Edit 'translate/grammar-connect-logic-contrast/01.md' using 'tc-create-app'

This commit is contained in:
manash12d 2020-11-03 18:49:05 +00:00
parent 95fb4ef94f
commit d6deef3e63
1 changed files with 19 additions and 27 deletions

View File

@ -1,6 +1,6 @@
## ଯୁକ୍ତିଯୁକ୍ତ ସମ୍ପର୍କ
## ଯୁକ୍ତିଯୁକ୍ତ ସମ୍ପର୍କ
କେତେକ ସଂଯୋଗକାରୀ ଦୁଇଟି ବାକ୍ୟାଂଶ, ଧାରା, ବାକ୍ୟ, କିମ୍ବା ପାଠ୍ୟର ଅଂଶ ମଧ୍ୟରେ ଯୁକ୍ତିଯୁକ୍ତ ସମ୍ପର୍କ ସ୍ଥାପନ କରନ୍ତି।
କେତେକ ସଂଯୋଗକାରୀ ଦୁଇଟି ବାକ୍ୟାଂଶ, ଧାରା, ବାକ୍ୟ, କିମ୍ବା ପାଠ୍ୟର ଅଂଶ ମଧ୍ୟରେ ଯୁକ୍ତିଯୁକ୍ତ ସମ୍ପର୍କ ସ୍ଥାପନ କରନ୍ତି।
### ବୈପରୀତ୍ୟ ସମ୍ପର୍କ
@ -18,48 +18,40 @@
ଯୋଶେଫଙ୍କୁ ବିକ୍ରୟ କରିବା ପାଇଁ ଯୋଶେଫଙ୍କ ଭାଇମାନଙ୍କର ମନ୍ଦ କଳ୍ପନା ଅନେକ ଲୋକମାନଙ୍କୁ ବଞ୍ଚାଇବା ନିମନ୍ତେ ଈଶ୍ଵରଙ୍କ ଉତ୍ତମ ଯୋଜନା ସହିତ ବିପରୀତ ଅଟେ। “କିନ୍ତୁ” ଶବ୍ଦ ବିପରୀତକୁ ସୁଚାଏ କରେ।
> କାରଣ କିଏ ଶ୍ରେଷ୍ଠ, ଯେ ଭୋଜନରେ ଉପବିଷ୍ଟ, ନା ଯିଏ ପରିଚର୍ଯ୍ୟା କରେ? ଯେ ଭୋଜନରେ ଉପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? "ତଥାପି"ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି। (ଲୂକ 22:27 ULT)
> କାରଣ କିଏ ଶ୍ରେଷ୍ଠ, ଯେ ଭୋଜନରେ ଉପବିଷ୍ଟ, ନା ଯିଏ ପରିଚର୍ଯ୍ୟା କରେ? ଯେ ଭୋଜନରେ ଉପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? **ତଥାପି** ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି। (ଲୂକ 22:27 ULT)
ଯୀଶୁ ଯାହା ମାନବ ନେତାମାନେ ଗର୍ବିତ ଭାବରେ ଆଚରଣ କରନ୍ତି ତାହା ସେ ନମ୍ର ଭାବରେ ଆଚରଣ କରି ଗର୍ବିତ ଆଚରଣର ତୁଳନାର ପ୍ରଭେଦ କରୁଛନ୍ତି। ଏହାର ବିପରୀତତା “ତଥାପି” ଶବ୍ଦ ଦ୍ୱାରା ଚିହ୍ନିତ।
ଯୀଶୁ ଯାହା ମାନବ ନେତାମାନେ ଗର୍ବିତ ଭାବରେ ଆଚରଣ କରନ୍ତି ତାହା ସେ ନମ୍ର ଭାବରେ ଆଚରଣ କରି ଗର୍ବିତ ଆଚରଣର ତୁଳନାର ପ୍ରଭେଦ କରୁଛନ୍ତି। ଏହାର ବିପରୀତତା “ତଥାପି” ଶବ୍ଦ ଦ୍ୱାରା ଚିହ୍ନିତ।
> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29b ULT)
>
>
> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29b ULT)
ଏହା ଆଶ୍ଚର୍ଯ୍ୟଜନକ ଯେ ବେଡ଼ିରେ ବନ୍ଧା ହୋଇଥିବା ବ୍ୟକ୍ତି ସେଗୁଡ଼ିକୁ ଭାଙ୍ଗିବାରେ ସକ୍ଷମ ହୁଏ। ଏଠାରେ, କେବଳ କାର୍ଯ୍ୟ କ୍ରିୟା, “ତାହାର ବନ୍ଧନ ସବୁ ଭାଙ୍ଗିବା” ଏକ ଅପ୍ରତ୍ୟାଶିତ ଘଟଣାର ବିପରୀତତାକୁ ଚିହ୍ନିତ କରେ।
ଏହା ଆଶ୍ଚର୍ଯ୍ୟଜନକ ଯେ ବେଡ଼ିରେ ବନ୍ଧା ହୋଇଥିବା ବ୍ୟକ୍ତି ସେଗୁଡ଼ିକୁ ଭାଙ୍ଗିବାରେ ସକ୍ଷମ ହୁଏ। ଏଠାରେ, କେବଳ କାର୍ଯ୍ୟ କ୍ରିୟା, “ତାହାର ବନ୍ଧନ ସବୁ ଭାଙ୍ଗିବା” ଏକ ଅପ୍ରତ୍ୟାଶିତ ଘଟଣାର ବିପରୀତତାକୁ ଚିହ୍ନିତ କରେ।
> \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **ଯାହା ହେଉ**, ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ। **ତଥାପି** ପରାତ୍ପର, ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ। (ପ୍ରେରିତ 7: 46-48a ULT)
ଏଠାରେ ଦୁଇଟି ବୈପରୀତ୍ୟ ଅଛି, “ଯାହା ହେଉ” ଏବଂ “ତଥାପି” ସହିତ ଚିହ୍ନିତ। ପ୍ରଥମ ବିପରୀତ ଦର୍ଶାଏ ଯେ ଯଦିଓ ଈଶ୍ଵରଙ୍କ ବାସଗୃହ ପାଇଁ ସ୍ଥାନ ଖୋଜିବାକୁ ଦାଉଦ ପ୍ରାର୍ଥନା କରିଥିଲେ, ଶଲୋମନ ହିଁ ଏହାକୁ ନିର୍ମାଣ କରିଥିଲେ। ତା’ପରେ ଆଉ ଏକ ବୈପରୀତ୍ୟ ଅଛି କାରଣ, ଯଦିଓ ଶଲୋମନ ଈଶ୍ଵରଙ୍କ ପାଇଁ ଏକ ବାସଗୃହ ନିର୍ମାଣ କରିଥିଲେ, କିନ୍ତୁ ହସ୍ତନିର୍ମିତ ଗୃହରେ ଈଶ୍ଵର ବାସ କରନ୍ତି ନାହିଁ।

#### ଅନୁବାଦର କୌଶଳ
ଯଦି ଆପଣଙ୍କ ଭାଷା ପାଠ୍ୟ ପରି ସମାନ ଭାବରେ ବିପରୀତ ସମ୍ପର୍କ ସମାନ ଭାବରେ ବ୍ୟବହୃତ ହୋଇଛି, ତେବେ ସେପରି ବ୍ୟବହାର କର ଯେପରି ସେଗୁଡ଼ିକ ଅଟନ୍ତି।
ଯଦି ଆପଣଙ୍କ ଭାଷା ପାଠ୍ୟ ପରି ସମାନ ଭାବରେ ବିପରୀତ ସମ୍ପର୍କ ସମାନ ଭାବରେ ବ୍ୟବହୃତ ହୋଇଛି, ତେବେ ସେପରି ବ୍ୟବହାର କର ଯେପରି ସେଗୁଡ଼ିକ ଅଟନ୍ତି।
(1) ଯଦି ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟରେ ବିପରୀତ ସମ୍ପର୍କ ସ୍ପଷ୍ଟ ନୁହେଁ, ତେବେ ଏକ ସଂଯୋଗକାରୀ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କର ଯାହା ଅଧିକ ନିର୍ଦ୍ଦିଷ୍ଟ କିମ୍ବା ଅଧିକ ସ୍ପଷ୍ଟ ଅଟେ।
(2) ଯଦି ଆପଣଙ୍କ ଭାଷାରେ ବିପରୀତ ସମ୍ପର୍କର ଅନ୍ୟ ଖଣ୍ଡବାକ୍ୟ ଚିହ୍ନିତ କରିବା ଅଧିକ ସ୍ପଷ୍ଟ, ତେବେ ଅନ୍ୟ ଖଣ୍ଡବାକ୍ୟ ଉପରେ ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କର।
(3) ଯଦି ଆପଣଙ୍କର ଭାଷା ଏକ ଭିନ୍ନ ଭାବରେ ବିପରୀତ ସମ୍ପର୍କ ଦେଖାଏ, ତେବେ ତାହା ସେହି ରୂପେ ବ୍ୟବହାର କର।
(1) ଯଦି ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟରେ ବିପରୀତ ସମ୍ପର୍କ ସ୍ପଷ୍ଟ ନୁହେଁ, ତେବେ ଏକ ସଂଯୋଗକାରୀ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କର ଯାହା ଅଧିକ ନିର୍ଦ୍ଦିଷ୍ଟ କିମ୍ବା ଅଧିକ ସ୍ପଷ୍ଟ ଅଟେ। (2) ଯଦି ଆପଣଙ୍କ ଭାଷାରେ ବିପରୀତ ସମ୍ପର୍କର ଅନ୍ୟ ଖଣ୍ଡବାକ୍ୟ ଚିହ୍ନିତ କରିବା ଅଧିକ ସ୍ପଷ୍ଟ, ତେବେ ଅନ୍ୟ ଖଣ୍ଡବାକ୍ୟ ଉପରେ ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କର। (3) ଯଦି ଆପଣଙ୍କର ଭାଷା ଏକ ଭିନ୍ନ ଭାବରେ ବିପରୀତ ସମ୍ପର୍କ ଦେଖାଏ, ତେବେ ତାହା ସେହି ରୂପେ ବ୍ୟବହାର କର।
#### ଅନୁବାଦ କୌଶଳର ଉଦାହରଣ ପ୍ରୋୟୋଗ
#### ଅନୁବାଦ କୌଶଳର ଉଦାହରଣ ପ୍ରୋୟୋଗ
1.ଯଦି ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟରେ ବିପରୀତ ସମ୍ପର୍କ ସ୍ପଷ୍ଟ ନୁହେଁ, ତେବେ ଏକ ସଂଯୋଗକାରୀ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କର ଯାହା ଅଧିକ ନିର୍ଦ୍ଦିଷ୍ଟ କିମ୍ବା ଅଧିକ ସ୍ପଷ୍ଟ ଅଟେ।
1.ଯଦି ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟରେ ବିପରୀତ ସମ୍ପର୍କ ସ୍ପଷ୍ଟ ନୁହେଁ, ତେବେ ଏକ ସଂଯୋଗକାରୀ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କର ଯାହା ଅଧିକ ନିର୍ଦ୍ଦିଷ୍ଟ କିମ୍ବା ଅଧିକ ସ୍ପଷ୍ଟ ଅଟେ।
> କାରଣ କିଏ ଶ୍ରେଷ୍ଠ, ଯେ ଭୋଜନରେ ଉପବିଷ୍ଟ, ନା ଯେ ସେବା କରେ? ଯେ ଭୋଜନରେ ଉପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? **ତଥାପି** ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି। (ଲୁକ 22:27 ULT)
>> କାରଣ କିଏ ଶ୍ରେଷ୍r, ଯେ ଭୋଜନରେ ଉପବିଷ୍ଟ, ନା ଯେ ସେବା କରେ? ଯେ ଭୋଜନରେ ଉପବି, ସେ କି ଶ୍ରେଷ୍ଠ ନୁହନ୍ତିଣ? ଯେ ଭୋଜନରେ ଉପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? **ସେହି ବ୍ୟକ୍ତି ପରି**, ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି।
>
> > କାରଣ କିଏ ଶ୍ରେଷ୍r, ଯେ ଭୋଜନରେ ଉପବିଷ୍ଟ, ନା ଯେ ସେବା କରେ? ଯେ ଭୋଜନରେ ଉପବି, ସେ କି ଶ୍ରେଷ୍ଠ ନୁହନ୍ତିଣ? ଯେ ଭୋଜନରେ ଉପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? **ସେହି ବ୍ୟକ୍ତି ପରି**, ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି।
2.ଯଦି ଆପଣଙ୍କ ଭାଷାରେ ବିପରୀତ ସମ୍ପର୍କର ଅନ୍ୟ ଖଣ୍ଡବାକ୍ୟ ଗୁଡ଼ିକ ଚିହ୍ନିତ କରିବା ଅଧିକ ସ୍ପଷ୍ଟ, ତେବେ ଅନ୍ୟ ଖଣ୍ଡବାକ୍ୟ ଉପରେ ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କର।
> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29ଖ ULT) (Luke 8:29 ULT)
>> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ତଥାପି, ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା।
> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29ଖ ULT) (Luke 8:29 ULT)
>
> > … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ତଥାପି, ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା।
3.ଯଦି ଆପଣଙ୍କ ଭାଷା ଏକ ଭିନ୍ନ ଢଙ୍ଗରେ ବିପରୀତ ସମ୍ପର୍କ ଦେଖାଏ, ତେବେ ସେହି ରୂପେ ବ୍ୟବହାର କର।
> > \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **ଯାହା ହେଉ**, ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ। **ତଥାପି** ଯେ ପରାତ୍ପର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ। (ପ୍ରେରିତ 7: 46-48a ULT)
>> [ଦାଉଦ] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **କିନ୍ତୁ** ଏହା ଶଲୋମନ ଥିଲେ, **ଦାଉଦ ନୁହେଁ**, ଯିଏ ଈଶ୍ଵରଙ୍କ ନିମନ୍ତେ ଗୃହ ନିର୍ମାଣ କଲେ। **ଯଦ୍ୟପି ଶଲୋମନ ତାହାଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କଲେ**, ପରାତ୍ପର, ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ।
> > \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **ଯାହା ହେଉ**, ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ। **ତଥାପି** ଯେ ପରାତ୍ପର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ। (ପ୍ରେରିତ 7: 46-48a ULT)
> >
> > \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **କିନ୍ତୁ** ଏହା ଶଲୋମନ ଥିଲେ, **ଦାଉଦ ନୁହେଁ**, ଯିଏ ଈଶ୍ଵରଙ୍କ ନିମନ୍ତେ ଗୃହ ନିର୍ମାଣ କଲେ। **ଯଦ୍ୟପି ଶଲୋମନ ତାହାଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କଲେ**, ପରାତ୍ପର, ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ।