Edit 'translate/grammar-connect-logic-result/01.md' using 'tc-create-app'

This commit is contained in:
manash12d 2020-11-04 09:28:12 +00:00
parent b040521c86
commit c4cba0b51e
1 changed files with 23 additions and 25 deletions

View File

@ -29,51 +29,49 @@
> ପରମେଶ୍ଵର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, **ଯେହେତୁ** ସେହି ଦିନରେ ପରମେଶ୍ଵର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। (ଆଦି ପୁସ୍ତକ 2:3 ULT)
**ପରିଣାମ** ହେଉଛି ପରମେଶ୍ଵର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, **କାରଣ** ହେଉଛି କାରଣ ସେ ସପ୍ତମ ଦିନରେ ନିଜ କାମରୁ ବିଶ୍ରାମ ନେଇଥିଲେ।
**ପରିଣାମ** ହେଉଛି ପରମେଶ୍ଵର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, **କାରଣ** ହେଉଛି କାରଣ ସେ ସପ୍ତମ ଦିନରେ ନିଜ କାମରୁ ବିଶ୍ରାମ ନେଇଥିଲେ।
> ଦୀନହୀନମାନେ ଆଶୀର୍ବାଦ ପ୍ରାପ୍ତ, **କାରଣ** ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର। (Luke 6:20 ULT)
> ଦୀନହୀନମାନେ ଧନ୍ୟ, **କାରଣ** ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର। (Luke 6:20 ULT)
**ଫଳାଫଳ** ହେଉଛି ଦୀନହୀନମାନେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। **କାରଣ** ହେଉଛି ପରମେଶ୍ଵରଙ୍କ ରାଜ୍ୟ ସେମାନଙ୍କର ଅଟେ।
**ଫଳାଫଳ** ହେଉଛି ଦୀନହୀନମାନେ ଧନ୍ୟ ହୁଅନ୍ତି। **କାରଣ** ହେଉଛି ପରମେଶ୍ଵରଙ୍କ ରାଜ୍ୟ ସେମାନଙ୍କର ଅଟେ।
> ଏଣୁ ସେମାନଙ୍କ ପରିବର୍ତ୍ତେ ସେମାନଙ୍କର ଯେଉଁ ସନ୍ତାନଗଣକୁ ସଦାପ୍ରଭୁ ଉଠାଇଲେ, ଯିହୋଶୂୟ ସେମାନଙ୍କର ସୁନ୍ନତ କରାଇଲେ; ସେମାନେ ଅସୁନ୍ନତ ଥିଲେ, **ଯେହେତୁ** ପଥ ମଧ୍ୟରେ ସେମାନଙ୍କର ସୁନ୍ନତ କରାଯାଇ ନ ଥିଲା। (ଯିହୋଶୂୟ 5: 7 ULT)
**ପରିଣାମ** ହେଉଛି ଯିହୋଶୂୟ ମରୁଭୂମିରେ ଜନ୍ମ ହୋଇଥିବା ବାଳକ ଓ ପୁରୁଷମାନଙ୍କୁ ସୁନ୍ନତ କଲେ। **କାରଣ** ସେମାନେ ଯାତ୍ରା କରୁଥିବା ସମୟରେ ସୁନ୍ନତ ହୋଇନଥିଲେ।
#### Translation Strategies
#### ଅନୁବାଦର କୌଶଳ
If your language uses Reason-and-Result relationships in the same way as in the text, then use them as they are.
ଯଦି ଆପଣଙ୍କ ଭାଷା ପାଠ୍ୟ ପରି ସମାନ ଢ଼ଙ୍ଗରେ କାରଣ-ଏବଂ-ପରିଣାମ ସମ୍ପର୍କ ବ୍ୟବହାର କରେ, ତେବେ ଯେପରି ସେଗୁଡ଼ିକ ଅଛି ସେହିପରି ବ୍ୟବହାର କର।
1. If the order of the clauses is confusing for the reader, then change the order.
1. If the relationship between the clauses is not clear, then use a more clear Connecting Word.
1. If it is more clear to put a Connecting Word in the clause that does not have one, then do so.
1. ଯଦି ଖଣ୍ଡବାକ୍ୟ ଗୁଡ଼ିକର କ୍ରମ ପାଠକ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ, ତେବେ କ୍ରମ ପରିବର୍ତ୍ତନ କର।
1. ଯଦି ଖଣ୍ଡବାକ୍ୟ ଗୁଡ଼ିକ ମଧ୍ୟରେ ସମ୍ପର୍କ ସ୍ପଷ୍ଟ ନୁହେଁ, ତେବେ ଅଧିକ ସ୍ପଷ୍ଟ ସଂଯୋଗ ଶବ୍ଦ ବ୍ୟବହାର କର।
1. ଯଦି ଖଣ୍ଡବାକ୍ୟର ଯାହା ଗୋଟିଏ ନାହିଁ ଏକ ସଂଯୋଗୀକରଣ ଶବ୍ଦ ଉଦ୍ଦିଷ୍ଟ ସ୍ଥାନରେ ରଖିବା ଅଧିକ ସ୍ପଷ୍ଟ, ତେବେ ସେପରି କର।
#### Examples of Translation Strategies Applied
#### ପ୍ରୋୟୋଗ ଅନୁବାଦ କୌଶଳର ଉଦାହରଣ
> God blessed the seventh day and sanctified it, **because** in it he rested from all his work which he had done in his creation. (Genesis 2:3 ULT)
> ପରମେଶ୍ଵର ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ, **ଯେହେତୁ** ସେହି ଦିନରେ ପରମେଶ୍ଵର ସୃଷ୍ଟିକରଣରୂପ ଆପଣାର କୃତ ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ। (ଆଦି ପୁସ୍ତକ 2:3 ULT)
(1) God rested on the seventh day from all his work which he had done in his creation. **That is why** he blessed the seventh day and sanctified it.
(1) ପରମେଶ୍ଵର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟ ଯାହା ସେ ତାହାଙ୍କର ସୃଷ୍ଟିରେ କରିଥିଲେ ସେଥିରୁ ବିଶ୍ରାମ ନେଇଥିଲେ। **ସେଥି ପାଇଁ** ସେ ସପ୍ତମ ଦିନକୁ ଆଶୀର୍ବାଦ ଏବଂ ପବିତ୍ର କଲେ।
> Blessed are the poor, **for** yours is the kingdom of God. (Luke 6:20 ULT)
> ଦୀନହୀନମାନେ ଧନ୍ୟ, **କାରଣ** ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର। (Luke 6:20 ULT)
(1) The kingdom of God belongs to you who are poor. **Therefore**, the poor are blessed.
(1) ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର, ଯେଉଁମାନେ ଦୀନହୀନ ଅଟନ୍ତି। **ସେହି କାରଣରୁ**, ଦୀନହୀନମାନେ ଧନ୍ୟ ହୁଅନ୍ତି।
(2) Blessed are the poor, **because** yours is the kingdom of God.
(2) ଦୀନହୀନମାନେ ଧନ୍ୟ, **କାରଣ** ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର।
(3) **The reason that** the poor are blessed **is because** yours is the kingdom of God.
(3) **ଏହାର କାରଣ ହେଉଛି** ଦୀନହୀନମାନେ ଧନ୍ୟ **କାରଣ** ପରମେଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର।
> Behold, a great storm arose on the sea, **so that** the boat was covered with the waves. (Matthew 8:24 ULT)
> ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା **ଯେପରି** ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା। (ମାଥିଉ 8:24 ULT)
(1) Behold, the boat was covered with the waves **because** a great storm arose on the sea.
(1) ଦେଖ, ତରଙ୍ଗ ସକାଶୁ ନୌକାଟି ଆଚ୍ଛାଦିତ ହେବାକୁ ହୋଇଅଛି **କାରଣ** ସମୁଦ୍ରରେ ଏକ ପ୍ରବଳ ଝଡ଼ ହେଲା।
(2) Behold, a great storm arose on the sea, **with the result that** the boat was covered with the waves.
(2) ଦେଖ, ସମୁଦ୍ରରେ ଏକ ପ୍ରବଳ ଝଡ଼ ହେଲା, **ଯାହା ଫଳରେ** ନୌକାଟି ତରଙ୍ଗରେ ଆଚ୍ଛାଦିତ ହେଲା।
(3) Behold, **because** a great storm arose on the sea, the boat was covered with the waves.
(3) ଦେଖ, ସମୁଦ୍ରରେ ଏକ ପ୍ରବଳ ଝଡ଼ ହେବା **ହେତୁରୁ**, ନୌକାଟି ତରଙ୍ଗରେ ଆଚ୍ଛାଦିତ ହେଲା।
>**ଯେହେତୁ** ସମସ୍ତଙ୍କ କୋଳାହଳ ହେତୁ ସେନାପତି କିଛି କହିପାରିଲେ ନାହିଁ, ତେଣୁ ସେ ପାଉଲଙ୍କୁ ଗଡ଼କୁ ଘେନିଯିବାକୁ ଆଦେଶ ଦେଲେ। (ପ୍ରେରିତ 21:34 ULT)
> **Since** the captain could not tell anything because of all the noise, he ordered that Paul be brought into the fortress. (Acts 21:34 ULT)
(1) ସେନାପତି ପାଉଲଙ୍କୁ ଗଡ଼ ନିକଟକୁ ଆଣିବାକୁ ଆଦେସ ଦେଲେ, କାରଣ ସମସ୍ତଙ୍କର କୋଳାହଳ **ହେତୁରୁ** ସେ କିଛି କହିପାରିଲେ ନାହିଁ।
(2) **କାରଣ** ସମସ୍ତଙ୍କର କୋଳାହଳ ହେତୁରୁ ସେନାପତି କିଛି କହିପାରିଲେ ନାହିଁ, ତେଣୁ ସେ ପାଉଲଙ୍କୁ ଗଡ଼କୁ ଆଣିବାକୁ ଆଦେଶ ଦେଲେ।
(1) The captain ordered that Paul be brought into the fortress, **because** he could not tell anything because of all the noise.
(2) **Because** the captain could not tell anything because of all the noise, he ordered that Paul be brought into the fortress.
(3) The captain could not tell anything because of all the noise, **so** he ordered that Paul be brought into the fortress.
(3) ସମସ୍ତଙ୍କ କୋଳାହଳ ହେତୁ ସେନାପତି କିଛି କହିପାରିଲେ ନାହିଁ, **ଏଣୁ** ପାଉଲଙ୍କୁ ଗଡ଼କୁ ଆଣିବାକୁ ଆଦେଶ ଦେଲେ।