From 5da485150c358535c239beda0684f43906c21fd8 Mon Sep 17 00:00:00 2001 From: manash12d Date: Sun, 1 Nov 2020 10:47:04 +0000 Subject: [PATCH] Edit 'translate/figs-exclusive/01.md' using 'tc-create-app' --- translate/figs-exclusive/01.md | 6 +++--- 1 file changed, 3 insertions(+), 3 deletions(-) diff --git a/translate/figs-exclusive/01.md b/translate/figs-exclusive/01.md index c35e9d8..1ee01bb 100644 --- a/translate/figs-exclusive/01.md +++ b/translate/figs-exclusive/01.md @@ -10,9 +10,9 @@ ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ -ବାଇବଲକୁ ପ୍ରଥମେ ଏବ୍ରୀ, ଅରାମୀୟ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା । ଇଂରାଜୀ ଭଳି, ଏହି ଭାଷାମାନଙ୍କରେ “ଆମ୍ଭେମାନେ” ଶବ୍ଦ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ନାହିଁ । +ବାଇବଲକୁ ପ୍ରଥମେ ଏବ୍ରୀ, ଅରାମୀୟ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା । ଇଂରାଜୀ ଭଳି, ଏହି ଭାଷାମାନଙ୍କରେ “ଆମ୍ଭେମାନେ” ଶବ୍ଦ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ନାହିଁ। -ଯଦି ଅନୁବାଦକମାନଙ୍କ ଭାଷାରେ ଏହି ଶବ୍ଦଗୁଡ଼ିକ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ରୂପରେଖ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ରହିଛି, ତେବେ ସେହି ଶବ୍ଦଗୁଡ଼ିକୁ ନେଇ ବକ୍ତା କହିବାର ତାତ୍ପର୍ଯ୍ୟ କଣ ତାହା ବୁଝିବା ଆବଶ୍ୟକ, ଯଦ୍ୱାରା “ଆମ୍ଭେମାନେ” ଶବ୍ଦର କେଉଁ ରୂପରେଖ ବ୍ୟବହାର କରାଯିବ ତାହା ସେମାନେ ନିର୍ଣ୍ଣୟ କରିପାରିବେ । +ଯଦି ଅନୁବାଦକମାନଙ୍କ ଭାଷାରେ ଏହି ଶବ୍ଦଗୁଡ଼ିକ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ରୂପରେଖ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ରହିଛି, ତେବେ ସେହି ଶବ୍ଦଗୁଡ଼ିକୁ ନେଇ ବକ୍ତା କହିବାର ତାତ୍ପର୍ଯ୍ୟ କଣ ତାହା ବୁଝିବା ଆବଶ୍ୟକ, ଯଦ୍ୱାରା “ଆମ୍ଭେମାନେ” ଶବ୍ଦର କେଉଁ ରୂପରେଖ ବ୍ୟବହାର କରାଯିବ ତାହା ସେମାନେ ନିର୍ଣ୍ଣୟ କରିପାରିବେ। ### ବାଇବଲରୁ କେତେକ ଉଦାହରଣ @@ -30,4 +30,4 @@ > ସେହି ସମୟରେ ଦିନେ ସେ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଡ଼ିଲେ, ଆଉ ସେ ସେମାନଙ୍କୁ କହିଲେ, “ଆସ, ହ୍ରଦର ଆରପାରିକି ଯିବା।’’ ସେଥିରେ ସେମାନେ ନୌକା ଫିଟାଇଦେଲେ। (ଲୂକ 8:22 ULT) -ଯୀଶୁ “ଆମ୍ଭମାନଙ୍କୁ” ବୋଲି କହିବା ସମୟରେ, ସେ ନିଜକୁ ଓ ସେ କହୁଥିବା ଶିଷ୍ୟମାନଙ୍କୁ ଦର୍ଶାଇଥିଲେ, ଏଣୁ ଏହା ଅନ୍ତର୍ଭୁକ୍ତସୂଚକ ରୂପରେଖ ହୋଇପାରେ । \ No newline at end of file +ଯୀଶୁ “ଆମ୍ଭମାନଙ୍କୁ” ବୋଲି କହିବା ସମୟରେ, ସେ ନିଜକୁ ଓ ସେ କହୁଥିବା ଶିଷ୍ୟମାନଙ୍କୁ ଦର୍ଶାଇଥିଲେ, ଏଣୁ ଏହା ଅନ୍ତର୍ଭୁକ୍ତସୂଚକ ରୂପରେଖ ହୋଇପାରେ। \ No newline at end of file