Edit 'translate/figs-explicit/01.md' using 'tc-create-app'

This commit is contained in:
manash12d 2020-11-01 11:48:22 +00:00
parent 966260683c
commit 0db0617207
1 changed files with 14 additions and 19 deletions

View File

@ -1,4 +1,4 @@
ଜଣେ ବକ୍ତା ଯାହାକିଛି କହିବା ପୁର୍ବରୁ ଅନୁମାନ କରନ୍ତି ଯେ ସେ କହିବା ପୂର୍ବରୁ ତାଙ୍କ ଶ୍ରୋତାମାନେ ଜାଣନ୍ତି ଏବଂ ସେ ସେମାନଙ୍କୁ ଏକ ପ୍ରକାର ସୂଚନା ଦିଅନ୍ତି ଯାହାକୁ ଅନୁମାନିକ ଜ୍ଞାନ କୁହାଯାଏ। ବକ୍ତା ଶ୍ରୋତୃବର୍ଗକୁ ଏହି ସୂଚନା ଦିଅନ୍ତି ନାହିଁ କାରଣ ସେ ବିଶ୍ୱାସ କରନ୍ତି ଯେ ସେମାନେ ଏହା ପୁର୍ବରୁ ଜାଣିଛନ୍ତି।
ଜଣେ ବକ୍ତା ଯାହାକିଛି କହିବା ପୁର୍ବରୁ ଅନୁମାନ କରନ୍ତି ଯେ ସେ କହିବା ପୂର୍ବରୁ ତାଙ୍କ ଶ୍ରୋତାମାନେ ଜାଣନ୍ତି ଏବଂ ସେ ସେମାନଙ୍କୁ ଏକ ପ୍ରକାର ସୂଚନା ଦିଅନ୍ତି ଯାହାକୁ ଅନୁମାନିକ ଜ୍ଞାନ କୁହାଯାଏ। ବକ୍ତା ଶ୍ରୋତୃବର୍ଗକୁ ଏହି ସୂଚନା ଦିଅନ୍ତି ନାହିଁ କାରଣ ସେ ବିଶ୍ୱାସ କରନ୍ତି ଯେ ସେମାନେ ଏହା ପୁର୍ବରୁ ଜାଣିଛନ୍ତି।
ଯେତେବେଳେ ଜଣେ ବକ୍ତା ଶ୍ରୋତୃବର୍ଗଙ୍କୁ ସୁଚନା ଦିଅନ୍ତି, ସେ ଦୁଇ ପ୍ରକାର ମାଧ୍ୟମରେ କରିପାରନ୍ତି। ବକ୍ତା ସିଧାସଳଖ ଯାହା କହୁଛନ୍ତି ସେଥିରେ ସେ ସୁସ୍ପଷ୍ଟ ସୂଚନା ଦିଅନ୍ତି। ଯାହା ବକ୍ତା ସିଧାସଳଖ କୁହନ୍ତି ନାହିଁ କାରଣ ସେ ଆପଣା ଶ୍ରୋତୃବର୍ଗଙ୍କୁ ଅନ୍ୟ କୌଣସି ବିଷୟରୁ ଏହା ଶିଖିବାକୁ ସକ୍ଷମ ହୁଅନ୍ତୁ ବୋଲି ସେ ଆଶା କରି ଯାହା ବକ୍ତା ସିଧାସଳଖ କୁହନ୍ତି ନାହିଁ ତାହା ଅସ୍ପଷ୍ଟ ସୂଚନା ଅଟେ।
@ -6,12 +6,11 @@
କେହି ଜଣେ କହିବା ବା ଲେଖିବା ସମୟରେ, ତାହାଙ୍କ ମନରେ କିଛି ନିର୍ଦ୍ଦିଷ୍ଟ ବିଷୟ ରହିଥାଏ ଯାହାକି ଏହି ବିଷୟରେ ଲୋକମାନେ ଜାଣନ୍ତୁ, ବା କରନ୍ତୁ, ବା ଚିନ୍ତା କରନ୍ତୁ ବୋଲି ସେ ଚାହିଁଥାନ୍ତି। ସେ ପ୍ରାୟ ସାଧାରଣ ଭାବରେ ଏହାକୁ ସିଧାସଳଖ କହନ୍ତି। ଏହାକୁ ବ୍ୟକ୍ତ ସୂଚନା କୁହାଯାଏ।
ବକ୍ତା ଅନୁମାନ କରେ ଯେ ତାହାର ଶ୍ରୋତୃବର୍ଗ ସେହି ନିର୍ଦ୍ଦିଷ୍ଟ ବିଷୟକୁ ପୁର୍ବରୁ ଜାଣନ୍ତି ଯାହା ସେମାନେ ଏହି ସୂଚନାକୁ ବୁଝିବା ପାଇଁ ଚିନ୍ତା କରିବା ଆବଶ୍ୟକ ହେବ। ସାଧାରଣତଃ ସେ ଲୋକମାନଙ୍କୁ ଏହି ବିଷୟରେ କହେ ନାହିଁ, କାରଣ ସେମାନେ ପୂର୍ବରୁ ସେଗୁଡ଼ିକୁ ଜାଣନ୍ତି। ଏହାକୁ ଆନୁମାନିକ ଜ୍ଞାନ କହନ୍ତି।
ବକ୍ତା ଅନୁମାନ କରେ ଯେ ତାହାର ଶ୍ରୋତୃବର୍ଗ ସେହି ନିର୍ଦ୍ଦିଷ୍ଟ ବିଷୟକୁ ପୁର୍ବରୁ ଜାଣନ୍ତି ଯାହା ସେମାନେ ଏହି ସୂଚନାକୁ ବୁଝିବା ପାଇଁ ଚିନ୍ତା କରିବା ଆବଶ୍ୟକ ହେବ। ସାଧାରଣତଃ ସେ ଲୋକମାନଙ୍କୁ ଏହି ବିଷୟରେ କହେ ନାହିଁ, କାରଣ ସେମାନେ ପୂର୍ବରୁ ସେଗୁଡ଼ିକୁ ଜାଣନ୍ତି। ଏହାକୁ ଆନୁମାନିକ ଜ୍ଞାନ କହନ୍ତି।
ବକ୍ତା ସବୁବେଳେ ସମସ୍ତ ବିଷୟ ସିଧାସଳଖ କହନ୍ତି ନାହିଁ, ବରଂ ସେ ଯାହା କହନ୍ତି ତହିଁରୁ ତାହାର ଶ୍ରୋତୃବର୍ଗ ଶିଖନ୍ତୁ ବୋଲି ଆଶା କରିଥାନ୍ତି। ଯେଉଁ ସୂଚନା ସେ କହେ ତହିଁରୁ ଲୋକମାନେ ଶିଖନ୍ତୁ ବୋଲି ସେ ଆଶା କରେ, ଯଦିଓ ସେ ଏହାକୁ ସିଧାସଳଖ କହି ନଥାନ୍ତି, ଏହା ଅବ୍ୟକ୍ତ ସୂଚନା ବୋଲି ଅଟେ।
ଅନେକ ସମୟରେ, ଶ୍ରୋତୃବର୍ଗ ବକ୍ତା ସେମାନଙ୍କୁ ସିଧାସଳଖ କହିବା ବ୍ୟକ୍ତ ସୂଚନା ସହ ସେମାନେ ପୂର୍ବରୁ ଜାଣିଥିବା (ଆନୁମାନିକ ଜ୍ଞାନ) ସହ ଏକତ୍ର କରି ଏହି ଅବ୍ୟକ୍ତ ସୂଚନାକୁ ବୁଝିଥାନ୍ତି ଯାହା ବକ୍ତା ସେମାନଙ୍କୁ ସିଧାସଳଖ କହିଥାଆନ୍ତି।
ଅନେକ ସମୟରେ, ଶ୍ରୋତୃବର୍ଗ ବକ୍ତା ସେମାନଙ୍କୁ ସିଧାସଳଖ କହିବା ବ୍ୟକ୍ତ ସୂଚନା ସହ ସେମାନେ ପୂର୍ବରୁ ଜାଣିଥିବା (ଆନୁମାନିକ ଜ୍ଞାନ) ସହ ଏକତ୍ର କରି ଏହି ଅବ୍ୟକ୍ତ ସୂଚନାକୁ ବୁଝିଥାନ୍ତି ଯାହା ବକ୍ତା ସେମାନଙ୍କୁ ସିଧାସଳଖ କହିଥାଆନ୍ତି।
### ଅନୁବାଦ ସମସ୍ୟା ଉଦ୍ଦେଶ୍ୟ ଏହା ଅଟେ
@ -21,9 +20,12 @@
> ତାପରେ, ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, “ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।’’ ସେଥିରେ ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର **ଗାତ ଅଛି**, ଆକାଶ ପକ୍ଷୀର **ବସା ଅଛି**, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।’’ (ମାଥିଉ 8:20 ULT)
କୋକିଶିଆଳି ଓ ପକ୍ଷୀମାନେ ଗାତ ଓ ବସାଗୁଡ଼ିକୁ କଣ ପାଇଁ ବ୍ୟବହାର କରନ୍ତି, ଯୀଶୁ ତାହା କହୁ ନାହାନ୍ତି, କାରଣ ସେ ଅନୁମାନ କରନ୍ତି ଯେ କୋକିଶିଆଳିମାନେ ଭୂମିର ଗାତରେ ଓ ପକ୍ଷୀମାନେ ନିଡ ବା ପକ୍ଷୀବସାରେ ଶୋଇବା ବିଷୟ ଶାସ୍ତ୍ରୀ ଜାଣିଥିବ।
କୋକିଶିଆଳି ଓ ପକ୍ଷୀମାନେ ଗାତ ଓ ବସାଗୁଡ଼ିକୁ କଣ ପାଇଁ ବ୍ୟବହାର କରନ୍ତି, ଯୀଶୁ ତାହା କହୁ ନାହାନ୍ତି, କାରଣ ସେ ଅନୁମାନ କରନ୍ତି ଯେ କୋକିଶିଆଳିମାନେ ଭୂମିର ଗାତରେ ଓ ପକ୍ଷୀମାନେ ନିଡ ବା ପକ୍ଷୀବସାରେ ଶୋଇବା ବିଷୟ ଶାସ୍ତ୍ରୀ ଜାଣିଥିବ। ଏହାକୁ **ଆନୁମାନିକ ଜ୍ଞାନ** କହନ୍ତି।
ଏହାକୁ **ଆନୁମାନିକ ଜ୍ଞାନ** କହନ୍ତି। “ମୁଁ ମନୁଷ୍ୟପୁତ୍ର’’ ବୋଲି ଯୀଶୁ ସିଧାସଳଖ କହିଲେ ନାହିଁ, କିନ୍ତୁ ଯଦି ଶାସ୍ତ୍ରୀ ଏହା ପୂର୍ବରୁ ଜାଣି ନଥାନ୍ତେ, ତେବେ ଏହି ସତ୍ୟତା **ଅବ୍ୟକ୍ତ ସୂଚନା** ହେବ ଯାହା ସେ ଶିଖି ପାରିଥାନ୍ତେ କାରଣ ଯୀଶୁ ନିଜକୁ ସେହି ଭାବରେ ଦର୍ଶାଉଛନ୍ତି।
“ମୁଁ ମନୁଷ୍ୟପୁତ୍ର’’ ବୋଲି ଯୀଶୁ ସିଧାସଳଖ କହିଲେ ନାହିଁ, କିନ୍ତୁ ଯଦି ଶାସ୍ତ୍ରୀ ଏହା ପୂର୍ବରୁ ଜାଣି ନଥାନ୍ତେ, ତେବେ ଏହି ସତ୍ୟତା **ଅବ୍ୟକ୍ତ ସୂଚନା** ହେବ ଯାହା ସେ ଶିଖି ପାରିଥାନ୍ତେ କାରଣ ଯୀଶୁ ନିଜକୁ ସେହି ଭାବରେ ଦର୍ଶାଉଛନ୍ତି।
ଆହୁରି ମଧ୍ୟ, ଯୀଶୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରି କହୁ ନାହାଁନ୍ତି ଯେ ସେ ସ୍ଥାନେ ସ୍ଥାନେ ଯାତ୍ରା କରନ୍ତି ଓ ପ୍ରତି ରାତ୍ରି କ୍ଷେପଣ ନିମନ୍ତେ ତାହାର ଘର ସୁଧା ନାହିଁ।
@ -33,7 +35,7 @@
ଯୀଶୁ ଅନୁମାନ କରନ୍ତି ଯେ ଯେଉଁ ଲୋକମାନଙ୍କୁ ସେ କହୁଥିଲେ ସେମାନେ ସୋର ଓ ସିଦୋନୀୟମାନେ ଅଧିକ ଦୁଷ୍ଟ ଥିବା ଜାଣିଥିଲେ, ଏବଂ ବିଚାର-ଦିନ ଏକ ଏପରି ସମୟ ଯେଉଁ ସମୟରେକି ଈଶ୍ଵର ପ୍ରତ୍ୟେକ ଜଣଙ୍କୁ ବିଚାର କରିବେ। ଯୀଶୁ ମଧ୍ୟ ଜାଣିଥିଲେ ଯେ ସେ ଯେଉଁ ଲୋକମାନଙ୍କୁ କହୁଥିଲେ ସେମାନେ ଉତ୍ତମ ଥିବା ଓ ମନପରିବର୍ତ୍ତନ କରିବାର ଆବଶ୍ୟକ ନଥିବା ବିଶ୍ଵାସ କରୁଥିଲେ। ଯୀଶୁ ସେମାନଙ୍କୁ ସମସ୍ତ ବିଷୟ କହିବା ଆବଶ୍ୟକ ନାହିଁ। ଏହିସବୁ **ଗ୍ରହଣ କରିଥିବା ଜ୍ଞାନ**
ଏଠାରେ **ଅବ୍ୟକ୍ତ ସୂଚନା**ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଯେଯେଉଁ ଲୋକମାନଙ୍କୁ କହୁଥିଲେ ସେମାନେ ସୋର ଏବଂ ସିଦୋନ ଲୋକମାନଙ୍କ ଅପେକ୍ଷା ଅଧିକ କଠୋର ବିଚାର କରିବେ **କାରଣ** ସେମାନେ ମନପରିବର୍ତ୍ତନ କଲେ ନାହିଁ।
ଏଠାରେ **ଅବ୍ୟକ୍ତ ସୂଚନା**ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଯେଯେଉଁ ଲୋକମାନଙ୍କୁ କହୁଥିଲେ ସେମାନେ ସୋର ଏବଂ ସିଦୋନ ଲୋକମାନଙ୍କ ଅପେକ୍ଷା ଅଧିକ କଠୋର ବିଚାର କରିବେ **କାରଣ** ସେମାନେ ମନପରିବର୍ତ୍ତନ କଲେ ନାହିଁ।
> ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ **ଭୋଜନ କରିବା ସମୟରେ ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ****ରୁଟି** (ମାଥିଉ 15:2 ULT)
@ -43,26 +45,22 @@
ଯଦି ସମ୍ବାଦକୁ ଓ ତତ୍ ସଙ୍ଗେ ସଙ୍ଗେ ବ୍ୟକ୍ତ ସୂଚନା ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଅବ୍ୟକ୍ତ ସୂଚନାକୁ ବୁଝିବାରେ ସକ୍ଷମ ହେବା ପାଇଁ ପାଠକମାନଙ୍କର ଯଥେଷ୍ଟ ଆନୁମାନିକ ଜ୍ଞାନ ଥାଏ, ତେବେ ସେହି ଜ୍ଞାନକୁ ଅକୁହା ଭାବରେ ଓ ଅବ୍ୟକ୍ତ ସୂଚନାକୁ ଅବ୍ୟକ୍ତ ଭାବରେ ଛାଡ଼ିଦେବା ଉତ୍ତମ ଅଟେ। ସେମାନଙ୍କ ନିମନ୍ତେ ଏଥି ମଧ୍ୟରୁ କିଛି ବିଷୟକୁ ବାଦ୍ ଦିଆଯାଇଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝୁ ନାହାଁନ୍ତି, ତେବେ ନିମ୍ନ ଲିଖିତ ଏହି କୌଶଳଗୁଡ଼ିକୁ ପାଳନ କରନ୍ତୁ:
1. ସେମାନଙ୍କର ନିର୍ଦ୍ଦିଷ୍ଟ ଆନୁମାନିକ ଜ୍ଞାନ ନଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତି ନାହିଁ, ତେବେ ସେହି ଜ୍ଞାନକୁ ବ୍ୟକ୍ତ ସୂଚନା ରୂପେ ଯୋଗାନ୍ତୁ ।
(2) ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତ ନାହିଁ କାରଣ ସେମାନେ ନିର୍ଦ୍ଦିଷ୍ଟ ଅବ୍ୟକ୍ତ ସୂଚନାକୁ ଜାଣନ୍ତି ନାହିଁ, ତେବେ ସେହି ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ, କିନ୍ତୁ ଏହାକୁ ଏକ ଏପରି ମାଧ୍ୟମରେ କରିବାକୁ ଚେଷ୍ଟା କରନ୍ତୁ ଯାହା ସୂଚିତ କରିବା ନାହିଁ ଯେ ମୂଳ ଶ୍ରୋତାମାନଙ୍କ ନିମନ୍ତେ ଏହି ସୂଚନା ନୂତନ ଥିଲା।
1. ସେମାନଙ୍କର ନିର୍ଦ୍ଦିଷ୍ଟ ଆନୁମାନିକ ଜ୍ଞାନ ନଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତି ନାହିଁ, ତେବେ ସେହି ଜ୍ଞାନକୁ ବ୍ୟକ୍ତ ସୂଚନା ରୂପେ ଯୋଗାନ୍ତୁ । (2) ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତ ନାହିଁ କାରଣ ସେମାନେ ନିର୍ଦ୍ଦିଷ୍ଟ ଅବ୍ୟକ୍ତ ସୂଚନାକୁ ଜାଣନ୍ତି ନାହିଁ, ତେବେ ସେହି ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରନ୍ତୁ, କିନ୍ତୁ ଏହାକୁ ଏକ ଏପରି ମାଧ୍ୟମରେ କରିବାକୁ ଚେଷ୍ଟା କରନ୍ତୁ ଯାହା ସୂଚିତ କରିବା ନାହିଁ ଯେ ମୂଳ ଶ୍ରୋତାମାନଙ୍କ ନିମନ୍ତେ ଏହି ସୂଚନା ନୂତନ ଥିଲା।
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ
(1) ସେମାନଙ୍କର ନିର୍ଦ୍ଦିଷ୍ଟ ଆନୁମାନିକ ଜ୍ଞାନ ନଥିବା ହେତୁ, ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତି ନାହିଁ, ତେବେ ସେହି ଜ୍ଞାନକୁ ବ୍ୟକ୍ତ ସୂଚନା ରୂପେ ଯୋଗାନ୍ତୁ।
> ସେଥିରେ ଯୀଶୁ ତାହାଙ୍କୁ କହିଲେ, "କୋକିଶିଆଳିର **ଗାତ ଅଛି**, ଓ ଆକାଶର ପକ୍ଷୀମାନଙ୍କର **ବସା ଅଛି**, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜି ବାର ସ୍ଥାନ ନାହିଁ।’’ (ମାଥିଉ 8:20 ULT)
ଆନୁମାନିକ ଜ୍ଞାନ ହେଉଛି ଯେ କୋକିଶିଆଳିମାନେ ସେମାନଙ୍କର ଗାତରେ ଓ ପକ୍ଷୀମାନେ ସେମାନଙ୍କର ବସା ବା ନିଡରେ ଶୁଅନ୍ତି।
> > ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର **ରହିବା ପାଇଁ ଗାତ ଅଛି**, ଆକାଶ ପକ୍ଷୀର **ରହିବା ପାଇଁ ନୀଡ଼ ଅଛି**, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜି ଏବଂ ଶୋଇବାର ସ୍ଥାନ ନାହିଁ।’’
> >
> >
>
> ବିଚାର-ଦିନରେ ଏହା ତୁମ୍ଭମାନଙ୍କ ଅପେକ୍ଷା **ସୋର ଓ ସିଦୋନର** ନିମନ୍ତେ ଅଧିକ ସହନସୀଳ ହେବ। (ମାଥିଉ 11:22 ULT)
ଆନୁମାନିକ ଜ୍ଞାନ ହେଉଛି ଯେ ସୋର ଓ ସିଦୋନର ଲୋକମାନେ ଅତ୍ୟନ୍ତ ଦୁଷ୍ଟ ଥିଲେ। ଏହାକୁ ସୁସ୍ପଷ୍ଟ ରୂପେ ବ୍ୟକ୍ତ କରା ଯାଇପାରିଥାଆନ୍ତା।
>
ଆନୁମାନିକ ଜ୍ଞାନ ହେଉଛି ଯେ ସୋର ଓ ସିଦୋନର ଲୋକମାନେ ଅତ୍ୟନ୍ତ ଦୁଷ୍ଟ ଥିଲେ। ଏହାକୁ ସୁସ୍ପଷ୍ଟ ରୂପେ ବ୍ୟକ୍ତ କରା ଯାଇପାରିଥାଆନ୍ତା। >
> > ବିଚାର-ଦିନରେ, **ସେହି ସୋର ଓ ସିଦୋନ ସହରର, ଯେଉଁଥିର ଲୋକମାନେ ଅଧିକ ଦୁଷ୍ଟ ଥିଲେ**, ତୁମ୍ଭମାନଙ୍କ ଅପେକ୍ଷା ଏହା ସେମାନଙ୍କ ନିମନ୍ତେ ଅଧିକ ସହନସୀଳ ହେବ। କିମ୍ବା: ବିଚାର-ଦିନରେ ଏହା ତୁମ୍ଭମାନଙ୍କ ଅପେକ୍ଷା ସେହି **ଦୁଷ୍ଟ ନଗରଗୁଡ଼ିକ ସୋର ଏବଂ ସିଦୋନର** ଅତ୍ୟଧିକ ସହନସୀଳ ହେବା।
>
> ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ଭୋଜନ କରିବା ସମୟରେ **ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ**। (ମାଥିଉ 15:2 ULT)
@ -71,9 +69,8 @@
> > ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ସେମାନେ ରୋଟି ଭୋଜନ କରିବା ସମୟରେ **ସେମାନେ ଧାର୍ମିକତାର ଆନୁଷ୍ଠାନିକ ଦ୍ଵାରା ବିଧିଅନୁସାରେ ହସ୍ତପ୍ରକ୍ଷାଳନ କରନ୍ତି ନାହିଁ**
(2) ଯଦି ପାଠକମାନେ ସମ୍ବାଦକୁ ବୁଝି ପାରନ୍ତ ନାହିଁ କାରଣ ସେମାନେ ନିର୍ଦ୍ଦିଷ୍ଟ ଅବ୍ୟକ୍ତ ସୂଚନାକୁ ଜାଣନ୍ତି ନାହିଁ, ତେବେ ସେହି ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କର, କିନ୍ତୁ ଏହାକୁ ଏକ ଏପରି ମାଧ୍ୟମରେ କରିବାକୁ ଚେଷ୍ଟା କର ଯାହା ସୂଚିତ କରିବ ନାହିଁ ଯେ ମୂଳ ଶ୍ରୋତାମାନଙ୍କ ନିମନ୍ତେ ଏହି ସୂଚନା ନୂତନ ଥିଲା।
> ତାପରେ ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, “ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।’’ ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର କୌଣସି ସ୍ଥାନ ନାହିଁ।’’ (ମାଥିଉ 8:19,20 ULT)
ଅସନ୍ଦିଗ୍ଧ ସୂଚନା ହେଉଛି ଯେ ଯୀଶୁ ନିଜେ ସେହି ମନୁଷ୍ୟପୁତ୍ର। ଅନ୍ୟ ଅସନ୍ଦିଗ୍ଧ ସୂଚନା ହେଉଛି ଯେ ଯଦି ସେହି ଶାସ୍ତ୍ରୀ ଯୀଶୁଙ୍କ ଅନୁଗମନ କରିବାକୁ ଚହାଁନ୍ତି, ତେବେ ତାହାଙ୍କୁ ଯୀଶୁଙ୍କ ଭଳି ବାସହରା ହୋଇ ରହିବାକୁ ହେବ।
@ -84,8 +81,6 @@
ଅସନ୍ଦିଗ୍ଧ ସୂଚନା ହେଉଛି ଯେ ଈଶ୍ଵର ଲୋକମାନଙ୍କୁ କେବଳ ବିଚାର ହିଁ କରନ୍ତି ନାହିଁ, ବରଂ ସେ ସେମାନଙ୍କୁ ଦଣ୍ଡ ମଧ୍ୟ ଦିଅନ୍ତି। ଏହାକୁ ସୁସ୍ପଷ୍ଟ କରାଯାଇପାରିବ।
> > ବିଚାର-ଦିନରେ, ପରମେଶ୍ଵର **ସୋର ଓ ସିଦୋନକୁ ଦଣ୍ଡ ଦେବେ**, ନଗରର ଲୋକମାନେ ଅତ୍ୟଧିକ ଦୁଷ୍ଟ ଥିଲେ, **ତୁମ୍ଭମାନଙ୍କର କୋଠାର ଦଣ୍ଡ ଅପେକ୍ଷା ସେ ସେମାନଙ୍କୁ ଅଳ୍ପ ଦେବେ**
> > କିମ୍ବି:
> > ପରମେଶ୍ଵର ବିଚାର-ଦିନରେ, ସୋର ଓ ସିଦୋନ ଅପେକ୍ଷା **ତୁମ୍ଭମାନଙ୍କୁ ଅଧିକ କୋଠର ଦଣ୍ଡ ଦେବେ**, ଯେଉଁ ନଗରର ଲୋକମାନେ ଅତ୍ୟଧିକ ଦୁଷ୍ଟ ଥିଲେ।
> > ବିଚାର-ଦିନରେ, ପରମେଶ୍ଵର **ସୋର ଓ ସିଦୋନକୁ ଦଣ୍ଡ ଦେବେ**, ନଗରର ଲୋକମାନେ ଅତ୍ୟଧିକ ଦୁଷ୍ଟ ଥିଲେ, **ତୁମ୍ଭମାନଙ୍କର କୋଠାର ଦଣ୍ଡ ଅପେକ୍ଷା ସେ ସେମାନଙ୍କୁ ଅଳ୍ପ ଦେବେ**। କିମ୍ବି: ପରମେଶ୍ଵର ବିଚାର-ଦିନରେ, ସୋର ଓ ସିଦୋନ ଅପେକ୍ଷା **ତୁମ୍ଭମାନଙ୍କୁ ଅଧିକ କୋଠର ଦଣ୍ଡ ଦେବେ**, ଯେଉଁ ନଗରର ଲୋକମାନେ ଅତ୍ୟଧିକ ଦୁଷ୍ଟ ଥିଲେ।
ଆଧୁନିକ ପାଠକମାନେ ବାଇବଲର କେତେକ ବିଷୟ ଜାଣନ୍ତି ନାହିଁ ଯେପରି ଯେଉଁମାନେ ପ୍ରଥମେ ବାଇବଲକୁ ପଢ଼ି ଥିଲେ ଜାଣନ୍ତି। ଜଣେ ବକ୍ତା କିମ୍ବା ଲେଖକ କଅଣ କହୁଛନ୍ତି ଏହାକୁ ବୁଝିବା ଓ ବକ୍ତା ଛାଡିଥିବା ଅସନ୍ଦିଗ୍ଧ ସୁଚନା ଶିଖିବା ପାଇଁ ସେମାନଙ୍କୁ କଠିନ ହୋଇପାରେ। ଅନୁବାଦକମାନଙ୍କୁ ସେମାନଙ୍କର ଅନୁବାଦରେ କେତେକ ବିଷୟ ଯାହା ମୂଳ ବକ୍ତା ଓ ଲେଖକ ଅକୁହା ବା ଅବ୍ୟକ୍ତ ଭାବେ ବାଦ୍ ଦେଇଛନ୍ତି, ସେଗୁଡ଼ିକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରି ପ୍ରକାଶ କରିବା ପାଇଁ ଆବଶ୍ୟକ ହୋଇପାରେ।