Edit 'translate/grammar-connect-logic-goal/01.md' using 'tc-create-app'

This commit is contained in:
manash12d 2020-11-03 07:23:39 +00:00
parent 3674709821
commit a6e97b5daf
1 changed files with 25 additions and 17 deletions

View File

@ -4,7 +4,8 @@
### ଲକ୍ଷ୍ୟ (କିମ୍ବା ଉଦ୍ଦେଶ୍ୟ)ର ସମ୍ପର୍କ
#### ବର୍ଣ୍ଣନା
#### ବିବରଣ
ଲକ୍ଷ୍ୟ ସମ୍ପର୍କ ହେଉଛି ଏକ ଯୁକ୍ତିଯୁକ୍ତ ସମ୍ପର୍କ ଯେଉଁଥିରେ ଦ୍ୱିତୀୟ ଘଟଣା ହେଉଛି ପ୍ରଥମ ଘଟଣାର ଉଦ୍ଦେଶ୍ୟ ବା ଲକ୍ଷ୍ୟ। କିଛି ଲକ୍ଷ୍ୟ ସମ୍ପର୍କ ହେବା ନିମନ୍ତେ, କେହି ପ୍ରଥମ କାର୍ଯ୍ୟ ଇଚ୍ଛାରେ କରିବା ଆବଶ୍ୟକ ଯେ ତାହା ଦ୍ଵାରା ଦ୍ୱିତୀୟ ଘଟଣା ଘଟିବ।
@ -12,8 +13,6 @@
ଶାସ୍ତ୍ରରେ, ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ପ୍ରଥମ କିମ୍ବା ଦ୍ୱିତୀୟରେ କୁହାଯାଇପାରେ। କିନ୍ତୁ କେତେକ ଭାଷାରେ, ସେହି ଯୁକ୍ତିଯୁକ୍ତ ସମ୍ପର୍କକୁ ବୁଝିବା ନିମନ୍ତେ ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ସର୍ବଦା ସମାନ ସ୍ଥିତିରେ (ପ୍ରଥମ କିମ୍ବା ଦ୍ୱିତୀୟ) ଘଟିବା ଆବଶ୍ୟକ। ଆପଣ (ଅନୁବାଦକ) ଦୁଇ ଭାଗର ସମ୍ପର୍କକୁ ବୁଝିବା ଏବଂ ଆପଣଙ୍କ ଭାଷାରେ ଯଥାର୍ଥ ଭାବରେ ମତ ଦେବା ଆବଶ୍ୟକ। ଏହା ଦୁଇଟି କାର୍ଯ୍ୟର କ୍ରମ ପରିବର୍ତ୍ତନ କରିବା ଆବଶ୍ୟକ କରିପାରନ୍ତି। ଗୋଟିଏ ଅନ୍ୟର ଲକ୍ଷ୍ୟ ବା ଉଦ୍ଦେଶ୍ୟ ବୋଲି ସୂଚାଇବା ନିମନ୍ତେ ଏହା ନିର୍ଦ୍ଦିଷ୍ଟ ଶବ୍ଦ ମଧ୍ୟ ଆବଶ୍ୟକ କରିପାରେ। ଇଂରାଜୀରେ ଏକ ଲକ୍ଷ୍ୟ ସମ୍ପର୍କ ସୂଚାଇବା ନିମନ୍ତେ ସାଧାରଣତ ବ୍ୟବହୃତ ଶବ୍ଦଗୁଡ଼ିକ ହେଉଛି “ଏଥି ନିମନ୍ତେ”, “ସେଥି ନିମନ୍ତେ” କିମ୍ବା “ଯେପରି/ଯେଣୁ।” ଅନୁବାଦକାରୀ ଶବ୍ଦଗୁଡ଼ିକୁ ଚିହ୍ନିବା ଅତି ଆବଶ୍ୟକ ଅଟେ ଯାହା ଏକ ଲକ୍ଷ୍ୟ ସମ୍ପର୍କକୁ ସଙ୍କେତ କରେ ଏବଂ ସେହି ସମ୍ପର୍କକୁ ସ୍ଵଭାବିକ ରୂପରେ ଅନୁବାଦ କରନ୍ତି।
#### OBS ଏବଂ ବାଇବଲରୁ ଉଦାହରଣ।
> ସେ ରାଗିଗଲେ ଆଉ ଯୋଶେଫଙ୍କୁ ମିଥ୍ୟା ଅଭିଯୋଗ କଲେ **ଯେହେତୁ ସେ ଗିରଫ ହୋଇ କାରାଗାରକୁ ପଠାଗଲେ**। (କାହାଣୀ 8 କଳ୍ପନା 5 OBS)
@ -26,33 +25,42 @@
> ବର୍ତ୍ତମାନ ଯଦି ତୁମ୍ଭ ଦୁଷ୍ଟିରେ ଅନୁଗ୍ରହପାତ୍ର ହୋଇଅଛି, ମୁଁ ତୁମ୍ଭ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟରେ **ଯେପରି ତୁମ୍ଭଙ୍କୁ ଜାଣି ପାରିବି**, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ଗତି ଜଣାଅ। ପୁଣି ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ ଏହା ବିବେଚନା କର। (ଯାତ୍ରା 33:13 ULT)
ମୋଶା ଚାହାନ୍ତି ଯେ ଈଶ୍ଵର ତାହାଙ୍କୁ ଈଶ୍ଵରଙ୍କ ଗତି ଜଣାନ୍ତୁ ଯେଣୁ ମୋଶା ଈଶ୍ଵରଙ୍କୁ ଜାଣିବାର ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ଏବଂ ଈଶ୍ଵରଙ୍କ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟରେ ମୋଶା ଈଶ୍ଵରଙ୍କୁ ମୋଶା ଚାହାଁନ୍ତି ଯେ ଈଶ୍ଵର ତାଙ୍କୁ ଜାଣିବା ଏବଂ ଈଶ୍ଵରଙ୍କ ଅନୁଗ୍ରହ ପାଇବା ଆଶୟ ରଖିବା ପାଇଁ ମୋଶାଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ନିମନ୍ତେ ଈଶ୍ଵରଙ୍କ ଗତି ଦେଖାନ୍ତୁ।
ମୋଶା ଈଶ୍ଵରଙ୍କୁ ତାହାଙ୍କ ଗତି ଦେଖାନ୍ତୁ ଯେଣୁ ମୋଶା ଈଶ୍ଵରଙ୍କ ଦୁଷ୍ଟିରେ ଅନୁଗ୍ରହ ପାଇବା ଆଶୟର ଏବଂ ଈଶ୍ଵରଙ୍କୁ ଜାଣିବାର ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ଚାହାନ୍ତି।
> “Also pull out for her some grain from the bundles, and leave it **for her to glean**, and do not rebuke her.” (Ruth 2:16 ULT)
> “ପୁଣି ଏହା ପାଇଁ ବିଡ଼ାରୁ କିଛି ଶସ୍ୟ ପକାଇ ଏବଂ ଏହା ଛାଡ଼ି ଯାଅ, **ସେ ତାହା ସାଉଣ୍ଟୁ**, ଆଉ ତାହାକୁ ଧମକାଅ ନାହିଁ। (ରୁଥ 2:16 ULT)
The Goal or Purpose of Boaz instructing the men to pull out the grain from their bundles and leave it was for Ruth to gather (glean) it.
ବୋୟାଜଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୁରୁଷମାନଙ୍କୁ ସେମାନଙ୍କ ବିଡ଼ାରୁ ଶସ୍ୟ ବାହାର କରିବାକୁ ଏବଂ ରୁତ ଏହାକୁ ସଂଗ୍ରହ (ସାଉଣ୍ଟୁ) କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
> …the shepherds said to each other, “Let us indeed go to Bethlehem, **and see this thing that has happened**, which the Lord has made known to us.” (Luke 2:15 ULT)
>…ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, "ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଉ, ଏବଂ ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, **ସେହି ଘଟଣା ଦେଖିବା ଯାହା ଘଟିଅଛି**। (ଲୂକ 2:15 ULT)
The Purpose of going to Bethlehem was to see the thing that had happened. Here the Purpose is not marked and might be misunderstood.
> “…if you want **to enter into life**, keep the commandments.” (Matthew 19:17 ULT)
The Goal of keeping the commandments is to enter into life.
ଯାହା ଘଟିଥିଲା ତାହା ଦେଖିବା ନିମନ୍ତେ ବେଥଲିହିମକୁ ଯିବାର ଉଦ୍ଦେଶ୍ୟ ଥିଲା। ଏଠାରେ ଉଦ୍ଦେଶ୍ୟ ଚିହ୍ନିତ ହୋଇନାହିଁ ଏବଂ ବୁଝାମଣା ଭୁଲ ହୋଇପାରେ।
> Do not turn from it to the right or to the left **so that you may be successful** wherever you go. (Joshua 1:7 ULT)
The purpose of not turning away from the instructions that Moses gave to the Israelites was so that they would be successful.
> But when the vine growers saw the son, they said among themselves, This is the heir. Come, let us kill him **and take over his inheritance**. So they took him, threw him out of the vineyard and killed him. (Matt 21:38-39 ULT)
> "... ତୁମ୍ଭେ ଯଦି **ଜୀବନରେ ପ୍ରବେଶ କରିବାକୁ** ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର। (ମାଥିଉ 19:17 ULT)
The Purpose of the vine growers killing the heir was so they could take his inheritance. They state both events as a plan, joining them only with “and.” Then the word “so” marks the reporting of the first event, but the second event (the Goal or Purpose) is not stated.
ଆଜ୍ଞା ପାଳନ କରିବାର ଲକ୍ଷ୍ୟ ହେଉଛି ଜୀବନରେ ପ୍ରବେଶ କରିବା।
#### Translation Strategies
If your language uses Goal or Purpose relationships in the same way as in the text, then use them as they are.
> ଦକ୍ଷିଣକୁ କି ବାମକୁ ଫେର ନାହିଁ, **ତହିଁରେ ତୁମ୍ଭେ ଯେକୌଣସି ସ୍ଥାନକୁ ଯିବ, ସେଠାରେ କୁଶଳ ପ୍ରାପ୍ତ ହେବ**। (ଯିହୋଶୂୟ 1: 7 ULT)
1. If the construction of the Goal statement is unclear, change it to one that is more clear.
ମୋଶା ଇସ୍ରାଏଲୀୟମାନଙ୍କୁ ଦେଇଥିବା ନିର୍ଦ୍ଦେଶରୁ ବିମୁଖ ନହେବା ଉଦ୍ଦେଶ୍ୟ ଥିଲା ଯେପରି ସେମାନେ ସଫଳ ହେବେ।
> ମାତ୍ର ସେହି ଦ୍ରାକ୍ଷାଉତ୍ପାଦନକାରୀମାନେ ପୁତ୍ରଙ୍କୁ ଦେଖିଲେ ପରସ୍ପର କହିବାକୁ ଲାଗିଲେ, 'ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ବଧ କରି **ଏବଂ ଏହାର ଅଧିକାର ହସ୍ତଗତ କରୁ**।' ଏଣୁ, ସେମାନେ ତାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ବଧ କଲେ। (ମ୍ୟାଟ୍ 21: 38-39 ULT)
ଦ୍ରାକ୍ଷାଉତ୍ପାଦନକାରୀମାନେ ଉତ୍ତରାଧିକାରୀଙ୍କୁ ହତ୍ୟା କରି ସେମାନେ ତାଙ୍କର ଉତ୍ତରାଧିକାରୀ ନେଇବାର ଉଦ୍ଦେଶ୍ୟ ଥିଲା। ସେମାନେ ଉଭୟ ଘଟଣା ଏକ ଯୋଜନା ଭାବରେ ଦର୍ଶାନ୍ତି, କେବଳ “ଏବଂ” ସହିତ ଯୋଗଦାନ କରନ୍ତି। ତା’ପରେ “ଏଣୁ” ଶବ୍ଦ ପ୍ରଥମ ଘଟଣାର ବିବରଣୀକୁ ଚିହ୍ନିତ କରେ, କିନ୍ତୁ ଦ୍ୱିତୀୟ ଘଟଣାର (ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ) ଦର୍ଶାଯାଇ ନାହିଁ।
#### ଅନୁବାଦର କୌଶଳ
ଯଦି ଆପଣଙ୍କ ଭାଷା ପାଠ୍ୟ ପରି ସମାନ ଭାବରେ ଲକ୍ଷ୍ୟ କିମ୍ବା ଉଦ୍ଦେଶ୍ୟ ସମ୍ପର୍କ ବ୍ୟବହୃତ ହୋଇଛି, ତେବେ ସେପରି ବ୍ୟବହାର କର ଯେପରି ସେଗୁଡ଼ିକ ଅଟନ୍ତି।
1. ଯଦି ଲକ୍ଷ୍ୟ ବିବୃତ୍ତିର ନିର୍ମାଣ ଅସ୍ପଷ୍ଟ, ତେବେ ଏହାକୁ ଅଧିକ ସ୍ପଷ୍ଟ କର।
2. If the order of the statements makes the Goal statement unclear or confusing for the reader, then change the order.
#### Examples of Translation Strategies Applied