From 44935853ac16831c76ee224b7986ae3898974fa5 Mon Sep 17 00:00:00 2001 From: manash12d Date: Mon, 19 Oct 2020 12:35:57 +0000 Subject: [PATCH] Edit 'translate/figs-activepassive/01.md' using 'tc-create-app' --- translate/figs-activepassive/01.md | 10 +++++----- 1 file changed, 5 insertions(+), 5 deletions(-) diff --git a/translate/figs-activepassive/01.md b/translate/figs-activepassive/01.md index 505c8d1..726ccb7 100644 --- a/translate/figs-activepassive/01.md +++ b/translate/figs-activepassive/01.md @@ -1,7 +1,7 @@ କେତେକ ଭାଷାରେ ଉଭୟ କର୍ତ୍ତୁବାଚକ ଓ କର୍ମବାଚକ ବାକ୍ୟ ରହିଥାଏ । କର୍ତ୍ତୁବାଚକ ବାକ୍ୟରେ, କର୍ତ୍ତା କାର୍ଯ୍ୟ କରିଥାଏ । କର୍ମବାଚକ ବାକ୍ୟରେ, କର୍ତ୍ତା କାର୍ଯ୍ୟ ଗ୍ରହଣ କରିଥାଏ । ଏଠାରେ ସେମାନଙ୍କର କର୍ତ୍ତାମାନଙ୍କ ତଳେ ଗାର ଦେଇ କେତେକ ଉଦାହରଣ ଦିଆଯାଇଛି । -* କର୍ତ୍ତୁବାଚକ: ମୋର ବାପା 2010 ରେ ଗୃହ ନିର୍ମାଣ କଲେ । -* କର୍ମବାଚକ: ଗୃହ 2010 ରେ ନିର୍ମିତ ହେଲା । +* କର୍ତ୍ତୁବାଚକ: **ମୋର ବାପା** 2010 ରେ ଗୃହ ନିର୍ମାଣ କଲେ। +* କର୍ମବାଚକ: **ଗୃହ** 2010 ରେ ନିର୍ମିତ ହେଲା । ଅନୁବାଦକମାନଙ୍କ ଭାଷାରେ ଯଦି କର୍ମବାଚକ ବାକ୍ୟ ନଥାଏ, ତେବେ ବାଇବଲରେ ଦେଖାଦେବା କର୍ମବାଚକ ବାକ୍ୟକୁ କିପରି ଅନୁବାଦ କରିବେ, ତାହା ସେମାନେ ଜାଣିବା ଆବଶ୍ୟକ । କେତେବେଳେ କର୍ମବାଚକ ବାକ୍ୟକୁ ଓ କେତେବେଳେ କର୍ତ୍ତୁବାଚକ ବାକ୍ୟକୁ ବ୍ୟବହାର କରିବେ, ତାହା ଅନ୍ୟ ଅନୁବାଦକମାନେ ନିଷ୍ପତି ନେବା ଆବଶ୍ୟକ । @@ -10,12 +10,12 @@ କେତେକ ଭାଷାରେ ଉଭୟ କର୍ତ୍ତୁବାଚକ ଓ କର୍ମବାଚକ ବାକ୍ୟର ରୂପରେଖ ଗୁଡ଼ିକ ରହିଥାଏ । -**କର୍ତ୍ତୁବାଚକ ରୂପରେଖାରେ**, କର୍ତ୍ତା କାର୍ଯ୍ୟ କରିଥାଏ ଓ ସର୍ବଦା ଏହାକୁ ଉଲ୍ଲେଖ କରାଯାଇଥାଏ । -**କର୍ମବାଚକ ରୂପରେଖାରେ**, କର୍ତ୍ତାକୁ କାର୍ଯ୍ୟ କରାଇଥାଏ, ଓ ଯିଏ କାର୍ଯ୍ୟ କରେ, ତାହାକୂ *ସବୁବେଳେ* ଉଲ୍ଲେଖ କରାଯାଇ ନଥାଏ । +* କର୍ତ୍ତୁବାଚକ ରୂପରେଖାରେ, କର୍ତ୍ତା କାର୍ଯ୍ୟ କରିଥାଏ ଓ ସର୍ବଦା ଏହାକୁ ଉଲ୍ଲେଖ କରାଯାଇଥାଏ। +* କର୍ମବାଚକ ରୂପରେଖାରେ, କର୍ତ୍ତାକୁ କାର୍ଯ୍ୟ କରାଇଥାଏ, ଓ ଯିଏ କାର୍ଯ୍ୟ କରେ, ତାହାକୂ ସବୁବେଳେ ଉଲ୍ଲେଖ କରାଯାଇ ନଥାଏ। ତଳେ ଦିଆଯାଇଥିବା କର୍ତ୍ତୁବାଚକ ଓ କର୍ମବାଚକ ବାକ୍ୟର ଉଦାହରଣରେ, ଆମେ କର୍ତ୍ତା ତଳେ ଗାର ଦେଇଛୁ । -* **କର୍ତ୍ତୁବାଚକ**: ମୋର ବାପା 2010 ରେ ଗୃହ ନିର୍ମାଣ କଲେ । +* **କର୍ତ୍ତୁବାଚକ** ମୋର ବାପା 2010 ରେ ଗୃହ ନିର୍ମାଣ କଲେ । * **କର୍ମବାଚକ**: ଗୃହ 2010 ରେ ମୋ’ ବାପାଙ୍କ ଦ୍ଵାରା ନିର୍ମିତ ହେଲା । * **କର୍ମବାଚକ**: ଗୃହ 2010 ରେ ନିର୍ମିତ ହେଲା ।