2.9 KiB
2.9 KiB
ଅନୁବାଦ ପୂର୍ବରୁ କ’ଣସବୁ ଜାଣିବା ଦରକାର
ଏହାକୁ ସୁପାରିଶ କରାଯାଇଛି ଯେ ଆପଣ ଏହି ସାମଗ୍ରୀକୁ ଅନୁବାଦ କରିବା ସମୟରେ ଅନୁବାଦ ସହଚର ରୁ ବାରମ୍ବାର ମତ ନେବେ । ଆପଣ ଅନୁବାଦ ଆରମ୍ଭ କରିବା ପୂର୍ବରୁ, ଆପଣ ପରାମର୍ଶ କରନ୍ତୁ ଯେ ଆପଣ ଯେକୌଣସି ମତେ ଆକ୍ଷରିକ ଅନୁବାଦ ଓ ଅର୍ଥ-ଆଧାରିତ ଅନୁବାଦ ମଧ୍ୟରେ ଥିବା ପ୍ରଭେଦକୁ ଜାଣିବା ପର୍ଯ୍ୟନ୍ତ ଆପଣ ଅନୁବାଦ ସହଚର ମଧ୍ୟଦେଇ ଆପଣଙ୍କର କାର୍ଯ୍ୟ କରିଚାଲନ୍ତୁ । ଅନୁବାଦ ସହଚରର ଅଧିକାଂଶ ବିଷୟକୁ “କେବଳ ସମୟକ୍ରମେ” ଶିଖିବା ସାଧନ ରୂପେ ବ୍ୟବହାର କରାଯାଇପାରିବ ।
ଅନୁବାଦ ପ୍ରୋଜେକ୍ଟ୍ କୁ ଆରମ୍ଭ କରିବା ପୂର୍ବରୁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ରହିଛି ଯାହା ଶିଖିବା ଆବଶ୍ୟକ ଅଟେ ।
- ଉତ୍ତମ ଅନୁବାଦର ଗୁଣସମୂହ – ଉତ୍ତମ ଅନୁବାଦର ପରିଭାଷା
- ଅନୁବାଦ ପ୍ରକ୍ରିୟା – କିପରି ଏକ ଉତ୍ତମ ଅନୁବାଦ କରାଯିବ
- ଗଠନ ଓ ଅର୍ଥ – ଗଠନ ଓ ଅର୍ଥ ମଧ୍ୟରେ ପ୍ରଭେଦ
- ଅର୍ଥ-ଆଧାରିତ ଅନୁବାଦ – କିପରି ଅର୍ଥ ଆଧାରିତ ଅନୁବାଦ କରିବେ
ଆପଣ ଏହିସବୁକୁ ଅନ୍ତର୍ଭୁକ୍ତ କରୁଥିବା ସମୟରେ କେତେକ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ:
- କ’ଣ ଅନୁବାଦ କରିବେ ଚୟନ କରନ୍ତୁ – କେଉଁଠାରୁ ଅନୁବାଦ ଆରମ୍ଭ କରିବେ ସେଥି ନିମନ୍ତେ ପରାମର୍ଶଗୁଡ଼ିକ
- ପ୍ରଥମ ଚିଠା – କିପରି ପ୍ରଥମ ଚିଠାକୁ ପ୍ରସ୍ତୁତ କରିବେ
- ଅନୁବାଦ କରିବାରେ ସହାୟତା – ଅନୁବାଦ ସହାୟତାକୁ ବ୍ୟବହାର କରିବା