Edit 'translate/translate-blessing/01.md' using 'tc-create-app'

This commit is contained in:
manash12d 2024-04-30 06:12:39 +00:00
parent 2d72fc3041
commit be2589acfa
1 changed files with 5 additions and 5 deletions

View File

@ -20,7 +20,7 @@
ସେହିପରି, ନୂତନ ନିୟମରେ ପତ୍ରଗୁଡ଼ିକର ଲେଖକମାନେ ସେମାନଙ୍କ ପତ୍ରର ଆରମ୍ଭରେ ଏବଂ ଶେଷରେ ଆଶୀର୍ବାଦ ଲେଖିଥିଲେ। ପାଉଲଙ୍କ ତୀମଥିଙ୍କୁ ଦ୍ୱିତୀୟ ପତ୍ରର ଆରମ୍ଭ ଏବଂ ଶେଷରେ ଏଠାରେ ଉଦାହରଣ ଅଛି:
> ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ( ତୀମଥି 1:2 ULT) ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। ( ତୀମଥି 4:22 ULT)
> ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ। (ଦ୍ଵିତୀୟ ତୀମଥି 1:2 ULT) ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। (ଦ୍ଵିତୀୟ ତୀମଥି 4:22 ULT)
### ଅନୁବାଦ କୌଶଳ
@ -36,17 +36,17 @@
(1) ଯଦି ଆପଣଙ୍କ ଭାଷାରେ ଏହା ସ୍ୱାଭାବିକ ଅଟେ ତେବେ ଏକ କ୍ରିୟା ଯୋଗ କରନ୍ତୁ।
> ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। ( ତୀମଥି 4:22, ଗ୍ରୀକ୍ ଭାଷାର ଆକ୍ଷରିକ ରୂପ)
> ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। (ଦ୍ଵିତୀୟ ତୀମଥି 4:22, ଗ୍ରୀକ୍ ଭାଷାର ଆକ୍ଷରିକ ରୂପ)
ଏହି ପଦର ଗ୍ରୀକ୍ ଭାଷାରେ କୌଣସି କ୍ରିୟା ‘ହେଉନ୍ତୁ’ ନାହିଁ। ତଥାପି, ଇଂରାଜୀରେ ଆଶୀର୍ବାଦରେ, ଏକ କ୍ରିୟା ବ୍ୟବହାର କରିବା ସ୍ୱାଭାବିକ ଅଟେ। ପ୍ରମେଶ୍ଵରଙ୍କଠାରୁ ଆସିଥିବା ‘ଅନୁଗ୍ରହ’ ଗ୍ରୀକ୍ ଭାଷାରେ ସୂଚିତ ହୋଇଛି।
ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ **ହେଉନ୍ତୁ**। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ **ବର୍ତ୍ତୁ**। ( ତୀମଥି 4:22 ULT)
ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ **ହେଉନ୍ତୁ**। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ **ବର୍ତ୍ତୁ**। (ଦ୍ଵିତୀୟ ତୀମଥି 4:22 ULT)
(2) ଯଦି ଆପଣାଙ୍କ ଭାଷାରେ ଏହା ସ୍ୱାଭାବିକ ତେବେ ପରମେଶ୍ଵରଙ୍କୁ ଆଶୀର୍ବାଦର ବିଷୟ ଭାବରେ ଉଲ୍ଲେଖ କର।
ଯଦି ଲୋକମାନେ ଆପଣଙ୍କ ଭାଷାରେ ପରମେଶ୍ଵରଙ୍କୁ ସୂଚାଇବା ପାଇଁ ଏକ ଆଶୀର୍ବାଦ ଆଶା କରନ୍ତି, ତେବେ ଆପଣଙ୍କୁ ବିଷୟ ବା ଆଶୀର୍ବାଦର ଉତ୍ସ ଭାବରେ ‘ପରମେଶ୍ଵର’ଙ୍କୁ କର୍ତ୍ତା ଭାବରେ ପ୍ରଦାନ କରିବାକୁ ଆବଶ୍ୟକ। ଗ୍ରୀକ୍ ଏବଂ ଏବ୍ରୀ ଭାଷାରେ, ସାଧାରଣତ ପରମେଶ୍ଵର ଆଶୀର୍ବାଦରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହାଁନ୍ତି, କିନ୍ତୁ ଏହା ସୂଚିତ ହୋଇଛି ଯେ ସମ୍ବୋଧିତ ବ୍ୟକ୍ତିଙ୍କ ପ୍ରତି ଦୟା ଦେଖାଇବା ପାଇଁ ପରମେଶ୍ଵର ହିଁ କାର୍ଯ୍ୟ କରନ୍ତି।
> ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ପ୍ରଭୁଙ୍କ ଅନୁଗ୍ରହ ବର୍ତ୍ତୁ। ( ତୀମଥି 4:22 ULT)
> ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ପ୍ରଭୁଙ୍କ ଅନୁଗ୍ରହ ବର୍ତ୍ତୁ। (ଦ୍ଵିତୀୟ ତୀମଥି 4:22 ULT)
ପ୍ରଭୁ ତୁମ୍ଭ ଆତ୍ମାର ସାଥି ରୁହନ୍ତୁ। **ପରମେଶ୍ଵର** ଆପଣାର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହିବାକୁ **ଦିଅନ୍ତୁ**
@ -58,7 +58,7 @@
ଉପାୟ ପାଇଁ ଏଠାରେ କିଛି ଧାରଣା ଅଛି ଯାହାକୁ ଲୋକମାନେ ଆପଣା ଆପଣା ଭାଷାରେ ଆଶୀର୍ବାଦ କହିପାରନ୍ତି।
> ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। ( ତୀମଥି 4:22 ULT)
> ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ। (ଦ୍ଵିତୀୟ ତୀମଥି 4:22 ULT)
ପ୍ରଭୁ ତୁମ୍ଭ ଆତ୍ମା ସହିତ ରୁହନ୍ତୁ। ପରମେଶ୍ଵର ଆପଣାର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହିବାକୁ ଦିଅନ୍ତୁ।