1.9 KiB
1.9 KiB
ଦ୍ଵିତୀୟ ସ୍ତର ଦୃଡ଼ୋକ୍ତି ନିମନ୍ତେ ସଠିକ୍ ଲିଖିତ ପ୍ରମାଣ
ଆମେ, ଆମ ଭାଷା ସମ୍ପ୍ରଦାୟରେ ଥିବା ମଣ୍ଡଳୀର ନେତାଗଣ ନିମ୍ନରେ ପ୍ରଦତ୍ତ ବିଷୟଗୁଡ଼ିକୁ ଦୃଢତାର ସହ ଘୋଷଣା କରୁ:
୧. ଅନୁବାଦଟି ବିଶ୍ଵାସର ଉକ୍ତି ଓ ଅନୁବାଦର ନିର୍ଦ୍ଦେଶାବଳୀକୁ ପାଳନ କରେ । ୧. ଅନୁବାଦଟି ନିର୍ଦ୍ଧିଷ୍ଟ ଭାଷାରେ ନିର୍ଭୁଲ ଓ ସ୍ପଷ୍ଟ ଅଟେ । ୧. ଅନୁବାଦଟି ଗ୍ରହଣଯୋଗ୍ୟ ଭାଷା ଶୈଳୀକୁ ବ୍ୟବହାର କରେ । ୧. ଅନୁବାଦଟି ଉପଯୁକ୍ତ ବର୍ଣ୍ଣମାଳା ଓ ଶବ୍ଦର ସଠିକ୍ ବନାନର ଶୃଙ୍ଖଳିତ ପ୍ରଣାଳୀକୁ ବ୍ୟବହାର କରେ । ୧. ସମ୍ପ୍ରଦାୟ ଅନୁବାଦକୁ ଅନୁମୋଦନ କରନ୍ତି । ୧. ସମ୍ପ୍ରଦାୟ ମୂଲ୍ୟ ନିର୍ଦ୍ଧାରଣ ଫର୍ମ ସମ୍ପୂର୍ଣ୍ଣ ହୋଇସାରିଛି ।
ଯଦି କୌଣସି ସମସ୍ୟାଗୁଡ଼ିକ ବାକି ରହିଛି, ତେବେ ସ୍ତର ତିନି ଯାଞ୍ଚ୍ କାରୀମାନଙ୍କର ଧ୍ୟାନ ନିମନ୍ତେ ସେଗୁଡ଼ିକୁ ଏଠାରେ ଲେଖି ରଖନ୍ତୁ ।
ଦ୍ଵିତୀୟ ସ୍ତର ଯାଞ୍ଚ୍ କାରୀମାନଙ୍କ ନାମ ଓ ପଦବୀ:
- ନାମ:
- ପଦବୀ:
- ନାମ:
- ପଦବୀ:
- ନାମ:
- ପଦବୀ:
- ନାମ:
- ପଦବୀ:
- ନାମ:
- ପଦବୀ
- ନାମ:
- ପଦବୀ: