Edit 'translate/figs-personification/01.md' using 'tc-create-app'

This commit is contained in:
manash12d 2020-11-01 13:16:03 +00:00
parent f5da6ac4be
commit ec7561a4f3
1 changed files with 2 additions and 2 deletions

View File

@ -11,7 +11,6 @@
> ତୁମ୍ଭେମାନେ ଈଶ୍ଵର ଓ ଧନର ସେବା କରିପାରିବ ନାହିଁ। (ମାଥିଉ 6:24ଖ ULT)
ପ୍ରତ୍ୟେକ କ୍ଷେତ୍ରରେ, ବ୍ୟକ୍ତିତ୍ୱର ଉଦ୍ଦେଶ୍ୟ ହେଉଛି ଅଣ-ମାନବ ଜିନିଷର ଏକ ନିର୍ଦ୍ଦିଷ୍ଟ ଗୁଣକୁ ହାଇଲାଇଟ୍ କରିବା। ରୂପାନ୍ତର ପରି, ପାଠକ ସେହି ଉପାୟ ବିଷୟରେ ଚିନ୍ତା କରିବା ଆବଶ୍ୟକ କରନ୍ତି ଯେ ଜିନିଷଟି ଏକ ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟକ୍ତି ପରି।
#### ଉଦ୍ଦେଶ୍ୟ ଏହା ଏକ ଅନୁବାଦ ସମସ୍ୟା ଅଟେ
@ -42,7 +41,8 @@
(1) ମନୁଷ୍ୟ (କିମ୍ବା ପଶୁ) ସ୍ୱାଭାବିକ ଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ଶବ୍ଦାବଳୀ ବା ବାକ୍ୟାଂଶକୁ ଯୋଗ କର।
> **ପାପ ଦ୍ଵାରରେ ଛକିଥାଏ** (ଆଦିପୁସ୍ତକ 4:7ଖ ULT) ପରମେଶ୍ଵର ପାପ ବିଷୟରେ କହୁଛନ୍ତି ଏହା ସତେ ବନ୍ୟ ପଶୁ ଯେପରି ତାହା ଆକ୍ରମଣ କରିବା ନିମନ୍ତେ ସୁଯୋଗର ଅପେକ୍ଷା କରୁଅଛି। ଏହା ପ୍ରକାଶ କରେ ଯେ ପାପ କେଡ଼େ ଭୟଙ୍କର ଅଟେ। ଏହି ଭୟଙ୍କାରକୁ ସ୍ପଷ୍ଟ କରିବା ପାଇଁ ଅତିରିକ୍ତ ବାକ୍ୟାଂଶକୁ ଯୋଗ କରାଯାଇପାରିବ।
> **ପାପ ଦ୍ଵାରରେ ଛକିଥାଏ** (ଆଦିପୁସ୍ତକ 4:7ଖ ULT)
ପରମେଶ୍ଵର ପାପ ବିଷୟରେ କହୁଛନ୍ତି ଏହା ସତେ ବନ୍ୟ ପଶୁ ଯେପରି ତାହା ଆକ୍ରମଣ କରିବା ନିମନ୍ତେ ସୁଯୋଗର ଅପେକ୍ଷା କରୁଅଛି। ଏହା ପ୍ରକାଶ କରେ ଯେ ପାପ କେଡ଼େ ଭୟଙ୍କର ଅଟେ। ଏହି ଭୟଙ୍କାରକୁ ସ୍ପଷ୍ଟ କରିବା ପାଇଁ ଅତିରିକ୍ତ ବାକ୍ୟାଂଶକୁ ଯୋଗ କରାଯାଇପାରିବ।
>>**ପାପ** ଦ୍ଵାରରେ, **ତୁମ୍ଭମାନଙ୍କୁ ଆକ୍ରମଣ କରିବା ପାଇଁ ଅପେକ୍ଷା କରୁଅଛି**