Edit 'translate/grammar-connect-logic-contrast/01.md' using 'tc-create-app'

This commit is contained in:
manash12d 2020-11-03 18:50:28 +00:00
parent 1a370a3423
commit b38852b50f
1 changed files with 2 additions and 2 deletions

View File

@ -26,7 +26,7 @@
ଏହା ଆଶ୍ଚର୍ଯ୍ୟଜନକ ଯେ ବେଡ଼ିରେ ବନ୍ଧା ହୋଇଥିବା ବ୍ୟକ୍ତି ସେଗୁଡ଼ିକୁ ଭାଙ୍ଗିବାରେ ସକ୍ଷମ ହୁଏ। ଏଠାରେ, କେବଳ କାର୍ଯ୍ୟ କ୍ରିୟା, “ତାହାର ବନ୍ଧନ ସବୁ ଭାଙ୍ଗିବା” ଏକ ଅପ୍ରତ୍ୟାଶିତ ଘଟଣାର ବିପରୀତତାକୁ ଚିହ୍ନିତ କରେ।
> \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **ଯାହା ହେଉ**, ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ। **ତଥାପି** ପରାତ୍ପର, ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ। (ପ୍ରେରିତ 7: 46-48a ULT)
> \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **ଯାହା ହେଉ**, ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ। **ତଥାପି** ପରାତ୍ପର, ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ। (ପ୍ରେରିତ 7: 46-48 ULT)
ଏଠାରେ ଦୁଇଟି ବୈପରୀତ୍ୟ ଅଛି, “ଯାହା ହେଉ” ଏବଂ “ତଥାପି” ସହିତ ଚିହ୍ନିତ। ପ୍ରଥମ ବିପରୀତ ଦର୍ଶାଏ ଯେ ଯଦିଓ ଈଶ୍ଵରଙ୍କ ବାସଗୃହ ପାଇଁ ସ୍ଥାନ ଖୋଜିବାକୁ ଦାଉଦ ପ୍ରାର୍ଥନା କରିଥିଲେ, ଶଲୋମନ ହିଁ ଏହାକୁ ନିର୍ମାଣ କରିଥିଲେ। ତା’ପରେ ଆଉ ଏକ ବୈପରୀତ୍ୟ ଅଛି କାରଣ, ଯଦିଓ ଶଲୋମନ ଈଶ୍ଵରଙ୍କ ପାଇଁ ଏକ ବାସଗୃହ ନିର୍ମାଣ କରିଥିଲେ, କିନ୍ତୁ ହସ୍ତନିର୍ମିତ ଗୃହରେ ଈଶ୍ଵର ବାସ କରନ୍ତି ନାହିଁ।
@ -52,6 +52,6 @@
3.ଯଦି ଆପଣଙ୍କ ଭାଷା ଏକ ଭିନ୍ନ ଢଙ୍ଗରେ ବିପରୀତ ସମ୍ପର୍କ ଦେଖାଏ, ତେବେ ସେହି ରୂପେ ବ୍ୟବହାର କର।
> > \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **ଯାହା ହେଉ**, ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ। **ତଥାପି** ଯେ ପରାତ୍ପର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ। (ପ୍ରେରିତ 7: 46-48a ULT)
> > \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **ଯାହା ହେଉ**, ଶଲୋମନ ତାହାଙ୍କ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କଲେ। **ତଥାପି** ଯେ ପରାତ୍ପର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ। (ପ୍ରେରିତ 7: 46-48 ULT)
> >
> > \[ଦାଉଦ\] ଦାଉଦ ଈଶ୍ଵରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ଵରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ। **କିନ୍ତୁ** ଏହା ଶଲୋମନ ଥିଲେ, **ଦାଉଦ ନୁହେଁ**, ଯିଏ ଈଶ୍ଵରଙ୍କ ନିମନ୍ତେ ଗୃହ ନିର୍ମାଣ କଲେ। **ଯଦ୍ୟପି ଶଲୋମନ ତାହାଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କଲେ**, ପରାତ୍ପର, ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ।