Edit 'translate/grammar-connect-logic-contrast/01.md' using 'tc-create-app'

This commit is contained in:
manash12d 2020-11-03 18:48:09 +00:00
parent 8b4c94ce07
commit 95fb4ef94f
1 changed files with 25 additions and 19 deletions

View File

@ -23,37 +23,43 @@
ଯୀଶୁ ଯାହା ମାନବ ନେତାମାନେ ଗର୍ବିତ ଭାବରେ ଆଚରଣ କରନ୍ତି ତାହା ସେ ନମ୍ର ଭାବରେ ଆଚରଣ କରି ଗର୍ବିତ ଆଚରଣର ତୁଳନାର ପ୍ରଭେଦ କରୁଛନ୍ତି। ଏହାର ବିପରୀତତା “ତଥାପି” ଶବ୍ଦ ଦ୍ୱାରା ଚିହ୍ନିତ।
> … and he was bound with chains and shackles and kept under guard, and breaking his bonds, he would be driven by the demon into the wilderness. (Luke 8:29b ULT)
> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29b ULT)
>
>
It is unexpected that someone who is bound with chains will be able to break them. Here, only the action verb, "breaking his bonds," marks the contrast of an unexpected event.
ଏହା ଆଶ୍ଚର୍ଯ୍ୟଜନକ ଯେ ବେଡ଼ିରେ ବନ୍ଧା ହୋଇଥିବା ବ୍ୟକ୍ତି ସେଗୁଡ଼ିକୁ ଭାଙ୍ଗିବାରେ ସକ୍ଷମ ହୁଏ। ଏଠାରେ, କେବଳ କାର୍ଯ୍ୟ କ୍ରିୟା, “ତାହାର ବନ୍ଧନ ସବୁ ଭାଙ୍ଗିବା” ଏକ ଅପ୍ରତ୍ୟାଶିତ ଘଟଣାର ବିପରୀତତାକୁ ଚିହ୍ନିତ କରେ।
> \[David\] found favor in the sight of God, and he asked if he might find a dwelling place for the house of Jacob. **However**, Solomon built the house for him. **But** the Most High does not live in houses made with hands. (Acts 7:46-48a ULT)
> \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **ଯାହା ହେଉ**, ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ। **ତଥାପି** ପରାତ୍ପର, ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ। (ପ୍ରେରିତ 7: 46-48a ULT)
There are two contrasts here, marked with “however” and "but." The first contrast shows that even though David asked to find a place for Gods house, it was Solomon who built it. Then there is another contrast because, even though Solomon built a house for God, God does not live in houses that people build.
#### Translation Strategies
ଏଠାରେ ଦୁଇଟି ବୈପରୀତ୍ୟ ଅଛି, “ଯାହା ହେଉ” ଏବଂ “ତଥାପି” ସହିତ ଚିହ୍ନିତ। ପ୍ରଥମ ବିପରୀତ ଦର୍ଶାଏ ଯେ ଯଦିଓ ଈଶ୍ଵରଙ୍କ ବାସଗୃହ ପାଇଁ ସ୍ଥାନ ଖୋଜିବାକୁ ଦାଉଦ ପ୍ରାର୍ଥନା କରିଥିଲେ, ଶଲୋମନ ହିଁ ଏହାକୁ ନିର୍ମାଣ କରିଥିଲେ। ତା’ପରେ ଆଉ ଏକ ବୈପରୀତ୍ୟ ଅଛି କାରଣ, ଯଦିଓ ଶଲୋମନ ଈଶ୍ଵରଙ୍କ ପାଇଁ ଏକ ବାସଗୃହ ନିର୍ମାଣ କରିଥିଲେ, କିନ୍ତୁ ହସ୍ତନିର୍ମିତ ଗୃହରେ ଈଶ୍ଵର ବାସ କରନ୍ତି ନାହିଁ।
If your language uses contrast relationships in the same way as in the text, then use them as they are.
(1) If the contrast relationship between the clauses is not clear, then use a connecting word or phrase that is more specific or more clear.
(2) If it is more clear in your language to mark the other clause of the contrast relationship, then use a connecting word on the other clause.
(3) If your language shows a contrast relationship in a different way, then use that way.
#### ଅନୁବାଦର କୌଶଳ
#### Examples of Translation Strategies Applied
ଯଦି ଆପଣଙ୍କ ଭାଷା ପାଠ୍ୟ ପରି ସମାନ ଭାବରେ ବିପରୀତ ସମ୍ପର୍କ ସମାନ ଭାବରେ ବ୍ୟବହୃତ ହୋଇଛି, ତେବେ ସେପରି ବ୍ୟବହାର କର ଯେପରି ସେଗୁଡ଼ିକ ଅଟନ୍ତି।
1.If the contrast relationship between the clauses is not clear, then use a connecting word or phrase that is more specific or more clear.
(1) ଯଦି ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟରେ ବିପରୀତ ସମ୍ପର୍କ ସ୍ପଷ୍ଟ ନୁହେଁ, ତେବେ ଏକ ସଂଯୋଗକାରୀ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କର ଯାହା ଅଧିକ ନିର୍ଦ୍ଦିଷ୍ଟ କିମ୍ବା ଅଧିକ ସ୍ପଷ୍ଟ ଅଟେ।
(2) ଯଦି ଆପଣଙ୍କ ଭାଷାରେ ବିପରୀତ ସମ୍ପର୍କର ଅନ୍ୟ ଖଣ୍ଡବାକ୍ୟ ଚିହ୍ନିତ କରିବା ଅଧିକ ସ୍ପଷ୍ଟ, ତେବେ ଅନ୍ୟ ଖଣ୍ଡବାକ୍ୟ ଉପରେ ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କର।
(3) ଯଦି ଆପଣଙ୍କର ଭାଷା ଏକ ଭିନ୍ନ ଭାବରେ ବିପରୀତ ସମ୍ପର୍କ ଦେଖାଏ, ତେବେ ତାହା ସେହି ରୂପେ ବ୍ୟବହାର କର।
> For who is greater, the one who reclines at table or the one who serves? Is it not the one who reclines at table? **Yet** I am among you as one who serves. (Luke 22:27 ULT)
>> For who is greater, the one who reclines at table or the one who serves? Is it not the one who reclines at table? **Unlike that person**, I am among you as one who serves.
#### ଅନୁବାଦ କୌଶଳର ଉଦାହରଣ ପ୍ରୋୟୋଗ
2.If it is more clear in your language to mark the other clause of the contrast relationship, then use a connecting word on the other clause.
> … and he was bound with chains and shackles and kept under guard, and breaking his bonds, he would be driven by the demon into the wilderness. (Luke 8:29b ULT) (Luke 8:29 ULT)
>> … and he was bound with chains and shackles and kept under guard, and yet, breaking his bonds, he would be driven by the demon into the wilderness.
1.ଯଦି ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟରେ ବିପରୀତ ସମ୍ପର୍କ ସ୍ପଷ୍ଟ ନୁହେଁ, ତେବେ ଏକ ସଂଯୋଗକାରୀ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କର ଯାହା ଅଧିକ ନିର୍ଦ୍ଦିଷ୍ଟ କିମ୍ବା ଅଧିକ ସ୍ପଷ୍ଟ ଅଟେ।
3.If your language shows a contrast relationship in a different way, then use that way.
> କାରଣ କିଏ ଶ୍ରେଷ୍ଠ, ଯେ ଭୋଜନରେ ଉପବିଷ୍ଟ, ନା ଯେ ସେବା କରେ? ଯେ ଭୋଜନରେ ଉପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? **ତଥାପି** ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି। (ଲୁକ 22:27 ULT)
>> କାରଣ କିଏ ଶ୍ରେଷ୍r, ଯେ ଭୋଜନରେ ଉପବିଷ୍ଟ, ନା ଯେ ସେବା କରେ? ଯେ ଭୋଜନରେ ଉପବି, ସେ କି ଶ୍ରେଷ୍ଠ ନୁହନ୍ତିଣ? ଯେ ଭୋଜନରେ ଉପବିଷ୍ଟ, ସେ କି ଶ୍ରେଷ୍ଠ ନୁହନ୍ତିଣ? **ସେହି ବ୍ୟକ୍ତି ପରି**, ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି।
> > \[David\] found favor in the sight of God, and he asked if he might find a dwelling place for the house of Jacob. **However**, Solomon built the house for him. **But** the Most High does not live in houses made with hands. (Acts 7:46-48a ULT)
>> [David] found favor in the sight of God, and he asked if he might find a dwelling place for the house of Jacob. **But** it was, Solomon, **not David**, who built the house for God. **Even though Solomon built him a house**, the Most High does not live in houses made with hands.
2.ଯଦି ଆପଣଙ୍କ ଭାଷାରେ ବିପରୀତ ସମ୍ପର୍କର ଅନ୍ୟ ଖଣ୍ଡବାକ୍ୟ ଗୁଡ଼ିକ ଚିହ୍ନିତ କରିବା ଅଧିକ ସ୍ପଷ୍ଟ, ତେବେ ଅନ୍ୟ ଖଣ୍ଡବାକ୍ୟ ଉପରେ ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କର।
> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା। (ଲୂକ 8: 29ଖ ULT) (Luke 8:29 ULT)
>> … ପୁଣି ସେ ଜଞ୍ଜିର ଓ ବେଡ଼ିରେ ବାନ୍ଧିହୋଇ ଥିଲା ଆଉ ଜଗି ରହୁଥିଲେ, ଏବଂ ତଥାପି, ସେ ବନ୍ଧନସବୁ ଛିଣ୍ତାଇ ପକାଇ ଭୂତ ଦ୍ଵାରା ପ୍ରାନ୍ତରକୁ ଚାଳିତ ହେଉଥିଲା।
3.ଯଦି ଆପଣଙ୍କ ଭାଷା ଏକ ଭିନ୍ନ ଢଙ୍ଗରେ ବିପରୀତ ସମ୍ପର୍କ ଦେଖାଏ, ତେବେ ସେହି ରୂପେ ବ୍ୟବହାର କର।
> > \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **ଯାହା ହେଉ**, ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ। **ତଥାପି** ଯେ ପରାତ୍ପର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ। (ପ୍ରେରିତ 7: 46-48a ULT)
>> [ଦାଉଦ] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **କିନ୍ତୁ** ଏହା ଶଲୋମନ ଥିଲେ, **ଦାଉଦ ନୁହେଁ**, ଯିଏ ଈଶ୍ଵରଙ୍କ ନିମନ୍ତେ ଗୃହ ନିର୍ମାଣ କଲେ। **ଯଦ୍ୟପି ଶଲୋମନ ତାହାଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କଲେ**, ପରାତ୍ପର, ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ।