Edit 'translate/figs-doublet/01.md' using 'tc-create-app'

This commit is contained in:
manash12d 2020-10-21 17:29:46 +00:00
parent c310fe0b51
commit 31323b0789
1 changed files with 2 additions and 2 deletions

View File

@ -1,7 +1,7 @@
### ବିବରଣ
ଆମେ ଦୁଇଟି ଶବ୍ଦକୁ ବା ଅତି କ୍ଷୁଦ୍ର ବାକ୍ୟାଂଶକୁ ଦର୍ଶାଇବା ପାଇଁ “ପ୍ରତିରୂପ” ବାକ୍ୟକୁ ବ୍ୟବହାର କରିଛୁ ଯାହାର ଅର୍ଥ, ସମାନ ବିଷୟ ବା ସେଥିର ଅତି ଘନିଷ୍ଠ ବିଷୟ ଯାହା ଏକତ୍ର ବ୍ୟବହାର କରାଯାଇଛି । ଅନେକ ସମୟରେ ସେଗୁଡ଼ିକ “ଏବଂ” ଶବ୍ଦ ସହ ସଂଯୁକ୍ତ । ଅନେକ ସମୟରେ ଦୁଇଟି ଶବ୍ଦ ଦ୍ଵାରା ବିଚାରାଧାରାକୁ ପ୍ରକାଶ କରିବାରେ ସେଗୁଡ଼ିକୁ ଗୁରୁତ୍ଵାରୋପ ବା ତୀବ୍ର କରିବା ପାଇଁ ବ୍ୟବହାର କରାଯାଇଥାଏ ।
ଆମେ ଦୁଇଟି ଶବ୍ଦ ବା ବାକ୍ୟାଂଶକୁ ଦର୍ଶାଇବା ପାଇଁ “ଯୋଡ଼ା” ବାକ୍ୟକୁ ବ୍ୟବହାର କରୁଅଛୁ ଯାହା ଏକତ୍ର ବ୍ୟବହୃତ ହୁଏ ଏବଂ ସମାନ ବିଷୟ ବା ସେଥିର ଅତି ନିକଟବର୍ତ୍ତୀ ବିଷୟକୁ ସୁଚିତ କରେ। ଅନେକ ସମୟରେ ସେଗୁଡ଼ିକ “ଏବଂ” ଶବ୍ଦ ସହ ସଂଯୁକ୍ତ ହୋଇଅଛି। ଅଲଗାଭାବରେ ହେଣ୍ଡିଆଡିସ୍, ଯେଉଁଥିରେ ଗୋଟିଏ ଶବ୍ଦ ଅନ୍ୟ ଶବ୍ଦର ଗୁଣ ପ୍ରକାଶ କରେ, ଏକ ଯୋଡ଼ାରେ ଦୁଇଟି ଶବ୍ଦ କିମ୍ବା ବାକ୍ୟାଂଶ ସମାନ ଅଟେ ଏବଂ ଗୋଟିଏ ଧାରଣାକୁ ଗୁରୁତ୍ଵାରୋପ କିମ୍ବା ତୀବ୍ର କରିବା ପାଇଁ ବ୍ୟବହୃତ ହୁଏ ଯାହା ଦୁଇଟି ଶବ୍ଦ ବା ବାକ୍ୟାଂଶ ଦ୍ୱାରା ପ୍ରକାଶିତ।
#### ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ