Edit 'translate/figs-metaphor/01.md' using 'tc-create-app'

This commit is contained in:
manash12d 2020-11-05 18:30:21 +00:00
parent 42980a1e2f
commit 411f1c8247
1 changed files with 46 additions and 57 deletions

View File

@ -13,15 +13,14 @@
ପ୍ରତ୍ୟେକ ଉପମାର ତିନିଟି ଭାଗ ଅଛି:
* **ଆଲୋଚନା**, ଲେଖକ/ବକ୍ତା ଦ୍ଵାରା ଅଭିଲମ୍ଭେ ଆଲୋଚାନ କରା ଯାଇଥିବା ସ୍ୱତନ୍ତ୍ର ସମ୍ବାଦ।
* **ପ୍ରତିଛବି**, ଭୌତିକ ବସ୍ତୁ (ବସ୍ତୁ, ଘଟଣା, କାର୍ଯ୍ୟ, ଇତ୍ୟାଦି) ଯାହା ଆଲୋଚନା ବିଷୟରେ ବର୍ଣ୍ଣନା କରିବାକୁ ବକ୍ତା ବ୍ୟବହାର କରନ୍ତି।
* **ଉଦ୍ଦେଶ୍ୟ**, ବିସ୍ତୃତ ଅବଧାରଣା ବା ଗୁଣବତ୍ତା ଯାହା ଶାରୀରିକ **ପ୍ରତିଛବି** ଶ୍ରୋତାମାନଙ୍କ ମନକୁ ଆଣିଥାଏ ଯେତେବେଳେ ସେ ଭାବନ୍ତି ଯେ **ପ୍ରତିଛବି** ଏବଂ **ଆଲୋଚନା** କିପରି ସମାନ। ଅଧିକାଂଶ ସମୟରେ, ଉପମାର **ଉଦ୍ଦେଶ୍ୟ** ବାଇବଲରେ ସ୍ପଷ୍ଟ ରୂପେ ଦେଖାଯାଇ ନାହି, କିନ୍ତୁ ଏହା କେବଳ ପ୍ରସଙ୍ଗରୁ ସୂଚିତ। ସାଧାରଣତ ଶ୍ରୋତା କିମ୍ବା ପାଠକ ନିଜେ ଚିନ୍ତା କରିବା ଆବଶ୍ୟକ।
* **ଉଦ୍ଦେଶ୍ୟ**, ବିସ୍ତୃତ ଅବଧାରଣା ବା ଗୁଣବତ୍ତା ଯାହା ଶାରୀରିକ **ପ୍ରତିଛବି** ଶ୍ରୋତାମାନଙ୍କ ମନକୁ ଆଣିଥାଏ ଯେତେବେଳେ ସେ ଭାବନ୍ତି ଯେ **ପ୍ରତିଛବି** ଏବଂ **ଆଲୋଚନା** କିପରି ସମାନ। ଅଧିକାଂଶ ସମୟରେ, ଉପମାର **ଉଦ୍ଦେଶ୍ୟ** ବାଇବଲରେ ସ୍ପଷ୍ଟ ରୂପେ ଦେଖାଯାଇ ନାହି, କିନ୍ତୁ ଏହା କେବଳ ପ୍ରସଙ୍ଗରୁ ସୂଚିତ। ସାଧାରଣତ ଶ୍ରୋତା କିମ୍ବା ପାଠକ ନିଜେ **ଧାରଣାର** ଚିନ୍ତା କରିବା ଆବଶ୍ୟକ।
ଏହି ଭାବପ୍ରକାଶର ଭଙ୍ଗୀ ଗୁଡ଼ିକୁ ବ୍ୟବହାର କରି, ଆମ୍ଭେମାନେ କହିପାରିବା ଯେ ଉପମା ଗୋଟିଏ ଅଳଙ୍କାରିକ ଶବ୍ଦ ଅଟେ ଯାହା ବକ୍ତାର **ଆଲୋଚନା** ଏକ ବିସ୍ତୃତ **ଉଦ୍ଦେଶ୍ୟ** ବ୍ୟବହାର କରିବା ପାଇଁ ଏକ ଭୌତିକ **ପ୍ରତିଛବି** ବ୍ୟବହାର କରନ୍ତି।
ସାଧାରଣତ, ଜଣେ ଲେଖକ କି ବକ୍ତା **ଆଲୋଚନା** ବିଷୟରେ ପ୍ରକାଶ କରିବାକୁ ଉପମାରେ କିଛି ବ୍ୟବହାର କରନ୍ତି, ସହ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଅତି କମରେ ଏକ **ଅଭିପ୍ରାୟର ତୁଳନା** (**ଉଦ୍ଦେଶ୍ୟ**)। ଅଧିକାଂଶ ସମୟରେ ବିଷୟରେ ଉପମାରେ, **ଆଲୋଚନା** ଏବଂ **ପ୍ରତିଛବି** ସୁସ୍ପଷ୍ଟ ରୂପରେ ଦର୍ଶାଯାଇଥାଏ, କିନ୍ତୁ କେବଳ **ଉଦ୍ଦେଶ୍ୟ**ସୂଚିତ କରାଯାଏ। ଲେଖକ/ବକ୍ତା ପ୍ରାୟତ ପାଠକ ଶ୍ରୋତାମାନଙ୍କୁ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଥିବା ସମାନତା ବିଷୟରେ ଚିନ୍ତା କରିବାକୁ ଏବଂ ଯାହା ଯୋଗାଯୋଗ କରାଯାଇଅଛି ସେହି **ଉଦ୍ଦେଶ୍ୟ**ର ତର୍କ ସାହାଯ୍ୟରେ ସେମାନେ ନିଜ ପାଇଁ ଫଳ ପ୍ରକାଶ କରନ୍ତୁ ବୋଲି ଆମନ୍ତ୍ରଣ କରନ୍ତି।
ବକ୍ତାମାନେ ଅଧିକାଂଶ ସମୟରେ ଆପଣା ସମ୍ବାଦକୁ ଶକ୍ତଶାଳୀ, ଆପଣା ଭାଷାକୁ ଅଧିକ ଜୀବନ୍ତ, ଆପଣା ଭାବକୁକୁ ଅଧିକ ଭଲଭାବରେ ପ୍ରକାଶ କରିବା ପାଇଁ, ଭିନ୍ନ ମାଧ୍ୟମରେ ପ୍ରକାଶ କରିବାକୁ କଠିନ ଥିବା ବିଷୟକୁ କହିବା ପାଇଁ କିମ୍ବା ଆପଣା ସମ୍ବାଦକୁ ସ୍ମରଣଯୋଗ୍ୟ କରାଇବା ପାଇଁ ରୂପକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି।
@ -43,15 +42,15 @@
* “ଗରମକୁ **ଅଧିକ** କର।" ଅଧିକକୁ ଉପରକୁ ରୂପେ କୁହାଯାଇଥାଏ।
* “ଆସନ୍ତୁ ଆମ୍ଭେମାନେ ଆମ୍ଭମାନଙ୍କ ଆଲୋଚନା ସହ **ଆଗକୁ ବଡ଼ିବା**।” ଚାଲିବା ବା ପ୍ରଗତି କରିବା ରୂପେ ଯାହା ଯୋଜନା କରାଯାଇଥିଲା ତାହା କରିବା କୁହାଯାଇଥାଏ।
* “ଆପଣ ଆପଣମାନଙ୍କ ସିଦ୍ଧାନ୍ତକୁ ଉତ୍ତମ ରୂପେ **ପ୍ରତିରକ୍ଷା** କରିଥାଅ।” ଯୁକ୍ତିକୁ ଯୁଦ୍ଧ ରୂପେ କୁହାଯାଇଥାଏ।
* “ ଏକ ଶବ୍ଦଗୁଡ଼ିକର **ବ୍ୟାପିଯିବା**," ଯାହାକି ଶବ୍ଦଗୁଡ଼ିକୁ ତରଳ ପଦାର୍ଥ ରୂପେ କୁହାଯାଇଥାଏ।”
* “ ଏକ ଶବ୍ଦଗୁଡ଼ିକର **ବ୍ୟାପିଯିବା**," ଯାହାକି ଶବ୍ଦଗୁଡ଼ିକୁ ତରଳ ପଦାର୍ଥ ରୂପେ କୁହାଯାଇଥାଏ।”
ଇଂରାଜୀ ବକ୍ତାମାନେ ଏଗୁଡିକୁ ଅସାଧାରଣ କିମ୍ବା ଉପମା ରୂପକ ପ୍ରକାଶ ରୂପେ ଦେଖାନ୍ତି ନାହିଁ, ଯଦି ଏହା ଲୋକମାନଙ୍କୁ ଆଳଙ୍କାରିକ ଶବ୍ଦ ଭାବେ ସ୍ଵତନ୍ତ୍ର ଧ୍ୟାନ ଆକର୍ଷଣ କରିବାକୁ ଚାଳିତ କରେ, ତେବେ ଏହା ଅନ୍ୟ ଭାଷାରେ ଏପରି ଭାବରେ ଅନୁବାଦ କରିବା ସେମାନଙ୍କ ପ୍ରତି ଭୁଲ ଯାହା ଲୋକମାନଙ୍କୁ ଆଳଙ୍କାରିକ ବକ୍ତବ୍ୟ ଭାବରେ ସେଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବେ। ବାଇବଲ ଭିତ୍ତିକ ଭାଷାରେ ଏହି ପ୍ରକାର ରୂପକ ଶବ୍ଦର ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାର ବିବରଣ ନିମନ୍ତେ [ବାଇବଲ ଭିତ୍ତିକ ରୂପକ ଶବ୍ଦ ସାଧାରଣ ଢାଞ୍ଚା](../bita-part1/01.md)ଏବଂ ଏହି ପୃଷ୍ଠାଗୁଡ଼ିକ ଆପଣମାନଙ୍କୁ ନିର୍ଦ୍ଦେଶ ଦେବ।
ଯେତେବେଳେ ଅନ୍ୟ ଏକ ଭାଷାରେ ଏକ କର୍ମବାଚ୍ୟସୂଚକ ଉପମା ଅନୁବାଦ କରେ, ଏହାକୁ ଉପମା ଭାବରେ ବ୍ୟବହାର କର ନାହିଁ। ଏହା ପରିବର୍ତ୍ତେ, ସେହି ବିଷୟ ନିମନ୍ତେ ଉତ୍ତମ ଅଭିବ୍ୟକ୍ତି କିମ୍ବା ଲକ୍ଷ୍ୟ ଭାଷାରେ ଧାରଣାକୁ ବ୍ୟବହାର କରନ୍ତୁ।
### କ୍ରିୟାଶୀଳ ଉପମାଗୁଡ଼ିକ
### କ୍ରିୟାଶୀଳ ଉପମାଗୁଡ଼ିକ
ଏହି ଉପମାଗୁଡ଼ିକ ଯାହାକି ଲୋକମାନେ ଗୋଟିଏ ଧାରଣା ଭାବରେ ଅନ୍ୟ ଧାରଣା ପାଇଁ ଛିଡା ହୁଅନ୍ତି, କିମ୍ବା ଅନ୍ୟ ଜିନିଷ ପାଇଁ ଗୋଟିଏ ଜିନିଷ। ଉପମାଗୁଡ଼ିକ ଗୋଟିଏ ଜିନିଷ ଅନ୍ୟ ଜିନିଷ ସଦୃଶ କିପରି ସେ ବିଷୟରେ ଲୋକମାନଙ୍କୁ ଚିନ୍ତା କରାଏ, କାରଣ ଅଧିକାଂଶ ପଦ୍ଧତିରେ ଦୁଇଟି ଜିନିଷ ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ଲୋକମାନେ ମଧ୍ୟ ଏହି ଉପମାକୁ ସହଜରେ ଚିହ୍ନିପାରନ୍ତି ଯାହା ବାର୍ତ୍ତାକୁ ଶକ୍ତି ଏବଂ ଅସ୍ୱାଭାବିକ ଗୁଣ ପ୍ରଦାନ କରେ। ଏହି କାରଣରୁ, ଲୋକମାନେ ଏହି ଉପମା ପ୍ରତି ଧ୍ୟାନ ଦିଅନ୍ତି। ଉଦାହରଣ ସ୍ଵରୁପ,

ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ ନିଜ ପକ୍ଷରେ ଉଦିତ ହେବେ। (ମଲାଖି 4:2a ULT)
@ -61,33 +60,29 @@
ଏଠାରେ, “ସେହି କୋକିଶିଆଳିକି” ରାଜା ହେରୋଦଙ୍କୁ ବୁଝାଏ। ଯୀଶୁଙ୍କ କଥା ଶୁଣୁଥିବା ଲୋକମାନେ ନିଶ୍ଚିତ ଭାବରେ ବୁଝିଯାଇଥିଲେ ଯେ ହେରୋଦଙ୍କ ନିକଟରେ ଏକ କୋକିଶିଆଳିକିର କିଛି ଗୁଣ ପ୍ରୟୋଗ କରିବାକୁ ଯୀଶୁ ସେମାନଙ୍କ ଉଦ୍ଦେଶ୍ୟରେ ଥିଲେ। ବୋଧହୁଏ ସେମାନେ ବୁଝିପାରିଲେ ଯେ ହେରୋଦ ମନ୍ଦ, ଚତୁରତା ଭାବରେ କିମ୍ବା ଯେପରି କେହିଁ ଜଣେ ଜଣେ ବିନାଶକାରୀ, ହତ୍ୟାକାରୀ, କିମ୍ବା ସମସ୍ତ ଜିନିଷଗୁଡ଼ିକୁ ନେଇ ଯାଏ ଯାହା ତାହାର ନ ଥିଲା।
ଉପଯୁକ୍ତ ଅନୁବାଦ କରିବା ପାଇଁ କ୍ରିୟାଶୀଳ ଉପମାଗୁଡ଼ିକ ଅନୁବାଦକଙ୍କ ବିଶେଷ ଯତ୍ନ ଆବଶ୍ୟକ କରେ। ଏହା କରିବା ପାଇଁ, ଆପନାମାନେ ଏକ ଉପମାର ଅଂଶଗୁଡିକ ବୁଝିବାର ଆବଶ୍ୟକ ଏବଂ ପୁର୍ଣ୍ଣ ଅର୍ଥ ପ୍ରକାଶ କରିବା ପାଇଁ ସେଗୁଡ଼ିକ କିପରି ଏକତ୍ର କାର୍ଯ୍ୟ କରନ୍ତି।

> ଯୀଶୁ ସେମାନଙ୍କୁ କହିଲେ, "ମୁଁ ଜୀବନ୍ତ ରୁଟି; ଯେ ମୋʼ ନିକଟକୁ ଆସେ, ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ଯେ ମୋʼଠାରେ ବିଶ୍ଵାସ କରେ, ସେ କଦାପି ତୃଷିତ ହେବ ନାହିଁ।" (ଯୋହନ 6:35 ULT)
ଏହି ଉପମାରେ, ଯୀଶୁ ନିଜକୁ ଜୀବନର ରୁଟି ବୋଲି କହିଥିଲେ। **ଆଲୋଚନା** ହେଉଛି “ମୁଁ” (ଅର୍ଥ ଯୀଶୁ ନିଜେ) ଏବଂ **ପ୍ରତିଛବି** ହେଉଛି “ରୁଟି”। ସେହି ସ୍ଥାନରେ ସେହି ସମୟରେ ରୁଟି ପ୍ରାଥମିକ ଖାଦ୍ୟ ଥିଲା ଯାହା ଲୋକମାନେ ଖାଉଥିଲେ। ରୁଟି ଏବଂ ଯୀଶୁଙ୍କ ମଧ୍ୟରେ ସମାନତା ହେଉଛି ଲୋକମାନେ ବଞ୍ଚିବା ନିମନ୍ତେ ଉଭୟକୁ ଆବଶ୍ୟକ କରନ୍ତି। ଯେପରି ଶାରୀରିକ ଜୀବନ ପାଇବା ପାଇଁ ଲୋକମାନେ ଖାଦ୍ୟ ଖାଇବା ଆବଶ୍ୟକ କରନ୍ତି, ଅନନ୍ତ ଜୀବନ ପାଇବା ପାଇଁ ଲୋକମାନେ ଯୀଶୁଙ୍କଠାରେ ବିଶ୍ୱାସ କରିବା ଆବଶ୍ୟକ କରନ୍ତି। ଉପମାର **ଭାବନା** ହେଉଛି “ଜୀବନ”। ଏହି ପରିପ୍ରେକ୍ଷୀରେ, ଯୀଶୁ ରୂପାନ୍ତରର କେନ୍ଦ୍ରୀୟ ଭାବନାକୁ କହିଥିଲେ, କିନ୍ତୁ ପ୍ରାୟତ ଭାବନା କେବଳ ସୂଚିତ ହୋଇଥାଏ।

### ଉପମାର ଉଦ୍ଦେଶ୍ୟସମୂହ
* ଉପମାର ଗୋଟିଏ ଉଦ୍ଦେଶ୍ୟ ହେଉଛି ଯଦି ଲୋକେ (**ଆଲୋଚନା**)କୁ ବୁଝି ପାରୁ ନାହାନ୍ତି, ତେବେ ସେମାନଙ୍କୁ ସେହି ବିଷୟରେ ପ୍ରକାଶ କରି ଶିକ୍ଷା ଦିଅ ଯେ ଏହା ସେମାନେ ପୂର୍ବରୁ (**ପ୍ରତିଛବି**)କୁ ଜାଣିଥିବା ବିଷୟ ଭଳି ଅଟେ।
* ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଜୋର ଦେବା ଯେ କିଛି (**ଆଲୋଚନା**) ନିର୍ଦ୍ଧିଷ୍ଟ ଗୁଣ ରହିଥିବା କିମ୍ବା ଅତିରିକ୍ତ ମାଧ୍ୟମରେ ସେହି ଗୁଣ (**ଭାବନା**) ଥିବା ବିଷୟକୁ ପ୍ରକାଶ କରିବା।
* ଅନ୍ୟ ଉଦ୍ଦେଶ୍ୟ ହେଉଛି ଯେ ଲୋକମାନଙ୍କୁ ଅନ୍ୟ **ଆଲୋଚନା** ବିଷୟରେ ଯେପରି ଅନୁଭବ କରନ୍ତି, ସେହିପରି ଉପମା ବିଷୟରେ **ପ୍ରତିଛବି** ଅନୁଭବ କରିବା ପାଇଁ ସେମାନଙ୍କୁ ଚାଳିତ କରିବା।

#### ଏହା ଅନୁବାଦ ସମସ୍ୟାର କାରଣ ଅଟେ
* ଲୋକେ ଜାଣି ପାରିବେ ନାହିଁ ଯେ କିଛି ରୂପକ ଶବ୍ଦ ଅଟେ। ଅନ୍ୟ ଶବ୍ଦରେ, ସେମାନେ ଆକ୍ଷରିକ ଉକ୍ତି ନିମନ୍ତେ ରୂପକ ଶବ୍ଦକୁ ଭୁଲ ମତ ବାହାର କରି ପାରନ୍ତି, ଏବଂ ଏହିପରି ଏହାକୁ ଭୁଲ ବୁଝାଯିବ।
* ଲୋକମାନେ ହୁଏତ ସେହି ଜିନିଷ ସହିତ ପରିଚିତ ନୁହଁନ୍ତି ଯାହା ଏକ ପ୍ରତିଛବି ଭାବରେ ବ୍ୟବହୃତ ହୁଏ, ଏବଂ ତେଣୁ, ଉପମା ବୁଝିବାକୁ ସମର୍ଥ ହୁଅନ୍ତି ନାହିଁ।
* ଲୋକମାନେ ହୁଏତ ସେହି ଜିନିଷ ସହିତ ପରିଚିତ ନୁହଁନ୍ତି ଯାହା ଏକ ପ୍ରତିଛବି ଭାବରେ ବ୍ୟବହୃତ ହୁଏ, ଏବଂ ତେଣୁ, ଉପମା ବୁଝିବାକୁ ସମର୍ଥ ହୁଅନ୍ତି ନାହିଁ।
* ଯଦି ଆଲୋଚନାକୁ ବ୍ୟକ୍ତ କରାଯାଇନାହିଁ, ତେବେ ଆଲୋଚନା କଣ ତାହା ଲୋକେ ଜାଣି ପାରିବେ ନାହିଁ।
* ଲୋକମାନେ ବୁଝନ୍ତୁ ବୋଲି ବକ୍ତା ଚାଁହୁଥିବା ତୁଳନାର ଦୃଷ୍ଟିକୋଣ ବିଷୟକୁ ହୁଏତ ସେମାନେ ବୁଝି ନ ପାରନ୍ତି। ଯଦି ସେମାନେ ଏହି ତୁଳନାର ଦୃଷ୍ଟିକୋଣକୁ ଚିନ୍ତା କରିବାରେ ବିଫଳ ହୁଅନ୍ତି, ତେବେ ସେମାନେ ଉପମାକୁ ବୁଝି ପାରିବେ ନାହିଁ। ହୁଏତ ଲୋକେ ମନେକରନ୍ତି ଯେ ସେମାନେ ଉପମା ବୁଝି ପାରନ୍ତି କିନ୍ତୁ ସେମାନେ ବୁଝି ପାରନ୍ତି ନାହିଁ। ଏହା ଘଟିପାରେ ଯେତବେଳେ ସେମାନେ ତୁଳନାର ଦୃଷ୍ଟିକୋଣ ଗୁଡ଼ିକୁ ବାଇବଲ ସଂସ୍କୃତିଠାରୁ ଅଧିକ ଆପଣା ସଂସ୍କୃତିରୁ ପ୍ରୟୋଗ କରନ୍ତି।
#### ଅନୁବାଦ ସିଦ୍ଧାନ୍ତ
* ମୂଳ ଶ୍ରୋତାମାନଙ୍କ ନିମନ୍ତେ ଯେପରି ଉପମା ଅର୍ଥ ସ୍ପଷ୍ଟ ଥିଲା, ସେହିପରି ଏହାର ଅର୍ଥକୁ ଲକ୍ଷ୍ୟ ଶ୍ରୋତାମାନଙ୍କ ପାଇଁ ସ୍ପଷ୍ଟ କରନ୍ତୁ।
* ମୂଳ ଶ୍ରୋତାମାନଙ୍କ ନିମନ୍ତେ ତୁମେ ଭାବୁଥିବା ଅପେକ୍ଷା ଲକ୍ଷ୍ୟ ଶ୍ରୋତାମାନଙ୍କ ନିମନ୍ତେ ଏକ ଉପମାର ଅର୍ଥ ଅଧିକ ସ୍ପଷ୍ଟ କର ନାହିଁ।

### ବାଇବଲରୁ କେତେକ ଉଦାହରଣ
@ -95,7 +90,6 @@
ଏହି ଉପମାରେ ଆମୋଷ ଶମରିୟାର ଉଚ୍ଚ-ଶ୍ରେଣୀର ମହିଳାମାନଙ୍କୁ କହୁଛନ୍ତି (“ତୁମ୍ଭେମାନେ” ଆଲୋଚନା) ଯେପରି ସେମାନେ ଗାଈ (ପ୍ରତିଛବି)। ଆମୋଷଙ୍କ ମନରେ ଏହି ମହିଳା ଓ ଗାଈମାନଙ୍କ ମଧ୍ୟରେ କେଉଁ ପ୍ରକାର ତୁଳନାତ୍ମକ ଦୃଷ୍ଟିକୋଣ ଅଛି ତାହାକୁ ସେ କହୁ ନାହାଁନ୍ତି। ସେ ଚାଁହାନ୍ତି ଯେ ପାଠକମାନେ ସେମାନଙ୍କ ବିଷୟରେ ବିଚାର କରନ୍ତୁ ଏବଂ ତାହାଙ୍କର ସଂସ୍କୃତିତର ଲୋକେ ଏହା ସହଜରେ କରିବେ ବୋଲି ସେ ଅଶା କରନ୍ତି। ପୃଷ୍ଟଭୂମିରୁ ଆମ୍ଭେମାନେ ଦେଖି ପାରିବା ଯେ ମହିଳାମାନେ ଗାଈ ପରି ଅଟନ୍ତି ଯେପରି ସେମାନେ ମୋଟା ଏବଂ ନିଜକୁ କେବଳ ଖାଦ୍ୟ ଖୁଆଇବାରେ ସ୍ୱାର୍ଥାନ୍ଵିତ ଅଟନ୍ତି। ଯଦି ଆମ୍ଭମାନଙ୍କୁ ଭିନ୍ନ ଭିନ୍ନ ସଂସ୍କୃତିଠାରୁ ତୁଳନା ଦୃଷ୍ଟିକୋଣ ଗୁଡିକୁ ପ୍ରୟୋଗ କରିବାର ଅଛି ଯେପରି ଗାଈ ଗୁଡିକ ପବିତ୍ର ଏବଂ ପୂଜା କରାଯିବା ଉଚିତ, ତେବେ ଆମ୍ଭେମାନେ ଏହି ପଦରୁ ଭୁଲ ଅର୍ଥକୁ ପ୍ରାପ୍ତ କରିବା। ଟିପ୍ପଣୀ, ତଥାପି, ବାସ୍ତବରେ ଆମୋଷଙ୍କ କହିବାର ତାତ୍ପର୍ଯ୍ୟ ଏହା ନଥିଲା ଯେ ମହିଳାମାନେ ଗାଈ ଅଟନ୍ତି। ବରଂ ସେ ସେମାନଙ୍କୁ ମନୁଷ୍ୟ ପ୍ରାଣୀ ରୂପେ କହୁଛନ୍ତି।
ଟିପ୍ପଣୀ: ଆମୋଷ ପ୍ରକୃତରେ କହିବାର ଅର୍ଥ ଏହା ନୁହେଁ ଯେ ମହିଳାମାନେ ଗାଈ ଅଟନ୍ତି। ସେ ସେମାନଙ୍କୁ ମଣିଷ ସଦୃଶ କଥା କୁହନ୍ତି।
> ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; **ଆମ୍ଭେମାନେ ମୃତ୍ତିକା****ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ ଅଟୁ। (ଯିଶାଇୟ 64:8 ULT)
@ -110,71 +104,68 @@
ଯଦି ମୂଳ ପାଠକମାନେ ଯେପରି ଭାବରେ ରୂପକ ଶବ୍ଦକୁ ବୁଝି ଥିଲେ, ଠିକ୍ ସେହି ସମାନ ଭାବରେ ରୂପକ ଶବ୍ଦକୁ ଲୋକେ ବୁଝନ୍ତି, ତେବ ଏହାକୁ ବ୍ୟବହାର କରନ୍ତୁ। ଲୋକମାନେ ଏହାକୁ ସଠିକ ଭାବରେ ବୁଝୁଛନ୍ତି କି ନାହିଁ, ଏହାକୁ ନିଶ୍ଚିତ କରି ଅନୁବାଦକୁ ପରୀକ୍ଷା କରନ୍ତୁ। ଯଦି ଲୋକମାନେ ଏହାକୁ ବୁଝୁ ନାହାଁନ୍ତି ବା ବୁଝି ପାରିବେ ନାହିଁ, ତେବେ ଏଠାରେ ଅନ୍ୟ କେତେକ କୌଶଳଗୁଡ଼ିକ ପ୍ରଦାନ କରା ଯାଇଅଛି।
ଯଦି ଲୋକମାନେ ଏହାକୁ ବୁଝନ୍ତି ନାହିଁ କିମ୍ବା ବୁଝିପାରନ୍ତି ନାହିଁ, ଏଠାରେ ଅନ୍ୟ କିଛି କୌଶଳ ଅଛି।
(1) ଯଦି ସ୍ରୋତ ଭାଷାରେ ଉପମା କିମ୍ବା ବାଇବଲଭିତ୍ତିକ ଭାଷାରେ(ଏକ “ମୃତ” ରୂପକ) ଉପମା ଧାରଣାର ଢାଞ୍ଚା ଏକ ସାଧାରଣ ଅଭିବ୍ୟକ୍ତି ଅଟେ, ତେବେ ମୁଖ୍ୟ ଧାରଣାକୁ ଆପଣଙ୍କ ଭାଷାର ପସନ୍ଦୀୟ ଅତି ସରଳ ମାଧ୍ୟମରେ ପ୍ରକାଶ କରନ୍ତୁ।
(2) ଯଦି ରୂପକ ଶବ୍ଦ “ଜୀବନ୍ତ” ରୂପକ ଶବ୍ଦ ପରି ଦେଖା ଯାଉଛି, ତେବେ ଆପଣ ଏହାକୁ ଅକ୍ଷରିକ ଭାବରେ ଅନୁବାଦ କରି ପାରିବେ ଯଦି ଲକ୍ଷ୍ୟ ଭାଷାରେ ଏହି ରୂପକ ଶବ୍ଦର ଅର୍ଥକୁ ବାଇବଲର ଅର୍ଥ ପ୍ରକାଶ କରୁଥିବା ଅର୍ଥରେ ବ୍ୟବହୃତ ହୁଏ। ଯଦି ଆପଣ ଏହା କରନ୍ତି, ତେବେ ଭାଷା ସମ୍ପ୍ରଦାୟ ଏହାକୁ ନିର୍ଭୁଲ ଭାବରେ ବୁଝନ୍ତି କି ନାହିଁ, ଏହାକୁ ନିଶ୍ଚିତ କରି ପରୀକ୍ଷା କରନ୍ତୁ।
(1) ଯଦି ସ୍ରୋତ ଭାଷାରେ ଉପମା କିମ୍ବା ବାଇବଲଭିତ୍ତିକ ଭାଷାରେ(ଏକ “ମୃତ” ରୂପକ) ଉପମା ଧାରଣାର ଢାଞ୍ଚା ଏକ ସାଧାରଣ ଅଭିବ୍ୟକ୍ତି ଅଟେ, ତେବେ ମୁଖ୍ୟ ଧାରଣାକୁ ଆପଣଙ୍କ ଭାଷାର ପସନ୍ଦୀୟ ଅତି ସରଳ ମାଧ୍ୟମରେ ପ୍ରକାଶ କରନ୍ତୁ। (2) ଯଦି ରୂପକ ଶବ୍ଦ “ଜୀବନ୍ତ” ରୂପକ ଶବ୍ଦ ପରି ଦେଖା ଯାଉଛି, ତେବେ ଆପଣ ଏହାକୁ ଅକ୍ଷରିକ ଭାବରେ ଅନୁବାଦ କରି ପାରିବେ ଯଦି ଲକ୍ଷ୍ୟ ଭାଷାରେ ଏହି ରୂପକ ଶବ୍ଦର ଅର୍ଥକୁ ବାଇବଲର ଅର୍ଥ ପ୍ରକାଶ କରୁଥିବା ଅର୍ଥରେ ବ୍ୟବହୃତ ହୁଏ। ଯଦି ଆପଣ ଏହା କରନ୍ତି, ତେବେ ଭାଷା ସମ୍ପ୍ରଦାୟ ଏହାକୁ ନିର୍ଭୁଲ ଭାବରେ ବୁଝନ୍ତି କି ନାହିଁ, ଏହାକୁ ନିଶ୍ଚିତ କରି ପରୀକ୍ଷା କରନ୍ତୁ।
(3) ଯଦି ଲକ୍ଷ୍ୟ ଶ୍ରୋତାମାନେ ଜାଣନ୍ତି ନାହିଁ ଯେ ଏହା ରୂପକ ଶବ୍ଦ ଅଟେ, ତେବେ ରୂପକ ଶବ୍ଦକୁ ଉପମାରେ ପରିବର୍ତ୍ତନ କରନ୍ତୁ। କେତେକ ଭାଷା ଏହାକୁ “ଭଳି” ବା “ରୂପେ” ସଦୃଶ ଶବ୍ଦଗୁଡିକୁ ଯୋଗ କରି କରିଥାନ୍ତି। [Simile](../figs-simile/01.md) ଦେଖନ୍ତୁ।

(4) ଯଦି ଲକ୍ଷ୍ୟ ଶ୍ରୋତାମାନେ **ପ୍ରତଛବି**କୁ ଜାଣି ପାରନ୍ତି ନାହିଁ, ତେବେ ସେହି ରୂପକ ଛବିକୁ କିପରି ଅନୁବାଦ କରିବେ, ସେଥିର ବିଚାରଧାରା [ଅଜ୍ଞାତ ଅନୁବାଦ](../translate-unknown/01.md) ଦେଖନ୍ତୁ।
(4) ଯଦି ଲକ୍ଷ୍ୟ ଶ୍ରୋତାମାନେ **ପ୍ରତଛବି**କୁ ଜାଣି ପାରନ୍ତି ନାହିଁ, ତେବେ ସେହି ରୂପକ ଛବିକୁ କିପରି ଅନୁବାଦ କରିବେ, ସେଥିର ବିଚାରଧାରା [ଅଜ୍ଞାତ ଅନୁବାଦ](../translate-unknown/01.md) ଦେଖନ୍ତୁ।
(5) ଯଦି ଲକ୍ଷ୍ୟ ଭାଷାରେ ଶ୍ରୋତା ସେହି **ରୂପକ ଛବିକୁ** ବ୍ୟବହାର କରିବେ ନାହିଁ ତେବେ ତେବେ ତହିଁ ପରିବର୍ତ୍ତେ ଆପଣଙ୍କର ନିଜ ସଂସ୍କୃତିରୁ ଏକ ରୂପକ ଛବିକୁ ବ୍ୟବହାର କରନ୍ତୁ। ମନେରଖନ୍ତୁ ଯେ ଏହି ରୂପକ ଛବି ବାଇବଲ ସମୟରେ ସମ୍ଭବ ହୋଇ ପାରିଥାନ୍ତା।

(6) ଯଦି ଲକ୍ଷ୍ୟ ଶ୍ରୋତାମାନେ **ଆଲୋଚନା** କଣ ତାହା ଜାଣି ପାରିବେ ନାହିଁ, ତେବେ ଆଲୋଚନାକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ। (ତଥାପି, ପ୍ରସଙ୍ଗ କଣ ଥିଲା ତାହା ଯଦି ମୂଳ ଶ୍ରୋତାମାନେ ଜାଣି ନ ଥିଲେ, ତେବେ ଏହା କରନ୍ତୁ ନାହିଁ।)
(6) ଯଦି ଲକ୍ଷ୍ୟ ଶ୍ରୋତାମାନେ **ଆଲୋଚନା** କଣ ତାହା ଜାଣି ପାରିବେ ନାହିଁ, ତେବେ ଆଲୋଚନାକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ। (ତଥାପି, ପ୍ରସଙ୍ଗ କଣ ଥିଲା ତାହା ଯଦି ମୂଳ ଶ୍ରୋତାମାନେ ଜାଣି ନ ଥିଲେ, ତେବେ ଏହା କରନ୍ତୁ ନାହିଁ।)
(7) ଯଦି ଲକ୍ଷ୍ୟ ଶ୍ରୋତାମାନେ ରୂପକ ଶବ୍ଦ ଓ ପ୍ରସଙ୍ଗ ମଧ୍ୟରେ ଥିବା ଉଦ୍ଦେଶ୍ୟମୂଳକ ତୁଳନାତ୍ମକ ଦୃଷ୍ଟିକୋଣକୁ ଜାଣିବେ ନାହିଁ, ତେବେ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ। (8) ଯଦି ଏଥି ମଧ୍ୟରୁ କୌଣସି କୌଶଳ ସନ୍ତୋଷଜନକ ନୁହେଁ, ତେବେ ଉପମାକୁ ବ୍ୟବହାର ନ କରି **ବିଚାରଧାରାକୁ** ସ୍ପଷ୍ଟ ଭାବରେ କେବଳ ପ୍ରକାଶ କରନ୍ତୁ।

### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ
(1) ଯଦି ସ୍ରୋତ ଭାଷାରେ ଉପମା କିମ୍ବା ବାଇବଲଭିତ୍ତିକ ଭାଷାରେ (ଏକ “ମୃତ” ରୂପକ) ରୂପକ ଧାରଣାର ଢାଞ୍ଚା ଏକ ସାଧାରଣ ଅଭିବ୍ୟକ୍ତି ଅଟେ, ତେବେ ମୁଖ୍ୟ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାର ପସନ୍ଦୀୟ ଅତି ସରଳ ମାଧ୍ୟମରେ ପ୍ରକାଶ କରନ୍ତୁ।
> ତାପରେ, ସମାଜଗୃହର ଅଧ୍ୟକ୍ଷଙ୍କ ମଧ୍ୟରୁ ଯାଈରସ ନାମକ ଜଣେ ବ୍ୟକ୍ତି ଆସି ତାହାଙ୍କୁ ଦେଖି **ତାହାଙ୍କ ଚରଣ ତଳେ ପଡ଼ିଲେ।** (ମାର୍କ 5:22 ULT)
>
> ତାପରେ, ସମାଜଗୃହର ଅଧ୍ୟକ୍ଷଙ୍କ ମଧ୍ୟରୁ ଯାଈରସ ନାମକ ଜଣେ ବ୍ୟକ୍ତି ଆସି ତାହାଙ୍କୁ ଦେଖି **ତାହାଙ୍କ ଚରଣ ତଳେ ପଡ଼ିଲେ।** (ମାର୍କ 5:22 ULT)
>
> > ସେତେବେଳେ ସମାଜଗୃହର ଅଧ୍ୟକ୍ଷଙ୍କ ମଧ୍ୟରୁ ଯାଈରସ ନାମକ ଜଣେ ବ୍ୟକ୍ତି ଆସି ତାହାଙ୍କୁ ଦେଖିଲେ, **ସେହି କ୍ଷଣି ତାହାଙ୍କୁ ସମ୍ମୁଖରେ ପ୍ରଣାମ କଲେ**
(2) ଯଦି ଉପମା ଏକ କ୍ରିୟାଶୀଳ ଉପମା ପରି ମନେ ହୁଏ ତେବେ ଆପଣ ଏହାକୁ ଆକ୍ଷରିକ ଭାବରେ ଅନୁବାଦ କରିପାରିବେ **ଯଦି ଆପଣ ଭାବୁଛ ଯେ ଲକ୍ଷ୍ୟ ଭାଷା ମଧ୍ୟ ଏହି ଉପମାକୁ ବାଇବଲ ସଦୃଶ ସମାନ ବିଷୟକୁ ସମାନ ଭାବରେ ବ୍ୟବହାର କରେ।** ଯଦି ଆପଣ ଏହା କରନ୍ତି, ତେବେ ଭାଷା ସମ୍ପ୍ରଦାୟ ଏହାକୁ ନିର୍ଭୁଲ ଭାବରେ ବୁଝନ୍ତି କି ନାହିଁ, ଏହାକୁ ନିଶ୍ଚିତ କରି ପରୀକ୍ଷା କରନ୍ତୁ।
> କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, **ହୃଦୟର କଠିନତା** ହେତୁରୁ ସେ ଏହି ଆଜ୍ଞା ତୁମ୍ଭମାନଙ୍କୁ ଲେଖିଲେ। (ମାର୍କ 10:5 ULT)
>
> > ସେ ତୁମ୍ଭମାନଙ୍କର **କଠିନ ହୃଦୟ** ହେତୁ ସେ ତୁମ୍ଭମାନଙ୍କ ନିମନ୍ତେ ଏହି ବ୍ୟବସ୍ଥା ଲେଖିଲେ,
>
> > ସେ ତୁମ୍ଭମାନଙ୍କର **କଠିନ ହୃଦୟ** ହେତୁ ସେ ତୁମ୍ଭମାନଙ୍କ ନିମନ୍ତେ ଏହି ବ୍ୟବସ୍ଥା ଲେଖିଲେ,
ଏଥିପାଇଁ ଆମ୍ଭେମାନେ ଏହାର କୌଣସି ପରିବର୍ତ୍ତନ କରି ନାହୁଁ, କିନ୍ତୁ ଲକ୍ଷ୍ୟ ଶ୍ରୋତାମାନେ ଏହି ଉପମାକୁ ନିର୍ଭୁଲ ଭାବରେ ବୁଝନ୍ତି କି ନାହିଁ, ଏହାକୁ ନିଶ୍ଚିତ କରି ପରୀକ୍ଷା କରାଯିବା ଉଚିତ।
(3) ଯଦି ଲକ୍ଷ୍ୟ ଶ୍ରୋତାମାନେ ଜାଣନ୍ତି ନାହିଁ ଯେ ଏହା ରୂପକ ଶବ୍ଦ ଅଟେ, ତେବେ ରୂପକ ଶବ୍ଦକୁ ଉପମାରେ ପରିବର୍ତ୍ତନ କରନ୍ତୁ। କେତେକ ଭାଷା ଏହାକୁ “ଭଳି” ବା “ରୂପେ” ସଦୃଶ ଶବ୍ଦଗୁଡିକୁ ଯୋଗ କରି କରିଥାନ୍ତି।
(3) ଯଦି ଲକ୍ଷ୍ୟ ଶ୍ରୋତାମାନେ ଜାଣନ୍ତି ନାହିଁ ଯେ ଏହା ରୂପକ ଶବ୍ଦ ଅଟେ, ତେବେ ରୂପକ ଶବ୍ଦକୁ ଉପମାରେ ପରିବର୍ତ୍ତନ କରନ୍ତୁ। କେତେକ ଭାଷା ଏହାକୁ “ଭଳି” ବା “ରୂପେ” ସଦୃଶ ଶବ୍ଦଗୁଡିକୁ ଯୋଗ କରି କରିଥାନ୍ତି।
> ତଥାପି, ହେଁ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ **ମୃତ୍ତିକା**। ତୁମ୍ଭେ ଆମ୍ଭମାନଙ୍କର **କୁମ୍ଭାକାର**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।** (ଯିଶାଇୟ 64:8 ULT)
>
> ତଥାପି, ହେଁ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ **ମୃତ୍ତିକା**। ତୁମ୍ଭେ ଆମ୍ଭମାନଙ୍କର **କୁମ୍ଭାକାର**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।\*\* (ଯିଶାଇୟ 64:8 ULT)
>
> > ମାତ୍ର ଏବେ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା **ସଦୃଶ**। ତୁମ୍ଭେ ଏକ କୁମ୍ଭାକାର **ସଦୃଶ**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।
(4) ଯଦି ଲକ୍ଷ୍ୟ ଶ୍ରୋତାମାନେ **ପ୍ରତିଛବି**କୁ ଜାଣି ପାରିବେ ନାହିଁ, ତେବେ ସେହି ପ୍ରତିଛବିକୁ କିପରି ଅନୁବାଦ କରିବେ, ସେଥିର ବିଚାରଧାରା ନିମନ୍ତେ [ ଅଜ୍ଞାତ ଅନୁବାଦ](../ translate-unknown/01.md) ଦେଖନ୍ତୁ।
(4) ଯଦି ଲକ୍ଷ୍ୟ ଶ୍ରୋତାମାନେ **ପ୍ରତିଛବି**କୁ ଜାଣି ପାରିବେ ନାହିଁ, ତେବେ ସେହି ପ୍ରତିଛବିକୁ କିପରି ଅନୁବାଦ କରିବେ, ସେଥିର ବିଚାରଧାରା ନିମନ୍ତେ \[ ଅଜ୍ଞାତ ଅନୁବାଦ\](../ translate-unknown/01.md) ଦେଖନ୍ତୁ।
> ଶାଉଲ, ଶାଉଲ, ତୁମ୍ଭେ ଆମ୍ଭକୁ କାହିଁକି ତାଡ଼ନା କରୁଅଛ? **ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା** ତୁମ୍ଭ ପକ୍ଷରେ କଷ୍ଟକର**। (ପ୍ରେରିତ 26:14 ULT)
>
> ଶାଉଲ, ଶାଉଲ, ତୁମ୍ଭେ ଆମ୍ଭକୁ କାହିଁକି ତାଡ଼ନା କରୁଅଛ? **ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା** ତୁମ୍ଭ ପକ୍ଷରେ କଷ୍ଟକର\*\*। (ପ୍ରେରିତ 26:14 ULT)
>
> > ଶାଉଲ, ଶାଉଲ, ତୁମ୍ଭେ ଆମ୍ଭକୁ କାହିଁକି ତାଡ଼ନା କରୁଅଛ? **ମୁନିଆ ବାଡ଼ିକୁ ଗୋଇଠା ମାରିବା** ତୁମ୍ଭ ପକ୍ଷରେ କଷ୍ଟକର।
(5) ଯଦି ଲକ୍ଷ୍ୟ ଶ୍ରୋତା ସେହି **ପ୍ରତିଛବି**କୁ ସେହି ଅର୍ଥ ନିମନ୍ତେ ବ୍ୟବହାର କରନ୍ତି ନାହିଁ, ତେବେ ତହିଁ ପରିବର୍ତ୍ତେ ଆପଣଙ୍କର ନିଜ ସଂସ୍କୃତିରୁ ଏକ ପ୍ରତିଛବିକୁ ବ୍ୟବହାର କରନ୍ତୁ। ମନେ ରଖନ୍ତୁ ଯେ ଏହା ଏକ ପ୍ରତିଛବି ଅଟେ ଯାହା ବାଇବଲ ସମୟରେ ସମ୍ଭବ ହୋଇପାରିଥା'ନ୍ତା।
>ଅତଏବ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ **ମୃତ୍ତିକା**। ତୁମ୍ଭେ ଆମ୍ଭମାନଙ୍କର **କୁମ୍ଭାକାର**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ। (ଯିଶାଇୟ 64:8 ULT)
>
> > “ମାତ୍ର ଏବେ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ **କାଷ୍ଠ**। ତୁମ୍ଭେ ଆମ୍ଭମାନଙ୍କର **ଖଦନ ଶିଳ୍ପୀ**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।”
> > “ମାତ୍ର ଏବେ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ **ଡୋରି**। ତୁମ୍ଭେ ଆମ୍ଭମାନଙ୍କର **ତନ୍ତୀ**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।”
> ଅତଏବ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ **ମୃତ୍ତିକା**। ତୁମ୍ଭେ ଆମ୍ଭମାନଙ୍କର **କୁମ୍ଭାକାର**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ। (ଯିଶାଇୟ 64:8 ULT)
>
> > “ମାତ୍ର ଏବେ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ **କାଷ୍ଠ**। ତୁମ୍ଭେ ଆମ୍ଭମାନଙ୍କର **ଖଦନ ଶିଳ୍ପୀ**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।” “ମାତ୍ର ଏବେ, ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ **ଡୋରି**। ତୁମ୍ଭେ ଆମ୍ଭମାନଙ୍କର **ତନ୍ତୀ**; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।”
(6) ଯଦି ଲକ୍ଷ୍ୟ ଶ୍ରୋତାମାନେ ଆଲୋଚନା କଅଣ ତାହା ଜାଣି ପାରିବେ ନାହିଁ, ତେବେ ଆଲୋଚନାକୁ ସ୍ପଷ୍ଟ ଭାବରେ ପ୍ରକାଶକରନ୍ତୁ। (ତଥାପି, ପ୍ରସଙ୍ଗ କଣ ଥିଲା ତାହା ଯଦି ମୂଳ ଶ୍ରୋତାମାନେ ଜାଣି ନ ଥିଲେ, ତେବେ ଏହା କରନ୍ତୁ ନାହିଁ।)
> ସଦପ୍ରଭୁ ଜୀବିତ; **ମୋହର ଶୈଳ** ଧନ୍ୟ ହୁଅନ୍ତୁ, ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ଵର ଉନ୍ନତ ହୁଅନ୍ତୁ।** (ଗୀତସଂହିତା 18:46 ULT)
>
> ସଦପ୍ରଭୁ ଜୀବିତ; **ମୋହର ଶୈଳ** ଧନ୍ୟ ହୁଅନ୍ତୁ, ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ଵର ଉନ୍ନତ ହୁଅନ୍ତୁ।\*\* (ଗୀତସଂହିତା 18:46 ULT)
>
> > ସଦପ୍ରଭୁ ଜୀବିତ; **ସେ ମୋହର ଶୈଳ**। ସେ ଧନ୍ୟ ହୁଅନ୍ତୁ। ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ଵର ଉଚ୍ଚରେ ପ୍ରଶଂସିତ ହୁଅନ୍ତୁ।
(7) ଯଦି ଲକ୍ଷ୍ୟ ଶ୍ରୋତାମାନେ ପ୍ରତିଛବି ଓ ପ୍ରସଙ୍ଗ ମଧ୍ୟରେ ଥିବା ଉଦ୍ଦେଶ୍ୟମୂଳକ ତୁଳନାତ୍ମକ ଦୃଷ୍ଟିକୋଣକୁ ଜାଣିବେ ନାହିଁ, ତେବେ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ।
>
> > ସଦପ୍ରଭୁ ଜୀବିତ; **ମୋହର ଶୈଳ** ଧନ୍ୟ ହୁଅନ୍ତୁ। ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ଵର ଉଚ୍ଚରେ ପ୍ରଶଂସିତ ହୁଅନ୍ତୁ।** (ଗୀତସଂହିତା 18:46 ULT)
>
(7) ଯଦି ଲକ୍ଷ୍ୟ ଶ୍ରୋତାମାନେ ପ୍ରତିଛବି ଓ ପ୍ରସଙ୍ଗ ମଧ୍ୟରେ ଥିବା ଉଦ୍ଦେଶ୍ୟମୂଳକ ତୁଳନାତ୍ମକ ଦୃଷ୍ଟିକୋଣକୁ ଜାଣିବେ ନାହିଁ, ତେବେ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ। >
> > ସଦପ୍ରଭୁ ଜୀବିତ; **ମୋହର ଶୈଳ** ଧନ୍ୟ ହୁଅନ୍ତୁ। ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ଵର ଉଚ୍ଚରେ ପ୍ରଶଂସିତ ହୁଅନ୍ତୁ।\*\* (ଗୀତସଂହିତା 18:46 ULT)
> >
> > ସଦପ୍ରଭୁ ଜୀବିତ; ସେ ଶୈଳ, **ଯେଉଁଠାରେ ମୁଁ ଆପଣା ଶତ୍ରୁମାନଙ୍କଠାରୁ ଲୁଚି ପାରିବି** ଏଣୁ ଧନ୍ୟ ହୁଅନ୍ତୁ। ମୋହର ପରିତ୍ରାଣ ସ୍ୱରୂପ ପରମେଶ୍ଵର ଉଚ୍ଚରେ ପ୍ରଶଂସିତ ହୁଅନ୍ତୁ।
>
>> ଶାଉଲ, ଶାଉଲ, ତୁମ୍ଭେ ଆମ୍ଭକୁ କାହିଁକି ତାଡ଼ନା କରୁଅଛ? **ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା** ତୁମ୍ଭ ପକ୍ଷରେ କଷ୍ଟକର।** (ପ୍ରେରିତ 26:14 ULT)
>
> >
> > ଶାଉଲ, ଶାଉଲ, ତୁମ୍ଭେ ଆମ୍ଭକୁ କାହିଁକି ତାଡ଼ନା କରୁଅଛ? **ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା** ତୁମ୍ଭ ପକ୍ଷରେ କଷ୍ଟକର।\*\* (ପ୍ରେରିତ 26:14 ULT)
> >
> > ଶାଉଲ, ଶାଉଲ, ତୁମ୍ଭେ ଆମ୍ଭକୁ କାହିଁକି ତାଡ଼ନା କରୁଅଛ? ବଳଦ ଆପଣା ମାଲିକର ମୁନିଆ ବାଡ଼ିକୁ ଗୋଇଠା ମାରିବା ସଦୃଶ ତୁମ୍ଭେ **ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରି ନିଜକୁ କ୍ଷତାକ୍ତ କରିବା ତୁମ୍ଭ ପକ୍ଷରେ କଷ୍ଟକର**
(8) ଯଦି ଏଥି କୌଣସି ମଧ୍ୟରୁ କୌଣସିଟି ସନ୍ତୋଷଜନକ ନୁହେଁ, ତେବେ ଉପମା ବ୍ୟବହାର ନ କରି ବିଚାରଧାରାକୁ ସ୍ପଷ୍ଟ ଭାବରେ ପ୍ରକାଶ କର।
@ -182,11 +173,9 @@
> ମୁଁ ତୁମ୍ଭମାନଙ୍କୁ **ମନୁଷ୍ୟ ଧରିବା ଶିଖାଇବି**। (ମାର୍କ 1:17 ULT)
>
> > ଆମ୍ଭେ ତୁମ୍ଭମାନଙ୍କୁ ସେହିପରି **ଲୋକ କରିବା ଯେଉଁମାନେ ମନୁଷ୍ୟ ସଂଗ୍ରହ** କରନ୍ତି।
>
> ଆମ୍ଭେ ତୁମ୍ଭମାନଙ୍କୁ **ମନୁଷ୍ୟ ଧରିବା ଶିଖାଇବା** (ମାର୍କ 1:17ଖ ULT)
>
>> ଆମ୍ଭେ ତୁମ୍ଭମାନଙ୍କୁ ସେହିପରି **ଲୋକ କରିବା ଯେଉଁମାନେ ମନୁଷ୍ୟ ସଂଗ୍ରହ** କରନ୍ତି।
>> ବର୍ତ୍ତମାନ ତୁମ୍ଭେମାନେ ମାଛ ସଂଗ୍ରହ କରୁଅଛ। ଆମ୍ଭେ ତୁମ୍ଭକୁ **ଲୋକମାନଙ୍କୁ ସଂଗ୍ରହ କରିବା**କୁ ତିଆର କରିବା।
>
> > ଆମ୍ଭେ ତୁମ୍ଭମାନଙ୍କୁ ସେହିପରି **ଲୋକ କରିବା ଯେଉଁମାନେ ମନୁଷ୍ୟ ସଂଗ୍ରହ** କରନ୍ତି। ବର୍ତ୍ତମାନ ତୁମ୍ଭେମାନେ ମାଛ ସଂଗ୍ରହ କରୁଅଛ। ଆମ୍ଭେ ତୁମ୍ଭକୁ **ଲୋକମାନଙ୍କୁ ସଂଗ୍ରହ କରିବା**କୁ ତିଆର କରିବା।
ନିର୍ଦ୍ଧିଷ୍ଟ ଉପମା ବିଷୟରେ ଆହୁରି ଅଧିକ ଜାଣିବା ନିମନ୍ତେ [Biblical Imagery - Common Patterns](../bita-part1/01.md) ଦେଖନ୍ତୁ।