Edit 'translate/translate-names/01.md' using 'tc-create-app'

This commit is contained in:
manash12d 2020-11-01 13:41:55 +00:00
parent 303a21a9e2
commit 123f865806
1 changed files with 5 additions and 7 deletions

View File

@ -43,11 +43,11 @@
### ଅନୁବାଦ କୌଶଳ
1. ଯଦି ପାଠକମାନେ ପୃଷ୍ଠ ଭମିରୁ ସହଜରେ ବୁଝି ପାରୁନାହାନ୍ତି ଯେ ନାମ କେଉଁ ପ୍ରକାରର ବିଷୟକୁ ସୂଚିତ କରେ,ଏହାକୁ ସ୍ପଷ୍ଟ କରିବାକୁ ଆପଣ ଗୋଟିଏ ଶବ୍ଦ ଯୋଗ କରିପାରନ୍ତି।
2. ଯଦି ପାଠକମାନେ ନାମର ଅର୍ଥ ବୁଝିବା ନିହାତି ଆବଶ୍ୟକ ତେବେ ଏହା ବିଷୟରେ କଣ କୁହାଯାଇଛି, ନାମକୁ ନକଲ କରନ୍ତୁ ଓ ମୂଳପାଠରେ କିମ୍ବା ବହି ପୃଷ୍ଠାର ନିମ୍ନରେ ତା' ସମ୍ବନ୍ଧିୟ ବିବରଣ ଲେଖନ୍ତୁ
3. ନତୁବା କାହା ବିଷୟରେ କଣ କୁହାଯାଇଛି ସେହି ନାମର ଅର୍ଥ ବିଷୟରେ ପାଠକମାନେ ବୁଝିବା ନିହାତି ଦରକାର ଓ ସେହି ନାମ କେବଳ ଥରେ ବ୍ୟବହାର ହୋଇଥାଏ, ନକଲ କରିବା ପରିବର୍ତ୍ତେ ସେହି ନାମଗୁଡିକର ଅର୍ଥକୁ ଅନୁବାଦ କରନ୍ତୁ।
4. ଯଦି ଯଦି ଜଣେ ବ୍ୟକ୍ତି କିମ୍ବା ସ୍ଥାନର ଦୁଇଟି ଭିନ୍ନ ନାମ ଥାଏ, ତେବେ ଅଧିକାଂଶ ସମୟରେ ଗୋଟିଏ ନାମ ଏବଂ ଅନ୍ୟ ନାମ ବ୍ୟବହାର କର ଯେତେବେଳେ ମୂଳପାଠରେ କେବଳ ସେହି ବ୍ୟକ୍ତି କିମ୍ବା ସ୍ଥାନ ବିଷୟରେ ଏକରୁ ଅଧିକ ନାମ ଥିବା ବିଷୟରେ କହିଥାଏ କିମ୍ବା ଯେତେବେଳେ ସେହି ବ୍ୟକ୍ତି କିମ୍ବା ସ୍ଥାନ କାହିଁକି ଦିଆଯାଇଥିଲା ସେ ବିଷୟରେ କିଛି କହିଥାଏ।
5. ଯଦି କୌଣସି ବ୍ୟକ୍ତି କିମ୍ବା ସ୍ଥାନର ଦୁଇଟି ଭିନ୍ନ ନାମ ଅଛି, ମୂଳପାଠରେ ଯେଉଁ ନାମ ବ୍ୟବହାର ହୋଇଛି ତାହା ଲେଖ ଓ ଅନ୍ୟ ନାମର ଏକ ବହି ପୃଷ୍ଠାର ନିମ୍ନରେ ତାହା ଯୋଗ କର।
1. ଯଦି ପାଠକମାନେ ପୃଷ୍ଠ ଭମିରୁ ସହଜରେ ବୁଝି ପାରୁନାହାନ୍ତି ଯେ ନାମ କେଉଁ ପ୍ରକାରର ବିଷୟକୁ ସୂଚିତ କରେ,ଏହାକୁ ସ୍ପଷ୍ଟ କରିବାକୁ ଆପଣ ଗୋଟିଏ ଶବ୍ଦ ଯୋଗ କରିପାରନ୍ତି।
1. ଯଦି ପାଠକମାନେ ନାମର ଅର୍ଥ ବୁଝିବା ନିହାତି ଆବଶ୍ୟକ ତେବେ ଏହା ବିଷୟରେ କଣ କୁହାଯାଇଛି, ନାମକୁ ନକଲ କରନ୍ତୁ ଓ ମୂଳପାଠରେ କିମ୍ବା ବହି ପୃଷ୍ଠାର ନିମ୍ନରେ ତା' ସମ୍ବନ୍ଧିୟ ବିବରଣ ଲେଖନ୍ତୁ
1. ନତୁବା କାହା ବିଷୟରେ କଣ କୁହାଯାଇଛି ସେହି ନାମର ଅର୍ଥ ବିଷୟରେ ପାଠକମାନେ ବୁଝିବା ନିହାତି ଦରକାର ଓ ସେହି ନାମ କେବଳ ଥରେ ବ୍ୟବହାର ହୋଇଥାଏ, ନକଲ କରିବା ପରିବର୍ତ୍ତେ ସେହି ନାମଗୁଡିକର ଅର୍ଥକୁ ଅନୁବାଦ କରନ୍ତୁ।
1. ଯଦି ଜଣେ ବ୍ୟକ୍ତି କିମ୍ବା ସ୍ଥାନର ଦୁଇଟି ଭିନ୍ନ ନାମ ଥାଏ, ତେବେ ଅଧିକାଂଶ ସମୟରେ ଗୋଟିଏ ନାମ ଏବଂ ଅନ୍ୟ ନାମ ବ୍ୟବହାର କର ଯେତେବେଳେ ମୂଳପାଠରେ କେବଳ ସେହି ବ୍ୟକ୍ତି କିମ୍ବା ସ୍ଥାନ ବିଷୟରେ ଏକରୁ ଅଧିକ ନାମ ଥିବା ବିଷୟରେ କହିଥାଏ କିମ୍ବା ଯେତେବେଳେ ସେହି ବ୍ୟକ୍ତି କିମ୍ବା ସ୍ଥାନ କାହିଁକି ଦିଆଯାଇଥିଲା ସେ ବିଷୟରେ କିଛି କହିଥାଏ।
1. କିମ୍ବା ଯଦି କୌଣସି ବ୍ୟକ୍ତି କିମ୍ବା ସ୍ଥାନର ଦୁଇଟି ଭିନ୍ନ ନାମ ଅଛି, ମୂଳପାଠରେ ଯେଉଁ ନାମ ବ୍ୟବହାର ହୋଇଛି ତାହା ଲେଖ ଓ ଅନ୍ୟ ନାମର ଏକ ବହି ପୃଷ୍ଠାର ନିମ୍ନରେ ତାହା ଯୋଗ କର।
### ଅନୁବାଦ କୌଶଳର ପ୍ରାୟୋଗିକ ଉଦାହରଣ
@ -77,8 +77,6 @@
>
> > .. ଜଣେ ଯୁବକଙ୍କ ନାମ **ପାଉଲ**
ପାଦଟୀକା ଦେଖିବାକୁ ଏହିପରି ହେବ: