Edit 'translate/figs-abstractnouns/01.md' using 'tc-create-app'
This commit is contained in:
parent
c45fc3e660
commit
d0ff290f80
|
@ -1,4 +1,4 @@
|
|||
ଗୁଣବାଚକ ବିଶେଷ୍ୟଗୁଡ଼ିକ ସଂଜ୍ଞା ଅଟେ ଯାହା ସ୍ଵଭାବ, ଗୁଣ, ଘଟଣାବଳୀ, ପରିସ୍ଥିତି, କିମ୍ବା ଏପରିକି ଏହି ଧାରଣାଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଇଥାଏ । ଏହି ବିଷୟଗୁଡ଼ିକ ଯାହା ଶାରୀରିକ କାଣ୍ଡଜ୍ଞାନରେ ଦେଖିହୁଏ ନାହିଁ କି ସ୍ପର୍ଶ କରି ପାରି ହୁଏନି, ଯଥା, ଖୁସି, ଓଜନ, ଭାବନା ପ୍ରତି ଆଘାତ, ଏକତା, ବନ୍ଧୁତ୍ଵ, ସ୍ୱାସ୍ଥ୍ୟ, ଓ ବିଚାର ଶକ୍ତି ।
|
||||

ଏହା ଏକ ଅନୁବାଦ ସମସ୍ୟା ଅଟେ କାରଣ କେତେକ ଭାଷା ଗୁଣବାଚକ ବିଶେଷ୍ୟ ସହ ନିର୍ଦ୍ଦିଷ୍ଟ ଧାରଣାକୁ ପ୍ରକାଶ କରିପାରେ, ଯେବେକି ଅନ୍ୟାନ୍ୟ ଭାଷାଗୁଡିକ ଭିନ୍ନ ଭାବରେ ପ୍ରକାଶ କରିବା ଆବଶ୍ୟକ ମନେ କରିପାରନ୍ତି । ଉଦାହରଣ ସ୍ଵରୂପେ, “ଏହାର ଓଜନ କେତେ ?” ଏହାକୁ “ଏହା କେତେ ବୋଝ ହେଉଛି ?” ବା “ଏହା କେତେ ଭାରି ଅଟେ?” ଭାବରେ ପ୍ରକାଶ କରାଯାଇପାରିବ ।
|
||||
|
||||
|
|
Loading…
Reference in New Issue