translationCore-Create-BCS_.../translate/guidelines-intro/01.md

54 lines
5.6 KiB
Markdown
Raw Normal View History

2019-02-12 11:25:09 +00:00
### ଚାରିଟି ବିଶେଷ ଗୁଣ ଗୁଡିକ
ଭଲ ଅନୁବାଦ ନିମନ୍ତେ ଚାରିଟି ଉତ୍ତମ ଗୁଣର ଆବଶ୍ୟକ ଅଛି
ଏହା ନିଶ୍ଚିତ ରୁପେ :
* ସ୍ପଷ୍ଟ ଦେଖ [ସ୍ପଷ୍ଟ ଅନୁବାଦ କରିବା](../guidelines-clear/01.md)
* ସ୍ବାଭାବିକ ଦେଖ [ସ୍ବାଭାବିକ ଅନୁବାଦ କରିବା](../guidelines-natural/01.md)
* ସଠିକ ଦେଖ [ସଠିକ ଅନୁବାଦ କରିବା](../guidelines-accurate/01.md)
* ମଣ୍ଡଳୀ ସ୍ବୀକୃତି ଦେଖ [ମଣ୍ଡଳୀ ସ୍ବୀକୃତ ଅନୁବାଦ](../guidelines-church-approved/01.md)
ଆମ୍ଭେ ମାନେ ଏହି ଚାରିଟି ଗୁଣ ଅନୁବାଦ ଗୋଟିଏ ମେଜର ଚାରିଟି ଗୋଡ ପରି ଭାବିପାରୁ । ପ୍ରତ୍ୟେକଟି ଆବଶ୍ୟକ ଅଟେ। ଯଦି ଏଥିରୁ ଗୋଟିଏ ବାଦ ପଡିବ, ମେଜ ଠିଆ ହୋଇପାରିବ ନାହିଁ । ସେହିପରି, ଏହି ଚାରିଟି ଗୁଣ ପ୍ରତ୍ୟକ ଅନୁବାଦରେ ଉପସ୍ଥିତ ଥିବା ଆବଶ୍ୟକ ଯେପରି ଆମ୍ଭେ ମଣ୍ଡଳୀର ବିଶ୍ବସ୍ତ ସହକାରେ ବ୍ୟବହାର କରିପାରିବା ।
#### ସ୍ପଷ୍ଟ
ଯେ କୌଣସି ଭାଷାର ଆକାର ଆବଶ୍ୟକ ବ୍ୟବହାର କରି ଉନ୍ନତ ମାନର ଅନୁବାଦ କରନ୍ତୁ । ଅର୍ଥାତ ଚିନ୍ତାଧାରାକୁ ସରଳ କରନ୍ତୁ, ପାଠ ଗୁଡିକୁ ସଜାଡି ରଖନ୍ତୁ, ଓ ଯେତେ ସମ୍ଭବ ହୋଇପାରିବ ସଠିକ ମୂଳ ଭାବାନକୁ ଯୋଗାଯୋଗ କରନ୍ତୁ ।
କିପରି ସ୍ପଷ୍ଟ ଅନୁବାଦ କରିବେ ଜାଣିବା ନିମନ୍ତେ, ଦେଖନ୍ତୁ [ସ୍ପଷ୍ଟ ଅନୁବାଦ କରିବା](../guidelines-clear/01.md) ।
#### ସ୍ବାଭାବିକ
ଭାଷାରେ ଯେଉଁ ଶବ୍ଦ ଗୁଡିକ ଆକର୍ଷଣ କରେ ଓ ଯେଉଁ ଉପାୟରେ ପରିସ୍ଥିତିର ଭାବନାକୁ ପ୍ରକାଶ କରିପାରୁଥିବ ସେହି ବାକ୍ୟ ଗୁଡିକୁ ବ୍ୟବହାର କରନ୍ତୁ ।
ସ୍ବାଭାବିକ ଅନୁବାଦ କିପରି କରିବେ ଦେଖନ୍ତୁ [ସ୍ବାଭାବିକ ଅନୁବାଦ କରିବା](../guidelines-natural/01.md) ।
#### ସଠିକ
ସଠିକ କରି ଅନୁବାଦ କରନ୍ତୁ, ବାକ୍ୟ ଗଠନର ଏଣେତେଣେ ନକରି, ପରିବର୍ତ୍ତନ, କିମ୍ବା ମୂଳ ପାଠରେ ଯୋଗ ନକରି ଯାହା ମୂଳ ଶ୍ରୋତା ମାନେ ବୁଝି ପାରୁଥିଲେ ସେହିପରି କରନ୍ତୁ । ମନରେ ପାଠର ଅର୍ଥ କରି ଅନୁବାଦ କରନ୍ତୁ ଓ ଅନ୍ତର୍ନିହିତ ତଥ୍ୟ, ଅଜଣା ଚିନ୍ତାଧାରା, ଓ ଅଳଙ୍କାର ଗୁଡିକର ସଠିକ ଭାବେ ଯୋଗାଯୋଗ କରନ୍ତୁ ।
ସଠିକ ଅନୁବାଦ କିପରି କରିବେ ଜାଣିବା ନିମନ୍ତେ, ଦେଖାନ୍ତୁ [ସଠିକ ଅନୁବାଦ କରିବା](../guidelines-accurate/01.md) ।
#### ମଣ୍ଡଳୀ ସ୍ବୀକୃତି
ଯଦି ଅନୁବାଦ ସ୍ପଷ୍ଟ, ସ୍ବାଭାବିକ ଓ ସଠିକ ହୋଇଥାଏ କିନ୍ତୁ ମଣ୍ଡଳୀ ସ୍ବୀକୃତ କିମ୍ବା ଗ୍ରହଣ କରେ ନାହିଁ, ତେବେ ମଣ୍ଡଳୀର ନିଷ୍ଠା ଆଣିବା ଉଦ୍ଦେଶ୍ୟ ସଫଳ ହେବନାହିଁ । ଏହା ଅତି ଗୁରୁତ୍ବପୁର୍ଣ୍ଣ ଯେ ମଣ୍ଡଳୀ ଅନୁବାଦ, ଯାଞ୍ଚ, ଓ ଅନୁବାଦ ବିତରଣ କାର୍ଯ୍ୟରେ ଅଂଶୀଦାର ହୁଏ ।
ଆପଣ କିପରି ମଣ୍ଡଳୀ ସ୍ବୀକୃତି ଅନୁବାଦ କରିବେ ଜାଣିବା ନିମନ୍ତେ, ଦେଖାନ୍ତୁ [ମଣ୍ଡଳୀ ସ୍ବକୃତି ଅନୁବାଦ](../guidelines-church-approved/01.md) ।
### ଅନ୍ୟ ଆଉ ଛଅ ଗୋଟି ଗୁଣ ଗୁଡିକ
ସ୍ପଷ୍ଟ, ସ୍ବାଭାବିକ, ସଠିକ ଓ ମଣ୍ଡଳୀ ସ୍ବୀକୃତ ଯୋଗ ସହିତ, ଗୋଟିଏ ଉତ୍ତମ ଅନୁବାଦ ଗୁଡିକ ମଧ୍ୟ ରହିବ:
* ବିସ୍ବସ୍ତତା ଦେଖ [ବିସ୍ବସ୍ଥ ଅନୁବାଦ ଗୁଡିକ କରିବା](../guidelines-faithful/01.md)
* ଅଧିକାର ସହିତ ଦେଖ [ଅଧିକାର ସହିତ ଅନୁବାଦ କରିବା](../guidelines-authoritative/01.md)
* ଐତିହାସିକ ଦେଖ [ଐତିହାସିକ ଅନୁବାଦ କରିବା](../guidelines-historical/01.md)
* ସମାନତା ଦେଖ [ଅନୁବାଦରେ ସମାନତା ଆଣିବା](../guidelines-equal/01.md)
* ସଂଗୃହିତ ଦେଖ [ମିଳି ମିଶି ଅନୁବାଦ କରିବା](../guidelines-collaborative/01.md)
* ଜାରି ରଖିବା ଦେଖ [ଅନୁବାଦ କାର୍ଯ୍ୟକୁ ଚାଲୁ ରଖିବା](../guidelines-ongoing/01.md)