Edit 'translate/figs-abstractnouns/01.md' using 'tc-create-app'

This commit is contained in:
manash12d 2020-10-19 14:01:05 +00:00
parent 635a14bc8e
commit f476751278
1 changed files with 1 additions and 1 deletions

View File

@ -14,7 +14,7 @@
ଯଦି ଉକ୍ତ ଭାଷାରେ ଦୁଇଟି ଗୁଣବାଚକ ବିଶେଷ୍ୟ “ପାପ” ଓ “କ୍ଷମା” ଶବ୍ଦଗୁଡ଼ିକ ନଥାଏ, ତେବେ ସେମାନେ ଏହି ଅର୍ଥକୁ ପ୍ରକାଶ କରିବା ପାଇଁ ଦୀର୍ଘ ବାକ୍ୟକୁ ବ୍ୟବହାର କରିବାକୁ ପଡିପାରେ। ଉଦାହରଣ ସ୍ଵରୂପ, ସେହି ବିଚାରଧାରା ପାଇଁ ସଂଜ୍ଞାର ପରିବର୍ତ୍ତେ କ୍ରିୟାପଦର ବାକ୍ୟାଂଶକୁ ବ୍ୟବହାର କରି ସେମାନେ ଏହିପରି କହି ପାରିବେ, “ମୁଁ ବିଶ୍ୱାସ କରେ ଯେ ଲୋକମାନେ ପାପ କରିବା ପରେ ପରମେଶ୍ଵର ସେମାନଙ୍କୁ କ୍ଷମା କରିବାକୁ ଇଛୁକ ଅଟନ୍ତି”,
#### ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ
### ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ
ହୋଇପାରେ ଆପଣ ଅନୁବାଦ କରୁଥିବା ବାଇବଲ ନିର୍ଦ୍ଦିଷ୍ଟ ବିଚାରଧାରାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକୁ ବ୍ୟବହାର କରେ। ଆପଣଙ୍କ ଭାଷା ସେହି କେତେକ ବିଚାରଧାରା ନିମନ୍ତେ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକୁ ବ୍ୟବହାର କରୁ ନ ଥାଇପାରେ, ଏବଂ ଏହା ପରିବର୍ତ୍ତେ, ସେହି ବିଚାରଧାରାକୁ ପ୍ରକାଶ କରିବା ପାଇଁ ଖଣ୍ଡବାକ୍ୟର ବ୍ୟବହାର କରୁଥାଇ ପାରନ୍ତି।