Edit 'translate/figs-hypo/01.md' using 'tc-create-app'

This commit is contained in:
manash12d 2020-11-05 18:22:57 +00:00
parent 4910c82b86
commit 42980a1e2f
1 changed files with 1 additions and 1 deletions

View File

@ -31,7 +31,7 @@
#### ଅତୀତର ପରିକଳ୍ପିତ ପରିସ୍ଥିତିସମୂହ
> “ହାୟ, ଦଣ୍ଡର ପାତ୍ର କୋରାଜୀନ୍! ହାୟ, ଦଣ୍ଡର ପାତ୍ର ବେଥସାଇଦା! **ଯେବେ ଶକ୍ତିର କାର୍ଯ୍ୟ** ସୋର ଓ ସୀଦୋନରେ କରାଯାଇଥାଆନ୍ତା, ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି **ସେମାନେ ମନ ପରିବର୍ତ୍ତନ କରିଥାଆନ୍ତେ**। (ମାଥିଉ 11:21 ULT)
> “ହାୟ, ଦଣ୍ଡର ପାତ୍ର କୋରାଜୀନ୍! ହାୟ, ଦଣ୍ଡର ପାତ୍ର ବେଥସାଇଦା! **ଯେବେ ଶକ୍ତିର କାର୍ଯ୍ୟ** ସୋର ଓ ସୀଦୋନରେ କରାଯାଇଥାଆନ୍ତା, ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି **ସେମାନେ ମନ ପରିବର୍ତ୍ତନ କରିଥାଆନ୍ତେ**। (ମାଥିଉ 11:21 ULT)
ମାଥିଉ 11:21 ପଦରେ ଯୀଶୁ କହିଲେ ଯେ ସେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରିଅଛନ୍ତି, **ଯଦି** ପ୍ରାଚୀନ ସହର ସୋର ଓ ସୀଦୋନରେ ବାସ କରୁଥିବା ଲୋକମାନେ ସେହି ଆଶ୍ଚର୍ଯ୍ୟକାର୍ଯ୍ୟକୁ ଦେଖିବାରେ ସକ୍ଷମ ହୋଇଥାନ୍ତେ, ତେବେ ସେମାନେ ଅନେକ କାଳ ପୂର୍ବରୁ ମନ ପରିବର୍ତ୍ତନ କରିଥାଆନ୍ତେ। ବାସ୍ତବରେ ସୋର ଓ ସୀଦୋନରେ ବାସ କରୁଥିବା ଲୋକମାନେ ତାହାଙ୍କ ଆଶ୍ଚର୍ଯ୍ୟକାର୍ଯ୍ୟକୁ ଦେଖି ନାହାଁନ୍ତି ଓ ମନ ପରିବର୍ତ୍ତନ କରି ନାହାଁନ୍ତି। ସେ ଏହା ତାହାଙ୍କ ଆଶ୍ଚର୍ଯ୍ୟକାର୍ଯ୍ୟକୁ ଦେଖି ମନ ପରିବର୍ତ୍ତନ କରି ନଥିବା କୋରାଜୀନ୍ ଓ ବେଥସାଇଦାର ଲୋକମାନଙ୍କୁ କଠୋର ଭର୍ତ୍ସନା କରିବା ପାଇଁ କହିଲେ।