Edit 'translate/figs-metaphor/01.md' using 'tc-create-app'

This commit is contained in:
manash12d 2020-10-27 21:32:45 +00:00
parent 8be29d8460
commit d5e09e2c4f
1 changed files with 9 additions and 6 deletions

View File

@ -11,21 +11,24 @@
ଏକ ଉପମାର ତିନିଟି ଅଂଶ ଅଛି ବୋଲି ଉପରେ ଦିଆଯାଇଥିବା ଉଦାହରଣ ଆମ୍ଭମାନଙ୍କୁ ଦର୍ଶାଏ। ଏହି ଉପମାରେ, "ମୁଁ ଯେଉଁ ଝିଅକୁ ପ୍ରେମ କରେ" ଏହି ବିଷୟରେ ବକ୍ତା କହୁଛନ୍ତି। ଏହା ହିଁ **ଆଲୋଚନା** ଅଟେ। ଝିଅ ଏବଂ "ନାଲି ଗୋଲାପ" ମଧ୍ୟରେ କ'ଣ ସମାନତା ଅଛି ସେ ବିଷୟରେ ଶ୍ରୋତାମାନେ ଚିନ୍ତା କରନ୍ତୁ ବୋଲି ବକ୍ତା ଚାହାଁନ୍ତି। ନାଲି ଗୋଲାପ ଏକ **ପ୍ରତିଛବି** ଅଟେ ଯେଉଁଥିରେ ସେ ଝିଅ ସହିତ ତୁଳନା କରନ୍ତି। ସର୍ବାଧିକ ସମ୍ଭବତଃ, ସେ ଉଭୟକୁ ଶ୍ରୋତାମାନେ ସୁନ୍ଦର ମନେ କରନ୍ତୁ ବୋଲି ଚାଁହାନ୍ତି। ଏହି ହେଉଛି **ଉଦ୍ଦେଶ୍ୟ** ସେ ଝିଅ ଏବଂ ଗୋଲାପ ଉଭୟ ଅଂଶଗ୍ରହଣ କରିଛନ୍ତି, ଏବଂ ଏଣୁ ଆମ୍ଭେମାନେ **ଅଭିପ୍ରାୟର ତୁଳନା** ବୋଲି ମଧ୍ୟ କହିପାରିବା।
ପ୍ରତ୍ୟେକ ଉପମାର ତିନିଟି ଭାଗ ଅଛି:
* **ଆଲୋଚନା**, ଲେଖକ/ବକ୍ତା ଦ୍ଵାରା ଅଭିଲମ୍ଭେ ଆଲୋଚାନ କରା ଯାଇଥିବା ସ୍ୱତନ୍ତ୍ର ସମ୍ବାଦ।
* **ଆଲୋଚନା**, ଲେଖକ/ବକ୍ତା ଦ୍ଵାରା ଅଭିଲମ୍ଭେ ଆଲୋଚାନ କରା ଯାଇଥିବା ସ୍ୱତନ୍ତ୍ର ସମ୍ବାଦ।
* **ପ୍ରତିଛବି**, ଭୌତିକ ବସ୍ତୁ (ବସ୍ତୁ, ଘଟଣା, କାର୍ଯ୍ୟ, ଇତ୍ୟାଦି) ଯାହା ଆଲୋଚନା ବିଷୟରେ ବର୍ଣ୍ଣନା କରିବାକୁ ବକ୍ତା ବ୍ୟବହାର କରନ୍ତି।
* **ପ୍ରତିଛବି**, ଭୌତିକ ବସ୍ତୁ (ବସ୍ତୁ, ଘଟଣା, କାର୍ଯ୍ୟ, ଇତ୍ୟାଦି) ଯାହା ଆଲୋଚନା ବିଷୟରେ ବର୍ଣ୍ଣନା କରିବାକୁ ବକ୍ତା ବ୍ୟବହାର କରନ୍ତି।
* **ଉଦ୍ଦେଶ୍ୟ**, ବିସ୍ତୃତ ଅବଧାରଣା ବା ଗୁଣବତ୍ତା ଯାହା ଶାରୀରିକ **ପ୍ରତିଛବି* ଶ୍ରୋତାମାନଙ୍କ ମନକୁ ଆଣିଥାଏ ଯେତେବେଳେ ସେ ଭାବନ୍ତି ଯେ **ପ୍ରତିଛବି** ଏବଂ **ଆଲୋଚନା** କିପରି ସମାନ। ଅଧିକାଂଶ ସମୟରେ, ଉପମାର **ଉଦ୍ଦେଶ୍ୟ** ବାଇବଲରେ ସ୍ପଷ୍ଟ ରୂପେ ଦେଖାଯାଇ ନାହି, କିନ୍ତୁ ଏହା କେବଳ ପ୍ରସଙ୍ଗରୁ ସୂଚିତ। ସାଧାରଣତ ଶ୍ରୋତା କିମ୍ବା ପାଠକ ନିଜେ ଚିନ୍ତା କରିବା ଆବଶ୍ୟକ।
ଏହି ଭାବପ୍ରକାଶର ଭଙ୍ଗୀ ଗୁଡ଼ିକୁ ବ୍ୟବହାର କରି, ଆମ୍ଭେମାନେ କହିପାରିବା ଯେ ଉପମା ଗୋଟିଏ ଅଳଙ୍କାରିକ ଶବ୍ଦ ଅଟେ ଯାହା ବକ୍ତାର **ଆଲୋଚନା** ଏକ ବିସ୍ତୃତ **ଉଦ୍ଦେଶ୍ୟ** ବ୍ୟବହାର କରିବା ପାଇଁ ଏକ ଭୌତିକ **ପ୍ରତିଛବି** ବ୍ୟବହାର କରେ।
ଏହି ଭାବପ୍ରକାଶର ଭଙ୍ଗୀ ଗୁଡ଼ିକୁ ବ୍ୟବହାର କରି, ଆମ୍ଭେମାନେ କହିପାରିବା ଯେ ଉପମା ଗୋଟିଏ ଅଳଙ୍କାରିକ ଶବ୍ଦ ଅଟେ ଯାହା ବକ୍ତାର **ଆଲୋଚନା** ଏକ ବିସ୍ତୃତ **ଉଦ୍ଦେଶ୍ୟ** ବ୍ୟବହାର କରିବା ପାଇଁ ଏକ ଭୌତିକ **ପ୍ରତିଛବି** ବ୍ୟବହାର କରନ୍ତି।
ସାଧାରଣତ, ଜଣେ ଲେଖକ କି ବକ୍ତା **ଆଲୋଚନା** ବିଷୟରେ ପ୍ରକାଶ କରିବାକୁ ଉପମାରେ କିଛି ବ୍ୟବହାର କରନ୍ତି, ସହ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଅତି କମରେ ଏକ **ଅଭିପ୍ରାୟର ତୁଳନା* (**ଉଦ୍ଦେଶ୍ୟ**) । ବିଷୟରେ କିଛି ପ୍ରକାଶ କରିବାକୁ ଏକ ରୂପାୟନ ବ୍ୟବହାର କରନ୍ତି | * ପ୍ରତିଛବି ** ପ୍ରାୟତ met ରୂପାନ୍ତରରେ, ** ବିଷୟ ** ଏବଂ ** ପ୍ରତିଛବି ** ସ୍ପଷ୍ଟ ଭାବରେ ଦର୍ଶାଯାଇଥାଏ, କିନ୍ତୁ ** ଆଇଡିଆ ** କେବଳ ସୂଚିତ | ଲେଖକ / ବକ୍ତା ପ୍ରାୟତ the ପାଠକ / ଶ୍ରୋତାମାନଙ୍କୁ ** ବିଷୟ ** ଏବଂ ** ପ୍ରତିଛବି ** ମଧ୍ୟରେ ଥିବା ସମାନତା ବିଷୟରେ ଚିନ୍ତା କରିବାକୁ ତଥା ନିଜ ପାଇଁ ** ଆଇଡିଆ ** ଜାଣିବା ପାଇଁ ଆମନ୍ତ୍ରଣ କରିବା ପାଇଁ ଏକ ରୂପାୟନ ବ୍ୟବହାର କରନ୍ତି | ଯୋଗାଯୋଗ
ସାଧାରଣତ, ଜଣେ ଲେଖକ କି ବକ୍ତା **ଆଲୋଚନା** ବିଷୟରେ ପ୍ରକାଶ କରିବାକୁ ଉପମାରେ କିଛି ବ୍ୟବହାର କରନ୍ତି, ସହ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଅତି କମରେ ଏକ **ଅଭିପ୍ରାୟର ତୁଳନା* (**ଉଦ୍ଦେଶ୍ୟ**) । ଅଧିକାଂଶ ସମୟରେ ବିଷୟରେ ଉପମାରେ, **ଆଲୋଚନା** ଏବଂ **ପ୍ରତିଛବି** ସୁସ୍ପଷ୍ଟ ରୂପରେ ଦର୍ଶାଯାଇଥାଏ, କିନ୍ତୁ କେବଳ **ଉଦ୍ଦେଶ୍ୟ**ସୂଚିତ କରାଯାଏ। ଲେଖକ/ବକ୍ତା ପ୍ରାୟତ ପାଠକ/ଶ୍ରୋତାମାନଙ୍କୁ **ଆଲୋଚନା** ଏବଂ **ପ୍ରତିଛବି** ମଧ୍ୟରେ ଥିବା ସମାନତା ବିଷୟରେ ଚିନ୍ତା କରିବାକୁ ଏବଂ ଯାହା ଯୋଗାଯୋଗ କରାଯାଇଅଛି ସେହି **ଉଦ୍ଦେଶ୍ୟ**ର ତର୍କ ସାହାଯ୍ୟରେ ସେମାନେ ନିଜ ପାଇଁ ଫଳ ପ୍ରକାଶ କରନ୍ତୁ ବୋଲି ଆମନ୍ତ୍ରଣ କରନ୍ତି।
ବକ୍ତାମାନେ ଅଧିକାଂଶ ସମୟରେ ଆପଣା ସମ୍ବାଦକୁ ଶକ୍ତଶାଳୀ, ଆପଣା ଭାଷାକୁ ଅଧିକ ଜୀବନ୍ତ, ଆପଣା ଭାବକୁକୁ ଅଧିକ ଭଲଭାବରେ ପ୍ରକାଶ କରିବା ପାଇଁ, ଭିନ୍ନ ମାଧ୍ୟମରେ ପ୍ରକାଶ କରିବାକୁ କଠିନ ଥିବା ବିଷୟକୁ କହିବା ପାଇଁ କିମ୍ବା ଆପଣା ସମ୍ବାଦକୁ ସ୍ମରଣଯୋଗ୍ୟ କରାଇବା ପାଇଁ ରୂପକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି।
#### ବିଭିନ୍ନ ପ୍ରକାର ରୂପକ ଶବ୍ଦଗୁଡ଼ିକ