Edit 'translate/figs-explicit/01.md' using 'tc-create-app'

This commit is contained in:
manash12d 2020-11-01 11:38:50 +00:00
parent 6675e1ecd7
commit 644fcd0e59
1 changed files with 9 additions and 15 deletions

View File

@ -14,6 +14,7 @@
ଅନେକ ସମୟରେ, ଶ୍ରୋତୃବର୍ଗ ବକ୍ତା ସେମାନଙ୍କୁ ସିଧାସଳଖ କହିବା ବ୍ୟକ୍ତ ସୂଚନା ସହ ସେମାନେ ପୂର୍ବରୁ ଜାଣିଥିବା (ଆନୁମାନିକ ଜ୍ଞାନ) ସହ ଏକତ୍ର କରି ଏହି ଅବ୍ୟକ୍ତ ସୂଚନାକୁ ବୁଝିଥାନ୍ତି ଯାହା ବକ୍ତା ସେମାନଙ୍କୁ ସିଧାସଳଖ କହିଥାଆନ୍ତି।
### ଅନୁବାଦ ସମସ୍ୟା ଉଦ୍ଦେଶ୍ୟ ଏହା ଅଟେ
ଏହି ସମସ୍ତ ତିନି ପ୍ରକାର ସୂଚନା ବକ୍ତାଙ୍କ ବାର୍ତ୍ତାର ଅଂଶ ବିଶେଷ ଅଟେ। ଯଦି ଏହି ସୂଚନାଗୁଡ଼ିକରୁ କୌଣସି ଗୋଟିଏ ପ୍ରକାର ସୂଚନା ବାଦ୍ ପଡ଼େ, ତେବେ ଶ୍ରୋତୃବର୍ଗଉକ୍ତ ବାର୍ତ୍ତାକୁ ବୁଝିବେ ନାହିଁ। କାରଣ ଲକ୍ଷ୍ୟ ବା ନିର୍ଦ୍ଦିଷ୍ଟ ଅନୁବାଦ ଭାଷା ବାଇବଲଭିତ୍ତିକ ଭାଷାଠାରୁ ଅଧିକ ଭିନ୍ନ ଅଟେ ଏବଂ ବାଇବଲର ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ସମୟ ଓ ସ୍ଥାନରେ ରହୁଥିବା ଶ୍ରୋତାମାନଙ୍କ ନିମନ୍ତେ ପ୍ରସ୍ତୁତ, ଅନେକ ସମୟରେ ସମ୍ବାଦରୁ ଆନୁମାନିକ ଜ୍ଞାନ ବା ଅବ୍ୟକ୍ତ ସୂଚନା ବାଦ୍ ପଡ଼ିଥାଏ। ଅନ୍ୟ ଶବ୍ଦରେ, ବାଇବଲର ମୂଳ ବକ୍ତାଗଣ ଓ ଶ୍ରୋତାମାନେ ଯାହା ଜାଣିଥାନ୍ତି, ସେହି ସବୁ ଆଧୁନିକ ପାଠକମାନେ ଜାଣନ୍ତି ନାହିଁ। ଯେବେ ଏହି ସମସ୍ତ ସମ୍ବାଦକୁ ବୁଝିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ, ଆପଣ ଏହି ସୂଚନାକୁ ପାଠ କିମ୍ବା ବହି ପୃଷ୍ଠାର ନିମ୍ନ ଭାଗରେ ପ୍ରଦତ୍ତ ଟିକାରେ ଅନ୍ତର୍ଭୁକ୍ତ କରିପାରିବେ।
### ବାଇବଲରୁ କେତେକ ଉଦାହରଣ
@ -28,30 +29,23 @@
ତାହା **ଅବ୍ୟକ୍ତ ସୂଚନା** ଅଟେ ଯାହାକି ତାହାର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ ବୋଲି ଯୀଶୁ କହିବା ସମୟରେ ଶାସ୍ତ୍ରୀ କିଛି ଶିକ୍ଷା କରିଥିବ।
> ହାୟ, ଦଣ୍ଡର ପାତ୍ର କୋରାଜୀନ୍! ହାୟ, ଦଣ୍ଡର ପାତ୍ର ବେଥସାଇଦା କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଛି,ସେହିସବୁ ଯେବେ **ସୋର ଓ ସିଦୋନ** ରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ<u>ବିଚାର-ଦିନରେ</u> ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସିଦୋନର ଦଶା ସହନୀୟ ହେବ । (ମାଥିଉ 11:21,22 ULT)
> ହାୟ, ଦଣ୍ଡର ପାତ୍ର କୋରାଜୀନ୍! ହାୟ, ଦଣ୍ଡର ପାତ୍ର ବେଥସାଇଦା କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଛି,ସେହିସବୁ ଯେବେ **ସୋର ଓ ସିଦୋନ** ରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ**ବିଚାର-ଦିନରେ** ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସିଦୋନର ଦଶା ସହନୀୟ ହେବ। (ମାଥିଉ 11:21-22 ULT)
ଯୀଶୁ ଅନୁମାନ କରନ୍ତି ଯେ ଯେଉଁ ଲୋକମାନଙ୍କୁ ସେ କହୁଥିଲେ ସେମାନେ ସୋର ଓ ସିଦୋନୀୟମାନେ ଅଧିକ ଦୁଷ୍ଟ ଥିବା ଜାଣିଥିଲେ, ଏବଂ ବିଚାର-ଦିନ ଏକ ଏପରି ସମୟ ଯେଉଁ ସମୟରେକି ଈଶ୍ଵର ପ୍ରତ୍ୟେକ ଜଣଙ୍କୁ ବିଚାର କରିବେ । ଯୀଶୁ ମଧ୍ୟ ଜାଣିଥିଲେ ଯେ ସେ ଯେଉଁ ଲୋକମାନଙ୍କୁ କହୁଥିଲେ ସେମାନେ ଉତ୍ତମ ଥିବା ଓ ମନପରିବର୍ତ୍ତନ କରିବାର ଆବଶ୍ୟକ ନଥିବା ବିଶ୍ଵାସ କରୁଥିଲେ ସେମାନଙ୍କୁ ସମସ୍ତ ବିଷୟ କହିବା ଯୀଶୁଙ୍କୁ ଆବଶ୍ୟକ ନାହିଁ ।
ଯୀଶୁ ଅନୁମାନ କରନ୍ତି ଯେ ଯେଉଁ ଲୋକମାନଙ୍କୁ ସେ କହୁଥିଲେ ସେମାନେ ସୋର ଓ ସିଦୋନୀୟମାନେ ଅଧିକ ଦୁଷ୍ଟ ଥିବା ଜାଣିଥିଲେ, ଏବଂ ବିଚାର-ଦିନ ଏକ ଏପରି ସମୟ ଯେଉଁ ସମୟରେକି ଈଶ୍ଵର ପ୍ରତ୍ୟେକ ଜଣଙ୍କୁ ବିଚାର କରିବେ। ଯୀଶୁ ମଧ୍ୟ ଜାଣିଥିଲେ ଯେ ସେ ଯେଉଁ ଲୋକମାନଙ୍କୁ କହୁଥିଲେ ସେମାନେ ଉତ୍ତମ ଥିବା ଓ ମନପରିବର୍ତ୍ତନ କରିବାର ଆବଶ୍ୟକ ନଥିବା ବିଶ୍ଵାସ କରୁଥିଲେ। ଯୀଶୁ ସେମାନଙ୍କୁ ସମସ୍ତ ବିଷୟ କହିବା ଆବଶ୍ୟକ ନାହିଁ ଏହିସବୁ **ଗ୍ରହଣ କରିଥିବା ଜ୍ଞାନ**
ହିସବୁ **ଆନୁମାନିକ ଜ୍ଞାନ** ଅଟେ
ଠାରେ **ଅବ୍ୟକ୍ତ ସୂଚନା**ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଯେଯେଉଁ ଲୋକମାନଙ୍କୁ କହୁଥିଲେ ସେମାନେ ସୋର ଏବଂ ସିଦୋନ ଲୋକମାନଙ୍କ ଅପେକ୍ଷା ଅଧିକ କଠୋର ବିଚାର କରିବେ **କାରଣ** ସେମାନେ ମନପରିବର୍ତ୍ତନ କଲେ ନାହିଁ
ଏଠାରେ **ଅବ୍ୟକ୍ତ ସୂଚନା**ର ଗୁରୁତ୍ୱପୂର୍ଣ୍ଣ ଅଂଶ ଦେଖୁଛୁ, କାରଣ ସେ କହୁଥିବା ଲୋକମାନେ ମନପରିବର୍ତ୍ତନ କଲେ ନାହିଁ, ସେମାନେ ସୋର ଓ ସିଦୋନ ଆପେକ୍ଷା ଅଧିକ କଠୋର ଭାବେ ବିଚାରିତ ହେବେ ।
> ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ **ଭୋଜନ କରିବା ସମୟରେ ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ****ରୁଟି** (ମାଥିଉ 15:2 ULT)
> ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ <u>ଭୋଜନ କରିବା ସମୟରେ ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ</u> । (ମାଥିଉ 15:2 ULT)
ଖାଇବା ପୂର୍ବରୁ ବିଧି ବିଧାନ ଅନୁଯାଇ ଶୁଚି ହେବା ପାଇଁ ଲୋକମାନେ ଆପଣା ଆପଣା ହସ୍ତ ପ୍ରକ୍ଷାଳନ କରିବାର ଏକ ଔପଚାରିକ ରୀତିସଙ୍ଗତ ପଦ୍ଧତି ପାଳନ କରନ୍ତି, ଯାହା ପ୍ରାଚୀନମାନଙ୍କର ପରମ୍ପରା ମଧ୍ୟରୁ ଗୋଟିଏ ପରମ୍ପରା ଥିଲା । ଲୋକେ ଭାବୁଥିଲେ ଯେ ଧାର୍ମିକ ହୋଇ ରହିବା ପାଇଁ, ସେମାନେ ପ୍ରାଚୀନାମାନଙ୍କ ସମସ୍ତ ପରମ୍ପରାଗୁଡ଼ିକୁ ପାଳନ କରିବାକୁ ହେବ ।
ଏହା **ଆନୁମାନିକ ଜ୍ଞାନ** ଥିଲା, ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିବା ଫାରୁଶୀମାନେ ଆଶା କରୁଥିଲେ ଯେ ଯୀଶୁ ଏହା ଜାଣନ୍ତୁ । ଏହା କହିବା ଦ୍ଵାରା, ସେମାନେ ତାହାଙ୍କ ଶିଷ୍ୟମାନଙ୍କୁ ଏହି ପରମ୍ପରାଗୁଡ଼ିକୁ ପାଳନ କରୁ ନଥିବାର ଅଭିଯୋଗ କରିଥିଲେ ।
ଏହା **ଅବ୍ୟକ୍ତ ସୂଚନା** ଯାହାକି ସେମାନେ ଯାହା କହିଲେ ତହିଁରୁ ସେ ବୁଝନ୍ତୁ ବୋଲି ସେମାନେ ଚାହିଲେ ।
ଖାଇବା ପୂର୍ବରୁ ବିଧି ବିଧାନ ଅନୁଯାଇ ଶୁଚି ହେବା ପାଇଁ ଲୋକମାନେ ଆପଣା ଆପଣା ହସ୍ତ ପ୍ରକ୍ଷାଳନ କରିବାର ଏକ ଔପଚାରିକ ରୀତିସଙ୍ଗତ ପଦ୍ଧତି ପାଳନ କରନ୍ତି, ଯାହା ପ୍ରାଚୀନମାନଙ୍କର ପରମ୍ପରା ମଧ୍ୟରୁ ଗୋଟିଏ ପରମ୍ପରା ଥିଲା। ଲୋକେ ଭାବୁଥିଲେ ଯେ ଧାର୍ମିକ ହୋଇ ରହିବା ପାଇଁ, ସେମାନେ ପ୍ରାଚୀନାମାନଙ୍କ ସମସ୍ତ ପରମ୍ପରାଗୁଡ଼ିକୁ ପାଳନ କରିବାକୁ ହେବ। ଏହା **ଆନୁମାନିକ ଜ୍ଞାନ** ଥିଲା, ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିବା ଫାରୁଶୀମାନେ ଆଶା କରୁଥିଲେ ଯେ ଯୀଶୁ ଏହା ଜାଣନ୍ତୁ। ଏହା କହିବା ଦ୍ଵାରା, ସେମାନେ ତାହାଙ୍କ ଶିଷ୍ୟମାନଙ୍କୁ ଏହି ପରମ୍ପରାଗୁଡ଼ିକୁ ପାଳନ କରୁ ନଥିବାର ଅଭିଯୋଗ କରିଥିଲେ। ଏହା **ଅବ୍ୟକ୍ତ ସୂଚନା** ଯାହା ସେମାନେ ତାହାଙ୍କୁ କହିଲେ ତହିଁରୁ ସେ ବୁଝନ୍ତୁ ବୋଲି ସେମାନେ ଚାହିଲେ।
### ଅନୁବାଦ କୌଶଳ
ଯଦି ସମ୍ବାଦକୁ ଓ ତତ୍ ସଙ୍ଗେ ସଙ୍ଗେ ବ୍ୟକ୍ତ ସୂଚନା ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଅବ୍ୟକ୍ତ ସୂଚନାକୁ ବୁଝିବାରେ ସକ୍ଷମ ହେବା ପାଇଁ ପାଠକମାନଙ୍କର ଯଥେଷ୍ଟ ଆନୁମାନିକ ଜ୍ଞାନ ଥାଏ, ତେବେ ସେହି ଜ୍ଞାନକୁ ଅକୁହା ଭାବରେ ଓ ଅବ୍ୟକ୍ତ ସୂଚନାକୁ ଅବ୍ୟକ୍ତ ଭାବରେ ଛାଡ଼ିଦେବା ଉତ୍ତମ ଅଟେ ।
ସେମାନଙ୍କ ନିମନ୍ତେ ଏଥି ମଧ୍ୟରୁ କିଛି ବିଷୟକୁ ବାଦ୍ ଦିଆଯାଇଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝୁ ନାହାଁନ୍ତି, ତେବେ ନିମ୍ନ ଲିଖିତ ଏହି କୌଶଳଗୁଡ଼ିକୁ ପାଳନ କରନ୍ତୁ:
ଯଦି ସମ୍ବାଦକୁ ଓ ତତ୍ ସଙ୍ଗେ ସଙ୍ଗେ ବ୍ୟକ୍ତ ସୂଚନା ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଅବ୍ୟକ୍ତ ସୂଚନାକୁ ବୁଝିବାରେ ସକ୍ଷମ ହେବା ପାଇଁ ପାଠକମାନଙ୍କର ଯଥେଷ୍ଟ ଆନୁମାନିକ ଜ୍ଞାନ ଥାଏ, ତେବେ ସେହି ଜ୍ଞାନକୁ ଅକୁହା ଭାବରେ ଓ ଅବ୍ୟକ୍ତ ସୂଚନାକୁ ଅବ୍ୟକ୍ତ ଭାବରେ ଛାଡ଼ିଦେବା ଉତ୍ତମ ଅଟେ। ସେମାନଙ୍କ ନିମନ୍ତେ ଏଥି ମଧ୍ୟରୁ କିଛି ବିଷୟକୁ ବାଦ୍ ଦିଆଯାଇଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝୁ ନାହାଁନ୍ତି, ତେବେ ନିମ୍ନ ଲିଖିତ ଏହି କୌଶଳଗୁଡ଼ିକୁ ପାଳନ କରନ୍ତୁ:
1. ସେମାନଙ୍କର ନିର୍ଦ୍ଦିଷ୍ଟ ଆନୁମାନିକ ଜ୍ଞାନ ନଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତି ନାହିଁ, ତେବେ ସେହି ଜ୍ଞାନକୁ ବ୍ୟକ୍ତ ସୂଚନା ରୂପେ ଯୋଗାନ୍ତୁ ।
1. ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତ ନାହିଁ କାରଣ ସେମାନେ ନିର୍ଦ୍ଦିଷ୍ଟ ଅବ୍ୟକ୍ତ ସୂଚନାକୁ ଜାଣନ୍ତି ନାହିଁ, ତେବେ ସେହି ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ, କିନ୍ତୁ ଏହାକୁ ଏକ ଏପରି ମାଧ୍ୟମରେ କରିବାକୁ ଚେଷ୍ଟା କରନ୍ତୁ ଯାହା ସୂଚିତ କରିବା ନାହିଁ ଯେ ମୂଳ ଶ୍ରୋତାମାନଙ୍କ ନିମନ୍ତେ ଏହି ସୂଚନା ନୂତନ ଥିଲା ।
1. ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତ ନାହିଁ କାରଣ ସେମାନେ ନିର୍ଦ୍ଦିଷ୍ଟ ଅବ୍ୟକ୍ତ ସୂଚନାକୁ ଜାଣନ୍ତି ନାହିଁ, ତେବେ ସେହି ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ, କିନ୍ତୁ ଏହାକୁ ଏକ ଏପରି ମାଧ୍ୟମରେ କରିବାକୁ ଚେଷ୍ଟା କରନ୍ତୁ ଯାହା ସୂଚିତ କରିବା ନାହିଁ ଯେ ମୂଳ ଶ୍ରୋତାମାନଙ୍କ ନିମନ୍ତେ ଏହି ସୂଚନା ନୂତନ ଥିଲା।
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ