Edit 'translate/figs-metaphor/01.md' using 'tc-create-app'

This commit is contained in:
manash12d 2020-11-01 12:59:07 +00:00
parent 6c699ba294
commit f5da6ac4be
1 changed files with 3 additions and 13 deletions

View File

@ -6,7 +6,7 @@
ଗୋଟେ ଝିଅ ଏବଂ ଗୋଲାପ ସମ୍ପୁର୍ଣ୍ଣ ଅଲଗା ବିଷୟ ଅଟେ, କିନ୍ତୁ ବକ୍ତା ମନେ କରନ୍ତି ଯେ ସେଗୁଡ଼ିକ କୌଣସି ଭାବରେ ସମାନ ଅଟନ୍ତି। ସେଗୁଡ଼ିକ କିପରି ଭାବରେ ସମାନ ଶ୍ରୋତାମାନେ ବୁଝିବା ଉପରେ ଅଧିକ ନିର୍ଭର କରେ।
### ଏକ ଉପମାର ଅଂଶ
### ଏକ ଉପମାର ଅଂଶ ଗୁଡ଼ିକ
ଏକ ଉପମାର ତିନିଟି ଅଂଶ ଅଛି ବୋଲି ଉପରେ ଦିଆଯାଇଥିବା ଉଦାହରଣ ଆମ୍ଭମାନଙ୍କୁ ଦର୍ଶାଏ। ଏହି ଉପମାରେ, "ମୁଁ ଯେଉଁ ଝିଅକୁ ପ୍ରେମ କରେ" ଏହି ବିଷୟରେ ବକ୍ତା କହୁଛନ୍ତି। ଏହା ହିଁ **ଆଲୋଚନା** ଅଟେ। ଝିଅ ଏବଂ "ନାଲି ଗୋଲାପ" ମଧ୍ୟରେ କ'ଣ ସମାନତା ଅଛି ସେ ବିଷୟରେ ଶ୍ରୋତାମାନେ ଚିନ୍ତା କରନ୍ତୁ ବୋଲି ବକ୍ତା ଚାହାଁନ୍ତି। ନାଲି ଗୋଲାପ ଏକ **ପ୍ରତିଛବି** ଅଟେ ଯେଉଁଥିରେ ସେ ଝିଅ ସହିତ ତୁଳନା କରନ୍ତି। ସର୍ବାଧିକ ସମ୍ଭବତଃ, ସେ ଉଭୟକୁ ଶ୍ରୋତାମାନେ ସୁନ୍ଦର ମନେ କରନ୍ତୁ ବୋଲି ଚାଁହାନ୍ତି। ଏହି ହେଉଛି **ଉଦ୍ଦେଶ୍ୟ** ସେ ଝିଅ ଏବଂ ଗୋଲାପ ଉଭୟ ଅଂଶଗ୍ରହଣ କରିଛନ୍ତି, ଏବଂ ଏଣୁ ଆମ୍ଭେମାନେ **ଅଭିପ୍ରାୟର ତୁଳନା** ବୋଲି ମଧ୍ୟ କହିପାରିବା।
@ -22,13 +22,12 @@
ଏହି ଭାବପ୍ରକାଶର ଭଙ୍ଗୀ ଗୁଡ଼ିକୁ ବ୍ୟବହାର କରି, ଆମ୍ଭେମାନେ କହିପାରିବା ଯେ ଉପମା ଗୋଟିଏ ଅଳଙ୍କାରିକ ଶବ୍ଦ ଅଟେ ଯାହା ବକ୍ତାର **ଆଲୋଚନା** ଏକ ବିସ୍ତୃତ **ଉଦ୍ଦେଶ୍ୟ** ବ୍ୟବହାର କରିବା ପାଇଁ ଏକ ଭୌତିକ **ପ୍ରତିଛବି** ବ୍ୟବହାର କରନ୍ତି।
ସାଧାରଣତ, ଜଣେ ଲେଖକ କି ବକ୍ତା **ଆଲୋଚନା** ବିଷୟରେ ପ୍ରକାଶ କରିବାକୁ ଉପମାରେ କିଛି ବ୍ୟବହାର କରନ୍ତି, ସହ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଅତି କମରେ ଏକ **ଅଭିପ୍ରାୟର ତୁଳନା** (**ଉଦ୍ଦେଶ୍ୟ**)। ଅଧିକାଂଶ ସମୟରେ ବିଷୟରେ ଉପମାରେ, **ଆଲୋଚନା** ଏବଂ **ପ୍ରତିଛବି** ସୁସ୍ପଷ୍ଟ ରୂପରେ ଦର୍ଶାଯାଇଥାଏ, କିନ୍ତୁ କେବଳ **ଉଦ୍ଦେଶ୍ୟ**ସୂଚିତ କରାଯାଏ। ଲେଖକ/ବକ୍ତା ପ୍ରାୟତ ପାଠକ/ଶ୍ରୋତାମାନଙ୍କୁ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଥିବା ସମାନତା ବିଷୟରେ ଚିନ୍ତା କରିବାକୁ ଏବଂ ଯାହା ଯୋଗାଯୋଗ କରାଯାଇଅଛି ସେହି **ଉଦ୍ଦେଶ୍ୟ**ର ତର୍କ ସାହାଯ୍ୟରେ ସେମାନେ ନିଜ ପାଇଁ ଫଳ ପ୍ରକାଶ କରନ୍ତୁ ବୋଲି ଆମନ୍ତ୍ରଣ କରନ୍ତି।
ସାଧାରଣତ, ଜଣେ ଲେଖକ କି ବକ୍ତା **ଆଲୋଚନା** ବିଷୟରେ ପ୍ରକାଶ କରିବାକୁ ଉପମାରେ କିଛି ବ୍ୟବହାର କରନ୍ତି, ସହ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଅତି କମରେ ଏକ **ଅଭିପ୍ରାୟର ତୁଳନା** (**ଉଦ୍ଦେଶ୍ୟ**)। ଅଧିକାଂଶ ସମୟରେ ବିଷୟରେ ଉପମାରେ, **ଆଲୋଚନା** ଏବଂ **ପ୍ରତିଛବି** ସୁସ୍ପଷ୍ଟ ରୂପରେ ଦର୍ଶାଯାଇଥାଏ, କିନ୍ତୁ କେବଳ **ଉଦ୍ଦେଶ୍ୟ**ସୂଚିତ କରାଯାଏ। ଲେଖକ/ବକ୍ତା ପ୍ରାୟତ ପାଠକ ଶ୍ରୋତାମାନଙ୍କୁ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଥିବା ସମାନତା ବିଷୟରେ ଚିନ୍ତା କରିବାକୁ ଏବଂ ଯାହା ଯୋଗାଯୋଗ କରାଯାଇଅଛି ସେହି **ଉଦ୍ଦେଶ୍ୟ**ର ତର୍କ ସାହାଯ୍ୟରେ ସେମାନେ ନିଜ ପାଇଁ ଫଳ ପ୍ରକାଶ କରନ୍ତୁ ବୋଲି ଆମନ୍ତ୍ରଣ କରନ୍ତି।
ବକ୍ତାମାନେ ଅଧିକାଂଶ ସମୟରେ ଆପଣା ସମ୍ବାଦକୁ ଶକ୍ତଶାଳୀ, ଆପଣା ଭାଷାକୁ ଅଧିକ ଜୀବନ୍ତ, ଆପଣା ଭାବକୁକୁ ଅଧିକ ଭଲଭାବରେ ପ୍ରକାଶ କରିବା ପାଇଁ, ଭିନ୍ନ ମାଧ୍ୟମରେ ପ୍ରକାଶ କରିବାକୁ କଠିନ ଥିବା ବିଷୟକୁ କହିବା ପାଇଁ କିମ୍ବା ଆପଣା ସମ୍ବାଦକୁ ସ୍ମରଣଯୋଗ୍ୟ କରାଇବା ପାଇଁ ରୂପକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି।
କେତେବେଳେ କେମିତି ବକ୍ତାମାନେ ଉପମା ଗୁଡ଼ିକର ବ୍ୟବହାର କରନ୍ତି ଯାହା ସେମାନଙ୍କ ଭାଷାରେ ଅତି ସାଧାରଣ ଅଟେ। ତଥାପି, ବେଳେବେଳେ ବକ୍ତାମାନେ ଉପମା ଗୁଡ଼ିକର ବ୍ୟବହାର କରନ୍ତି ଯାହା ଅସାଧାରଣ ଅଟେ, ଏବଂ କେତେକ ଉପମା ଗୁଡ଼ିକ ରୂପାନ୍ତର ମଧ୍ୟ ଅଟେ। ଯେତେବେଳେ ଏକ ଭାଷାରେ ଏକ ଉପମା ଅତି ସାଧାରଣ ହୋଇଯାଏ, ଅଧିକାଂଶ ସମୟରେ ଏହା ଏକ “କର୍ମବାଚ୍ୟସୂଚକ” ଉପମାରେ ପରିଣତ ହୁଏ, ଅସାଧାରଣ ଉପମାର ତୁଳନାରେ, ଯାହାକୁ ଆମ୍ଭେମାନେ “କ୍ରିୟାଶୀଳ” ଭାବରେ ବର୍ଣ୍ଣନା କରୁ। କର୍ମବାଚ୍ୟସୂଚକ ଉପମା ଏବଂ କ୍ରିୟାଶୀଳ ଉପମା ପ୍ରତେକ ଏକ ଭିନ୍ନ ପ୍ରକାର ଅନୁବାଦର ସମସ୍ୟା ଉତ୍ପନ୍ନ କରନ୍ତି, ଯାହା ଆମ୍ଭେମାନେ ନିମ୍ନରେ ଆଲୋଚନା କରିବା।
### କର୍ମବାଚ୍ୟସୂଚକ ଉପମାଗୁଡ଼ିକ
ଏକ କର୍ମବାଚ୍ୟସୂଚକ ଉପମା ହେଉଛି ଏକ ଉପମା ଯାହା ଭାଷାରେ ବିଶେଷ ପରିମାଣରେ ବ୍ୟବହୃତ ହୋଇଛି ଯେ ଏହାର ବକ୍ତାମାନେ ଏହାକୁ ଆଉ ଗୋଟିଏ ଧାରଣା ଭାବରେ ଅନ୍ୟ ଧାରଣା ପାଇଁ ଗ୍ରହଣ କରନ୍ତି ନାହିଁ। ଭାଷାବିତ୍ମାନେ ବହୁବାର ଏହି “ମୃତ ଉପମା” ବୋଲି ଡାକନ୍ତି। କର୍ମବାଚ୍ୟସୂଚକ ଉପମା ଗୁଡ଼ିକ ଅତ୍ୟଧିକ ସାଧାରଣ। ଇଂରାଜୀରେ ଉଦାହରଣଗୁଡିକ “ମେଜ **ଗୋଡ**," "ପରିବାର **ଗଛ**," "ବହି **ପତ୍ର**" (ଯାହାର ଅର୍ଥ ପୁସ୍ତକ ଏକ ପ୍ରଭୃତିର ପୃଷ୍ଠା), କିମ୍ବା "କ୍ରେନ୍" (ଯାହାର ଅର୍ଥ ଭାରୀ ଜିନିଷ ଗୁଡ଼ିକୁ ଉଠାଇବା ନିମନ୍ତେ ବ୍ୟବହାର କରାଯାଉଥିବା ଯନ୍ତ୍ର)। ଏହି ଶବ୍ଦମାନଙ୍କର ଗୋଟିଏରୁ ଅଧିକ ଅର୍ଥ ରହିଛି ବୋଲି ଇଂରାଜୀ ବକ୍ତାମାନେ ଭାବନ୍ତି। ଏବ୍ରୀ ବାଇବଲରେ ଅନ୍ତର୍ଭୁକ୍ତକରାଯାଇଥିବା ଥିବା କେତେକ ଉଦାହରଣ “ହାତ” ଅର୍ଥ “ଅଧିକାର” “ମୁଖ” ଅର୍ଥ “ଉପସ୍ଥିତି ରହିବା” ଏବଂ ଆବେଗ କିମ୍ବା ନୈତିକ ଗୁଣଗୁଡ଼ିକୁ କହିଲେ ଯେପରି ସେଗୁଡ଼ିକ“ପୋଷାକ ପରିଚ୍ଛଦ”।
@ -48,10 +47,8 @@
ଇଂରାଜୀ ବକ୍ତାମାନେ ଏଗୁଡିକୁ ଅସାଧାରଣ କିମ୍ବା ଉପମା ରୂପକ ପ୍ରକାଶ ରୂପେ ଦେଖାନ୍ତି ନାହିଁ, ଯଦି ଏହା ଲୋକମାନଙ୍କୁ ଆଳଙ୍କାରିକ ଶବ୍ଦ ଭାବେ ସ୍ଵତନ୍ତ୍ର ଧ୍ୟାନ ଆକର୍ଷଣ କରିବାକୁ ଚାଳିତ କରେ, ତେବେ ଏହା ଅନ୍ୟ ଭାଷାରେ ଏପରି ଭାବରେ ଅନୁବାଦ କରିବା ସେମାନଙ୍କ ପ୍ରତି ଭୁଲ ଯାହା ଲୋକମାନଙ୍କୁ ଆଳଙ୍କାରିକ ବକ୍ତବ୍ୟ ଭାବରେ ସେଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବେ। ବାଇବଲ ଭିତ୍ତିକ ଭାଷାରେ ଏହି ପ୍ରକାର ରୂପକ ଶବ୍ଦର ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାର ବିବରଣ ନିମନ୍ତେ [ବାଇବଲ ଭିତ୍ତିକ ରୂପକ ଶବ୍ଦ ସାଧାରଣ ଢାଞ୍ଚା](../bita-part1/01.md)ଏବଂ ଏହି ପୃଷ୍ଠାଗୁଡ଼ିକ ଆପଣମାନଙ୍କୁ ନିର୍ଦ୍ଦେଶ ଦେବ।
ଯେତେବେଳେ ଅନ୍ୟ ଏକ ଭାଷାରେ ଏକ କର୍ମବାଚ୍ୟସୂଚକ ଉପମା ଅନୁବାଦ କରେ, ଏହାକୁ ଉପମା ଭାବରେ ବ୍ୟବହାର କର ନାହିଁ। ଏହା ପରିବର୍ତ୍ତେ, ସେହି ବିଷୟ ନିମନ୍ତେ ଉତ୍ତମ ଅଭିବ୍ୟକ୍ତି କିମ୍ବା ଲକ୍ଷ୍ୟ ଭାଷାରେ ଧାରଣାକୁ ବ୍ୟବହାର କରନ୍ତୁ।
### କ୍ରିୟାଶୀଳ ଉପମାଗୁଡ଼ିକ
ଏହି ଉପମାଗୁଡ଼ିକ ଯାହାକି ଲୋକମାନେ ଗୋଟିଏ ଧାରଣା ଭାବରେ ଅନ୍ୟ ଧାରଣା ପାଇଁ ଛିଡା ହୁଅନ୍ତି, କିମ୍ବା ଅନ୍ୟ ଜିନିଷ ପାଇଁ ଗୋଟିଏ ଜିନିଷ। ଉପମାଗୁଡ଼ିକ ଗୋଟିଏ ଜିନିଷ ଅନ୍ୟ ଜିନିଷ ସଦୃଶ କିପରି ସେ ବିଷୟରେ ଲୋକମାନଙ୍କୁ ଚିନ୍ତା କରାଏ, କାରଣ ଅଧିକାଂଶ ପଦ୍ଧତିରେ ଦୁଇଟି ଜିନିଷ ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ଲୋକମାନେ ମଧ୍ୟ ଏହି ଉପମାକୁ ସହଜରେ ଚିହ୍ନିପାରନ୍ତି ଯାହା ବାର୍ତ୍ତାକୁ ଶକ୍ତି ଏବଂ ଅସ୍ୱାଭାବିକ ଗୁଣ ପ୍ରଦାନ କରେ। ଏହି କାରଣରୁ, ଲୋକମାନେ ଏହି ଉପମା ପ୍ରତି ଧ୍ୟାନ ଦିଅନ୍ତି। ଉଦାହରଣ ସ୍ଵରୁପ,
@ -60,7 +57,7 @@
ଏଠାରେ, ପରମେଶ୍ଵର ତାହାଙ୍କ ପରିତ୍ରାଣ ବିଷୟରେ କୁହନ୍ତି ଯେପରି ସେ ଯେଉଁମାନଙ୍କୁ ପ୍ରେମ କରନ୍ତି ସେମାନଙ୍କ ଉପରେ ସୂର୍ଯ୍ୟ ଉଦୟ ହୁଏ। ଆହୁରି ମଧ୍ୟ ସେ ସୂର୍ଯ୍ୟ କିରଣ ବିଷୟରେ କୁହନ୍ତି ଯେପରି ସେମାନେ ଡେଣା ଅଟନ୍ତି। ଏଥିସହ, ସେ ଏହି ଡେଣାଗୁଡ଼ିକ ବିଷୟରେ କୁହନ୍ତି ଯେପରି ସେମାନେ ଔଷଧ ଆଣିଅଛନ୍ତି ଯାହା ତାହାଙ୍କ ଲୋକମାନଙ୍କୁ ସୁସ୍ଥ କରିବ। ଏଠାରେ ଅନ୍ୟ ଏକ ଉଦାହରଣ ଅଛି:
> ଆଉ ସେ ସେମାନଙ୍କୁ କହିଲେ, "ଯାଅ ଏବଂ ସେହି କୋକିଶିଆଳିକି କୁହ ..." (ଲୁକ 13:32କ ULT)
> ଆଉ ସେ ସେମାନଙ୍କୁ କହିଲେ, "ଯାଅ ଏବଂ ସେହି କୋକିଶିଆଳିକି କୁହ " (ଲୁକ 13:32କ ULT)
ଏଠାରେ, “ସେହି କୋକିଶିଆଳିକି” ରାଜା ହେରୋଦଙ୍କୁ ବୁଝାଏ। ଯୀଶୁଙ୍କ କଥା ଶୁଣୁଥିବା ଲୋକମାନେ ନିଶ୍ଚିତ ଭାବରେ ବୁଝିଯାଇଥିଲେ ଯେ ହେରୋଦଙ୍କ ନିକଟରେ ଏକ କୋକିଶିଆଳିକିର କିଛି ଗୁଣ ପ୍ରୟୋଗ କରିବାକୁ ଯୀଶୁ ସେମାନଙ୍କ ଉଦ୍ଦେଶ୍ୟରେ ଥିଲେ। ବୋଧହୁଏ ସେମାନେ ବୁଝିପାରିଲେ ଯେ ହେରୋଦ ମନ୍ଦ, ଚତୁରତା ଭାବରେ କିମ୍ବା ଯେପରି କେହିଁ ଜଣେ ଜଣେ ବିନାଶକାରୀ, ହତ୍ୟାକାରୀ, କିମ୍ବା ସମସ୍ତ ଜିନିଷଗୁଡ଼ିକୁ ନେଇ ଯାଏ ଯାହା ତାହାର ନ ଥିଲା।
@ -70,12 +67,8 @@
> ଯୀଶୁ ସେମାନଙ୍କୁ କହିଲେ, "ମୁଁ ଜୀବନ୍ତ ରୁଟି; ଯେ ମୋʼ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋʼଠାରେ ବିଶ୍ଵାସ କରେ, ସେ କଦାପି ତୃଷିତ ହେବ ନାହିଁ।" (ଯୋହନ 6:35 ULT)
ଏହି ଉପମାରେ, ଯୀଶୁ ନିଜକୁ ଜୀବନର ରୁଟି ବୋଲି କହିଥିଲେ। **ଆଲୋଚନା** ହେଉଛି “ମୁଁ” (ଅର୍ଥ ଯୀଶୁ ନିଜେ) ଏବଂ **ପ୍ରତିଛବି** ହେଉଛି “ରୁଟି”। ସେହି ସ୍ଥାନରେ ସେହି ସମୟରେ ରୁଟି ପ୍ରାଥମିକ ଖାଦ୍ୟ ଥିଲା ଯାହା ଲୋକମାନେ ଖାଉଥିଲେ। ରୁଟି ଏବଂ ଯୀଶୁଙ୍କ ମଧ୍ୟରେ ସମାନତା ହେଉଛି ଲୋକମାନେ ବଞ୍ଚିବା ନିମନ୍ତେ ଉଭୟକୁ ଆବଶ୍ୟକ କରନ୍ତି। ଯେପରି ଶାରୀରିକ ଜୀବନ ପାଇବା ପାଇଁ ଲୋକମାନେ ଖାଦ୍ୟ ଖାଇବା ଆବଶ୍ୟକ କରନ୍ତି, ଅନନ୍ତ ଜୀବନ ପାଇବା ପାଇଁ ଲୋକମାନେ ଯୀଶୁଙ୍କଠାରେ ବିଶ୍ୱାସ କରିବା ଆବଶ୍ୟକ କରନ୍ତି। ଉପମାର **ଭାବନା** ହେଉଛି “ଜୀବନ”। ଏହି ପରିପ୍ରେକ୍ଷୀରେ, ଯୀଶୁ ରୂପାନ୍ତରର କେନ୍ଦ୍ରୀୟ ଭାବନାକୁ କହିଥିଲେ, କିନ୍ତୁ ପ୍ରାୟତ ଭାବନା କେବଳ ସୂଚିତ ହୋଇଥାଏ।
### ଉପମାର ଉଦ୍ଦେଶ୍ୟସମୂହ
* ଉପମାର ଗୋଟିଏ ଉଦ୍ଦେଶ୍ୟ ହେଉଛି ଯଦି ଲୋକେ (**ଆଲୋଚନା**)କୁ ବୁଝି ପାରୁ ନାହାନ୍ତି, ତେବେ ସେମାନଙ୍କୁ ସେହି ବିଷୟରେ ପ୍ରକାଶ କରି ଶିକ୍ଷା ଦିଅ ଯେ ଏହା ସେମାନେ ପୂର୍ବରୁ (**ପ୍ରତିଛବି**)କୁ ଜାଣିଥିବା ବିଷୟ ଭଳି ଅଟେ।
@ -90,8 +83,6 @@
* ଯଦି ଆଲୋଚନାକୁ ବ୍ୟକ୍ତ କରାଯାଇନାହିଁ, ତେବେ ଆଲୋଚନା କଣ ତାହା ଲୋକେ ଜାଣି ପାରିବେ ନାହିଁ।
* ଲୋକମାନେ ବୁଝନ୍ତୁ ବୋଲି ବକ୍ତା ଚାଁହୁଥିବା ତୁଳନାର ଦୃଷ୍ଟିକୋଣ ବିଷୟକୁ ହୁଏତ ସେମାନେ ବୁଝି ନ ପାରନ୍ତି। ଯଦି ସେମାନେ ଏହି ତୁଳନାର ଦୃଷ୍ଟିକୋଣକୁ ଚିନ୍ତା କରିବାରେ ବିଫଳ ହୁଅନ୍ତି, ତେବେ ସେମାନେ ଉପମାକୁ ବୁଝି ପାରିବେ ନାହିଁ। ହୁଏତ ଲୋକେ ମନେକରନ୍ତି ଯେ ସେମାନେ ଉପମା ବୁଝି ପାରନ୍ତି କିନ୍ତୁ ସେମାନେ ବୁଝି ପାରନ୍ତି ନାହିଁ। ଏହା ଘଟିପାରେ ଯେତବେଳେ ସେମାନେ ତୁଳନାର ଦୃଷ୍ଟିକୋଣ ଗୁଡ଼ିକୁ ବାଇବଲ ସଂସ୍କୃତିଠାରୁ ଅଧିକ ଆପଣା ସଂସ୍କୃତିରୁ ପ୍ରୟୋଗ କରନ୍ତି।
#### ଅନୁବାଦ ସିଦ୍ଧାନ୍ତ
* ମୂଳ ଶ୍ରୋତାମାନଙ୍କ ନିମନ୍ତେ ଯେପରି ଉପମା ଅର୍ଥ ସ୍ପଷ୍ଟ ଥିଲା, ସେହିପରି ଏହାର ଅର୍ଥକୁ ଲକ୍ଷ୍ୟ ଶ୍ରୋତାମାନଙ୍କ ପାଇଁ ସ୍ପଷ୍ଟ କରନ୍ତୁ।
@ -149,7 +140,6 @@
>
> > ସେ ତୁମ୍ଭମାନଙ୍କର **କଠିନ ହୃଦୟ** ହେତୁ ସେ ତୁମ୍ଭମାନଙ୍କ ନିମନ୍ତେ ଏହି ବ୍ୟବସ୍ଥା ଲେଖିଲେ,
ଏଥିପାଇଁ ଆମ୍ଭେମାନେ ଏହାର କୌଣସି ପରିବର୍ତ୍ତନ କରି ନାହୁଁ, କିନ୍ତୁ ଲକ୍ଷ୍ୟ ଶ୍ରୋତାମାନେ ଏହି ଉପମାକୁ ନିର୍ଭୁଲ ଭାବରେ ବୁଝନ୍ତି କି ନାହିଁ, ଏହାକୁ ନିଶ୍ଚିତ କରି ପରୀକ୍ଷା କରାଯିବା ଉଚିତ।
(3) ଯଦି ଲକ୍ଷ୍ୟ ଶ୍ରୋତାମାନେ ଜାଣନ୍ତି ନାହିଁ ଯେ ଏହା ରୂପକ ଶବ୍ଦ ଅଟେ, ତେବେ ରୂପକ ଶବ୍ଦକୁ ଉପମାରେ ପରିବର୍ତ୍ତନ କରନ୍ତୁ। କେତେକ ଭାଷା ଏହାକୁ “ଭଳି” ବା “ରୂପେ” ସଦୃଶ ଶବ୍ଦଗୁଡିକୁ ଯୋଗ କରି କରିଥାନ୍ତି।