Edit 'translate/figs-ellipsis/01.md' using 'tc-create-app'

This commit is contained in:
manash12d 2020-10-22 18:15:04 +00:00
parent 75ef9aef99
commit a52094cb34
1 changed files with 4 additions and 11 deletions

View File

@ -30,20 +30,13 @@
> > ସେ ଲିବାନୋନକୁ ଗୋବତ୍ସ ପରି ନଚାନ୍ତି, ଓ ସିରିୟୋନକୁ ଅରଣା ଛୁଆ ପରି **ସେ ନଚାନ୍ତି**
>
> ତେଣୁ, ତୁମ୍ଭେ କିପରି ଆଚରଣ କରୁଅଛ, **ଅଜ୍ଞାନୀ ରୂପେ ନୁହେଁ ବରଂ ଜ୍ଞାନୀ ରୂପେ**—ଚତ୍ନର ସହ ଦେଖ। (ଏଫିସୀୟ 5:15)
> ତେଣୁ, ତୁମ୍ଭେମାନେ କିପରି ଆଚରଣ କରୁଅଛ, **ଅଜ୍ଞାନୀ ରୂପେ ନୁହେଁ ବରଂ ଜ୍ଞାନୀ ରୂପେ**—ଚତ୍ନବାନ ହୁଅ। (ଏଫିସୀୟ 5:15)
* ... ଏହେତୁ ଦୁଷ୍ଟମାନେ ବିଚାର-ସ୍ଥାନରେ, ଅବା <u>ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ</u> ଠିଆ ହେବେ ନାହିଁ ।
ଏହି ବାକ୍ୟଗୁଡ଼ିକର ଦ୍ୱିତୀୟ ଭାଗରେ ପାଠକ ବୁଝିବା ଆବଶ୍ୟକ କରୁଥିବା ସୂଚନା ପ୍ରଥମ ଭାଗରୁ ପୂରଣ ହୋଇପାରିବ:
* **... ପୁଣି, ସେ ନିକଟରେ ଉପସ୍ଥିତ ହୁଅନ୍ତେ, ଯୀଶୁ ତାହାକୁ ପଚାରିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ସେ କହିଲା, “ହେ ପ୍ରଭୁ, <u>ମୁଁ ଯେପରି ଦୃଷ୍ଟି ପାଏ</u> ।’’** (ଲୂକ 18:40-41 ULT)
> > ତେଣୁ, ତୁମ୍ଭେମାନେ କିପରି ଆଚରଣ କର—ଅଜ୍ଞାନୀ ପରି **ଆଚରଣ** ନ କରି ବରଂ ଜ୍ଞାନୀ ରୂପେ **ଆଚରଣ** କରିବାକୁ ଚତ୍ନବାନ ହୁଅ,
* ... ପୁଣି, ସେ ନିକଟରେ ଉପସ୍ଥିତ ହୁଅନ୍ତେ, ଯୀଶୁ ତାହାକୁ ପଚାରିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ସେ କହିଲା, “ମୁଁ ଯେପରି ଦୃଷ୍ଟି ପାଇ ପାରେ, ଏଣୁ ଆପଣ ମୋତେ ସୁସ୍ଥ କରନ୍ତୁ ବୋଲି ମୁଁ ଚାହୁଁଛି ।”
* **ମଧ୍ୟ ସେ ସେମାନଙ୍କୁ ଗୋବତ୍ସ ପରି; ଲିବାନୋନ <u> ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି </u> ।** (ଗୀତସଂହିତା 29:6 ULT)
* ସେ ଲିବାନୋନକୁ ଗୋବତ୍ସ ପରି, ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି ।
ଯଦି ଉହ୍ୟତା ବା ଶବ୍ଦର ବିଲୋପ ବାକ୍ୟାଂଶ ସ୍ଵାଭାବିକ ଓ ଆପଣଙ୍କ ଭାଷାରେ ଯଥାର୍ଥ ଅର୍ଥ ପ୍ରକାଶ କରିପାରୁଛି, ତେବେ ଗୋଟିଏକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ । ଯଦି ନାହିଁ, ତେବେ ଏଠାରେ ବାଛିବାର ଅନ୍ୟ ଅଧିକାରଗୁଡ଼ିକ ଦିଆଗଲା ।
### ଅନୁବାଦ କୌଶଳ