translationCore-Create-BCS_.../process/prechecking-training/01.md

1.1 KiB

ଯାଞ୍ଚ୍ କରିବା ପୂର୍ବରୁ

ଏହାକୁ ସୁପାରିଶ କରାଯାଇଛି ଯେ ଏହି ବିଷୟବସ୍ତୁ/ସାମଗ୍ରୀକୁ ଯାଞ୍ଚ୍ କରିବା ସମୟରେ ଆପଣ /ଯାଞ୍ଚ୍ ସହଚରକୁ ବାରମ୍ବାର ବିଚାର ବିମର୍ଶ କରନ୍ତୁ । ଆପଣ ଯାଞ୍ଚ୍ କରିବା ପୂର୍ବରୁ, ଆମେ ସୁପାରିଶ କରୁ ଯେ ପ୍ରତ୍ୟେକ ସ୍ତରରେ ଯାହା ଆବଶ୍ୟକ ତାହାକୁ ଆପଣ ବୁଝିବା ପର୍ଯ୍ୟନ୍ତ ଆପଣ ନିଜ ଉପାୟରେ ଯାଞ୍ଚ୍ ସହଚର ମଧ୍ୟଦେଇ କାର୍ଯ୍ୟ କରି ଚାଳନ୍ତୁ । ଆପଣ ଯାଞ୍ଚ୍ ପ୍ରକ୍ରିୟା ମଧ୍ୟଦେଇ କାର୍ଯ୍ୟ କରିବା ସମୟରେ, ଆପଣ ଯାଞ୍ଚ୍ ସହଚରକୁ ବାରମ୍ବାର ବିଚାର ବିମର୍ଶ କରିବା ଆବଶ୍ୟକ ।