Edit 'translate/figs-you/01.md' using 'tc-create-app'

This commit is contained in:
manash12d 2020-11-01 13:31:39 +00:00
parent e78e5e7c0e
commit 303a21a9e2
1 changed files with 1 additions and 1 deletions

View File

@ -14,7 +14,7 @@
### ଔପଚାରିକ ଓ ଅନୌପଚାରିକ
କେତେକ ଭଷାରେ “ତୁମ୍ଭେ/ତୁମ୍ଭେମାନେ” ର ଗୋଟିଏରୁ ଅଧିକ ରୂପରେଖ ରହିଥାଏ, ଯାହାକି ବକ୍ତା ଯେଉଁମାନଙ୍କୁ କହନ୍ତି, ସେ ଓ ତାହାର ଶ୍ରୋତାମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ଆଧାରିତ ଅଟେ। ଯେତେବେଳେ ଲୋକମାନେ ବୟୋଜଷ୍ଠ, ଉଚ୍ଚ ଅଧିକାରୀ, କିଅବା ସେମାନେ ଭଲ ରୂପେ ଜାଣି ନ ଥିବା ଲୋକମାନଙ୍କ ସହିତ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନେ “ଆପଣ” **ଔପଚାରିକ** ରୂପରେଖାକୁ ବ୍ୟବହାର କରନ୍ତି। ଯେତେବେଳେ ଲୋକମାନେ ନିଜଠାରୁ କମ୍ ବୟସର, ଛୋଟ ଅଧିକାରୀ, ସେମାନଙ୍କର ନିଜ ପରିବାରବର୍ଗ କିଅବା ଘନିଷ୍ଠ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରନ୍ତି, ସେତେବେଳେ ସେମାନେ “ତୁମେ” ର **ଅନୌପଚାରିକ** ରୂପରେଖାକୁ ବ୍ୟବହାର କରନ୍ତି।

ଆପଣ ମଧ୍ୟ http://ufw.io/figs_younum ରେ ଦେଖିବାକୁ ଇଚ୍ଛା କରି ପାରନ୍ତି ।