diff --git a/translate/grammar-connect-logic-contrast/01.md b/translate/grammar-connect-logic-contrast/01.md index 0bfe529..cfcb549 100644 --- a/translate/grammar-connect-logic-contrast/01.md +++ b/translate/grammar-connect-logic-contrast/01.md @@ -22,7 +22,7 @@ ଯୀଶୁ ଯାହା ମାନବ ନେତାମାନେ ଗର୍ବିତ ଭାବରେ ଆଚରଣ କରନ୍ତି ତାହା ସେ ନମ୍ର ଭାବରେ ଆଚରଣ କରି ଗର୍ବିତ ଆଚରଣର ତୁଳନାର ପ୍ରଭେଦ କରୁଛନ୍ତି। ଏହାର ବିପରୀତତା “ତଥାପି” ଶବ୍ଦ ଦ୍ୱାରା ଚିହ୍ନିତ। -> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29b ULT) +> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29ଖ ULT) ଏହା ଆଶ୍ଚର୍ଯ୍ୟଜନକ ଯେ ବେଡ଼ିରେ ବନ୍ଧା ହୋଇଥିବା ବ୍ୟକ୍ତି ସେଗୁଡ଼ିକୁ ଭାଙ୍ଗିବାରେ ସକ୍ଷମ ହୁଏ। ଏଠାରେ, କେବଳ କାର୍ଯ୍ୟ କ୍ରିୟା, “ତାହାର ବନ୍ଧନ ସବୁ ଭାଙ୍ଗିବା” ଏକ ଅପ୍ରତ୍ୟାଶିତ ଘଟଣାର ବିପରୀତତାକୁ ଚିହ୍ନିତ କରେ।