Edit 'translate/figs-abstractnouns/01.md' using 'tc-create-app'

This commit is contained in:
manash12d 2020-10-19 14:12:46 +00:00
parent f476751278
commit 8174a9f5a0
1 changed files with 9 additions and 9 deletions

View File

@ -23,25 +23,25 @@
### ବାଇବଲରୁ କେତେକ ଉଦାହରଣ
> ..._ ତାହା ତୁମେ <u>ବାଲ୍ୟକାଳ</u>ଠାରୁ ଜ୍ଞାତ ଅଛ । (2ୟ ତୀମଥି 3:15 ULT)
> ତାହା ତୁମେ **ବାଲ୍ୟକାଳ** ଠାରୁ ଜ୍ଞାତ ଅଛ। (2ୟ ତୀମଥି 3:15 ULT)
ଗୁଣବାଚକ ବିଶେଷ୍ୟ ଶବ୍ଦ “ବାଲ୍ୟକାଳ”, ଜଣଙ୍କର ଶିଶୁ ସମୟର ଅବସ୍ଥାକୁ ସୁଚାଏ
ଗୁଣବାଚକ ବିଶେଷ୍ୟ ଶବ୍ଦ “ବାଲ୍ୟକାଳ”, ଜଣଙ୍କର ଶିଶୁ ସମୟର ଅବସ୍ଥାକୁ ସୁଚାଏ।
> <u> ଈଶ୍ଵରପରାୟଣତା </u> <u> ସନ୍ତୋଷଭାବଯୁକ୍ତ </u> ହେଲେ ପ୍ରକୃତରେ <u> ବିଶେଷ </u> <u> ଲାଭଜନକ </u> । (1ମ ତୀମଥି 6:6 ULT)
> କିନ୍ତୁ **ଈଶ୍ଵରପରାୟଣତା** ସହ **ସନ୍ତୋଷଭାବଯୁକ୍ତ** ହେଲେ ପ୍ରକୃତରେ ବିଶେଷ **ଲାଭଜନକ**। (1ମ ତୀମଥି 6:6 ULT)
ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକ “ଈଶ୍ଵରପରାୟଣତା” ଓ “ସନ୍ତୋଷଭାବଯୁକ୍ତ”, ଏହା ଈଶ୍ଵରପରାୟଣ ଓ ସନ୍ତୁଷ୍ଟକୁ ସୁଚାଏ । ଗୁଣବାଚକ ବିଶେଷ୍ୟ ଶବ୍ଦ “ଲାଭଜନକ”, ଏହା ଜଣକୁ ଉପକାର ବା ସାହାଯ୍ୟ ମିଳୁଥିବା ବିଷୟକୁ ସୁଚାଏ
ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକ “ଈଶ୍ଵରପରାୟଣତା” ଓ “ସନ୍ତୋଷଭାବଯୁକ୍ତ”, ଏହା ଈଶ୍ଵରପରାୟଣ ଓ ସନ୍ତୁଷ୍ଟକୁ ସୁଚାଏ । ଗୁଣବାଚକ ବିଶେଷ୍ୟ ଶବ୍ଦ “ଲାଭଜନକ”, ଏହା ଜଣକୁ ଉପକାର ବା ସାହାଯ୍ୟ ମିଳୁଥିବା ବିଷୟକୁ ସୁଚାଏ।
> ଆଜି ଏହି ଗୃହରେ <u> ପରିତ୍ରାଣ </u> ଉପସ୍ଥିତ ହୋଇଅଛି, ଯେଣୁ ଏ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ । (ଲୂକ 19:9 ULT)
> ଆଜି ଏହି ଗୃହରେ **ପରିତ୍ରାଣ** ଉପସ୍ଥିତ ହୋଇଅଛି, ଯେଣୁ ଏ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ । (ଲୂକ 19:9 ULT)
ଗୁଣବାଚକ ବିଶେଷ୍ୟ ଶବ୍ଦ “ପରିତ୍ରାଣ”, ଏହା ଉଦ୍ଧାରପ୍ରାପ୍ତକୁ ସୁଚାଏ
> <u> ବିଳମ୍ବ </u> ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; (2ୟ ପିତର 3:9 ULT)
> **ବିଳମ୍ବ** ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; (2ୟ ପିତର 3:9 ULT)
ଗୁଣବାଚକ ବିଶେଷ୍ୟ ଶବ୍ଦ “ବିଳମ୍ବ”, କିପରି ଗୋଟିଏ ବିଷୟ ଧୀରେ କାର୍ଯ୍ୟ କରିଥାଏ ତାହାକୁ ସୁଚାଏ
ଗୁଣବାଚକ ବିଶେଷ୍ୟ ଶବ୍ଦ “ବିଳମ୍ବ”, କିପରି ଗୋଟିଏ ବିଷୟ ଧୀରେ କାର୍ଯ୍ୟ କରିଥାଏ ତାହାକୁ ସୁଚାଏ।
> ସେ ଅନ୍ଧକାରର ଗୁପ୍ତ ବିଷୟଗୁଡିକ ଆଲୋକରେ ଦେଖାଇବେ, ପୁଣି ହୃଦୟର <u> ସଂକଳ୍ପ ସମସ୍ତ </u> ପ୍ରକାଶ କରିବେ । (1ମ କରନ୍ଥୀୟ 4:5 ULT)
> ସେ ଅନ୍ଧକାରର ଗୁପ୍ତ ବିଷୟଗୁଡିକ ଆଲୋକରେ ଦେଖାଇବେ, ପୁଣି ହୃଦୟର **ସଂକଳ୍ପ ସମସ୍ତ** ପ୍ରକାଶ କରିବେ। (1ମ କରନ୍ଥୀୟ 4:5 ULT)
ଗୁଣବାଚକ ବିଶେଷ୍ୟ ଶବ୍ଦ “ସଂକଳ୍ପସମସ୍ତ”, ଏହା ଲୋକେ କୌଣସି କାର୍ଯ୍ୟକୁ କରିବାକୁ ଚାହୁଁଥିବା ବିଷୟକୁ ଓ କାରଣଗୁଡ଼ିକୁ ସୂଚିତ କରେ
ଗୁଣବାଚକ ବିଶେଷ୍ୟ ଶବ୍ଦ “ସଂକଳ୍ପସମସ୍ତ”, ଏହା ଲୋକେ କୌଣସି କାର୍ଯ୍ୟକୁ କରିବାକୁ ଚାହୁଁଥିବା ବିଷୟକୁ ଓ କାରଣଗୁଡ଼ିକୁ ସୂଚିତ କରେ।
### ଅନୁବାଦ କୌଶଳ