Edit 'translate/figs-hypo/01.md' using 'tc-create-app'

This commit is contained in:
manash12d 2020-11-05 18:21:51 +00:00
parent 6e1832e818
commit 4910c82b86
1 changed files with 7 additions and 13 deletions

View File

@ -22,8 +22,6 @@
* ଯଦି କେବଳ ସେ ଏଠାରେ ଥାଆନ୍ତା।
* ଯଦି ସେ କେବଳ ଆସିଥାନ୍ତେ।
#### ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ
* ଅନୁବାଦକମାନେ ବାଇବଲରେ ଥିବା ବିଭିନ୍ନ ପ୍ରକାର କାଳ୍ପନିକ ପରିସ୍ଥିତି ସମୂହକୁ ଜାଣିବା ଆବଶ୍ୟକ।
@ -32,8 +30,8 @@
### ବାଇବଲରୁ କେତେକ ଉଦାହରଣ
#### ଅତୀତର ପରିକଳ୍ପିତ ପରିସ୍ଥିତିସମୂହ
> “ହାୟ, ଦଣ୍ଡର ପାତ୍ର କୋରାଜୀନ୍! ହାୟ, ଦଣ୍ଡର ପାତ୍ର ବେଥସାଇଦା! କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ ପରିବର୍ତ୍ତନ କରିଥାଆନ୍ତେ। (ମାଥିଉ 11:21 ULT)
> “ହାୟ, ଦଣ୍ଡର ପାତ୍ର କୋରାଜୀନ୍! ହାୟ, ଦଣ୍ଡର ପାତ୍ର ବେଥସାଇଦା! **ଯେବେ ଶକ୍ତିର କାର୍ଯ୍ୟ** ସୋର ଓ ସୀଦୋନରେ କରାଯାଇଥାଆନ୍ତା, ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି **ସେମାନେ ମନ ପରିବର୍ତ୍ତନ କରିଥାଆନ୍ତେ**। (ମାଥିଉ 11:21 ULT)
ମାଥିଉ 11:21 ପଦରେ ଯୀଶୁ କହିଲେ ଯେ ସେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରିଅଛନ୍ତି, **ଯଦି** ପ୍ରାଚୀନ ସହର ସୋର ଓ ସୀଦୋନରେ ବାସ କରୁଥିବା ଲୋକମାନେ ସେହି ଆଶ୍ଚର୍ଯ୍ୟକାର୍ଯ୍ୟକୁ ଦେଖିବାରେ ସକ୍ଷମ ହୋଇଥାନ୍ତେ, ତେବେ ସେମାନେ ଅନେକ କାଳ ପୂର୍ବରୁ ମନ ପରିବର୍ତ୍ତନ କରିଥାଆନ୍ତେ। ବାସ୍ତବରେ ସୋର ଓ ସୀଦୋନରେ ବାସ କରୁଥିବା ଲୋକମାନେ ତାହାଙ୍କ ଆଶ୍ଚର୍ଯ୍ୟକାର୍ଯ୍ୟକୁ ଦେଖି ନାହାଁନ୍ତି ଓ ମନ ପରିବର୍ତ୍ତନ କରି ନାହାଁନ୍ତି। ସେ ଏହା ତାହାଙ୍କ ଆଶ୍ଚର୍ଯ୍ୟକାର୍ଯ୍ୟକୁ ଦେଖି ମନ ପରିବର୍ତ୍ତନ କରି ନଥିବା କୋରାଜୀନ୍ ଓ ବେଥସାଇଦାର ଲୋକମାନଙ୍କୁ କଠୋର ଭର୍ତ୍ସନା କରିବା ପାଇଁ କହିଲେ।
@ -45,22 +43,19 @@
> ଆଉ,କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ। **କିନ୍ତୁ ଯଦି ସେ ତାହା କରେ, ନୂଆ ଦ୍ରାକ୍ଷାରସ କୁମ୍ପାକୁ ଫଟାଇ ପଡ଼ିଯିବ, ଏବଂ ଏହା ଛିଞ୍ଚି ହୋଇଯିବ, ଆଉ କୁମ୍ପା ନଷ୍ଟ ହେବ**। (ଲୂକ 5:37 ULT)
ଯଦି ଜଣେ ବ୍ୟକ୍ତି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ, ତେବେ ତାହା କଣ ହେବ ତହିଁ ବିଷୟରେ ଯୀଶୁ କହିଲେ। କିନ୍ତୁ କେହି ତାହା କରିବ ନାହିଁ। ଏପରି ସମୟ ଆସେ ଯେଉଁ ସମୟରେକି ନୂଆ ପଦାର୍ଥକୁ ପୁରୁଣା ପଦାର୍ଥ ସହିତ ମିଶାଇବା ନିର୍ବୋଧ ଅଟେ, ଏହାକୁ ଜଣାଇବା ପାଇଁ ସେ ଉଦାହରଣ ସ୍ଵରୂପେ ଏହି କାଳ୍ପନିକ ସ୍ଥିତିକୁ ବ୍ୟବହାର କଲେ। ସେ ଏହା କଲେ ଯଦ୍ୱାରା ଲୋକେ ବୁଝିପାରିବେ ଯେ ତାହାଙ୍କ ଶିଷ୍ୟମାନେ କାହିଁକି ଲୋକମାନଙ୍କର ପରମ୍ପରାଗତ ରୀତି ଅନୁସାରେ ଉପବାସ କରୁ ନ ଥିଲେ।
> କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଏପରି ଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି, ଯିଏ, **ଯଦି ତାହାର ଗୋଟିଏ ମେଣ୍ଢା ଥାଏ, ଏବଂ ଯଦି ଏହି ମେଣ୍ଢା ବିଶ୍ରାମବାରରେ ଗଭୀର ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ ନାହିଁ**? (ମାଥିଉ 12:11 ULT)
ଯୀଶୁ ଧାର୍ମିକ ନେତାମାନଙ୍କୁ ପ୍ରଶ୍ନ କଲେ ଯଦି ସେମାନଙ୍କ ମଧ୍ୟରୁ ଗୋଟିଏ ମେଣ୍ଢା ବିଶ୍ରାମବାରରେ ଖାତରେ ପଡ଼ିଯାଏ ତେବେ ସେମାନେ କଣ କରିବେ। ସେ ସେମାନଙ୍କୁ ଏହା କହୁ ନଥିଲେ ଯେ ସେମାନଙ୍କର ମେଣ୍ଢା ଖାତରେ ପଡ଼ିଯିବ। ବିଶ୍ରାମବାରରେ ଲୋକମାନଙ୍କୁ ସୁସ୍ଥ କରିବା ନିମନ୍ତେ ସେମାନେ ତାହାଙ୍କୁ ବିଚାର କରିବା ଯେ ଭୁଲ, ଏହା ସେମାନଙ୍କୁ ଜଣାଇବା ପାଇଁ ସେ ଏହି କାଳ୍ପନିକ ସ୍ଥିତିକୁ ବ୍ୟବହାର କଲେ।

#### ଭବିଷ୍ୟତର ପରିକଳ୍ପିତ ପରିସ୍ଥିତିସମୂହ
> **ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ**। ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ (ମାଥିଉ 24:22 ULT)
> **ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ**। ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ (ମାଥିଉ 24:22 ULT)
ଯୀଶୁ ଭବିଷ୍ୟତ କାଳ ବିଷୟରେ କହୁଅଛନ୍ତି ଯେଉଁ ସମୟରେକି ମନ୍ଦ ବିଷୟସବୁ ଘଟିବ। ସେହି ମହାକ୍ଳେଶର ସମୟ ଯଦି ଅଧିକ ଦିନ ରହିବ ତେବେ କଣ ହେବ, ତହିଁ ବିଷୟରେ ସେ କହିଲେ। ସେହି ସମୟ କେଡ଼େ ଭୟଙ୍କର ହେବ––ଯଦି ସେହି ସମୟ ଅଧିକ ଦିନ ଲାଗି ରହିବ, କେହି ସୁଧା ବଞ୍ଚିବେ ନାହିଁ, ତାହା ଜଣାଇବା ପାଇଁ ସେ ଏହା କଲେ। କିନ୍ତୁ ପରେ ସେ ସ୍ପଷ୍ଟ କଲେ ଯେ ପରମେଶ୍ଵର ସେହି ଭୟଙ୍କର ସମୟକୁ ଊଣା କରିବେ, ଯଦ୍ୱାରା ମନୋନୀତ ଲୋକେ (ଯାହାଙ୍କୁ ସେ ମନୋନୀତ କରିଛନ୍ତି), ସେମାନେ ଉଦ୍ଧାର ପାଇବେ।
#### ଏକ ପରିକଳ୍ପିତ ପରିସ୍ଥିତି ବିଷୟରେ ଆବେଗର ପ୍ରକାଶ।
#### ଏକ ପରିକଳ୍ପିତ ପରିସ୍ଥିତି ବିଷୟରେ ଆବେଗର ପ୍ରକାଶ।
ଲୋକମାନେ କେତେବେଳେ କେମିତି ପଶ୍ଚାତ୍ତାପ ଓ ଶୁଭେଚ୍ଛା ପ୍ରକାଶ କରିବା ସମୟରେ ପରିକଳ୍ପିତ ପରିସ୍ଥିତି ବିଷୟରେ କଥା ହୁଅନ୍ତି। ଅତୀତରେ ପଶ୍ଚାତ୍ତାପ ହେବା ବିଷୟରେ ଏବଂ ବର୍ତ୍ତମାନ ଆଉ ଭବିଷ୍ୟତର ଶୁଭେଚ୍ଛାକୁ ବିଷୟରେ କଥା କୁହନ୍ତି।
@ -84,5 +79,4 @@
ତୁମ୍ଭମାନେ ତୁମ୍ଭମାନଙ୍କ ଭାଷାରେ ଏହି ପ୍ରକାର ବିଷୟଗୁଡ଼ିକୁ ପ୍ରକାଶ କରିବାକୁ ଧରଣ ଗୁଡ଼ିକୁ ବ୍ୟବହାର କର।
ତୁମ୍ଭେମାନେ ଟେଲିଭିଜନ୍‌ରେ ଚିତ୍ର ପ୍ରସାରଣ ସମ୍ବନ୍ଧିତ ଚଳଚ୍ଚିତ୍ର ମଧ୍ୟ ଚାହିଲେ ଦେଖିପାର
http://ufw.io/figs_hypo.
ତୁମ୍ଭେମାନେ ଟେଲିଭିଜନ୍‌ରେ ଚିତ୍ର ପ୍ରସାରଣ ସମ୍ବନ୍ଧିତ ଚଳଚ୍ଚିତ୍ର ମଧ୍ୟ ଚାହିଲେ ଦେଖିପାର http://ufw.io/figs\_hypo.