Edit 'translate/grammar-connect-logic-goal/01.md' using 'tc-create-app'

This commit is contained in:
manash12d 2020-11-03 08:38:21 +00:00
parent 26cdf68efc
commit 2c807ed430
1 changed files with 8 additions and 8 deletions

View File

@ -28,7 +28,8 @@
> “ପୁଣି ଏହା ପାଇଁ ବିଡ଼ାରୁ କିଛି ଶସ୍ୟ ପକାଅ ଏବଂ ଏହା ଛାଡ଼ି ଯାଅ, **ସେ ତାହା ସାଉଣ୍ଟୁ**, ଆଉ ତାହାକୁ ଧମକାଅ ନାହିଁ। (ରୁତ 2:16 ULT)
ବୋୟାଜଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୁରୁଷମାନଙ୍କୁ ସେମାନଙ୍କ ବିଡ଼ାରୁ ଶସ୍ୟ ବାହାର କରିବାକୁ ଏବଂ ରୁତ ଏହାକୁ ସଂଗ୍ରହ (ସାଉଣ୍ଟୁ) କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ବୋୟଜଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୁରୁଷମାନଙ୍କୁ ସେମାନଙ୍କ ବିଡ଼ାରୁ ଶସ୍ୟ ବାହାର କରିବାକୁ ଏବଂ ରୁତ ଏହାକୁ ସଂଗ୍ରହ (ସାଉଣ୍ଟୁ) କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
> …ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଉ, ଏବଂ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, **ସେହି ଘଟଣା ଦେଖିବା ଯାହା ଘଟିଅଛି**। (ଲୂକ 2:15 ULT)
@ -57,12 +58,11 @@
(1) ଯଦି ଲକ୍ଷ୍ୟ ବକ୍ତବ୍ୟର ବ୍ୟାଖ୍ୟା ଅସ୍ପଷ୍ଟ, ତେବେ ଏହାକୁ ଅଧିକ ସ୍ପଷ୍ଟ କର।
> “ପୁଣି ଏହା ପାଇଁ ବିଡ଼ାରୁ କିଛି ଶସ୍ୟ ପକାଅ ଏବଂ ଏହା ଛାଡ଼ି ଯାଅ, **ସେ ତାହା ସାଉଣ୍ଟୁ**, ଆଉ ତାହାକୁ ଧମକାଅ ନାହିଁ। (ରୁତ 2:16 ULT)
>
> > “ତା' ନିମନ୍ତେ ବିଡ଼ାରୁ କିଛି ଶସ୍ୟ ପକାଅ ଏବଂ ଏହାକୁ ଛାଡିଦିଅ, ଯେହେତୁ ସେ ଏହାକୁ ସାଉଣ୍ଟୁ ପାରେ\*\*, ଆଉ ତାହାକୁ ଧମକାଅ ନାହିଁ।"
>
> …ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଉ, ଏବଂ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, **ସେହି ଘଟଣା ଦେଖିବା ଯାହା ଘଟିଅଛି**। (ଲୂକ 2:15 ULT)
>
> “ପୁଣି ଏହା ପାଇଁ ବିଡ଼ାରୁ କିଛି ଶସ୍ୟ ପକାଅ ଏବଂ ଏହା ନିମନ୍ତେ ଛାଡ଼ି ଯାଅ, **ସେ ତାହା ସାଉଣ୍ଟୁ**, ଆଉ ତାହାକୁ ଧମକାଅ ନାହିଁ। (ରୁତ 2:16 ULT)
> “ତା' ନିମନ୍ତେ ବିଡ଼ାରୁ କିଛି ଶସ୍ୟ ପକାଅ ଏବଂ ଏହାକୁ ଛାଡିଦିଅ, **ଯେହେତୁ ସେ ଏହାକୁ ସାଉଣ୍ଟୁ ପାରେ**, ପୁଣି ତାହାକୁ ଧମକାଅ ନାହିଁ।"
>> …ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଉ, ଏବଂ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, **ସେହି ଘଟଣା ଦେଖିବା ଯାହା ଘଟିଅଛି**। (ଲୂକ 2:15 ULT)
> > …ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମକୁ ଯାଉ, ଏବଂ **ସେହି ଘଟଣା ଦେଖିପାରୁ ଯାହା ଘଟିଅଛି**, ଯାହା ପ୍ରଭୁ ଆମ୍ଭମାନଙ୍କୁ ଜଣେଇଅଛନ୍ତି।"
(2) ଯଦି ବକ୍ତବ୍ୟର କ୍ରମ ଲକ୍ଷ୍ୟ ବକ୍ତବ୍ୟକୁ ଅସ୍ପଷ୍ଟ କିମ୍ବା ପାଠକ ପାଇଁ ଦ୍ୱନ୍ଦ୍ୱରେ ପକାଇଥାଏ, ତେବେ କ୍ରମ ପରିବର୍ତ୍ତନ କର।
@ -76,5 +76,5 @@
(1) and (2)
> ମାତ୍ର ସେହି ଦ୍ରାକ୍ଷାଉତ୍ପାଦନକାରୀମାନେ ପୁତ୍ରଙ୍କୁ ଦେଖିଲେ ପରସ୍ପର କହିବାକୁ ଲାଗିଲେ, 'ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି **ଏବଂ ଏହାର ଅଧିକାର ହସ୍ତଗତ କରୁ**।' ଏଣୁ, ସେମାନେ ତାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ। (ମାଥିଉ 21: 38-39 ULT)
>
> > ମାତ୍ର ସେହି ଦ୍ରାକ୍ଷାଉତ୍ପାଦନକାରୀମାନେ ପୁତ୍ରଙ୍କୁ ଦେଖିଲେ ପରସ୍ପର କହିବାକୁ ଲାଗିଲେ, 'ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି **ଯାହାଫଳରେ ଆମ୍ଭେମାନେ ଏହାର ଅଧିକାରକୁ ହସ୍ତଗତ କରିପାରୁ**।' ତେଣୁ, ସେମାନେ ତାଙ୍କୁ ଧରି ନେଇ, ଦ୍ରାକ୍ଷାକ୍ଷେତ୍ରର ବାହାରେ ଫୋପାଡି ଦେଲେ ଏବଂ ତାଙ୍କୁ ବଧ କଲେ **ଯାହାଫଳରେ ଆମ୍ଭେମାନେ ତାଙ୍କୁର ଅଧିକାରକୁ ହସ୍ତଗତ କରିପାରନ୍ତି**