Edit 'translate/figs-exclusive/01.md' using 'tc-create-app'

This commit is contained in:
manash12d 2020-11-01 10:47:04 +00:00
parent c25e6b2a92
commit 5da485150c
1 changed files with 3 additions and 3 deletions

View File

@ -10,9 +10,9 @@
ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ
ବାଇବଲକୁ ପ୍ରଥମେ ଏବ୍ରୀ, ଅରାମୀୟ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା । ଇଂରାଜୀ ଭଳି, ଏହି ଭାଷାମାନଙ୍କରେ “ଆମ୍ଭେମାନେ” ଶବ୍ଦ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ନାହିଁ
ବାଇବଲକୁ ପ୍ରଥମେ ଏବ୍ରୀ, ଅରାମୀୟ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା । ଇଂରାଜୀ ଭଳି, ଏହି ଭାଷାମାନଙ୍କରେ “ଆମ୍ଭେମାନେ” ଶବ୍ଦ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ନାହିଁ।
ଯଦି ଅନୁବାଦକମାନଙ୍କ ଭାଷାରେ ଏହି ଶବ୍ଦଗୁଡ଼ିକ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ରୂପରେଖ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ରହିଛି, ତେବେ ସେହି ଶବ୍ଦଗୁଡ଼ିକୁ ନେଇ ବକ୍ତା କହିବାର ତାତ୍ପର୍ଯ୍ୟ କଣ ତାହା ବୁଝିବା ଆବଶ୍ୟକ, ଯଦ୍ୱାରା “ଆମ୍ଭେମାନେ” ଶବ୍ଦର କେଉଁ ରୂପରେଖ ବ୍ୟବହାର କରାଯିବ ତାହା ସେମାନେ ନିର୍ଣ୍ଣୟ କରିପାରିବେ
ଯଦି ଅନୁବାଦକମାନଙ୍କ ଭାଷାରେ ଏହି ଶବ୍ଦଗୁଡ଼ିକ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ରୂପରେଖ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ରହିଛି, ତେବେ ସେହି ଶବ୍ଦଗୁଡ଼ିକୁ ନେଇ ବକ୍ତା କହିବାର ତାତ୍ପର୍ଯ୍ୟ କଣ ତାହା ବୁଝିବା ଆବଶ୍ୟକ, ଯଦ୍ୱାରା “ଆମ୍ଭେମାନେ” ଶବ୍ଦର କେଉଁ ରୂପରେଖ ବ୍ୟବହାର କରାଯିବ ତାହା ସେମାନେ ନିର୍ଣ୍ଣୟ କରିପାରିବେ।
### ବାଇବଲରୁ କେତେକ ଉଦାହରଣ
@ -30,4 +30,4 @@
> ସେହି ସମୟରେ ଦିନେ ସେ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଡ଼ିଲେ, ଆଉ ସେ ସେମାନଙ୍କୁ କହିଲେ, “ଆସ, ହ୍ରଦର ଆରପାରିକି ଯିବା।’’ ସେଥିରେ ସେମାନେ ନୌକା ଫିଟାଇଦେଲେ। (ଲୂକ 8:22 ULT)
ଯୀଶୁ “ଆମ୍ଭମାନଙ୍କୁ” ବୋଲି କହିବା ସମୟରେ, ସେ ନିଜକୁ ଓ ସେ କହୁଥିବା ଶିଷ୍ୟମାନଙ୍କୁ ଦର୍ଶାଇଥିଲେ, ଏଣୁ ଏହା ଅନ୍ତର୍ଭୁକ୍ତସୂଚକ ରୂପରେଖ ହୋଇପାରେ
ଯୀଶୁ “ଆମ୍ଭମାନଙ୍କୁ” ବୋଲି କହିବା ସମୟରେ, ସେ ନିଜକୁ ଓ ସେ କହୁଥିବା ଶିଷ୍ୟମାନଙ୍କୁ ଦର୍ଶାଇଥିଲେ, ଏଣୁ ଏହା ଅନ୍ତର୍ଭୁକ୍ତସୂଚକ ରୂପରେଖ ହୋଇପାରେ।