Edit 'translate/figs-doublet/01.md' using 'tc-create-app'

This commit is contained in:
manash12d 2020-10-21 17:46:42 +00:00
parent 31323b0789
commit 4c57d48fae
1 changed files with 1 additions and 1 deletions

View File

@ -6,7 +6,7 @@
#### ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ
କେତେକ ଭାଷାରେ ଲୋକେ ପ୍ରତିରୂପ ଶବ୍ଦକୁ ବ୍ୟବହାର କରନ୍ତି ନାହିଁ । କିମ୍ବା ସେମାନେ ପ୍ରତିରୂପ ଶବ୍ଦକୁ ବ୍ୟବହାର କରିପାରିବେ, କିନ୍ତୁ କେତେକ ନିର୍ଦ୍ଦିଷ୍ଟ ଅବସ୍ଥାରେ, ଏଣୁ ସେମାନଙ୍କ ଭାଷାରେ ଥିବା କେତେକ ପଦରେ ଏହା ବୁଝିପାରିବା ଭଳି କହି ନଥାଏ । ବିକଳ୍ପ କ୍ଷେତ୍ରରେ, ଅନୁବାଦକମାନେ ପ୍ରତିରୂପ ଶବ୍ଦ ଦ୍ଵାରା ପ୍ରକାଶ କରାଯାଇଥିବା ଅର୍ଥକୁ ପ୍ରକାଶ କରିବା ପାଇଁ କେତେକ ଭିନ୍ନ ମାଧ୍ୟମକୁ ଆବଶ୍ୟକ ମନେ କରିପାରିବେ
କେତେକ ଭାଷାରେ ଲୋକେ ଯୋଡା ଶବ୍ଦକୁ ବ୍ୟବହାର କରନ୍ତି ନାହିଁ। କିମ୍ବା ସେମାନେ ଯୋଡା ଶବ୍ଦକୁ ବ୍ୟବହାର କରିପାରିବେ, କିନ୍ତୁ କେତେକ ନିର୍ଦ୍ଦିଷ୍ଟ ଅବସ୍ଥାରେ, ଏଣୁ କେତେକ ପଦ୍ୟରେ ସେମାନଙ୍କ ଭାଷାରେ ଯୋଡା ଶବ୍ଦ ବୁଝିପାରି ହୋଇ ନ ଥାଏ। ଲୋକମାନେ ଭାବିପାରନ୍ତି ଯେ ପଦ୍ୟଟି ଦୁଇଟି ବିକଳ୍ପ କିମ୍ବା କାର୍ଯ୍ୟକୁ ବର୍ଣ୍ଣନା କରୁଛି, ଯେବେ ଏହା କେବଳ ଗୋଟିଏ ବର୍ଣ୍ଣନା କରେ। ଏହି କ୍ଷେତ୍ରରେ, ଅନୁବାଦକମାନେ ଯୋଡା ଶବ୍ଦ ଦ୍ଵାରା ପ୍ରକାଶ କରାଯାଇଥିବା ଅର୍ଥକୁ ପ୍ରକାଶ କରିବା ପାଇଁ କେତେକ ଭିନ୍ନ ମାଧ୍ୟମକୁ ଆବଶ୍ୟକ ମନେ କରିପାରିବେ।
### ବାଇବଲରୁ କେତେକ ଉଦାହରଣ