Edit 'translate/figs-abstractnouns/01.md' using 'tc-create-app'

This commit is contained in:
manash12d 2020-10-19 12:14:10 +00:00
parent a6db45e241
commit c45fc3e660
1 changed files with 1 additions and 1 deletions

View File

@ -1,6 +1,6 @@
ଗୁଣବାଚକ ବିଶେଷ୍ୟଗୁଡ଼ିକ ସଂଜ୍ଞା ଅଟେ ଯାହା ସ୍ଵଭାବ, ଗୁଣ, ଘଟଣାବଳୀ, ପରିସ୍ଥିତି, କିମ୍ବା ଏପରିକି ଏହି ଧାରଣାଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଇଥାଏ । ଏହି ବିଷୟଗୁଡ଼ିକ ଯାହା ଶାରୀରିକ କାଣ୍ଡଜ୍ଞାନରେ ଦେଖିହୁଏ ନାହିଁ କି ସ୍ପର୍ଶ କରି ପାରି ହୁଏନି, ଯଥା, ଖୁସି, ଓଜନ, ଭାବନା ପ୍ରତି ଆଘାତ, ଏକତା, ବନ୍ଧୁତ୍ଵ, ସ୍ୱାସ୍ଥ୍ୟ, ଓ ବିଚାର ଶକ୍ତି ।
ଏହା ଏକ ଅନୁବାଦ ସମସ୍ୟା ଅଟେ କାରଣ କେତେକ ଭାଷା ଗୁଣବାଚକ ବିଶେଷ୍ୟ ସହ ନିର୍ଦ୍ଦିଷ୍ଟ ଧାରଣାକୁ ପ୍ରକାଶ କରିପାରେ, ଯେବେକି ଅନ୍ୟାନ୍ୟ ଭାଷାଗୁଡିକ ଭିନ୍ନ ଭାବରେ ପ୍ରକାଶ କରିବା ଆବଶ୍ୟକ ମନେ କରିପାରନ୍ତି । ଉଦାହରଣ ସ୍ଵରୂପେ, “ଏହାର ଓଜନ କେତେ ?” ଏହାକୁ “ଏହା କେତେ ବୋଝ ହେଉଛି ?” ବା “ଏହା କେତେ ଭାରି </u> ଅଟେ ?” ଭାବରେ ପ୍ରକାଶ କରାଯାଇପାରିବ ।
ଏହା ଏକ ଅନୁବାଦ ସମସ୍ୟା ଅଟେ କାରଣ କେତେକ ଭାଷା ଗୁଣବାଚକ ବିଶେଷ୍ୟ ସହ ନିର୍ଦ୍ଦିଷ୍ଟ ଧାରଣାକୁ ପ୍ରକାଶ କରିପାରେ, ଯେବେକି ଅନ୍ୟାନ୍ୟ ଭାଷାଗୁଡିକ ଭିନ୍ନ ଭାବରେ ପ୍ରକାଶ କରିବା ଆବଶ୍ୟକ ମନେ କରିପାରନ୍ତି । ଉଦାହରଣ ସ୍ଵରୂପେ, “ଏହାର ଓଜନ କେତେ ?” ଏହାକୁ “ଏହା କେତେ ବୋଝ ହେଉଛି ?” ବା “ଏହା କେତେ ଭାରି ଅଟେ?” ଭାବରେ ପ୍ରକାଶ କରାଯାଇପାରିବ ।
### ବିବରଣ