Edit 'translate/figs-abstractnouns/01.md' using 'tc-create-app'

This commit is contained in:
manash12d 2020-10-19 13:26:40 +00:00
parent 34fd8f3aad
commit 635a14bc8e
1 changed files with 9 additions and 9 deletions

View File

@ -1,24 +1,24 @@
ଗୁଣବାଚକ ବିଶେଷ୍ୟଗୁଡ଼ିକ ସଂଜ୍ଞା ଅଟେ ଯାହା ସ୍ଵଭାବ, ଗୁଣ, ଘଟଣାବଳୀ, ପରିସ୍ଥିତି, କିମ୍ବା ଏପରିକି ଏହି ଧାରଣାଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଇଥାଏ । ଏହି ବିଷୟଗୁଡ଼ିକ ଯାହା ଶାରୀରିକ କାଣ୍ଡଜ୍ଞାନରେ ଦେଖିହୁଏ ନାହିଁ କି ସ୍ପର୍ଶ କରି ପାରି ହୁଏନି, ଯଥା, ଖୁସି, ଓଜନ, ଭାବନା ପ୍ରତି ଆଘାତ, ଏକତା, ବନ୍ଧୁତ୍ଵ, ସ୍ୱାସ୍ଥ୍ୟ, ଓ ବିଚାର ଶକ୍ତି
ଗୁଣବାଚକ ବିଶେଷ୍ୟଗୁଡ଼ିକ ସଂଜ୍ଞା ଅଟେ ଯାହା ସ୍ଵଭାବ, ଗୁଣ, ଘଟଣାବଳୀ, ପରିସ୍ଥିତି, କିମ୍ବା ଏପରିକି ଏହି ଧାରଣାଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଇଥାଏ। ଏହି ବିଷୟଗୁଡ଼ିକ ଯାହା ଶାରୀରିକ କାଣ୍ଡଜ୍ଞାନରେ ଦେଖିହୁଏ ନାହିଁ କି ସ୍ପର୍ଶ କରି ପାରି ହୁଏନି, ଯଥା, ଖୁସି, ଓଜନ, ଭାବନା ପ୍ରତି ଆଘାତ, ଏକତା, ବନ୍ଧୁତ୍ଵ, ସ୍ୱାସ୍ଥ୍ୟ, ଓ ବିଚାର ଶକ୍ତି।
ଏହା ଏକ ଅନୁବାଦ ସମସ୍ୟା ଅଟେ କାରଣ କେତେକ ଭାଷା ଗୁଣବାଚକ ବିଶେଷ୍ୟ ସହ ନିର୍ଦ୍ଦିଷ୍ଟ ଧାରଣାକୁ ପ୍ରକାଶ କରିପାରେ, ଯେବେକି ଅନ୍ୟାନ୍ୟ ଭାଷାଗୁଡିକ ଭିନ୍ନ ଭାବରେ ପ୍ରକାଶ କରିବା ଆବଶ୍ୟକ ମନେ କରିପାରନ୍ତି । ଉଦାହରଣ ସ୍ଵରୂପେ, “ଏହାର ଓଜନ କେତେ ?” ଏହାକୁ “ଏହା କେତେ ବୋଝ ହେଉଛି ?” ବା “ଏହା କେତେ ଭାରି ଅଟେ?” ଭାବରେ ପ୍ରକାଶ କରାଯାଇପାରିବ
ଏହା ଏକ ଅନୁବାଦ ସମସ୍ୟା ଅଟେ କାରଣ କେତେକ ଭାଷା ଗୁଣବାଚକ ବିଶେଷ୍ୟ ସହ ନିର୍ଦ୍ଦିଷ୍ଟ ଧାରଣାକୁ ପ୍ରକାଶ କରିପାରେ, ଯେବେକି ଅନ୍ୟାନ୍ୟ ଭାଷାଗୁଡିକ ଭିନ୍ନ ଭାବରେ ପ୍ରକାଶ କରିବା ଆବଶ୍ୟକ ମନେ କରିପାରନ୍ତି। ଉଦାହରଣ ସ୍ଵରୂପେ, “ଏହାର ଓଜନ କେତେ?” ଏହାକୁ “ଏହା କେତେ ବୋଝ ହେଉଛି?” ବା “ଏହା କେତେ ଭାରି ଅଟେ?” ଭାବରେ ପ୍ରକାଶ କରାଯାଇପାରିବ।
### ବିବରଣ
ମନେ ରଖନ୍ତୁ ଯେ ସଂଜ୍ଞାଗୁଡ଼ିକ ଗୋଟିଏ ଗୋଟିଏ ଶବ୍ଦ ଅଟେ ଯାହା ଜଣେ ବ୍ୟକ୍ତି, ସ୍ଥାନ, ପଦାର୍ଥ, ବା ବିଚାରଧାରାକୁ ଦର୍ଶାଏ **ଗୁଣସୂଚକ ବିଶେଷ୍ୟ** ଏକ ସଂଜ୍ଞା ଯାହା ବିଚାରଧାରାଗୁଡ଼ିକୁ ଦର୍ଶାଇଥାଏ
ମନେ ରଖନ୍ତୁ ଯେ ସଂଜ୍ଞାଗୁଡ଼ିକ ଗୋଟିଏ ଗୋଟିଏ ଶବ୍ଦ ଅଟେ ଯାହା ଜଣେ ବ୍ୟକ୍ତି, ସ୍ଥାନ, ପଦାର୍ଥ, ବା ବିଚାରଧାରାକୁ ଦର୍ଶାଏ। ଗୁଣସୂଚକ ବିଶେଷ୍ୟ ଏକ ସଂଜ୍ଞା ଯାହା ବିଚାରଧାରାଗୁଡ଼ିକୁ ଦର୍ଶାଇଥାଏ।
ଏହା ସ୍ଵଭାବ, ଗୁଣ, ଘଟଣାବଳୀ, ପରିସ୍ଥିତି, କିମ୍ବା ଏପରିକି ଏହି ଧାରଣାଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କଗୁଡ଼ିକ ହୋଇପାରେ । ଏହି ବିଷୟଗୁଡ଼ିକ ଯାହା ଶାରୀରିକ କାଣ୍ଡଜ୍ଞାନରେ ଦେଖିହୁଏ ନାହିଁ କି ସ୍ପର୍ଶ କରି ପାରି ହୁଏନି, ଯଥା ଆନନ୍ଦ, ଶାନ୍ତି, ସୃଷ୍ଟି, ଉତ୍ତମତା, ତୃପ୍ତି, ନ୍ୟାୟ, ସତ୍ୟତା, ସ୍ଵାଧୀନ, ପ୍ରତିଶୋଧ, ଧୀରତା, ଲମ୍ବ, ଓ ଦୈର୍ଘ୍ୟ
ଏହା ସ୍ଵଭାବ, ଗୁଣ, ଘଟଣାବଳୀ, ପରିସ୍ଥିତି, କିମ୍ବା ଏପରିକି ଏହି ଧାରଣାଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କଗୁଡ଼ିକ ହୋଇପାରେ। ଏହି ବିଷୟଗୁଡ଼ିକ ଯାହା ଶାରୀରିକ କାଣ୍ଡଜ୍ଞାନରେ ଦେଖିହୁଏ ନାହିଁ କି ସ୍ପର୍ଶ କରି ପାରି ହୁଏନି, ଯଥା ଆନନ୍ଦ, ଶାନ୍ତି, ସୃଷ୍ଟି, ଉତ୍ତମତା, ତୃପ୍ତି, ନ୍ୟାୟ, ସତ୍ୟତା, ସ୍ଵାଧୀନ, ପ୍ରତିଶୋଧ, ଧୀରତା, ଲମ୍ବ, ଓ ଦୈର୍ଘ୍ୟ।
ଗୁଣବାଚକ ବିଶେଷ୍ୟଗୁଡ଼ିକୁ ବ୍ୟବହାର କରି ସଂକ୍ଷିପ୍ତ ଶବ୍ଦରେ ବିଚାରଧାରା ବିଷୟରେ କିଛି ଚିନ୍ତାଧାରାକୁ ପ୍ରକାଶ କରିବା ପାଇଁ ଲୋକଙ୍କୁ ଅନୁମତି ଦିଅନ୍ତୁ, ଯଦି ସେମାନଙ୍କ ପାଖରେ ସେହି ସଂଜ୍ଞାଗୁଡ଼ିକ ନଥାଏ । ଏହା କୌଣସି କାର୍ଯ୍ୟ ବା ଗୁଣଗୁଡ଼ିକୁ ନାମ ଦେବାର ଏକ ମାଧ୍ୟମ ଅଟେ, ଯଦ୍ୱାରା ଯଦିଚ ସେଗୁଡ଼ିକ ପଦାର୍ଥ ହେଲେ ସୁଧା ଲୋକମାନେ ତହିଁ ବିଷୟରେ କହିପାରିବେ
ଗୁଣବାଚକ ବିଶେଷ୍ୟଗୁଡ଼ିକୁ ବ୍ୟବହାର କରି ସଂକ୍ଷିପ୍ତ ଶବ୍ଦରେ ବିଚାରଧାରା ବିଷୟରେ କିଛି ଚିନ୍ତାଧାରାକୁ ପ୍ରକାଶ କରିବା ପାଇଁ ଲୋକଙ୍କୁ ଅନୁମତି ଦିଅନ୍ତୁ, ଯଦି ସେମାନଙ୍କ ପାଖରେ ସେହି ସଂଜ୍ଞାଗୁଡ଼ିକ ନଥାଏ। ଏହା କୌଣସି କାର୍ଯ୍ୟ ବା ଗୁଣଗୁଡ଼ିକୁ ନାମ ଦେବାର ଏକ ମାଧ୍ୟମ ଅଟେ, ଯଦ୍ୱାରା ଯଦିଚ ସେଗୁଡ଼ିକ ପଦାର୍ଥ ହେଲେ ସୁଧା ଲୋକମାନେ ତହିଁ ବିଷୟରେ କହିପାରିବେ।
ଏହା ଭାଷାରେ ସହଜ ପଦ୍ଧତି ପରି ଅଟେ । ଉଦାହରଣ ସ୍ଵରୂପେ, ଗୁଣବାଚକ ବିଶେଷ୍ୟକୁ ବ୍ୟବହାର କରିବା ଭାଷାଗୁଡ଼ିକରେ, ଲୋକେ କହି ପାରିବେ, “ମୁଁ ପାପକ୍ଷମାରେ ବିଶ୍ୱାସ କରେ ।”
ଏହା ଭାଷାରେ ସହଜ ପଦ୍ଧତି ପରି ଅଟେ। ଉଦାହରଣ ସ୍ଵରୂପେ, ଗୁଣବାଚକ ବିଶେଷ୍ୟକୁ ବ୍ୟବହାର କରିବା ଭାଷାଗୁଡ଼ିକରେ, ଲୋକେ କହି ପାରିବେ, “ମୁଁ ପାପକ୍ଷମାରେ ବିଶ୍ୱାସ କରେ।”
ଯଦି ଉକ୍ତ ଭାଷାରେ ଦୁଇଟି ଗୁଣବାଚକ ବିଶେଷ୍ୟ “ପାପ” ଓ “କ୍ଷମା” ଶବ୍ଦଗୁଡ଼ିକ ନଥାଏ, ତେବେ ସେମାନେ ଏହି ଅର୍ଥକୁ ପ୍ରକାଶ କରିବା ପାଇଁ ଦୀର୍ଘ ବାକ୍ୟକୁ ବ୍ୟବହାର କରିବାକୁ ପଡିପାରେ । ଉଦାହରଣ ସ୍ଵରୂପ, ସେହି ବିଚାରଧାରା ପାଇଁ ସଂଜ୍ଞାର ପରିବର୍ତ୍ତେ କ୍ରିୟାପଦର ବାକ୍ୟାଂଶକୁ ବ୍ୟବହାର କରି ସେମାନେ ଏହିପରି କହି ପାରିବେ, “ମୁଁ ବିଶ୍ୱାସ କରେ ଯେ ଲୋକମାନେ ପାପ କରିବା ପରେ ପରମେଶ୍ଵର ସେମାନଙ୍କୁ କ୍ଷମା କରିବାକୁ ଇଛୁକ ଅଟନ୍ତି”,
ଯଦି ଉକ୍ତ ଭାଷାରେ ଦୁଇଟି ଗୁଣବାଚକ ବିଶେଷ୍ୟ “ପାପ” ଓ “କ୍ଷମା” ଶବ୍ଦଗୁଡ଼ିକ ନଥାଏ, ତେବେ ସେମାନେ ଏହି ଅର୍ଥକୁ ପ୍ରକାଶ କରିବା ପାଇଁ ଦୀର୍ଘ ବାକ୍ୟକୁ ବ୍ୟବହାର କରିବାକୁ ପଡିପାରେ। ଉଦାହରଣ ସ୍ଵରୂପ, ସେହି ବିଚାରଧାରା ପାଇଁ ସଂଜ୍ଞାର ପରିବର୍ତ୍ତେ କ୍ରିୟାପଦର ବାକ୍ୟାଂଶକୁ ବ୍ୟବହାର କରି ସେମାନେ ଏହିପରି କହି ପାରିବେ, “ମୁଁ ବିଶ୍ୱାସ କରେ ଯେ ଲୋକମାନେ ପାପ କରିବା ପରେ ପରମେଶ୍ଵର ସେମାନଙ୍କୁ କ୍ଷମା କରିବାକୁ ଇଛୁକ ଅଟନ୍ତି”,
#### ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ
ହୋଇପାରେ ଆପଣ ଅନୁବାଦ କରୁଥିବା ବାଇବଲ ନିର୍ଦ୍ଦିଷ୍ଟ ବିଚାରଧାରାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକୁ ବ୍ୟବହାର କରେ । ଆପଣଙ୍କ ଭାଷା ସେହି କେତେକ ବିଚାରଧାରା ନିମନ୍ତେ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକୁ ବ୍ୟବହାର କରୁ ନ ଥାଇପାରେ, ଏବଂ ଏହା ପରିବର୍ତ୍ତେ, ସେହି ବିଚାରଧାରାକୁ ପ୍ରକାଶ କରିବା ପାଇଁ ଖଣ୍ଡବାକ୍ୟର ବ୍ୟବହାର କରୁଥାଇ ପାରନ୍ତି
ହୋଇପାରେ ଆପଣ ଅନୁବାଦ କରୁଥିବା ବାଇବଲ ନିର୍ଦ୍ଦିଷ୍ଟ ବିଚାରଧାରାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକୁ ବ୍ୟବହାର କରେ। ଆପଣଙ୍କ ଭାଷା ସେହି କେତେକ ବିଚାରଧାରା ନିମନ୍ତେ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକୁ ବ୍ୟବହାର କରୁ ନ ଥାଇପାରେ, ଏବଂ ଏହା ପରିବର୍ତ୍ତେ, ସେହି ବିଚାରଧାରାକୁ ପ୍ରକାଶ କରିବା ପାଇଁ ଖଣ୍ଡବାକ୍ୟର ବ୍ୟବହାର କରୁଥାଇ ପାରନ୍ତି।
ସେହି ଖଣ୍ଡବାକ୍ୟ ବା ବାକ୍ୟାଂଶଗୁଡ଼ିକ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକର ଅର୍ଥକୁ ପ୍ରକାଶ କରିବା ପାଇଁ ଅନ୍ୟ ପ୍ରକାର ଶବ୍ଦଗୁଡ଼ିକୁ, ଯଥା, ବିଶେଷଣ, କ୍ରିୟାପଦ, ବା କ୍ରିୟା ବିଶେଷଣ ଶବ୍ଦଗୁଡ଼ିକୁ ବ୍ୟବହାର କରିବ
ସେହି ଖଣ୍ଡବାକ୍ୟ ବା ବାକ୍ୟାଂଶଗୁଡ଼ିକ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକର ଅର୍ଥକୁ ପ୍ରକାଶ କରିବା ପାଇଁ ଅନ୍ୟ ପ୍ରକାର ଶବ୍ଦଗୁଡ଼ିକୁ, ଯଥା, ବିଶେଷଣ, କ୍ରିୟାପଦ, ବା କ୍ରିୟା ବିଶେଷଣ ଶବ୍ଦଗୁଡ଼ିକୁ ବ୍ୟବହାର କରିବ।
### ବାଇବଲରୁ କେତେକ ଉଦାହରଣ