Edit 'translate/figs-activepassive/01.md' using 'tc-create-app'

This commit is contained in:
manash12d 2020-10-19 12:35:57 +00:00
parent d0ff290f80
commit 44935853ac
1 changed files with 5 additions and 5 deletions

View File

@ -1,7 +1,7 @@
କେତେକ ଭାଷାରେ ଉଭୟ କର୍ତ୍ତୁବାଚକ ଓ କର୍ମବାଚକ ବାକ୍ୟ ରହିଥାଏ । କର୍ତ୍ତୁବାଚକ ବାକ୍ୟରେ, କର୍ତ୍ତା କାର୍ଯ୍ୟ କରିଥାଏ । କର୍ମବାଚକ ବାକ୍ୟରେ, କର୍ତ୍ତା କାର୍ଯ୍ୟ ଗ୍ରହଣ କରିଥାଏ । ଏଠାରେ ସେମାନଙ୍କର କର୍ତ୍ତାମାନଙ୍କ ତଳେ ଗାର ଦେଇ କେତେକ ଉଦାହରଣ ଦିଆଯାଇଛି ।
* କର୍ତ୍ତୁବାଚକ: <u> ମୋର ବାପା </u> 2010 ରେ ଗୃହ ନିର୍ମାଣ କଲେ
* କର୍ମବାଚକ: <u> ଗୃହ </u> 2010 ରେ ନିର୍ମିତ ହେଲା ।
* କର୍ତ୍ତୁବାଚକ: **ମୋର ବାପା** 2010 ରେ ଗୃହ ନିର୍ମାଣ କଲେ।
* କର୍ମବାଚକ: **ଗୃହ** 2010 ରେ ନିର୍ମିତ ହେଲା ।
ଅନୁବାଦକମାନଙ୍କ ଭାଷାରେ ଯଦି କର୍ମବାଚକ ବାକ୍ୟ ନଥାଏ, ତେବେ ବାଇବଲରେ ଦେଖାଦେବା କର୍ମବାଚକ ବାକ୍ୟକୁ କିପରି ଅନୁବାଦ କରିବେ, ତାହା ସେମାନେ ଜାଣିବା ଆବଶ୍ୟକ । କେତେବେଳେ କର୍ମବାଚକ ବାକ୍ୟକୁ ଓ କେତେବେଳେ କର୍ତ୍ତୁବାଚକ ବାକ୍ୟକୁ ବ୍ୟବହାର କରିବେ, ତାହା ଅନ୍ୟ ଅନୁବାଦକମାନେ ନିଷ୍ପତି ନେବା ଆବଶ୍ୟକ ।
@ -10,12 +10,12 @@
କେତେକ ଭାଷାରେ ଉଭୟ କର୍ତ୍ତୁବାଚକ ଓ କର୍ମବାଚକ ବାକ୍ୟର ରୂପରେଖ ଗୁଡ଼ିକ ରହିଥାଏ ।
**କର୍ତ୍ତୁବାଚକ ରୂପରେଖାରେ**, କର୍ତ୍ତା କାର୍ଯ୍ୟ କରିଥାଏ ଓ ସର୍ବଦା ଏହାକୁ ଉଲ୍ଲେଖ କରାଯାଇଥାଏ
**କର୍ମବାଚକ ରୂପରେଖାରେ**, କର୍ତ୍ତାକୁ କାର୍ଯ୍ୟ କରାଇଥାଏ, ଓ ଯିଏ କାର୍ଯ୍ୟ କରେ, ତାହାକୂ *ସବୁବେଳେ* ଉଲ୍ଲେଖ କରାଯାଇ ନଥାଏ
* କର୍ତ୍ତୁବାଚକ ରୂପରେଖାରେ, କର୍ତ୍ତା କାର୍ଯ୍ୟ କରିଥାଏ ଓ ସର୍ବଦା ଏହାକୁ ଉଲ୍ଲେଖ କରାଯାଇଥାଏ।
* କର୍ମବାଚକ ରୂପରେଖାରେ, କର୍ତ୍ତାକୁ କାର୍ଯ୍ୟ କରାଇଥାଏ, ଓ ଯିଏ କାର୍ଯ୍ୟ କରେ, ତାହାକୂ ସବୁବେଳେ ଉଲ୍ଲେଖ କରାଯାଇ ନଥାଏ।
ତଳେ ଦିଆଯାଇଥିବା କର୍ତ୍ତୁବାଚକ ଓ କର୍ମବାଚକ ବାକ୍ୟର ଉଦାହରଣରେ, ଆମେ କର୍ତ୍ତା ତଳେ ଗାର ଦେଇଛୁ ।
* **କର୍ତ୍ତୁବାଚକ**: <u> ମୋର ବାପା </u> 2010 ରେ ଗୃହ ନିର୍ମାଣ କଲେ ।
* **କର୍ତ୍ତୁବାଚକ** ମୋର ବାପା </u> 2010 ରେ ଗୃହ ନିର୍ମାଣ କଲେ ।
* **କର୍ମବାଚକ**: <u> ଗୃହ </u> 2010 ରେ ମୋ’ ବାପାଙ୍କ ଦ୍ଵାରା ନିର୍ମିତ ହେଲା ।
* **କର୍ମବାଚକ**: <u> ଗୃହ </u> 2010 ରେ ନିର୍ମିତ ହେଲା ।