Edit 'translate/figs-litany/01.md' using 'tc-create-app'

This commit is contained in:
Gayatri-Digal 2023-12-19 18:26:31 +00:00
parent 1f1d4c39bf
commit ee2b0ed94d
1 changed files with 45 additions and 48 deletions

View File

@ -1,59 +1,56 @@
### ବର୍ଣ୍ଣନା
ଏକ ଲିଟାନି ଏକ ଅଳଙ୍କାର ଅଟେ ଯେଉଁଥିରେ ଏକ ଜିନିଷର ବିଭିନ୍ନ ଉପାଦାନଗୁଡ଼ିକ ଅତ୍ୟନ୍ତ ସମାନ ବକ୍ତବ୍ୟର କ୍ରମରେ ତାଲିକାଭୁକ୍ତ ଅଟେ । ବକ୍ତା ଯାହା କହୁଛନ୍ତି ତାହା ବିସ୍ତୃତ ଏବଂ ବ୍ୟତିକ୍ରମ ବିନା ବୁଝାଯିବା ଉଚିତ୍ ବୋଲି ଏହା ସୂଚାଇବା ପାଇଁ ଏହା ବ୍ୟବହାର କରନ୍ତି ।
ଏକ ଲିଟାନି ଏକ ଅଳଙ୍କାରିକ ବାକ୍ୟାଂଶ ଅଟେ ଯେଉଁଥିରେ ଏକ ଜିନିଷର ବିଭିନ୍ନ ଉପାଦାନଗୁଡ଼ିକ ବହୁ ସମାନ ବକ୍ତବ୍ୟର କ୍ରମରେ ତାଲିକାଭୁକ୍ତ ହୋଇଥାଏ । ବକ୍ତା ଯାହା କହୁଛନ୍ତି ତାହା ବିସ୍ତୃତ ଏବଂ ବ୍ୟତିକ୍ରମ ବିନା ବୁଝିବାରେ ସାହାଯ୍ୟ କରିବାକୁ ଏହା କରନ୍ତି ।
### କାରଣ ଏହା ଏକ ଅନୁବାଦ ସମସ୍ୟା ଅଟେ
### ଏହା ଏକ ଅନୁବାଦିକ ସମସ୍ୟା ଅଟେ କାରଣ
ଅନେକ ଭାଷା ଲିଟାନିଗୁଡ଼ିକୁ ବ୍ୟବହାର କରନ୍ତି ନାହିଁ, ଏବଂ ପାଠକମାନେ ସେଗୁଡ଼ିକ ଦ୍ଵାରା ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ସେମାନେ ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ବକ୍ତା କାହିଁକି ସମାନ ବିଷୟକୁ ବାରମ୍ବାର କହୁଛନ୍ତି ।
ଅନେକ ଭାଷା ଲିଟାନି ବାକ୍ୟାଂଶ ଗୁଡ଼ିକୁ ବ୍ୟବହାର କରେ ନାହିଁ, ତେଣୁ ପାଠକମାନେ ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ବକ୍ତା କାହିଁକି ଗୋଟିଏ ବିଷୟକୁ ବାରମ୍ବାର ବାରମ୍ବାର କହୁଛନ୍ତି ।
### ବାଇବଲରୁ ଉଦାହରଣଗୁଡ଼ିକ
### ବାଇବଲଠାରୁ ଉଦାହରଣ ଗୁଡ଼ିକ
> ଯଦିଓ ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ, ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ଯଦିଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ, ଆମ୍ଭେ ସେହି ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା। ଯଦିଓ, ସେମାନେ କର୍ମିଲର ଶୃଙ୍ଗରେ ଆପଣାମାନଙ୍କୁ ଲୁଚାଇଲେ ଆମ୍ଭେ ସେସ୍ଥାନରୁ ଅନୁସନ୍ଧାନ କରି ସେମାନଙ୍କୁ ଧରି ଆଣିବା, ଯଦିଓ ସେମାନେ ଆମ୍ଭ ଦୃଷ୍ଟିରୁ ସମୁଦ୍ରର ତଳେ ଲୁଚିଲେ, ଆମ୍ଭେ ସେସ୍ଥାନରେ ସର୍ପକୁ ଆଜ୍ଞା କରିବା, ତହିଁରେ ସେ ସେମାନଙ୍କୁ ଦଂଶନ କରିବ। ପୁଣି, ସେମାନେ ଆପଣା ଶତ୍ରୁଗଣ ସମ୍ମୁଖରେ ବନ୍ଦୀତ୍ୱ ସ୍ଥାନକୁ ଗଲେ ହେଁ ଆମ୍ଭେ ସେସ୍ଥାନରେ ଖଡ୍ଗକୁ ଆଜ୍ଞା କରିବା, ଆଉ ତାହା ସେମାନଙ୍କୁ ବଧ କରିବ ଓ ଆମ୍ଭେ ମଙ୍ଗଳ ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ସେମାନଙ୍କ ଉପରେ ଆପଣା ଦୃଷ୍ଟି ରଖିବା।” (ଆମୋଷ : -୪ ULT)
> ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ । ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ ଆମ୍ଭେ ସେହି ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା। ସେମାନେ କର୍ମିଲର ଶୃଙ୍ଗରେ ଆପଣାମାନଙ୍କୁ ଲୁଚାଇଲେ ହେଁ ଆମ୍ଭେ ସେସ୍ଥାନରୁ ଅନୁସନ୍ଧାନ କରି ସେମାନଙ୍କୁ ଧରି ଆଣିବା ସେମାନେ ଆମ୍ଭ ଦୃଷ୍ଟିରୁ ସମୁଦ୍ରର ତଳେ ଲୁଚିଲେ ହେଁ ଆମ୍ଭେ ସେସ୍ଥାନରେ ସର୍ପକୁ ଆଜ୍ଞା କରିବା, ତହିଁରେ ସେ ସେମାନଙ୍କୁ ଦଂଶନ କରିବ। ପୁଣି, ସେମାନେ ଆପଣା ଶତ୍ରୁଗଣ ସମ୍ମୁଖରେ ବନ୍ଦୀତ୍ୱ ସ୍ଥାନକୁ ଗଲେ ହେଁ ଆମ୍ଭେ ସେସ୍ଥାନରେ ଖଡ୍ଗକୁ ଆଜ୍ଞା କରିବା, ଆଉ ତାହା ସେମାନଙ୍କୁ ବଧ କରିବ ଓ ଆମ୍ଭେ ମଙ୍ଗଳ ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ସେମାନଙ୍କ ଉପରେ ଆପଣା ଦୃଷ୍ଟି ରଖିବା।” (ଆମୋଷ 9:2-4 ULT)
ଏହି ବାକ୍ୟାଂଶରେ ଯିହୋବା ଇସ୍ରାଏଲର ଲୋକମାନଙ୍କୁ କହନ୍ତି ଯେ ଯେତେବେଳେ ସେ ସେମାନଙ୍କୁ ଦଣ୍ଡ ଦିଅନ୍ତି, ସେତେବେଳେ ସେମାନଙ୍କ ମଧ୍ୟରୁ କେହି ରକ୍ଷା ପାଇପାରିବେ ନାହିଁ
ଏହି ବାକ୍ୟାଂଶରେ ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କୁ କହୁଛନ୍ତି ଯେ ଯେତେବେଳେ ସେ ସେମାନଙ୍କୁ ଦଣ୍ଡ ଦେବେ ସେତେବଲେ ସେମାନଙ୍କ ମଧ୍ୟରୁ କେହି ରକ୍ଷା ପାଇବେ ନାହିଁ।
> କିନ୍ତୁ ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ଅର୍ଥାତ୍‍, ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଅ ନାହିଁ ଓ ଯିହୁଦା ଲୋକମାନଙ୍କର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କର ନାହିଁ; କିଅବା ସଙ୍କଟ ଦିନରେ ଦର୍ପ କଥା କୁହ ନାହିଁ। ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର-ଦ୍ୱାରରେ ପ୍ରବେଶ କର ନାହିଁ; ହଁ, ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କର କ୍ଳେଶ ପ୍ରତି ତୁମ୍ଭେ ଅନାଅ ନାହିଁ, ଅଥବା ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମ୍ଭେମାନେ ହସ୍ତ ଦିଅ ନାହିଁ। ପୁଣି, ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚୌମୁହାଣି ପଥରେ ଠିଆ ହୁଅ ନାହିଁ ଓ ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କର ନାହିଁ। (ଓବଦୀୟ ୧: ୧୨-୧୪)
> ମାତ୍ର ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ଅର୍ଥାତ୍‍, ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଅ ନାହିଁ ଓ ଯିହୁଦା ଲୋକମାନଙ୍କର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କର ନାହିଁ; କିଅବା ସଙ୍କଟ ଦିନରେ ଦର୍ପ କଥା କୁହ ନାହିଁ। ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର-ଦ୍ୱାରରେ ପ୍ରବେଶ କର ନାହିଁ; ହଁ, ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କର କ୍ଳେଶ ପ୍ରତି ତୁମ୍ଭେ ଅନାଅ ନାହିଁ, ଅଥବା ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମ୍ଭେମାନେ ହସ୍ତ ଦିଅ ନାହିଁ। ପୁଣି, ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚୌମୁହାଣି ପଥରେ ଠିଆ ହୁଅ ନାହିଁ ଓ ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କର ନାହିଁ। (ଓବଦୀୟ 1:1214)
ଏହି ପଦଗୁଡ଼ିକରେ ସଦାପ୍ରଭୁ ଇଦୋମ ଲୋକମାନଙ୍କୁ କହୁଛନ୍ତି ଯେ ବାବିଲୀୟମାନେ ସେମାନଙ୍କୁ ପରାସ୍ତ କରିବାପରେ ସେମାନେ ଯିହୁଦାର ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ ଥିଲା।
### ଅନୁବାଦ କୌଶଳଗୁଡ଼ିକ
ଯଦି ଲିଟାନିକୁ ULT ପରି ବୁଝାଯାଏ, ତେବେ ଲିଟାନିକୁ ସେହିପରି ଅନୁବାଦ କରନ୍ତୁ । ଯଦି ଏହା ବୁଝା ନ ଯାଏ, ତେବେ ନିମ୍ନଲିଖିତ କୌଶଳଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଅଧିକ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।
(1) ବାଇବଲରେ ପ୍ରାୟ ସାଧାରଣ ବାକ୍ୟଗୁଡ଼ିକ ଏକ ଲିଟାନିରେ ଆରମ୍ଭ ହୁଏ କିମ୍ବା ଶେଷରେ ଏକ ସାଧାରଣ ବାକ୍ୟର ଏହାର ଏହାର ସାମଗ୍ରିକ ଅର୍ଥକୁ ସଂକ୍ଷିପ୍ତ ଭାବରେ ପ୍ରକାଶ କରିଥାଏ । ଆପଣ ସେହି ବାକ୍ୟଗୁଡ଼ିକୁ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଦର୍ଶାଏ ଯେ ଏହା ଏକ ସାରାଂଶ ବାକ୍ୟ ଅଟେ ଯାହା ଲିଟାନୀର ଅର୍ଥକୁ ପ୍ରକାଶ କରେ ।
(2) ଆପଣ ଲିଟାନୀର ପ୍ରତ୍ୟେକ ବାକ୍ୟକୁ ଏକ ପୃଥକ ଧାଡିରେ ଉଲ୍ଲେଖ କରିପାରିବେ । ଯଦି ଲିଟାନିଆର ପ୍ରତ୍ୟେକ ବାକ୍ୟର ଦୁଇଟି ଅଂଶ ଥାଏ, ତେବେ ଆପଣ ଲିଟାନିକୁ ଅର୍ଥ ପ୍ରକାଶ କରି ପାରିବେ ଯାହା ଦ୍ବାରା ପ୍ରତ୍ୟେକ ବାକ୍ୟର
ସମାନ ଅର୍ଥ ପ୍ରକାଶ କରାଯାଇ ପାରିବ । ଏହା କିମ୍ବା ଅନ୍ୟ କୌଣସି ପ୍ରକାରର ଆକାରବ୍ୟବହାର କରନ୍ତୁ ଯାହା ଦର୍ଶାଇବ ଯେ ପ୍ରତ୍ୟେକ ବାକ୍ୟ ସମାନ ଅର୍ଥକୁ ପ୍ରକାଶ କରେ ।
(3) ଆପଣ ବାକ୍ୟର ଆରମ୍ଭରେ “ଏବଂ”, “କିନ୍ତୁ”, ଏବଂ “କିମ୍ବା” ପରି ଶବ୍ଦଗୁଡ଼ିକୁ ଅପସାରଣ କରିପାରିବେ ଯାହା ଦ୍ବାରା ଏହା ସ୍ପଷ୍ଟ ହେବ ଯେ ଲିଟାନୀର ଉପାଦାନ ଅଂଶଗୁଡ଼ିକ ଏକ ଧାଡିରେ ତାଲିକାଭୁକ୍ତ ହୋଇଅଛି ।
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳଗୁଡ଼ିକର କେତେକ ଉଦାହରଣ
(1) ଓ (3) ସଂଯୋଗ କରି:
ବାଇବଲରେ ପ୍ରାୟ ସାଧାରଣ ବାକ୍ୟଗୁଡ଼ିକ ଏକ ଲିଟାନିରେ ଆରମ୍ଭ ହୁଏ କିମ୍ବା ଶେଷରେ ଏକ ସାଧାରଣ ବାକ୍ୟର ଏହାର ଏହାର ସାମଗ୍ରିକ ଅର୍ଥକୁ ସଂକ୍ଷିପ୍ତ ଭାବରେ ପ୍ରକାଶ କରିଥାଏ । ଆପଣ ସେହି ବାକ୍ୟଗୁଡ଼ିକୁ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଦର୍ଶାଏ ଯେ ଏହା ଏକ ସାରାଂଶ ବାକ୍ୟ ଅଟେ ଯାହା ଲିଟାନୀର ଅର୍ଥକୁ ପ୍ରକାଶ କରେ ।
ଆପଣ ବାକ୍ୟର ଆରମ୍ଭରେ “ଏବଂ”, “କିନ୍ତୁ”, ଏବଂ “କିମ୍ବା” ପରି ଶବ୍ଦଗୁଡ଼ିକୁ ଅପସାରଣ କରିପାରିବେ ଯାହା ଦ୍ବାରା ଏହା ସ୍ପଷ୍ଟ ହେବ ଯେ ଲିଟାନୀର ଉପାଦାନ ଅଂଶଗୁଡ଼ିକ ଏକ ଧାଡିରେ ତାଲିକାଭୁକ୍ତ ହୋଇଅଛି ।
>> ଯେଉଁ ଦିନ ଅପରିଚିତ ଲୋକମାନେ ଇସ୍ରାଏଲର ସମ୍ପତ୍ତି ବୋହି ନେଇଗଲେ ସେହିଦିନ ତୁମ୍ଭେ କିଛି କଲ ନାହିଁ । ସେମାନେ ଜିହୁଦାର ସକଳ ନଗରକୁ ଅଧିକାର କଲେ ଓ ଯିରୂଶାଲମକୁ ଲୁଣ୍ଟନ କଲେ । ସେଦିନ ତୁମ୍ଭେ ତ ବିଦେଶୀମାନଙ୍କ ପରି ହୋଇଥିଲ କାରଣ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବାକୁ କିଛି କଲ ନାହିଁ:
>
> ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ଅର୍ଥାତ୍‍, ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଇବା ଉଚିତ ନ ଥିଲା । ତୁମ୍ଭେ ଯିହୁଦାର ସନ୍ତାନମାନଙ୍କର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କରିବା ଉଚିତ ଣ ଥିଲା । ତୁମ୍ଭେ ସଙ୍କଟ ଦିନରେ ଦର୍ପ କଥା କହିବା ଉଚିତ୍ ନ ଥିଲା। ତୁମ୍ଭେ ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର-ଦ୍ୱାରରେ ପ୍ରବେଶ କରିବା ଉଚିତ୍ ନ ଥିଲା । ହଁ, ତାହାର ବିପତ୍ତି ଦିନରେ ତାହାର କ୍ଳେଶ ପ୍ରତି ତୁମ୍ଭେ ଦେଖିବା ଉଚିତ୍ ନ ଥିଲା । ତାହାର ବିପତ୍ତି ଦିନରେ ତାହାର ସମ୍ପତ୍ତିରେ ତୁମ୍ଭେ ସ୍ତ୍ରୀମାନେ ହସ୍ତ ଦେବା ଉଚିତ୍ ନ ଥିଲା। ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚୌମୁହାଣି ପଥରେ ଠିଆ ହେବା ଉଚିତ୍ ନ ଥିଲା । ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ସମର୍ପଣ କରିବା ଉଚିତ୍ ନ ଥିଲା। (ଓବଦୀୟ 1:11-14)
ଉପରୋକ୍ତ ବାକ୍ୟାଂଶ, ପଦ 12-14 ରେ ଉଲ୍ଲେଖ ଥିବା ଲିଟାନି ପାଇଁ ପଦ 11 ସାରାଂଶ ଏବଂ ଅର୍ଥ ପ୍ରଦାନ କରେ ।
(1) ଏବଂ (2) ସଂଯୋଗ କରି:
ବାଇବଲରେ ପ୍ରାୟ ସାଧାରଣ ବାକ୍ୟଗୁଡ଼ିକ ଏକ ଲିଟାନିରେ ଆରମ୍ଭ ହୁଏ କିମ୍ବା ଶେଷରେ ଏକ ସାଧାରଣ ବାକ୍ୟର ଏହାର ଏହାର ସାମଗ୍ରିକ ଅର୍ଥକୁ ସଂକ୍ଷିପ୍ତ ଭାବରେ ପ୍ରକାଶ କରିଥାଏ । ଆପଣ ସେହି ବାକ୍ୟଗୁଡ଼ିକୁ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଦର୍ଶାଏ ଯେ ଏହା ଏକ ସାରାଂଶ ବାକ୍ୟ ଅଟେ ଯାହା ଲିଟାନୀର ଅର୍ଥକୁ ପ୍ରକାଶ କରେ ।
ଆପଣ ଲିଟାନୀର ପ୍ରତ୍ୟେକ ବାକ୍ୟକୁ ଏକ ପୃଥକ ଧାଡିରେ ଉଲ୍ଲେଖ କରିପାରିବେ । ଯଦି ଲିଟାନିଆର ପ୍ରତ୍ୟେକ ବାକ୍ୟର ଦୁଇଟି ଅଂଶ ଥାଏ, ତେବେ ଆପଣ ଲିଟାନିର ଅର୍ଥ ପ୍ରକାଶ କରି ପାରିବେ ଯାହା ଦ୍ବାରା ପ୍ରତ୍ୟେକ ବାକ୍ୟର ଅର୍ଥ ସାମନ ରହିବ ।
ଏହି ବାକ୍ୟାଂଶରେ ଯିହୋବା ଇଦୋମର ଲୋକମାନଙ୍କୁ କହୁଛନ୍ତି ଯେ ବାବିଲୀୟମାନେ ପରାସ୍ତ ହେବାପରେ ସେମାନେ ଯିହୁଦାର ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ ।
>> ସେମାନଙ୍କ ମଧ୍ୟରୁ ଏକ ଜଣ ହିଁ ପଳାଇ ପାରିବ ନାହିଁ ଓ ସେମାନଙ୍କର ଏକ ଜଣ ହିଁ ରକ୍ଷା ପାଇବ ନାହିଁ:
>
> ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ ହେଁ, ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ । ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ ହେଁ, ଆମ୍ଭେ ସେସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା।
ସେମାନେ କର୍ମିଲର ଶୃଙ୍ଗରେ ଆପଣାମାନଙ୍କୁ ଲୁଚାଇଲେ ହେଁ, ଆମ୍ଭେ ସେସ୍ଥାନରୁ ଅନୁସନ୍ଧାନ କରି ସେମାନଙ୍କୁ ଧରି ଆଣିବା ।
ସେମାନେ ଆମ୍ଭ ଦୃଷ୍ଟିରୁ ସମୁଦ୍ରର ତଳେ ଲୁଚିଲେ ହେଁ, ଆମ୍ଭେ ସେସ୍ଥାନରେ ସର୍ପକୁ ଆଜ୍ଞା କରିବା, ତହିଁରେ ସେ ସେମାନଙ୍କୁ ଦଂଶନ କରିବ।
ସେମାନେ ଆପଣା ଶତ୍ରୁଗଣ ସମ୍ମୁଖରେ ବନ୍ଦୀତ୍ଵ ସ୍ଥାନକୁ ଗଲେ ହେଁ, ଆମ୍ଭେ ସେସ୍ଥାନରେ ଖଡ଼୍‍ଗକୁ ଆଜ୍ଞା କରିବା, ଆଉ ତାହା ସେମାନଙ୍କୁ ବଧ କରିବ । (ଆମୋଷ 9:1b4 ULT)
### ଅନୁବାଦ କୌଶଳଗୁଡ଼ିକ
ଯଦି ଲିଟାନି ULT ପରି ବୁଝାଯାଏ, ତେବେ ଲିଟାନିକୁ ଅନୁବାଦ କରନ୍ତୁ । ଯଦି ଏହା ବୁଝାପଡେ ନାହିଁ, ତେବେ ନିମ୍ନଲିଖିତ କୌଶଳଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଅଧିକ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।
(1) ବାଇବଲରେ ପ୍ରାୟତଃ ଏକ ଲିଟାନୀର ଆରମ୍ଭ କିମ୍ବା ଶେଷରେ ଏକ ସାଧାରଣ ବକ୍ତବ୍ୟ ଥାଏ ଯାହା ଏହାର ସାମଗ୍ରିକ ଅର୍ଥକୁ ସଂକ୍ଷିପ୍ତ କରି ପ୍ରକାଶ କରେ । ଆପଣ ସେହି ବାକ୍ୟାକୁ ଏକ ଉପାୟରେ ଗଠନ କରିପାରିବେ ଯାହା ଦର୍ଶାଇବ ଯେ ଏହା ଏକ ସାରାଂଶ ବାକ୍ୟ ଅଟେ ଯାହା ଲିଟାନୀର ଅର୍ଥ ପ୍ରଦାନ କରେ ।
(2) ଆପଣ ଲିଟାନୀର ପ୍ରତ୍ୟେକ ବାକ୍ୟକୁ ଏକ ପୃଥକ ଧାଡିରେ ଉଲ୍ଲେଖ କରିପାରିବେ । ଆହୁରି ମଧ୍ୟ, ଯଦି ଲିଟାନିର ପ୍ରତ୍ୟେକ ବାକ୍ୟର ଦୁଇଟି ଅଂଶ ଅଛି, ତେବେ ଆପଣ ଲିଟାନିକୁ ବିଲୋପ କରିପାରିବେ ଯାହା ଦ୍ଵାରା ପ୍ରତ୍ୟେକ ବାକ୍ୟର ସମାନ ଅଂଶ ଉଲ୍ଲେଖ କରାଯାଇ ପାରିବ । ଏହାକୁ କିମ୍ବା ଅନ୍ୟ କୌଣସିଣସି ପ୍ରକାରର ଗଠନ ବ୍ୟବହାର କରନ୍ତୁ ଯାହା ଦର୍ଶାଇବ ଯେ ପ୍ରତ୍ୟେକ ବାକ୍ୟ ସମାନ ଅର୍ଥକୁ ଦୃଢ଼ କରେ ।
(3) ବାକ୍ୟର ଆରମ୍ଭରେ “ଏବଂ”, “କିନ୍ତୁ,” ଏବଂ “କିମ୍ବା” ପରି ଶବ୍ଦଗୁଡ଼ିକୁ ଆପଣ ଅପସାରଣ କରିପାରିବେ ଯାହା ଦ୍ଵାରା ଏହା ଲିଟାନିର ଉପାଦାନଗୁଡ଼ିକ ଏକ ଧାଡିରେ ତାଲିକାଭୁକ୍ତ ହୋଇଅଛି ବୋଲି ଏହା ସ୍ପଷ୍ଟ ହେବ ।
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳଗୁଡ଼ିକ
(1) ମିଶ୍ରଣ କରନ୍ତୁ (3):
ବାଇବଲରେ ପ୍ରାୟତଃ ଏକ ଲିଟାନୀର ଆରମ୍ଭ କିମ୍ବା ଶେଷରେ ଏକ ସାଧାରଣ ବକ୍ତବ୍ୟ ଥାଏ ଯାହା ଏହାର ସାମଗ୍ରିକ ଅର୍ଥକୁ ସଂକ୍ଷିପ୍ତ କରି ପ୍ରକାଶ କରେ । ଆପଣ ସେହି ବାକ୍ୟାକୁ ଏକ ଉପାୟରେ ଗଠନ କରିପାରିବେ ଯାହା ଦର୍ଶାଇବ ଯେ ଏହା ଏକ ସାରାଂଶ ବାକ୍ୟ ଅଟେ ଯାହା ଲିଟାନୀର ଅର୍ଥ ପ୍ରଦାନ କରେ ।
ବାକ୍ୟର ଆରମ୍ଭରେ “ଏବଂ”, “କିନ୍ତୁ,” ଏବଂ “କିମ୍ବା” ପରି ଶବ୍ଦଗୁଡ଼ିକୁ ଆପଣ ଅପସାରଣ କରିପାରିବେ ଯାହା ଦ୍ଵାରା ଏହା ଲିଟାନିର ଉପାଦାନଗୁଡ଼ିକ ଏକ ଧାଡିରେ ତାଲିକାଭୁକ୍ତ ହୋଇଅଛି ବୋଲି ଏହା ସ୍ପଷ୍ଟ ହେବ ।
>> ଯେବେ ଅଜ୍ଞାତ ଲୋକମାନେ ଇସ୍ରାଏଲୀୟମାଙ୍କର ସମ୍ପତ୍ତି ନେଲେ, ସେତେବେଳେ ତୁମ୍ଭେ ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କଲ ନାହିଁ। ସେମାନେ ଯିହୁଦାର ସମସ୍ତ ନଗରକୁ ପରାସ୍ତ କଲେ ଏବଂ ଯିରୂଶାଲମକୁ ଲୁଣ୍ଠନ କଲେ। ଏବଂ ତୁମ୍ଭେ ସେହି ବିଦେଶୀମାନଙ୍କ ପରି ମନ୍ଦ ଥିଲ, କାରଣ ତୁମ୍ଭେ ସାହାଯ୍ୟ କରିବାକୁ କିଛି କଲନାହଁ:
>
> ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ତାହାର ଦୁର୍ଦ୍ଦଶା ଦିନ ପ୍ରତି ନ ଅନାଇବାର ଥିଲା । ଯିହୁଦା ସନ୍ତାନମାନଙ୍କର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କରିବାର ନ ଥିଲା । ତୁମ୍ଭେ ସଙ୍କଟ ଦିନରେ ଦର୍ପ କଥା କହିବାର ନ ଥିଲା । ତୁମ୍ଭେ ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର-ଦ୍ୱାରରେ ପ୍ରବେଶ କରିବାର ନ ଥିଲା । ହଁ, ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କର କ୍ଳେଶ ପ୍ରତି ତୁମ୍ଭେ ଦେଖିବାର ନ ଥିଲା । ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମ୍ଭେ ସ୍ତ୍ରୀଗଣ ହସ୍ତ ଦେବାର ନ ଥିଲା । ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚୌମୁହାଣି ପଥରେ ଠିଆ ହେବାର ନ ଥିଲା । ତୁମ୍ଭେ ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବାର ନ ଥିଲା । (ଓବଦୀୟ ୧: ୧୨-୧୪)
ଉପରୋକ୍ତ ଉଦାହରଣରେ, ପଦ ୧୧-୧୪ ଲିଟାନିର ସାରାଂଶ ଏବଂ ଅର୍ଥ ପ୍ରଦାନ କରେ ।
(1) ମିଶ୍ରଣ କରନ୍ତୁ (2):
ବାଇବଲରେ ପ୍ରାୟତଃ ଏକ ଲିଟାନୀର ଆରମ୍ଭ କିମ୍ବା ଶେଷରେ ଏକ ସାଧାରଣ ବକ୍ତବ୍ୟ ଥାଏ ଯାହା ଏହାର ସାମଗ୍ରିକ ଅର୍ଥକୁ ସଂକ୍ଷିପ୍ତ କରି ପ୍ରକାଶ କରେ । ଆପଣ ସେହି ବାକ୍ୟାକୁ ଏକ ଉପାୟରେ ଗଠନ କରିପାରିବେ ଯାହା ଦର୍ଶାଇବ ଯେ ଏହା ଏକ ସାରାଂଶ ବାକ୍ୟ ଅଟେ ଯାହା ଲିଟାନୀର ଅର୍ଥ ପ୍ରଦାନ କରେ ।
ଆପଣ ଲିଟାନୀର ପ୍ରତ୍ୟେକ ବାକ୍ୟକୁ ଏକ ପୃଥକ ଧାଡିରେ ଉଲ୍ଲେଖ କରିପାରିବେ । ଆହୁରି ମଧ୍ୟ, ଯଦି ଲିଟାନିର ପ୍ରତ୍ୟେକ ବାକ୍ୟର ଦୁଇଟି ଅଂଶ ଅଛି, ତେବେ ଆପଣ ଲିଟାନିକୁ ବିଲୋପ କରିପାରିବେ ଯାହା ଦ୍ଵାରା ପ୍ରତ୍ୟେକ ବାକ୍ୟର ସମାନ ଅଂଶ ଉଲ୍ଲେଖ କରାଯାଇ ପାରିବ । ଏହାକୁ କିମ୍ବା ଅନ୍ୟ କୌଣସିଣସି ପ୍ରକାରର ଗଠନ ବ୍ୟବହାର କରନ୍ତୁ ଯାହା ଦର୍ଶାଇବ ଯେ ପ୍ରତ୍ୟେକ ବାକ୍ୟ ସମାନ ଅର୍ଥକୁ ଦୃଢ଼ କରେ ।
>> ସେମାନଙ୍କର ଏକ ଜଣ ହିଁ ରକ୍ଷା ପାଇବ ନାହିଁ।:
>
> ଯଦିଓ ସେମାନେ ଖୋଳି ପାତାଳ ପର୍ଯ୍ୟନ୍ତ ଗଲେ, ସେଠାରୁ ଆମ୍ଭର ହସ୍ତ ସେମାନଙ୍କୁ ଧରି ଆଣିବ ।
ଯଦିଓ ସେମାନେ ଆକାଶ ପର୍ଯ୍ୟନ୍ତ ଉଠିଲେ, ଆମ୍ଭେ ସେହି ସ୍ଥାନରୁ ସେମାନଙ୍କୁ ତଳକୁ ଆଣିବା। ଯଦିଓ, ସେମାନେ କର୍ମିଲର ଶୃଙ୍ଗରେ ଆପଣାମାନଙ୍କୁ ଲୁଚାଇଲେ, ଆମ୍ଭେ ସେସ୍ଥାନରୁ ଅନୁସନ୍ଧାନ କରି ସେମାନଙ୍କୁ ଧରି ଆଣିବା
ଯଦିଓ ସେମାନେ ଆମ୍ଭ ଦୃଷ୍ଟିରୁ ସମୁଦ୍ରର ତଳେ ଲୁଚିଲେ, ଆମ୍ଭେ ସେସ୍ଥାନରେ ସର୍ପକୁ ଆଜ୍ଞା କରିବା, ତହିଁରେ ସେ ସେମାନଙ୍କୁ ଦଂଶନ କରିବ।
ସେମାନେ ଆପଣା ଶତ୍ରୁଗଣ ସମ୍ମୁଖରେ ବନ୍ଦୀତ୍ୱ ସ୍ଥାନକୁ ଗଲେ ହେଁ ଆମ୍ଭେ ସେସ୍ଥାନରେ ଖଡ୍ଗକୁ ଆଜ୍ଞା କରିବା, ଆଉ ତାହା ସେମାନଙ୍କୁ ବଧ କରିବ। (ଆମୋଷ ୯:୧କ–୪ ULT)
ଉପରୋକ୍ତ ଉଦାହରଣରେ, ଲିଟାନି ପୂର୍ବରୁ ବାକ୍ୟ ଏହାର ସାମଗ୍ରିକ ଅର୍ଥକୁ ବ୍ୟାଖ୍ୟା କରେ । ସେହି ବାକ୍ୟକୁ ଏକ ପରିଚୟ ଭାବରେ ସ୍ଥାନିତ କରାଯାଇପାରେ । ପ୍ରତ୍ୟେକ ବାକ୍ୟର ଦ୍ୱିତୀୟାର୍ଦ୍ଧ ଉପର ପରି ଏକ ଅବତରଣ କରୁଥିବା ଗଠନରେ ଗଠନ କରାଯାଇପାରେ, କିମ୍ବା ପ୍ରତ୍ୟେକ ବାକ୍ୟର ପ୍ରଥମାର୍ଦ୍ଧ ପରି ସମାନ ଭାବରେ ଧାଡି ଭାବରେ ଉଲ୍ଲେଖ କରାଯାଇପାରେ, କିମ୍ବା ଅନ୍ୟ ଉପାୟରେ ଉଲ୍ଲେଖ କରାଯାଇପାରେ । ଯେକୌଣସି ଗଠନକୁ ବ୍ୟବହାର କରନ୍ତୁ ଯାହା ସର୍ବୋତ୍ତମ ହେବ ଏବଂ ଏହି ସମସ୍ତ ବାକ୍ୟଗୁଡ଼ିକ ସମାନ ସତ୍ୟକୁ ପ୍ରକାଶ କରେ ଯାହା ଈଶ୍ଵରଙ୍କଠାରୁ ରକ୍ଷା ନ ପାଇବାକୁ ବୁଝାଏ ।
ଉପରୋକ୍ତ ବାକ୍ୟରେ, ଲିଟାନି ପୂର୍ବରୁ ବାକ୍ୟ ଏହାର ସାମଗ୍ରିକ ଅର୍ଥକୁ ବ୍ୟାଖ୍ୟା କରେ । ସେହି ବାକ୍ୟକୁ ଏକ ପରିଚୟ ଭାବରେ ଉଲ୍ଲେଖ କରାଯାଇପାରେ । ପ୍ରତ୍ୟେକ ବାକ୍ୟର ଦ୍ୱିତୀୟାର୍ଦ୍ଧ ଉପର ପରି ଏକ ଅବତରଣ କରୁଥିବା ଉପାୟରେ କିମ୍ବା ପ୍ରତ୍ୟେକ ବାକ୍ୟର ପ୍ରଥମାର୍ଦ୍ଧ ପରି ସମାନ ଭାବରେ ଧାଡି ଭାବରେ, କିମ୍ବା ଅନ୍ୟ ଉପାୟରେ ଉଲ୍ଲେଖ କରାଯାଇପାରେ । ଏହି ସମସ୍ତ ବାକ୍ୟଗୁଡ଼ିକ ସମାନ ସତ୍ୟକୁ ପ୍ରକାଶ କରେ, ଯେ ଈଶ୍ବରଙ୍କଠାରୁ ରକ୍ଷା ପାଇବା ସମ୍ଭବ ନୁହେଁ ।