Edit 'translate/grammar-connect-logic-contrast/01.md' using 'tc-create-app'

This commit is contained in:
manash12d 2020-11-03 18:49:41 +00:00
parent d6deef3e63
commit 1a370a3423
1 changed files with 1 additions and 1 deletions

View File

@ -22,7 +22,7 @@
ଯୀଶୁ ଯାହା ମାନବ ନେତାମାନେ ଗର୍ବିତ ଭାବରେ ଆଚରଣ କରନ୍ତି ତାହା ସେ ନମ୍ର ଭାବରେ ଆଚରଣ କରି ଗର୍ବିତ ଆଚରଣର ତୁଳନାର ପ୍ରଭେଦ କରୁଛନ୍ତି। ଏହାର ବିପରୀତତା “ତଥାପି” ଶବ୍ଦ ଦ୍ୱାରା ଚିହ୍ନିତ। ଯୀଶୁ ଯାହା ମାନବ ନେତାମାନେ ଗର୍ବିତ ଭାବରେ ଆଚରଣ କରନ୍ତି ତାହା ସେ ନମ୍ର ଭାବରେ ଆଚରଣ କରି ଗର୍ବିତ ଆଚରଣର ତୁଳନାର ପ୍ରଭେଦ କରୁଛନ୍ତି। ଏହାର ବିପରୀତତା “ତଥାପି” ଶବ୍ଦ ଦ୍ୱାରା ଚିହ୍ନିତ।
> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29b ULT) > … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29 ULT)
ଏହା ଆଶ୍ଚର୍ଯ୍ୟଜନକ ଯେ ବେଡ଼ିରେ ବନ୍ଧା ହୋଇଥିବା ବ୍ୟକ୍ତି ସେଗୁଡ଼ିକୁ ଭାଙ୍ଗିବାରେ ସକ୍ଷମ ହୁଏ। ଏଠାରେ, କେବଳ କାର୍ଯ୍ୟ କ୍ରିୟା, “ତାହାର ବନ୍ଧନ ସବୁ ଭାଙ୍ଗିବା” ଏକ ଅପ୍ରତ୍ୟାଶିତ ଘଟଣାର ବିପରୀତତାକୁ ଚିହ୍ନିତ କରେ। ଏହା ଆଶ୍ଚର୍ଯ୍ୟଜନକ ଯେ ବେଡ଼ିରେ ବନ୍ଧା ହୋଇଥିବା ବ୍ୟକ୍ତି ସେଗୁଡ଼ିକୁ ଭାଙ୍ଗିବାରେ ସକ୍ଷମ ହୁଏ। ଏଠାରେ, କେବଳ କାର୍ଯ୍ୟ କ୍ରିୟା, “ତାହାର ବନ୍ଧନ ସବୁ ଭାଙ୍ଗିବା” ଏକ ଅପ୍ରତ୍ୟାଶିତ ଘଟଣାର ବିପରୀତତାକୁ ଚିହ୍ନିତ କରେ।