Edit 'translate/figs-you/01.md' using 'tc-create-app'

This commit is contained in:
manash12d 2020-11-01 13:30:40 +00:00
parent ec7561a4f3
commit e78e5e7c0e
1 changed files with 9 additions and 7 deletions

View File

@ -1,22 +1,24 @@
### ଏକବଚନ, ଦ୍ଵିବଚନ, ଏବଂ ବହୁବଚନ
you” ଶବ୍ଦ କେତେ ଲୋକଙ୍କୁ ସୁଚିତ କରୁଛି , ତହିଁ ଆଧାରରେ କେତେକ ଭାଷାରେ “you” ଶବ୍ଦ ନିମନ୍ତେ ଏକରୁ ଅଧିକ ଶବ୍ଦ ବ୍ୟବହୃତ ହୋଇଥାଏ ।
ତୁମ୍ଭେ” ଶବ୍ଦ କେତେ ଲୋକଙ୍କୁ ସୁଚିତ କରୁଛି , ତହିଁ ଆଧାରରେ କେତେକ ଭାଷାରେ “ତୁମ୍ଭେମାନେ” ଶବ୍ଦ ନିମନ୍ତେ ଏକରୁ ଅଧିକ ଶବ୍ଦ ବ୍ୟବହୃତ ହୋଇଥାଏ **ଏକବଚନ** ରୂପରେଖା ଜଣେ ବ୍ୟକ୍ତିଙ୍କୁ ସୂଚିତ କରେ, ଏବଂ **ବହୁବଚନ** ରୂପରେଖା ଜଣେରୁ ଅଧିକ ଲୋକମାନଙ୍କୁ ସୂଚିତ କରେ କେତେକ ଭାଷାରେ **ଦ୍ଵିବଚନ** ରୂପରେଖା ମଧ୍ୟ ରହିଛି, ଯାହା ଦୁଇ ଲୋକଙ୍କୁ ସୂଚିତ କରିଥାଏ, ଏବଂ କେତେକ ଭାଷାରେ ଅନ୍ୟ ରୂପରେଖ ରହିଛି ଯାହା ତିନି କିମ୍ବା ଚାରି ଜଣଙ୍କୁ ସୂଚିତ କରିଥାଏ।
**ଏକବଚନ** ରୂପରେଖ ଜଣେ ବ୍ୟକ୍ତିଙ୍କୁ ସୂଚିତ କରେ, ଏବଂ **ବହୁବଚନ** ରୂପରେଖ ଜଣେରୁ ଅଧିକ ଲୋକମାନଙ୍କୁ ସୂଚିତ କରେ ।
କେତେକ ଭାଷାରେ **ଦ୍ଵିବଚନ** ରୂପରେଖ ମଧ୍ୟ ରହିଛି , ଯାହା ଦୁଇ ଲୋକଙ୍କୁ ସୂଚିତ କରିଥାଏ, ଏବଂ କେତେକ ଭାଷାରେ ଅନ୍ୟ ରୂପରେଖ ରହିଛି ଯାହା ତିନି କିମ୍ବା ଚାରି ଜଣଙ୍କୁ ସୂଚିତ କରିଥାଏ । ଆପଣ ମଧ୍ୟ http://ufw.io/figs_younum ରେ ଦେଖିବାକୁ ଇଚ୍ଛା କରି ପାରନ୍ତି । ବାଇବେଲରେ ଅନେକ ସମୟରେ ଜଣେ ବକ୍ତା ଏପରିକି ଲୋକସମୂହକୁ କହିବା ବେଳେ “you” ରୂପରେଖକୁ ବ୍ୟବହାର କରିଥାନ୍ତି ।
ଆପଣ ମଧ୍ୟ http://ufw.io/figs_younum ରେ ଦେଖିବାକୁ ଇଚ୍ଛା କରି ପାରନ୍ତି।
ବାଇବେଲରେ ଅନେକ ସମୟରେ ଜଣେ ବକ୍ତା ଏପରିକି ଲୋକସମୂହକୁ କହିବା ବେଳେ “ତୁମ୍ଭେ” ରୂପରେଖକୁ ବ୍ୟବହାର କରିଥାନ୍ତି।
* [ଦଳକୁ ସୂଚିତ କରୁଥିବା ଏକବଚନ ଉଚ୍ଚାରଣ](../figs-youcrowd/01.md)
### ଔପଚାରିକ ଓ ଅନୌପଚାରିକ
କେତେକ ଭଷାରେ “you” ର ଗୋଟିଏରୁ ଅଧିକ ରୂପରେଖ ରହିଥାଏ, ଯାହାକି ବକ୍ତା ଯେଉଁମାନଙ୍କୁ କହନ୍ତି, ସେ ଓ ତାହାର ଶ୍ରୋତାମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଧାରିତ ଅଟେ । ଯେତେବେଳେ ଲୋକମାନେ ବୟୋଜଷ୍ଠ, ଉଚ୍ଚ ଅଧିକାରୀ, କିଅବା ସେମାନେ ଭଲ ରୂପେ ଜାଣି ନ ଥିବା ଲୋକମାନଙ୍କ ସହିତ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନେ “you” ର **ଔପଚାରିକ** ରୂପରେଖକୁ ବ୍ୟବହାର କରନ୍ତି ।
କେତେକ ଭଷାରେ “ତୁମ୍ଭେ/ତୁମ୍ଭେମାନେ” ର ଗୋଟିଏରୁ ଅଧିକ ରୂପରେଖ ରହିଥାଏ, ଯାହାକି ବକ୍ତା ଯେଉଁମାନଙ୍କୁ କହନ୍ତି, ସେ ଓ ତାହାର ଶ୍ରୋତାମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଧାରିତ ଅଟେ। ଯେତେବେଳେ ଲୋକମାନେ ବୟୋଜଷ୍ଠ, ଉଚ୍ଚ ଅଧିକାରୀ, କିଅବା ସେମାନେ ଭଲ ରୂପେ ଜାଣି ନ ଥିବା ଲୋକମାନଙ୍କ ସହିତ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନେ “ଆପଣ” **ଔପଚାରିକ** ରୂପରେଖକୁ ବ୍ୟବହାର କରନ୍ତି। ଯେତେବେଳେ ଲୋକମାନେ ନିଜଠାରୁ କମ୍ ବୟସର, ଛୋଟ ଅଧିକାରୀ, ସେମାନଙ୍କର ନିଜ ପରିବାରବର୍ଗ କିଅବା ଘନିଷ୍ଠ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନେ “ତୁମେ” ର **ଅନୌପଚାରିକ** ରୂପରେଖାକୁ ବ୍ୟବହାର କରନ୍ତି
ଯେତେବେଳେ ଲୋକମାନେ ନିଜଠାରୁ କମ୍ ବୟସର, ଛୋଟ ଅଧିକାରୀ, ସେମାନଙ୍କର ନିଜ ପରିବାରବର୍ଗ କିଅବା ଘନିଷ୍ଠ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନେ “you” ର **ଅନୌପଚାରିକ** ରୂପରେଖକୁ ବ୍ୟବହାର କରନ୍ତି । ଆପଣ ମଧ୍ୟ http://ufw.io/figs_younum ରେ ଦେଖିବାକୁ ଇଚ୍ଛା କରି ପାରନ୍ତି ।
ଏଗୁଡ଼ିକୁ ଅନୁବାଦ କରିବାରେ ଥିବା ସାହାଯ୍ୟ ନିମନ୍ତେ, ଆମେ ଆପଣଙ୍କୁ ନିମ୍ନରେ ପ୍ରଦତ୍ତ ପାଠକୁ ପଢିବା ପାଇଁ ପରାମର୍ଶ ଦେଉ:
ଆପଣ ମଧ୍ୟ http://ufw.io/figs_younum ରେ ଦେଖିବାକୁ ଇଚ୍ଛା କରି ପାରନ୍ତି ।
* [“you” ଶବ୍ଦର ରୂପରେଖଗୁଡ଼ିକ - ଔପଚାରିକ ଓ ଅନୌପଚାରିକ](../figs-youformal/01.md)
କାରଣ ଏଗୁଡ଼ିକୁ ଅନୁବାଦ କରିବାର ସାହାଯ୍ୟ ନିମନ୍ତେ, ଆମ୍ଭେମାନେ ଆପଣଙ୍କୁ ନିମ୍ନରେ ପ୍ରଦତ୍ତ ପାଠକୁ ପଢିବା ପାଇଁ ପରାମର୍ଶ ଦେଉ:
* [“you” ଶବ୍ଦର ରୂପରେଖଗୁଡ଼ିକ - ଔପଚାରିକ ଓ ଅନୌପଚାରିକ](../figs-youformal/01.md)