଆପଣ ଆପଣଙ୍କର ପ୍ରସ୍ତାବିତ ବିଷୟ ପରିବର୍ତ୍ତନକୁ ପରିବର୍ତ୍ତନ କରିବାକୁ ଚାଁହାନ୍ତି ତେବେ ଆପଣ ଅନ୍ ଲାଇନ୍ ସମ୍ପାଦକକୁ ଏହା କରିବା ନିମନ୍ତେ ବ୍ୟବହାର କରି ପାରିବେ ।  କ୍ରମାନୁସାରେ ନିର୍ଦେଶ ଗୁଡିକ ଦସ୍ତାବିଜ ନିମନ୍ତେ ସଂରକ୍ଷିତ ଶାଖା କାର୍ଯ୍ୟପ୍ରବାହ ଦେଖନ୍ତୁ । 

ଗଠନ ପ୍ରଣାଳୀ

tA ଗୁଡିକ ସାଧାରଣ ଏକ ମାର୍କ୍ ଡାଉନ୍ ଢାଞ୍ଚାରେ ଲେଖା ଯାଇ ଅଛି ଏବଂ ରିସର୍ସ୍ କଣ୍ଟେନର ମାନୁଆଲ୍ ପ୍ରକାର ଅନୁସାରେ ସଙ୍ଗଠିତ କରାଯାଇ ଅଛି ।  ଅଧିକ ତଥ୍ୟ ନିମନ୍ତେ ସେହି ଲିଙ୍କ୍ ଦେଖନ୍ତୁ କିନ୍ତୁ ଏଠାରେ ଏକ କ୍ଷିପ୍ର ସାରମର୍ମ ପ୍ରଦାନ କରାଯାଇ ଅଛି । ଏହି ଭଣ୍ଡାରରେ ପ୍ରତ୍ୟେକ ପୁସ୍ତିକାର ଆପଣା ନିର୍ଦେଶିକା ଅଛି ( ଉଦାହରଣ ସ୍ୱରୂପେ, ପରୀକ୍ଷଣ ପୁସ୍ତିକାchecking directory) ଅଛି । ଏସବୁ ପୁସ୍ତିକା ନିର୍ଦେଶିକା ଗୁଡିକରେ ପ୍ରତ୍ୟେକ ପରିମାପର ମାନ ନିର୍ଦେଶିକା ଅଛି । 

ଏ ପ୍ରତ୍ୟେକ ଭିତରେ ତିନଟି ଫାଇଲ୍ ଅଛି :

  • 01.md - ଏହା ପରିମାପ ମାନର ମୁଖ୍ୟ ଶରୀର ଅଟେ ।
  • sub-title.md - ଏହି ଫାଇଲରେ ପ୍ରଶ୍ନ ଗୁଡିକ ରହିଅଛି ଯାହା ପରିମାପ ମାନର ଉଦ୍ଧିଷ୍ଟ ଉତ୍ତର ପ୍ରଦାନ କରିବ ।
  • title.md - ଏଥିରେ ପରିମାପ ମାନର ଶୀର୍ଷକ ରହିଅଛି ।

ଆହୁରି ମଧ୍ୟ ସେଠାରେ YAML ଢାଞ୍ଚାର ଫାଇଲ୍ ପ୍ରତ୍ୟେକ ନିର୍ଦେଶିକା ପୁସ୍ତିକା ଗୁଡିକରେ ରହିଅଛି । toc.yamlଫାଇଲ୍ ଗୁଡିକ ବିଷୟ ସୂଚୀକୁ ସାଙ୍କେତିକ ଅକ୍ଷରରେ ଲେଖିବା ନିମନ୍ତେ ଏବଂ config.yaml ଫାଇଲ୍ ଗୁଡିକ ପରିମାପ ମାନ ଗୁଡିକ ମଧ୍ୟରେ ନିର୍ଭରତାକୁ ସାଙ୍କେତିକ ଅକ୍ଷରରେ ଲେଖିବା ନିମନ୍ତେ ଉଦ୍ଧିଷ୍ଟ ଅଟେ ।

GL ଅନୁବାଦକଗଣ

tA ଅନୁବାଦ ଦର୍ଶନ ଶାସ୍ତ୍ର

tAକି କିପରି ଅନୁବାଦ କରିବେ ଏହାର ଦର୍ଶନ ଶାସ୍ତ୍ରକୁ ଶିଖିବା ନିମନ୍ତେ ଦୟାକରି ଟ୍ରାନ୍ସଲେଟ୍ ଟ୍ରାନ୍ସଲେସନ ଏକାଡେମୀ ଗେଟ୍ ୱେ ଲାଂଗୁଏଜ୍ ମାନ୍ୟୁଏଲ୍ l ସାମୟିକ ପତ୍ରିକାରେ ଦେଖନ୍ତୁ ।

ଯଦି ଆପଣ ଅନ୍ ଲାଇନ୍ ରେ ଅନୁବାଦ କରନ୍ତି, ଦୟାକରି Door43-Catalog/en_ta, ଏହି କାର୍ଯ୍ୟ ପ୍ରବାହକୁ ଅନୁସରଣ କରି ଭଣ୍ଡାରରେ ଉପକରଣ ଦେଖନ୍ତୁ: ଅନ୍ ଲାଇନ୍ ରେ ବିଷୟ ବସ୍ତୁ ଅନୁବାଦ କରନ୍ତୁ

tA କୁ ଅନୁବାଦ କରିବା ନିମନ୍ତେ ପ୍ରାୟୋଗିକ ସୂଚନା

  • କୌଣସି ଫାଇଲ୍ କିମ୍ବା ନିର୍ଦେଶିକା ଗୁଡିକୁ ନୂତନ ନାମ ପ୍ରଦାନ କରନ୍ତୁ ନାହିଁ । ଫାଇଲ୍ ଭିତରେ ଯାହା ଅଛି କେବଳ ତାହା ହିଁ ଅନୁବାଦ କରନ୍ତୁ ।
  • ଯେଉଁ ପର୍ଯ୍ୟନ୍ତ ଆପଣ ନୂତନ ପରିମାପ ମାନ ଯୋଗ କରି ନାହାନ୍ତି config.yamlଏବଂ toc.yamlଫାଇଲ୍ ଗୁଡିକୁ ପରିବର୍ତ୍ତନ କରିବା ଆବଶ୍ୟକ ନାହିଁ । ଯେବେ ଆପଣା ଅନୁବାଦ କରିବା ସମାପ୍ତ କରିବେ, ହୁଏତ ଆପଣ toc.yamlଫାଇଲ୍ ରେ ‘ଶୀର୍ଷକ’ ଅଧୁନାତନ କରିବାକୁ ଚାଁହିବେ, କିନ୍ତୁ ସେହି ଫାଇଲ୍ ଗୁଡିକରେ ଅନ୍ୟ କୌଣସି ପରିବର୍ତ୍ତନ ଆପଣ କରିବା ଉଚିତ ନୁହେଁ ।
  • ଯେଉଁ ଛବି ଗୁଡିକ tAରେ ସମ୍ମିଳିତ ଅଟନ୍ତି ସେଗୁଡିକ 600px ଚଉଡାରୁ ଅଧିକ ହେବା ଉଚିତ ନୁହେଁ । ମୂଳ ଛବି ଗୁଡିକୁ ବ୍ୟବହାର କରିବା ନିମନ୍ତେ ଛବିର ଲିଂକ୍ ଗୁଡିକୁ ଏକାକୀ ଛାଡ଼ନ୍ତୁ ।
  • ହାଇପେରଲିନ୍କସ୍ ଗୁଡିକ (ଅନ୍ୟ ସାମୟିକ ପତ୍ରିକା ଗୁଡିକୁ କିମ୍ବା ଇଣ୍ଟେରନେଟରେ ଅନ୍ୟ ପୃଷ୍ଠା ଗୁଡିକୁ ଲିନ୍କସ୍) ଏହି ଢାଞ୍ଚାକୁ ଅନୁସରଣ କରନ୍ତୁ: [ପ୍ରକାଶ କରିବାକୁ ପାଠ](http://www.example.com) । “ପ୍ରକାଶ କରିବାକୁ ପାଠ”କୁ ଆପଣ ବର୍ଗ ବନ୍ଧନୀ ଗୁଡିକ ଭିତରେ ଅନୁବାଦ କରି ପାରିବେ କିନ୍ତୁ ୱେବ୍ ଠିକଣା ଗୁଡିକୁ କରି ପାରିବେ ନାହିଁ ଯାହା ବନ୍ଧନୀ ଗୁଡିକ ଭିତରେ ଅଛି । ଆପଣ ଅତିରିକ୍ତ ପରିମାପର ମାନ ଗୁଡିକୁ ଯୋଗ କରି ପାରିବେ । ଯେବେ tA ପ୍ରକାଶିତ ହୁଏ ସେତେବେଳେ ନୂତନ ପରିମାପର ମାନ ଗୁଡିକୁ ସମ୍ମିଳିତ କରିବା ନିମନ୍ତେ ନିମ୍ନଲିଖିତ ସର୍ତ୍ତ ଗୁଡିକ ପୂରଣ କରିବା ଆବଶ୍ୟକ ଅଟେ ।
  • ନିର୍ଦେଶିକା ପୁସ୍ତିକା ଗୁଡିକ ମଧ୍ୟରୁ ଆପଣଙ୍କୁ ଏକ ନିର୍ଦେଶିକା ପୁସ୍ତିକା ପ୍ରସ୍ତୁତ କରିବା ଆବଶ୍ୟକ ଅଟେ, (ଅନୁବାଦ ନିର୍ଦେଶିକା ପୁସ୍ତିକା ପରି)ଯେଉଁଥିରେ ଆପଣ ଲେଖିବାକୁ ଚାଁହୁଥିବା ପରିମାପର ମାନ ଗୁଡିକର ଛୋଟ ନାମ ରହିଅଛି । ଉଦାହରଣ ସ୍ୱରୂପେ, ଅନୁବାଦ ପୁସ୍ତିକାରେ ଏକ ନୂତନ ପରିମାପର ମାନ “ପରୀକ୍ଷଣ” ପ୍ରସ୍ତୁତ କରିବାକୁ, ଆପଣ "ଅନୁବାଦ କରିବା/ପରୀକ୍ଷଣ/01.md"ରେ ଫାଇଲ୍ ଗୁଡିକୁ ରଖିବାକୁ ଚାଁହିବେ ।
  • ବିଷୟ ସୂଚୀ ଗୁଡିକରେ, toc.yaml ଫାଇଲ୍ ଗୁଡିକ ଉପଯୁକ୍ତ ପୁସ୍ତିକା ନିମନ୍ତେ ସମ୍ମିଳିତ ହେବା ଆବଶ୍ୟକ ଅଟେ ।
  • toc.yamlଫାଇଲରେ ସ୍ଲୁଗର ଏବଂ ନିର୍ଦେଶିକାର ମୂଲ୍ୟ (ବିନା ପ୍ରସାରଣ) ନିର୍ଦେଶିକା ନାମ ପରି ରହିବା ଆବଶ୍ୟକ ଅଟେ (ଏହି ଉଦାହରଣରେ ‘ପରୀକ୍ଷଣ’) ।
  • ସ୍ଲୁଗ୍ ଅନୁପମ ହେବା ଆବଶ୍ୟକ ଅଟେ ଏବଂ ଅନ୍ୟ କୌଣସି tA ନିର୍ଦେଶିକା ଗୁଡିକରେ ଅବ୍ୟବହୃତ ହେବା ଆବଶ୍ୟକ ଅଟେ । ଏହା ଏକ ଆବଶ୍ୟକତା ଅଟେ ଯାହା ଫଳରେ ଅନ୍ୟ tA ପୁସ୍ତିକା ଗୁଡିକରେ ସାମୟିକ ପତ୍ରିକା ଗୁଡିକ ନିମନ୍ତେ ସ୍ପଷ୍ଟ ଲିନ୍କସ୍ ପ୍ରସ୍ତୁତ କରିବା ସମ୍ଭବ ହେବ ।

ଅନୁମତି

ଅନୁମତି ଅନୁମତି ସୂଚନା ନିମନ୍ତେ ଫାଇଲ୍ ଦେଖନ୍ତୁ ।