Edit 'translate/figs-explicit/01.md' using 'tc-create-app'

This commit is contained in:
manash12d 2020-11-01 11:46:28 +00:00
parent 644fcd0e59
commit 966260683c
1 changed files with 12 additions and 7 deletions

View File

@ -44,31 +44,36 @@
ଯଦି ସମ୍ବାଦକୁ ଓ ତତ୍ ସଙ୍ଗେ ସଙ୍ଗେ ବ୍ୟକ୍ତ ସୂଚନା ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଅବ୍ୟକ୍ତ ସୂଚନାକୁ ବୁଝିବାରେ ସକ୍ଷମ ହେବା ପାଇଁ ପାଠକମାନଙ୍କର ଯଥେଷ୍ଟ ଆନୁମାନିକ ଜ୍ଞାନ ଥାଏ, ତେବେ ସେହି ଜ୍ଞାନକୁ ଅକୁହା ଭାବରେ ଓ ଅବ୍ୟକ୍ତ ସୂଚନାକୁ ଅବ୍ୟକ୍ତ ଭାବରେ ଛାଡ଼ିଦେବା ଉତ୍ତମ ଅଟେ। ସେମାନଙ୍କ ନିମନ୍ତେ ଏଥି ମଧ୍ୟରୁ କିଛି ବିଷୟକୁ ବାଦ୍ ଦିଆଯାଇଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝୁ ନାହାଁନ୍ତି, ତେବେ ନିମ୍ନ ଲିଖିତ ଏହି କୌଶଳଗୁଡ଼ିକୁ ପାଳନ କରନ୍ତୁ:
1. ସେମାନଙ୍କର ନିର୍ଦ୍ଦିଷ୍ଟ ଆନୁମାନିକ ଜ୍ଞାନ ନଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତି ନାହିଁ, ତେବେ ସେହି ଜ୍ଞାନକୁ ବ୍ୟକ୍ତ ସୂଚନା ରୂପେ ଯୋଗାନ୍ତୁ ।
1. ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତ ନାହିଁ କାରଣ ସେମାନେ ନିର୍ଦ୍ଦିଷ୍ଟ ଅବ୍ୟକ୍ତ ସୂଚନାକୁ ଜାଣନ୍ତି ନାହିଁ, ତେବେ ସେହି ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ, କିନ୍ତୁ ଏହାକୁ ଏକ ଏପରି ମାଧ୍ୟମରେ କରିବାକୁ ଚେଷ୍ଟା କରନ୍ତୁ ଯାହା ସୂଚିତ କରିବା ନାହିଁ ଯେ ମୂଳ ଶ୍ରୋତାମାନଙ୍କ ନିମନ୍ତେ ଏହି ସୂଚନା ନୂତନ ଥିଲା।
(2) ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତ ନାହିଁ କାରଣ ସେମାନେ ନିର୍ଦ୍ଦିଷ୍ଟ ଅବ୍ୟକ୍ତ ସୂଚନାକୁ ଜାଣନ୍ତି ନାହିଁ, ତେବେ ସେହି ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ, କିନ୍ତୁ ଏହାକୁ ଏକ ଏପରି ମାଧ୍ୟମରେ କରିବାକୁ ଚେଷ୍ଟା କରନ୍ତୁ ଯାହା ସୂଚିତ କରିବା ନାହିଁ ଯେ ମୂଳ ଶ୍ରୋତାମାନଙ୍କ ନିମନ୍ତେ ଏହି ସୂଚନା ନୂତନ ଥିଲା।
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ
(1) ସେମାନଙ୍କର ନିର୍ଦ୍ଦିଷ୍ଟ ଆନୁମାନିକ ଜ୍ଞାନ ନଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତି ନାହିଁ, ତେବେ ସେହି ଜ୍ଞାନକୁ ବ୍ୟକ୍ତ ସୂଚନା ରୂପେ ଯୋଗାନ୍ତୁ।
> ସେଥିରେ ଯୀଶୁ ତାହାଙ୍କୁ କହିଲେ, "କୋକିଶିଆଳିର **ଗାତ ଅଛି**, ଓ ଆକାଶର ପକ୍ଷୀମାନଙ୍କର **ବସା ଅଛି**, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜି ବାର ସ୍ଥାନ ନାହିଁ ।’’\*\* (ମାଥିଉ 8:20 ULT)
> ସେଥିରେ ଯୀଶୁ ତାହାଙ୍କୁ କହିଲେ, "କୋକିଶିଆଳିର **ଗାତ ଅଛି**, ଓ ଆକାଶର ପକ୍ଷୀମାନଙ୍କର **ବସା ଅଛି**, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜି ବାର ସ୍ଥାନ ନାହିଁ।’’ (ମାଥିଉ 8:20 ULT)
ଆନୁମାନିକ ଜ୍ଞାନ ହେଉଛି ଯେ କୋକିଶିଆଳିମାନେ ସେମାନଙ୍କର ଗାତରେ ଓ ପକ୍ଷୀମାନେ ସେମାନଙ୍କର ବସା ବା ନିଡରେ ଶୁଅନ୍ତି।
> > ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର **ରହିବା ପାଇଁ ଗାତ ଅଛି**, ଆକାଶ ପକ୍ଷୀର **ରହିବା ପାଇଁ ନୀଡ଼ ଅଛି**, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜି ଏବଂ ଶୋଇବାର ସ୍ଥାନ ନାହିଁ।’’
> >
> >
>
> ବିଚାର-ଦିନରେ ଏହା ତୁମ୍ଭମାନଙ୍କ ଅପେକ୍ଷା **ସୋର ଓ ସିଦୋନର** ନିମନ୍ତେ ଅଧିକ ସହନସୀଳ ହେବ। (ମାଥିଉ 11:22 ULT)
ଆନୁମାନିକ ଜ୍ଞାନ ହେଉଛି ଯେ ସୋର ଓ ସିଦୋନର ଲୋକମାନେ ଅତ୍ୟନ୍ତ ଦୁଷ୍ଟ ଥିଲେ। ଏହାକୁ ସୁସ୍ପଷ୍ଟ ରୂପେ ବ୍ୟକ୍ତ କରା ଯାଇପାରିଥାଆନ୍ତା। >
ଆନୁମାନିକ ଜ୍ଞାନ ହେଉଛି ଯେ ସୋର ଓ ସିଦୋନର ଲୋକମାନେ ଅତ୍ୟନ୍ତ ଦୁଷ୍ଟ ଥିଲେ। ଏହାକୁ ସୁସ୍ପଷ୍ଟ ରୂପେ ବ୍ୟକ୍ତ କରା ଯାଇପାରିଥାଆନ୍ତା।
>
> > ବିଚାର-ଦିନରେ, **ସେହି ସୋର ଓ ସିଦୋନ ସହରର, ଯେଉଁଥିର ଲୋକମାନେ ଅଧିକ ଦୁଷ୍ଟ ଥିଲେ**, ତୁମ୍ଭମାନଙ୍କ ଅପେକ୍ଷା ଏହା ସେମାନଙ୍କ ନିମନ୍ତେ ଅଧିକ ସହନସୀଳ ହେବ। କିମ୍ବା: ବିଚାର-ଦିନରେ ଏହା ତୁମ୍ଭମାନଙ୍କ ଅପେକ୍ଷା ସେହି **ଦୁଷ୍ଟ ନଗରଗୁଡ଼ିକ ସୋର ଏବଂ ସିଦୋନର** ଅତ୍ୟଧିକ ସହନସୀଳ ହେବା।
>
> ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ଭୋଜନ କରିବା ସମୟରେ **ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ**। (ମାଥିଉ 15:2 ULT)
ଆନୁମାନିକ ଜ୍ଞାନ ହେଉଛି ଯେ ଖାଇବା ପୂର୍ବରୁ ବିଧି ଅନୁଯାଇ ଶୁଚି ହେବା ପାଇଁ ଲୋକମାନେ ଆପଣା ଆପଣା ହସ୍ତ ପ୍ରକ୍ଷାଳନ କରିବାର ଏକ ଔପଚାରିକ ରୀତିସଙ୍ଗତ ପଦ୍ଧତି ପାଳନ କରନ୍ତି, ଯାହା ପ୍ରାଚୀନମାନଙ୍କର ପରମ୍ପରା ମଧ୍ୟରୁ ଗୋଟିଏ ପରମ୍ପରା ଥିଲା। ଯାହା ସେମାନେ ଧାର୍ମିକ ରହିବା ପାଇଁ କରିବା ଆବଶ୍ୟକ। ଯେଭଳି ଆଧୁନିକ ପାଠକ ଚିନ୍ତା କରନ୍ତି, ଏହା ସେମାନଙ୍କ ହାତରୁ ଜୀବାଣୁକୁ ଅପସାରଣ କରି ରୋଗରୁ ନିବାରଣ କରିବା ପାଇଁ ଉଦ୍ଦିଷ୍ଟ ନଥିଲା।
> > ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ସେମାନେ ରୋଟି ଭୋଜନ କରିବା ସମୟରେ **ସେମାନେ ଧାର୍ମିକତାର ଆନୁଷ୍ଠାନିକ ଦ୍ଵାରା ବିଧିଅନୁସାରେ ହସ୍ତପ୍ରକ୍ଷାଳନ କରନ୍ତି ନାହିଁ**। (2) ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତ ନାହିଁ କାରଣ ସେମାନେ ନିର୍ଦ୍ଦିଷ୍ଟ ଅବ୍ୟକ୍ତ ସୂଚନାକୁ ଜାଣନ୍ତି ନାହିଁ, ତେବେ ସେହି ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କର, କିନ୍ତୁ ଏହାକୁ ଏକ ଏପରି ମାଧ୍ୟମରେ କରିବାକୁ ଚେଷ୍ଟା କର ଯାହା ସୂଚିତ କରିବ ନାହିଁ ଯେ ମୂଳ ଶ୍ରୋତାମାନଙ୍କ ନିମନ୍ତେ ଏହି ସୂଚନା ନୂତନ ଥିଲା।
>
> > ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ସେମାନେ ରୋଟି ଭୋଜନ କରିବା ସମୟରେ **ସେମାନେ ଧାର୍ମିକତାର ଆନୁଷ୍ଠାନିକ ଦ୍ଵାରା ବିଧିଅନୁସାରେ ହସ୍ତପ୍ରକ୍ଷାଳନ କରନ୍ତି ନାହିଁ**
(2) ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତ ନାହିଁ କାରଣ ସେମାନେ ନିର୍ଦ୍ଦିଷ୍ଟ ଅବ୍ୟକ୍ତ ସୂଚନାକୁ ଜାଣନ୍ତି ନାହିଁ, ତେବେ ସେହି ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କର, କିନ୍ତୁ ଏହାକୁ ଏକ ଏପରି ମାଧ୍ୟମରେ କରିବାକୁ ଚେଷ୍ଟା କର ଯାହା ସୂଚିତ କରିବ ନାହିଁ ଯେ ମୂଳ ଶ୍ରୋତାମାନଙ୍କ ନିମନ୍ତେ ଏହି ସୂଚନା ନୂତନ ଥିଲା।
> ତାପରେ ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, “ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।’’ ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର କୌଣସି ସ୍ଥାନ ନାହିଁ।’’ (ମାଥିଉ 8:19,20 ULT)
ଅସନ୍ଦିଗ୍ଧ ସୂଚନା ହେଉଛି ଯେ ଯୀଶୁ ନିଜେ ସେହି ମନୁଷ୍ୟପୁତ୍ର। ଅନ୍ୟ ଅସନ୍ଦିଗ୍ଧ ସୂଚନା ହେଉଛି ଯେ ଯଦି ସେହି ଶାସ୍ତ୍ରୀ ଯୀଶୁଙ୍କ ଅନୁଗମନ କରିବାକୁ ଚହାଁନ୍ତି, ତେବେ ତାହାଙ୍କୁ ଯୀଶୁଙ୍କ ଭଳି ବାସହରା ହୋଇ ରହିବାକୁ ହେବ।