Edit 'translate/writing-poetry/01.md' using 'tc-create-app'

This commit is contained in:
Gayatri-Digal 2021-07-04 13:17:41 +00:00
parent 295fe778d4
commit a31fe8382e
1 changed files with 71 additions and 64 deletions

View File

@ -4,107 +4,114 @@
#### କବିତାରେ ଆମେ ସାଧାରଣତ ବିଷୟଗୁଡ଼ିକ ପାଇଥାଉ:
* ଅଧିକ ଉପମାର ବ୍ୟବହାର ଯଥା [ସମ୍ବନ୍ଧ ଚିହ୍ନ](../figs-apostrophe/01.md)
* ସମାନ୍ତରାଳ ଧାଡି (ଦେଖ [ସମାନ୍ତର](../figs-parallelism/01.md) ଓ \[ସମାନ୍ତର ସହିତ ସମାନ ଅର୍ଥ \])
* କିଛି ପୁନରାବୃତ୍ତି କିମ୍ବା ସବୁଧାଡି
· ଅଧିକ ଉପମାର ବ୍ୟବହାର ଯଥା [ସମ୍ବନ୍ଧ ଚିହ୍ନ](https://create.translationcore.com/figs-apostrophe/01.md)
* ସମାନ ଲମ୍ବ ଧାଡି
· ସମାନ୍ତରାଳ ଧାଡି (ଦେଖ [ସମାନ୍ତର](https://create.translationcore.com/figs-parallelism/01.md) ଓ \[ସମାନ୍ତର ସହିତ ସମାନ ଅର୍ଥ \])
* **ପ୍ରେମ ଦୀର୍ଘ ସହିଷ୍ଣୁ ଓ ହିତଜନକ ; ପ୍ରେମ ଦର୍ପ କିମ୍ବା ଇର୍ଷା କରେନାହିଁ; ଏହା ଅହଙ୍କାର କିମ୍ବା ଅନିଷ୍ଟ କରେ ନାହିଁ** (୧ କରନ୍ଥୀୟ ୧୩:୪ ULT)
· କିଛି ପୁନରାବୃତ୍ତି କିମ୍ବା ସବୁଧାଡି
* ଶେଷରେ ସମାନ ଶବ୍ଦ ଓ ଆରମ୍ଭରେ ଦୁଇ କିମ୍ବା ଅଧିକ ଧାଡିରେ ବ୍ୟବହାର ହୋଇଛି
* “ହେ ମିଞ୍ଜି ମିଞ୍ଜି କରୁଥିବା ଛୋଟ <u>ତାରା </u>. କିପରି ବର୍ଣ୍ଣନା କରିବି କିପରି <u>ତୁମେ </u>. (ଗୋଟିଏ ଇଂରାଜୀ କବିତାରୁ)
* ସମାନ ଶବ୍ଦ ବାରମ୍ବାର ବାରମ୍ବାର ପୁନରାବୃତ୍ତି ହୋଇଛି
* “ପିତର, ପିତର, କଖାରୁ ଖାଉ” (ଗୋଟିଏ ଇଂରାଜୀ କବିତାରୁ)
* ପୁରାତନ ଶବ୍ଦ ଓ ଭାବନା
* ନାଟକୀୟ ପରିକଳ୍ପନା
* ଭିନ୍ନ ବ୍ୟାକରଣ ବ୍ୟବହାର ସହିତ :
* ସମ୍ପୁର୍ଣ୍ଣ ହୋଇ ନଥିବା ବାକ୍ୟ ଗୁଡିକ
* ସଂଯୋଗୀ ଶବ୍ଦର ଅଭାବ
**ତାହାଙ୍କର ପ୍ରଂଶସା କର****,** **ହେ ତାହାଙ୍କର ଦୁତସମସ୍ତେ** **,** **ତାହାଙ୍କର ସୈନିକ ସମସ୍ତ ତାହାଙ୍କର ପ୍ରଂଶସା କର****,** **ସୁର୍ଯ୍ୟ ଓ ଚନ୍ଦ୍ର****;** **ତାହାଙ୍କର ପ୍ରଂଶସା କର****,** **ଦିପ୍ତିମୟ ତାରା ସମସ୍ତେ** (ଗୀତ 148: 2-3 ULT)
· ସମାନ ଲମ୍ବ ଧାଡି
#### ଆପଣଙ୍କ ଭାଷାରେ କିଛି ସ୍ଥାନ ଗୁଡିକ ଦେଖିବା
ମୋʼ ବାକ୍ୟରେ କର୍ଣ୍ଣ ଦିଅ,
୧. ଗୀତ, ନିର୍ଦ୍ଧିଷ୍ଟ ଭାବେ ପୁରୁଣା ଗୀତ କିମ୍ବା ପିଲାମାନେ ଖେଳ ସମୟରେ ଯେଉଁ ଗୀତ ବୋଲନ୍ତି
୧. ଧାର୍ମିକ ପୁଜାର୍ଚନା କୋମଵ ପୁରୋହିତ ମନ୍ତ୍ର ଉଚ୍ଚାରଣ କିମ୍ବା ଗୁଣିଆ
୧. ପ୍ରାର୍ଥନା, ଆଶୀର୍ବାଦ ଓ ଅଭିଶାପ
୧. ପୁରୁଣା କିମ୍ବଦନ୍ତି
ସଦାପ୍ରଭୁ ମୋହର କାକୂକ୍ତି ବିବେଚନା କର।
ହେ ମୋହର ରାଜନ୍, ହେ ମୋହର ପରମେଶ୍ଵର,
ମୋହର ଆର୍ତ୍ତରବରେ ମନୋଯୋଗ କର;
କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ। (ଗୀତ ସଂହିତା 5:1-2 ULT)
· ଶେଷରେ ସମାନ ଶବ୍ଦ ଓ ଆରମ୍ଭରେ ଦୁଇ କିମ୍ବା ଅଧିକ ଧାଡିରେ ବ୍ୟବହାର ହୋଇଛି
“ହେ ମିଞ୍ଜି ମିଞ୍ଜି କରୁଥିବା ଛୋଟ **ତାରା** . କିପରି ବର୍ଣ୍ଣନା କରିବି କିପରି **ତୁମେ** . (ଗୋଟିଏ ଇଂରାଜୀ କବିତାରୁ)
· ସମାନ ଶବ୍ଦ ବାରମ୍ବାର ବାରମ୍ବାର ପୁନରାବୃତ୍ତି ହୋଇଛି
“ପିତର, ପିତର, କଖାରୁ ଖାଉ” (ଗୋଟିଏ ଇଂରାଜୀ କବିତାରୁ)
ଆମେ ଆହୁରି ମଧ୍ୟ ପାଇଥାଉ:
· ପୁରାତନ ଶବ୍ଦ ଓ ଭାବନା
· ନାଟକୀୟ ପରିକଳ୍ପନା
· ଭିନ୍ନ ବ୍ୟାକରଣ ବ୍ୟବହାର ସହିତ :
· ସମ୍ପୁର୍ଣ୍ଣ ହୋଇ ନଥିବା ବାକ୍ୟ ଗୁଡିକ
· ସଂଯୋଗୀ ଶବ୍ଦର ଅଭାବ
ଆପଣଙ୍କ ଭାଷାରେ କବିତା ଖୋଜିବା ପାଇଁ କିଛି ସ୍ଥାନ |
1\. ଗୀତ, ନିର୍ଦ୍ଧିଷ୍ଟ ଭାବେ ପୁରୁଣା ଗୀତ କିମ୍ବା ପିଲାମାନେ ଖେଳ ସମୟରେ ଯେଉଁ ଗୀତ ବୋଲନ୍ତି
2\. ଧାର୍ମିକ ପୁଜାର୍ଚନା କୋମଵ ପୁରୋହିତ ମନ୍ତ୍ର ଉଚ୍ଚାରଣ କିମ୍ବା ଗୁଣିଆ
3\. . ପ୍ରାର୍ଥନା, ଆଶୀର୍ବାଦ ଓ ଅଭିଶାପ
4. ପୁରୁଣା କିମ୍ବଦନ୍ତି
#### ସୁରୁଚିପୁର୍ଣ୍ଣ କିମ୍ବା ଅସାମାନ୍ୟ ବକ୍ତୃତା
ସୁରୁଚିପୁର୍ଣ୍ଣ କିମ୍ବା ଅସାମାନ୍ୟ ବକ୍ତୃତା ହେଉଛି କବିତା ସହିତ ସମାନ ଯାହା ସୁନ୍ଦର ଭାଷା ବ୍ୟବହାର କରେ କିନ୍ତୁ କବିତା ଭାଷାର ସମସ୍ତ ବୈଶିଷ୍ଟ୍ୟ ବ୍ୟବହାର କରେନାହିଁ ଓ ଯେପରି କବିତା ସେପରି ଏହା ବ୍ୟବହାର କରେନାହିଁ ଭାଷାରେ ଜନପ୍ରିୟ ବକ୍ତା ସାଧାରଣତଃ ରୁଚିପୁର୍ଣ୍ଣ ବକ୍ତବ୍ୟ ଦିଅନ୍ତି, ଓ ଏହା କେବଳ ସମ୍ଭବ ସହଜ ପାଠ୍ୟରୁ ବାହାର କରିବାକୁ ହେବ ଯେ ଆପଣଙ୍କ ଭାଷାରେ ରୁଚିପୁର୍ଣ୍ଣ ବକ୍ତୃତା କେମିତି ହୁଏ
#### କାରଣ ଏହା ଏକ ଅନୁବାଦ ସମସ୍ୟା :
#### କାରଣ ଏହା ହେଉଛି ଅନୁବାଦ ସମସ୍ୟା :
· ବିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ କବିତା ବ୍ୟବହାର କରାଯାଏ ଯଦି ଏହା ଏକ କବିତା ହୁଏତ ଏହା ଆପଣଙ୍କ ଭାଷାରେ ସମାନ ଅର୍ଥ ପ୍ରକାଶ କରିବା ନାହିଁ ସେଥିପାଇଁ ଆପଣଙ୍କୁ ବିନା କବିତାରେ ଲେଖିବାକୁ ପଡିବ
* ବିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ କବିତା ବ୍ୟବହାର କରାଯାଏ ଯଦି ଏହା ଏକ କବିତା ହୁଏତ ଏହା ଆପଣଙ୍କ ଭାଷାରେ ସମାନ ଅର୍ଥ ପ୍ରକାଶ କରିବା ନାହିଁ ସେଥିପାଇଁ ଆପଣଙ୍କୁ ବିନା କବିତାରେ ଲେଖିବାକୁ ପଡିବ
· କିଛି ଭାଷାରେ, ବାଇବଲର ନିର୍ଦ୍ଧିଷ୍ଟ ଅଂଶ ପାଇଁ କବିତା ବ୍ୟବହାର କରିଲେ ବହୁତ ଦୃଢୀଭୁତହେ
* କିଛି ଭାଷାରେ, ବାଇବଲର ନିର୍ଦ୍ଧିଷ୍ଟ ଅଂଶ ପାଇଁ କବିତା ବ୍ୟବହାର କରିଲେ ବହୁତ ଦୃଢୀଭୁତହେବ
### ବାଇବେଲରୁ ଉଦାହରଣଗୁଡ଼ିକ
ବାଇବେଲ ଗୀତ, ଶିକ୍ଷା ଓ ଭବିଷ୍ୟତବାଣୀ ନିମନ୍ତେ କବିତା ବ୍ୟବହାର କରିଛି ପୁରାତନ ନିୟମରେ ପ୍ରାୟ ସବୁ ପୁସ୍ତକରେ କବିତା ଅଛି ଓ କେତେକ ପୁସ୍ତକ ହିଁ କବିତା ଅଟେ
### ବାଇବଲରୁ ଉଦାହରଣ
...ତୁମ୍ଭେ ମୋହର କ୍ଲେଶ ଦେଖିଅଛ; ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋହର ପ୍ରାଣର ତତ୍ବ ନେଇଅଛ (ଗୀତ 31:7 ULT)
ବାଇବଲ ଗୀତ, ଶିକ୍ଷା ଓ ଭବିଷ୍ୟତବାଣୀ ନିମନ୍ତେ କବିତା ବ୍ୟବହାର କରିଛି ପୁରାତନ ନିୟମରେ ପ୍ରାୟ ସବୁ ପୁସ୍ତକରେ କବିତା ଅଛି ଓ କେତେକ ପୁସ୍ତକ ହିଁ କବିତା ଅଟେ
ଏହି ଉଦାହରଣ /[ସମାନ୍ତର ସହିତ ସମାନ ଅର୍ଥ](https://create.translationcore.com/figs-synonparallelism/01.md) ଦୁଇଟି ଧାଡି ଅଛି ତାହା ସମାନ ବିଷୟକୁ ବୁଝାଏ
> ତୁମ୍ଭେ ମୋହର କ୍ଲେଶ ଦେଖିଅଛ;
> ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋହର ପ୍ରାଣର ତତ୍ବ ନେଇଅଛ (ଗୀତ ୩୧:୭ ULT)
ସଦାପ୍ରଭୁ, ଦେଶଗଣ ର ବିଚାରକ; ମୋତେ ସିଦ୍ଧ କର, ହେ ସଦାପ୍ରଭୁ, ଯେହେତୁ ମୁ ବିସ୍ବସ୍ତ ଓ ନିର୍ଦୋଷ, ମହା ପବିତ୍ର
ଏହି ଉଦାହରଣ /[ସମାନ୍ତର ସହିତ ସମାନ ଅର୍ଥ ](../figs-synonparallelism/01.md) ଦୁଇଟି ଧାଡି ଅଛି ତାହା ସମାନ ବିଷୟକୁ ବୁଝାଏ
ଏହା ଏକ ସମାନ୍ତର ଉଦାହରଣ ଥିଲା ଦେଖାଇବା ପାଇଁ ଦାଉଦଙ୍କ ନିମନ୍ତେ ସଦାପ୍ରଭୁ କଣ କରନ୍ତୁ ଓ ସେ ଅଧାର୍ମିକ ପ୍ରତି ସଦାପ୍ରଭୁ କଣ କରନ୍ତୁ ଆଶା କରୁଛନ୍ତି. (ଦେଖ [ସମାନ୍ତର](https://create.translationcore.com/figs-synonparallelism/01.md))
> ସଦାପ୍ରଭୁ, ଦେଶଗଣ ର ବିଚାରକ;
> ମୋତେ ସିଦ୍ଧ କର, ହେ ସଦାପ୍ରଭୁ, ଯେହେତୁ ମୁ ବିସ୍ବସ୍ତ ଓ ନିର୍ଦୋଷ, ମହା ପବିତ୍ର
ଦୁଃ ସାହସିକ ଜନିତ ସବୁ ପାପରୁ ହିଁ ଆପଣା ଦାସଙ୍କୁ ଅଟକାଇ ରଖ; ତାହାସବୁ ମୋ ଉପରେ କର୍ତ୍ତୃତ୍ବ ନକରୁ (ଗୀତ 19:13 ULT)
ଏହା ଏକ ସମାନ୍ତର ଉଦାହରଣ ଥିଲା ଦେଖାଇବା ପାଇଁ ଦାଉଦଙ୍କ ନିମନ୍ତେ ସଦାପ୍ରଭୁ କଣ କରନ୍ତୁ ଓ ସେ ଅଧାର୍ମିକ ପ୍ରତି ସଦାପ୍ରଭୁ କଣ କରନ୍ତୁ ଆଶା କରୁଛନ୍ତି. (ଦେଖ [ସମାନ୍ତର](../figs-synonparallelism/01.md))
ଏହି ଉଦାହରଣ ମାନବିକ ପାପ ଗୁଡିକ ବିଷୟରେ ପ୍ରକାଶ କରୁଛି ଯେପରି ସେମାନେ ବ୍ୟକ୍ତିକୁ ଶାସନ କରୁଛନ୍ତି (ଦେଖ /[ମାନବିକରଣ](https://create.translationcore.com/figs-parallelism/01.md) )
> ଦୁଃ ସାହସିକ ଜନିତ ସବୁ ପାପରୁ ହିଁ ଆପଣା ଦାସଙ୍କୁ ଅଟକାଇ ରଖ;
> ତାହାସବୁ ମୋ ଉପରେ କର୍ତ୍ତୃତ୍ବ ନକରୁ (ଗୀତ ୧୯:୧୩ ULT)
ଏହି ଉଦାହରଣ ମାନବିକ ପାପ ଗୁଡିକ ବିଷୟରେ ପ୍ରକାଶ କରୁଛି ଯେପରି ସେମାନେ ବ୍ୟକ୍ତିକୁ ଶାସନ କରୁଛନ୍ତି (ଦେଖ /[ମାନବିକରଣ ](../figs-parallelism/01.md))
> ଆହାଃ , ସଦା ପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ, କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ
> ଆହାଃ , ସଦା ପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ, କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ
> ଦେବ ମାନଙ୍କର ଦେବଙ୍କର ଧନ୍ୟବାଦ କର, କାରଣ ତାହାଙ୍କର ଦୟା ଅନନ୍ତକାଳ ସ୍ଥାୟୀ (ଗୀତ ୧୩୬:୧-୩ ULT)
ଆହାଃ , ସଦା ପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ, କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ
ଆହାଃ , ସଦା ପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ମଙ୍ଗଳମୟ, କାରଣ ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ
ଦେବ ମାନଙ୍କର ଦେବଙ୍କର ଧନ୍ୟବାଦ କର, କାରଣ ତାହାଙ୍କର ଦୟା ଅନନ୍ତକାଳ ସ୍ଥାୟୀ (ଗୀତ 136:1-3 ULT)
ଏହି ଉଦାହରଣ, ବାକ୍ୟଖଣ୍ଡ ଗୁଡିକୁ ପୁନରାବୃତ୍ତି “ଧନ୍ୟବାଦ ଦିଅ” ଓ “ତାହାଙ୍କର ଦୟା ଅନନ୍ତକାଳ ସ୍ଥାୟୀ “
### ଅନୁବାଦ ରଣନୀତି ଗୁଡିକ
### ଅନୁବାଦ କୌଶଳଗୁଡ଼ିକ
ଯଦି କବିତାର ଭଙ୍ଗି ମୁଳ ପାଠ୍ୟରେ ବ୍ୟବହାର ହୁଏ ଆପଣଙ୍କ ଭାଷାରେ କଣ ଏହା ସ୍ବଭିକ ଲାଗିବ ଓ ଉପଯୁକ୍ତ ଅର୍ଥ ଦେବ, ତେବେ ବ୍ୟବହାର କରନ୍ତୁ ଯଦି ନୁହେଁ, ଆଉ କେତେଗୁଡିଏ ମାଧ୍ୟମ ଏହାକୁ ଅନୁବାଦ କରିବା ନିମନ୍ତେ
୧. ଆପଣଙ୍କ କବିତା ଭଙ୍ଗିରେ କବିତାକୁ ଅନୁବାଦକର
(1) ଆପଣଙ୍କ କବିତା ଭଙ୍ଗିରେ କବିତାକୁ ଅନୁବାଦକର
୧. ଆପଣଙ୍କର ରୁଚିପୁର୍ଣ୍ଣ ଭଙ୍ଗିକୁ ବ୍ୟବହାର କରି କବିତାଟିକୁ ଅନୁବାଦ କର
(2) ଆପଣଙ୍କର ରୁଚିପୁର୍ଣ୍ଣ ଭଙ୍ଗିକୁ ବ୍ୟବହାର କରି କବିତାଟିକୁ ଅନୁବାଦ କର
୧. ଆପଣଙ୍କର ସାଧାରଣ ବକ୍ତୃତା ଭଙ୍ଗି ବ୍ୟବହାର କରି କବିତାକୁ ଅନୁବାଦ କର ଯଦି କବିତା ବ୍ୟବହାର କରୁଛନ୍ତି ଏହା ଆହୁରି ସୁନ୍ଦର ହେବ ଯଦି ସାଧାରଣ ବକ୍ତୃତା ବ୍ୟବହାର କରୁଛନ୍ତି ତେବେ ପୁରା ସ୍ପଷ୍ଟ ହେବା ଆବଶ୍ୟକ
(3) ଆପଣଙ୍କର ସାଧାରଣ ବକ୍ତୃତା ଭଙ୍ଗି ବ୍ୟବହାର କରି କବିତାକୁ ଅନୁବାଦ କର ଯଦି କବିତା ବ୍ୟବହାର କରୁଛନ୍ତି ଏହା ଆହୁରି ସୁନ୍ଦର ହେବ ଯଦି ସାଧାରଣ ବକ୍ତୃତା ବ୍ୟବହାର କରୁଛନ୍ତି ତେବେ ପୁରା ସ୍ପଷ୍ଟ ହେବା ଆବଶ୍ୟକ
### ଅନୁବାଦରେ ପ୍ରୟଗକରାଯାଇଥିବା କୌଶଳଗୁଡ଼ିକ
### ଅନୁବାଦ ରଣନୀତି ବିନିଯୋଗ ଉଦାହରଣ
ଯେଉଁ ଜଣ ଦୁଷ୍ଟ ମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀ ମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ,
ଅବା ନିଂଦକ ମାନଙ୍କ ସଭାରେ ବସେ ନାହିଁ ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଧ୍ୟାନ କରେ ଯେ ଦିବାରାତ୍ରା ବ୍ୟବସ୍ଥା ଧ୍ୟାନ କରେ (ଗୀତ 1:1-2 ULT ULT)
> ଯେଉଁ ଜଣ ଦୁଷ୍ଟ ମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ
> ଅବା ପାପୀ ମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ,
> ଅବା ନିଂଦକ ମାନଙ୍କ ସଭାରେ ବସେ ନାହିଁ
> ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଧ୍ୟାନ କରେ
> ଯେ ଦିବାରାତ୍ରା ବ୍ୟବସ୍ଥା ଧ୍ୟାନ କରେ ** (ଗୀତ ୧:୧, ULT)
ନିମ୍ନୋକ୍ତ କିଛି ଉଦାହରଣ କିପରି ଲୋକମାନେ ଗୀତ ସଂହିତା 1:1,2 କୁ ଅନୁବାଦ କରନ୍ତି
ନିମ୍ନୋକ୍ତ କିଛି ଉଦାହରଣ କିପରି ଲୋକମାନେ ଗୀତ ସଂହିତା ୧:୧,୨କୁ ଅନୁବାଦ କରନ୍ତି
(1) ଆପଣଙ୍କ କବିତା ଭଙ୍ଗିରେ କବିତାଟିକୁ ଅନୁବାଦ କର ( ଏହି ଉଦାହରଣ ଭଙ୍ଗିରେ ଶବ୍ଦ ଅଛି ଯାହା ପ୍ରତ୍ୟେକ ଧାଡି ଶେଷରେ ସମାନ ଶବ୍ଦ କରୁଛି )
୧) ଆପଣଙ୍କ କବିତା ଭଙ୍ଗିରେ କବିତାଟିକୁ ଅନୁବାଦ କର
“ସେ ବ୍ୟକ୍ତି ଆନନ୍ଦିତ ଯେ ଉତ୍ସାହିତ ନୁହେଁ **ପାପ** କରିବାକୁ ସଦା ପ୍ରଭୁଙ୍କୁ ସେ ଅସମ୍ମାନିତ କରିବା ନାହିଁ **ଆରମ୍ଭ**
ଯେଉଁ ମାନେ ସଦାପ୍ରଭୁଙ୍କୁ ପରିହାସ କରନ୍ତି, ସେ ସମ୍ବନ୍ଧିତ ନୁହେଁ ସଦା ପ୍ରଭୁ ହେଉଛନ୍ତି ତାହାର ଅପରିବର୍ତ୍ତନିୟ **ଆନନ୍ଦ** ଯାହା ପରମେଶ୍ବର କହନ୍ତି ତାହା ସେ କରନ୍ତି ସତ୍ୟତା ସେ ସମସ୍ତ ଦିନ ପାଇଁ ଚିନ୍ତା କରନ୍ତି ଓ **ରାତ୍ରି**
( ଏହି ଉଦାହରଣ ଭଙ୍ଗିରେ ଶବ୍ଦ ଅଛି ଯାହା ପ୍ରତ୍ୟେକ ଧାଡି ଶେଷରେ ସମାନ ଶବ୍ଦ କରୁଛି )
(2) ସୁଚରିତ ବକ୍ତବ୍ୟ ଭଙ୍ଗି ବ୍ୟବହାର କରି କବିତାକୁ ଅନୁବାଦ କର
> “ସେ ବ୍ୟକ୍ତି ଆନନ୍ଦିତ ଯେ ଉତ୍ସାହିତ ନୁହେଁ <u>ପାପ କରିବାକୁ </u>
> ସଦା ପ୍ରଭୁଙ୍କୁ ସେ ଅସମ୍ମାନିତ କରିବା ନାହିଁ <u>ଆରମ୍ଭ </u>
> ଯେଉଁ ମାନେ ସଦାପ୍ରଭୁଙ୍କୁ ପରିହାସ କରନ୍ତି, ସେ <u>ସମ୍ବନ୍ଧିତ ନୁହେଁ </u>
> ସଦା ପ୍ରଭୁ ହେଉଛନ୍ତି ତାହାର ଅପରିବର୍ତ୍ତନିୟ <u>ଆନନ୍ଦ </u>
> ଯାହା ପରମେଶ୍ବର କହନ୍ତି ତାହା ସେ କରନ୍ତି <u>ସତ୍ୟତା </u>
> ସେ ସମସ୍ତ ଦିନ ପାଇଁ ଚିନ୍ତା କରନ୍ତି <u>ଓ ରାତ୍ରି </u>
ସେ ହେଉଛି ଏପରି ଏକ ବ୍ୟକ୍ତି ଯେକି ପ୍ରକୃତରେ ଆଶୀର୍ବାଦପ୍ରାପ୍ତ: ଯିଏ କି ଦୁଷ୍ଟ ମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀ ମାନଙ୍କ ମାର୍ଗରେ ଠିଆ ହୁଏନାହିଁ, ଅବା ଯେଉଁ ମାନେ ସଦାପ୍ରଭୁଙ୍କୁ ନିନ୍ଦା କରନ୍ତି ସେମାନଙ୍କ ସଭାରେ ବସେ ନାହିଁ ପରନ୍ତୁ ସଦା ପ୍ରଭୁଙ୍କ ବ୍ୟବସ୍ଥାରେ ଆନନ୍ଦ ଥାଏ ଓ ସେ ଦିବା ରାତ୍ର ଧ୍ୟାନ କରେ
୧) ସୁଚରିତ ବକ୍ତବ୍ୟ ଭଙ୍ଗି ବ୍ୟବହାର କରି କବିତାକୁ ଅନୁବାଦ କର
(3) ସାଧାରଣ ବକ୍ତୃତା ଭଙ୍ଗି ବ୍ୟବହାର କରି କବିତାକୁ ଅନୁବାଦ କର
* ସେ ହେଉଛି ଏପରି ଏକ ବ୍ୟକ୍ତି ଯେକି ପ୍ରକୃତରେ ଆଶୀର୍ବାଦପ୍ରାପ୍ତ: ଯିଏ କି ଦୁଷ୍ଟ ମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀ ମାନଙ୍କ ମାର୍ଗରେ ଠିଆ ହୁଏନାହିଁ, ଅବା ଯେଉଁ ମାନେ ସଦାପ୍ରଭୁଙ୍କୁ ନିନ୍ଦା କରନ୍ତି ସେମାନଙ୍କ ସଭାରେ ବସେ ନାହିଁ ପରନ୍ତୁ ସଦା ପ୍ରଭୁଙ୍କ ବ୍ୟବସ୍ଥାରେ ଆନନ୍ଦ ଥାଏ ଓ ସେ ଦିବା ରାତ୍ର ଧ୍ୟାନ କରେ
୧) ସାଧାରଣ ବକ୍ତୃତା ଭଙ୍ଗି ବ୍ୟବହାର କରି କବିତାକୁ ଅନୁବାଦ କର
* ଯେଉଁ ଲୋକମାନେ ଖରାପ ଲୋକଙ୍କ ଉପଦେଶ ଶୁଣନ୍ତି ନାହିଁ ସେମାନେ ପ୍ରକୃତରେ ଆନନ୍ଦିତ ଯେଉଁମାନେ ମନ୍ଦ କାମ କରି ଚାଲନ୍ତି ସେମାନଙ୍କ ସହିତ ସମୟ ନଷ୍ଟ କରନ୍ତି ନାହିଁ ଅବା ଯେଉଁମାନେ ସଦା ପ୍ରଭୁଙ୍କୁ ସମ୍ମାନ ଦିଅନ୍ତି ନାହିଁ ସେମାନେ ସଦା ପ୍ରଭୁଙ୍କ ବ୍ୟବସ୍ଥାର ବାଧ୍ୟ ହୁଅନ୍ତି ଓ ସଦା ସର୍ବଦା ସେମାନେ ସେହି ବିଷୟରେ ଭାବନ୍ତି
ଯେଉଁ ଲୋକମାନେ ଖରାପ ଲୋକଙ୍କ ଉପଦେଶ ଶୁଣନ୍ତି ନାହିଁ ସେମାନେ ପ୍ରକୃତରେ ଆନନ୍ଦିତ ଯେଉଁମାନେ ମନ୍ଦ କାମ କରି ଚାଲନ୍ତି ସେମାନଙ୍କ ସହିତ ସମୟ ନଷ୍ଟ କରନ୍ତି ନାହିଁ ଅବା ଯେଉଁମାନେ ସଦା ପ୍ରଭୁଙ୍କୁ ସମ୍ମାନ ଦିଅନ୍ତି ନାହିଁ ସେମାନେ ସଦା ପ୍ରଭୁଙ୍କ ବ୍ୟବସ୍ଥାର ବାଧ୍ୟ ହୁଅନ୍ତି ଓ ସଦା ସର୍ବଦା ସେମାନେ ସେହି ବିଷୟରେ ଭାବନ୍ତି