Edit 'translate/grammar-connect-logic-goal/01.md' using 'tc-create-app'

This commit is contained in:
manash12d 2020-11-03 08:31:04 +00:00
parent 0cf6ea445f
commit 26cdf68efc
1 changed files with 24 additions and 26 deletions

View File

@ -2,12 +2,11 @@
କେତେକ ସଂଯୋଜକ ଦୁଇଟି ବାକ୍ୟାଂଶ, ଧାରା, ବାକ୍ୟ, ପାଠ୍ୟର ଅଂଶ ମଧ୍ୟରେ ଯୁକ୍ତିଯୁକ୍ତ ସମ୍ପର୍କ ସ୍ଥାପନ କରନ୍ତି।
### ଲକ୍ଷ୍ୟ (କିମ୍ବା ଉଦ୍ଦେଶ୍ୟ)ର ସମ୍ପର୍କ
### ଲକ୍ଷ୍ୟ (କିମ୍ବା ଉଦ୍ଦେଶ୍ୟ)ର ସମ୍ପର୍କ
#### ବିବରଣ
ଲକ୍ଷ୍ୟ ସମ୍ପର୍କ ହେଉଛି ଏକ ଯୁକ୍ତିଯୁକ୍ତ ସମ୍ପର୍କ ଯେଉଁଥିରେ ଦ୍ୱିତୀୟ ଘଟଣା ହେଉଛି ପ୍ରଥମ ଘଟଣାର ଉଦ୍ଦେଶ୍ୟ ବା ଲକ୍ଷ୍ୟ। କିଛି ଲକ୍ଷ୍ୟ ସମ୍ପର୍କ ହେବା ନିମନ୍ତେ, କେହି ପ୍ରଥମ କାର୍ଯ୍ୟ ଇଚ୍ଛାରେ କରିବା ଆବଶ୍ୟକ ଯେ ତାହା ଦ୍ଵାରା ଦ୍ୱିତୀୟ ଘଟଣା ଘଟିବ।

#### ଏହା ଅନୁବାଦର ଏକ ପରିଣାମ
@ -19,33 +18,30 @@
ସେ ମହିଳାଙ୍କ ମିଥ୍ୟା ଅଭିଯୋଗର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଯୋଷେଫଙ୍କୁ ଗିରଫ କରି କାରାଗାରକୁ ପଠାଇବାର ଥିଲା।
>ଗିଦିୟନ୍, ଯୋୟାଶର ପୁତ୍ର, ଗହମକୁ ଚଟାଣର ଦ୍ରାକ୍ଷାରସ-କୁଣ୍ତରେ ମଳୁଥିଲେ—**ମିଦୀୟନୀୟମାନଙ୍କଠାରୁ ଲୁଚାଇବା ନିମନ୍ତେ**। (ବିଚାରକର୍ତ୍ତା 6: 11ଖ ULT)
> ଗିଦିୟନ୍, ଯୋୟାଶର ପୁତ୍ର, ଗହମକୁ ଚଟାଣର ଦ୍ରାକ୍ଷାରସ-କୁଣ୍ତରେ ମଳୁଥିଲେ—**ମିଦୀୟନୀୟମାନଙ୍କଠାରୁ ଲୁଚାଇବା ନିମନ୍ତେ**। (ବିଚାରକର୍ତ୍ତା 6: 11ଖ ULT)
ଏଠାରେ ସମ୍ବନ୍ଧସୂଚକ ବାକ୍ୟାଂଶ କେବଳ “କୁ/ପ୍ରତି” ଶବ୍ଦରୁ ଆରମ୍ଭ ହୁଏ କିନ୍ତୁ “ଏଥି ନିମନ୍ତେ” ବୁଝାଏ।
ଏଠାରେ ସମ୍ବନ୍ଧସୂଚକ ବାକ୍ୟାଂଶ କେବଳ “କୁ/ପ୍ରତି” ଶବ୍ଦରୁ ଆରମ୍ଭ ହୁଏ କିନ୍ତୁ “ଏଥି ନିମନ୍ତେ” ବୁଝାଏ।
> ବର୍ତ୍ତମାନ ଯଦି ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ମୁଁ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟରେ **ଯେପରି ମୁଁ ତୁମ୍ଭଙ୍କୁ ଜାଣି ପାରିବି ଏବଂ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇପାରେ**, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ଗତି ଜଣାଅ। ପୁଣି ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ ଏହା ବିବେଚନା କର। (ଯାତ୍ରା 33:13 ULT)
> ବର୍ତ୍ତମାନ ଯଦି ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ମୁଁ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟରେ **ଯେପରି ମୁଁ ତୁମ୍ଭଙ୍କୁ ଜାଣି ପାରିବି ଏବଂ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇପାରେ** ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ଗତି ଜଣାଅ। ପୁଣି ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ ଏହା ବିବେଚନା କର। (ଯାତ୍ରା 33:13 ULT)
ମୋଶା ଈଶ୍ଵରଙ୍କୁ ତାହାଙ୍କ ଗତି ଦେଖାନ୍ତୁ ଯେଣୁ ମୋଶା ଈଶ୍ଵରଙ୍କ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟର ଏବଂ ଈଶ୍ଵରଙ୍କୁ ଜାଣିବାର ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ଚାହାନ୍ତି।
ମୋଶା ଈଶ୍ଵରଙ୍କୁ ତାହାଙ୍କ ଗତି ଦେଖାନ୍ତୁ ଯେଣୁ ମୋଶା ଈଶ୍ଵରଙ୍କ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟର ଏବଂ ଈଶ୍ଵରଙ୍କୁ ଜାଣିବାର ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ଚାହାନ୍ତି।
> “ପୁଣି ଏହା ପାଇଁ ବିଡ଼ାରୁ କିଛି ଶସ୍ୟ ପକାଅ ଏବଂ ଏହା ଛାଡ଼ି ଯାଅ, **ସେ ତାହା ସାଉଣ୍ଟୁ**, ଆଉ ତାହାକୁ ଧମକାଅ ନାହିଁ। (ରୁତ 2:16 ULT)
ବୋୟାଜଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୁରୁଷମାନଙ୍କୁ ସେମାନଙ୍କ ବିଡ଼ାରୁ ଶସ୍ୟ ବାହାର କରିବାକୁ ଏବଂ ରୁତ ଏହାକୁ ସଂଗ୍ରହ (ସାଉଣ୍ଟୁ) କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
>…ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଉ, ଏବଂ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, **ସେହି ଘଟଣା ଦେଖିବା ଯାହା ଘଟିଅଛି**। (ଲୂକ 2:15 ULT)
> …ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଉ, ଏବଂ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, **ସେହି ଘଟଣା ଦେଖିବା ଯାହା ଘଟିଅଛି**। (ଲୂକ 2:15 ULT)
ଯାହା ଘଟିଥିଲା ତାହା ଦେଖିବା ନିମନ୍ତେ ବେଥଲିହିମକୁ ଯିବାର ଉଦ୍ଦେଶ୍ୟ ଥିଲା। ଏଠାରେ ଉଦ୍ଦେଶ୍ୟ ଚିହ୍ନିତ ହୋଇନାହିଁ ଏବଂ ବୁଝାମଣା ଭୁଲ ହୋଇପାରେ।
> "... ତୁମ୍ଭେ ଯଦି **ଜୀବନରେ ପ୍ରବେଶ କରିବାକୁ** ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର। (ମାଥିଉ 19:17 ULT)
> " ତୁମ୍ଭେ ଯଦି **ଜୀବନରେ ପ୍ରବେଶ କରିବାକୁ** ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର। (ମାଥିଉ 19:17 ULT)
ଆଜ୍ଞା ପାଳନ କରିବାର ଲକ୍ଷ୍ୟ ହେଉଛି ଜୀବନରେ ପ୍ରବେଶ କରିବା।
> ଦକ୍ଷିଣକୁ କି ବାମକୁ ଫେର ନାହିଁ, **ତହିଁରେ ତୁମ୍ଭେ ଯେକୌଣସି ସ୍ଥାନକୁ ଯିବ, ସେଠାରେ କୁଶଳ ପ୍ରାପ୍ତ ହେବ**। (ଯିହୋଶୂୟ 1: 7 ULT)
ମୋଶା ଇସ୍ରାଏଲୀୟମାନଙ୍କୁ ଦେଇଥିବା ନିର୍ଦ୍ଦେଶରୁ ବିମୁଖ ନହେବା ଉଦ୍ଦେଶ୍ୟ ଥିଲା ଯେପରି ସେମାନେ ସଫଳ ହେବେ।
> ମାତ୍ର ସେହି ଦ୍ରାକ୍ଷାଉତ୍ପାଦନକାରୀମାନେ ପୁତ୍ରଙ୍କୁ ଦେଖିଲେ ପରସ୍ପର କହିବାକୁ ଲାଗିଲେ, 'ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି **ଏବଂ ଏହାର ଅଧିକାର ହସ୍ତଗତ କରୁ**।' ଏଣୁ, ସେମାନେ ତାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ। (ମାଥିଉ 21: 38-39 ULT)
ଦ୍ରାକ୍ଷାଉତ୍ପାଦନକାରୀମାନେ ଉତ୍ତରାଧିକାରୀଙ୍କୁ ହତ୍ୟା କରି ସେମାନେ ତାଙ୍କର ଉତ୍ତରାଧିକାରୀ ନେଇବାର ଉଦ୍ଦେଶ୍ୟ ଥିଲା। ସେମାନେ ଉଭୟ ଘଟଣା ଏକ ଯୋଜନା ଭାବରେ ଦର୍ଶାନ୍ତି, କେବଳ “ଏବଂ” ସହିତ ଯୋଗଦାନ କରନ୍ତି। ତା’ପରେ “ଏଣୁ” ଶବ୍ଦ ପ୍ରଥମ ଘଟଣାର ବିବରଣୀକୁ ଚିହ୍ନିତ କରେ, କିନ୍ତୁ ଦ୍ୱିତୀୟ ଘଟଣାର (ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ) ଦର୍ଶାଯାଇ ନାହିଁ।
@ -54,29 +50,31 @@
ଯଦି ଆପଣଙ୍କ ଭାଷା ପାଠ୍ୟ ପରି ସମାନ ଭାବରେ ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ସମ୍ପର୍କ ବ୍ୟବହୃତ ହୋଇଛି, ତେବେ ସେପରି ବ୍ୟବହାର କର ଯେପରି ସେଗୁଡ଼ିକ ଅଟନ୍ତି।
1. ଯଦି ଲକ୍ଷ୍ୟ ବିବୃତ୍ତିର ନିର୍ମାଣ ଅସ୍ପଷ୍ଟ, ତେବେ ଏହାକୁ ଅଧିକ ସ୍ପଷ୍ଟ କର।
2. ଯଦି ବକ୍ତବ୍ୟଗୁଡ଼ିକର କ୍ରମ ଲକ୍ଷ୍ୟ ବିବୃତ୍ତିର ଅସ୍ପଷ୍ଟ କିମ୍ବା ପାଠକ ପାଇଁ ଦ୍ୱନ୍ଦ୍ୱରେ ପକାଇଥାଏ, ତେବେ କ୍ରମ ପରିବର୍ତ୍ତନ କର।
1. ଯଦି ଲକ୍ଷ୍ୟ ବିବୃତ୍ତିର ନିର୍ମାଣ ଅସ୍ପଷ୍ଟ, ତେବେ ଏହାକୁ ଅଧିକ ସ୍ପଷ୍ଟ କର।
2. ଯଦି ବକ୍ତବ୍ୟଗୁଡ଼ିକର କ୍ରମ ଲକ୍ଷ୍ୟ ବିବୃତ୍ତିର ଅସ୍ପଷ୍ଟ କିମ୍ବା ପାଠକ ପାଇଁ ଦ୍ୱନ୍ଦ୍ୱରେ ପକାଇଥାଏ, ତେବେ କ୍ରମ ପରିବର୍ତ୍ତନ କର।
#### ପ୍ରୋୟୋଗ ଅନୁବାଦ କୌଶଳର ଉଦାହରଣ
#### ପ୍ରୋୟୋଗ ଅନୁବାଦ କୌଶଳର ଉଦାହରଣ
(1) ଯଦି ଲକ୍ଷ୍ୟ ବକ୍ତବ୍ୟର ବ୍ୟାଖ୍ୟା ଅସ୍ପଷ୍ଟ, ତେବେ ଏହାକୁ ଅଧିକ ସ୍ପଷ୍ଟ କର।
(1) ଯଦି ଲକ୍ଷ୍ୟ ବକ୍ତବ୍ୟର ବ୍ୟାଖ୍ୟା ଅସ୍ପଷ୍ଟ, ତେବେ ଏହାକୁ ଅଧିକ ସ୍ପଷ୍ଟ କର।
> “ପୁଣି ଏହା ପାଇଁ ବିଡ଼ାରୁ କିଛି ଶସ୍ୟ ପକାଅ ଏବଂ ଏହା ଛାଡ଼ି ଯାଅ, **ସେ ତାହା ସାଉଣ୍ଟୁ**, ଆଉ ତାହାକୁ ଧମକାଅ ନାହିଁ। (ରୁତ 2:16 ULT)
>> “ତା' ନିମନ୍ତେ ବିଡ଼ାରୁ କିଛି ଶସ୍ୟ ପକାଅ ଏବଂ ଏହାକୁ ଛାଡିଦିଅ, ଯେହେତୁ ସେ ଏହାକୁ ସାଉଣ୍ଟୁ ପାରେ**, ଆଉ ତାହାକୁ ଧମକାଅ ନାହିଁ।"
> …ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଉ, ଏବଂ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, **ସେହି ଘଟଣା ଦେଖିବା ଯାହା ଘଟିଅଛି**। (ଲୂକ 2:15 ULT)
>> …ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମକୁ ଯାଉ, ଏବଂ **ସେହି ଘଟଣା ଦେଖିପାରୁ ଯାହା ଘଟିଅଛି**, ଯାହା ପ୍ରଭୁ ଆମ୍ଭମାନଙ୍କୁ ଜଣେଇଅଛନ୍ତି।"
>
> > “ତା' ନିମନ୍ତେ ବିଡ଼ାରୁ କିଛି ଶସ୍ୟ ପକାଅ ଏବଂ ଏହାକୁ ଛାଡିଦିଅ, ଯେହେତୁ ସେ ଏହାକୁ ସାଉଣ୍ଟୁ ପାରେ\*\*, ଆଉ ତାହାକୁ ଧମକାଅ ନାହିଁ।"
>
> …ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଉ, ଏବଂ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, **ସେହି ଘଟଣା ଦେଖିବା ଯାହା ଘଟିଅଛି**। (ଲୂକ 2:15 ULT)
>
> > …ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମକୁ ଯାଉ, ଏବଂ **ସେହି ଘଟଣା ଦେଖିପାରୁ ଯାହା ଘଟିଅଛି**, ଯାହା ପ୍ରଭୁ ଆମ୍ଭମାନଙ୍କୁ ଜଣେଇଅଛନ୍ତି।"
(2) ଯଦି ବକ୍ତବ୍ୟର କ୍ରମ ଲକ୍ଷ୍ୟ ବକ୍ତବ୍ୟକୁ ଅସ୍ପଷ୍ଟ କିମ୍ବା ପାଠକ ପାଇଁ ଦ୍ୱନ୍ଦ୍ୱରେ ପକାଇଥାଏ, ତେବେ କ୍ରମ ପରିବର୍ତ୍ତନ କର।
>"... ତୁମ୍ଭେ ଯଦି **ଜୀବନରେ ପ୍ରବେଶ କରିବାକୁ** ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର। (ମାଥିଉ 19:17 ULT)
>> “…ତୁମ୍ଭେ ଯଦି **ଜୀବନରେ ପ୍ରବେଶ କରିବାକୁ** ଇଚ୍ଛା କର ଆଜ୍ଞା ପାଳନ କର।" କିମ୍ବା: “…ଆଜ୍ଞା ପାଳନ କର **ଯାହାଦ୍ଵାରା ତୁମ୍ଭେ ଜୀବନରେ ପ୍ରବେଶ କରିପାରିବ**।"
> "… ତୁମ୍ଭେ ଯଦି **ଜୀବନରେ ପ୍ରବେଶ କରିବାକୁ** ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର। (ମାଥିଉ 19:17 ULT)
>
> > “…ତୁମ୍ଭେ ଯଦି **ଜୀବନରେ ପ୍ରବେଶ କରିବାକୁ** ଇଚ୍ଛା କର ଆଜ୍ଞା ପାଳନ କର।" କିମ୍ବା: “…ଆଜ୍ଞା ପାଳନ କର **ଯାହାଦ୍ଵାରା ତୁମ୍ଭେ ଜୀବନରେ ପ୍ରବେଶ କରିପାରିବ**।"
>
> ମାତ୍ର ସେହି ଦ୍ରାକ୍ଷାଉତ୍ପାଦନକାରୀମାନେ ପୁତ୍ରଙ୍କୁ ଦେଖିଲେ ପରସ୍ପର କହିବାକୁ ଲାଗିଲେ, 'ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି **ଏବଂ ଏହାର ଅଧିକାର ହସ୍ତଗତ କରୁ**।' ଏଣୁ, ସେମାନେ ତାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ। (ମାଥିଉ 21: 38-39 ULT)
(1) and (2)

>> ମାତ୍ର ସେହି ଦ୍ରାକ୍ଷାଉତ୍ପାଦନକାରୀମାନେ ପୁତ୍ରଙ୍କୁ ଦେଖିଲେ ପରସ୍ପର କହିବାକୁ ଲାଗିଲେ, 'ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି **ଯାହାଫଳରେ ଆମ୍ଭେମାନେ ଏହାର ଅଧିକାରକୁ ହସ୍ତଗତ କରିପାରୁ**।' ତେଣୁ, ସେମାନେ ତାଙ୍କୁ ଧରି ନେଇ, ଦ୍ରାକ୍ଷାକ୍ଷେତ୍ରର ବାହାରେ ଫୋପାଡି ଦେଲେ ଏବଂ ତାଙ୍କୁ ବଧ କଲେ **ଯାହାଫଳରେ ଆମ୍ଭେମାନେ ତାଙ୍କୁର ଅଧିକାରକୁ ହସ୍ତଗତ କରିପାରନ୍ତି**
>
> > ମାତ୍ର ସେହି ଦ୍ରାକ୍ଷାଉତ୍ପାଦନକାରୀମାନେ ପୁତ୍ରଙ୍କୁ ଦେଖିଲେ ପରସ୍ପର କହିବାକୁ ଲାଗିଲେ, 'ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି **ଯାହାଫଳରେ ଆମ୍ଭେମାନେ ଏହାର ଅଧିକାରକୁ ହସ୍ତଗତ କରିପାରୁ**।' ତେଣୁ, ସେମାନେ ତାଙ୍କୁ ଧରି ନେଇ, ଦ୍ରାକ୍ଷାକ୍ଷେତ୍ରର ବାହାରେ ଫୋପାଡି ଦେଲେ ଏବଂ ତାଙ୍କୁ ବଧ କଲେ **ଯାହାଫଳରେ ଆମ୍ଭେମାନେ ତାଙ୍କୁର ଅଧିକାରକୁ ହସ୍ତଗତ କରିପାରନ୍ତି**