### ତୃତୀୟ ସ୍ତର ଦୃଢ ଘୋଷଣା ନିମନ୍ତେ ସଠିକ୍ ଦଲିଲ ମୁ, * ର ପ୍ରତିନିଧିତ୍ଵ ଭାବରେ ମଣ୍ଡଳୀ ନେଟୱର୍କ ବା ବାଇବଲ ଅନୁବାଦ ଅନୁଷ୍ଠାନ * ମଣ୍ଡଳୀ ନେଟୱର୍କ ବା ବାଇବଲ ଅନୁବାଦ ସଂଗଠନ * ଭାଷା ସଂପ୍ରଦାୟ ନାମ * ଭାଷା ସଂପ୍ରଦାୟ, ଅନୁବାଦର ସ୍ବୀକୃତି, ଓ ନିମ୍ନଲିଖିତକୁ ସତ୍ୟ ବୋଲି ଦାବି କରି କହେ: (ଶୂନ୍ୟ ସ୍ଥାନଗୁଡ଼ିକ ପୂରଣ କର) 1. ଅନୁବାଦଟି ବିଶ୍ଵାସର ବକ୍ତବ୍ୟକୁ ଓ ଅନୁବାଦ ନିର୍ଦ୍ଦେଶାବଳୀକୁ ପାଳନ କରେ । 1. ଅନୁବାଦଟି ନିର୍ଦ୍ଦିଷ୍ଟ ଭାଷାରେ ନିର୍ଭୁଲ ଓ ସ୍ପଷ୍ଟ ଅଟେ । 1. ଅନୁବାଦଟି ନିର୍ଦ୍ଧିଷ୍ଟ ଭାଷାର ଏକ ଗ୍ରହଣଯୋଗ୍ୟ ଶୈଳୀକୁ ବ୍ୟବହାର କରେ । 1. ସଂପ୍ରଦାୟ ଅନୁବାଦକୁ ସ୍ଵୀକୃତି ଦିଏ । ଯଦି ଅନୁବାଦ ଦଳ ସହ ଦ୍ଵିତୀୟ ଥର ସାକ୍ଷାତ ପରେ କୌଣସି ସମସ୍ୟାର ଅମୀମାଂସା ରହିଥାଏ, ତେବେ ଦୟାକରି ସେଗୁଡ଼ିକୁ ଏଠାରେ ଲେଖନ୍ତୁ । ଦସ୍ତଖତ: * ଏଠାରେ ସ୍ଵାକ୍ଷର କରନ୍ତୁ * ପଦବୀ: * ଆପଣଙ୍କ ପଦବୀ ଏଠାରେ ପୂରଣ କରନ୍ତୁ * Gateway ଭାଷା ନିମନ୍ତେ, ଆପଣ [ମୂଳ ଲେଖା ପ୍ରକ୍ରିୟା](../../process/source-text-process/01.md) ପାଠକୁ ଅନୁକରଣ କରିବା ଆବଶ୍ୟକ ଯଦ୍ୱାରା ଆପଣଙ୍କ ଅନୁବାଦ ଗୋଟିଏ ମୂଳ ଲେଖା ହୋଇପାରିବ।