Merge pull request 'Gayatri-Digal-tc-create-1' (#10) from Gayatri-Digal-tc-create-1 into master
Reviewed-on: https://git.door43.org/translationCore-Create-BCS/or_tA/pulls/10
This commit is contained in:
commit
a2490c995c
|
@ -1,63 +1,58 @@
|
|||
|
||||
### ବର୍ଣ୍ଣନା
|
||||
|
||||
ବେଳେବେଳେ ବାଇବଲ ସେହି ବିଷୟ ଗୁଡିକୁ ସମ୍ମିଳିତ କରେ ଯାହା ଆପଣଙ୍କ ସଂସ୍କୃତିର ଅଂଶ ନୁହେଁ ଏବଂ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ଏକ ଶବ୍ଦ ମଧ୍ୟ ଥାଇ ନ ପାରେ । ସ୍ଥାନ ଗୁଡିକୁ ଏବଂ ଲୋକମାନଙ୍କୁ ମଧ୍ୟ ଏହା ସମ୍ମିଳିତ କରେ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ନାମ ଥାଇ ନ ପାରେ ।
|
||||
ବେଳେବେଳେ ବାଇବଲରେ ଏପରି ବିଷୟ ଅନ୍ତର୍ଭୁକ୍ତ ଥିବା ଦେଖିବାକୁ ମିଳେ ଯାହାକି ଆପଣଙ୍କ ସଂସ୍କୃତିର ଅଂଶ ନୁହେଁ ଏବଂ ଯେଉଁଥି ପାଇଁ ଆପଣଙ୍କ ଭାଷାରେ ଶବ୍ଦ ନ ଥାଇପାରେ । ବାଇବଲରେ ଲୋକେ ଏବଂ ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ପାଇଁ ଆପଣଙ୍କର ଭାଷାରେ ନାମ ନ ଥାଇପାରେ ।
|
||||
|
||||
ଯେତେବେଳେ ଏମିତି ହୁଏ ଆପଣ ବାଇବଲରୁ ଆପଣଙ୍କ ଭାଷାକୁ ଏହି ଶବ୍ଦ “ଉଧାର” ନେଇ ପାରିବେ । ଯାହାର ଅର୍ଥ ଆପଣ ମୌଳିକ ଭାବରେ ଏହା ଅନ୍ୟ ଭାଷାରୁ ନକଲ କରନ୍ତି । କିପରି ଶବ୍ଦକୁ “ଉଧାର” ନେବେ ଏହି ପୃଷ୍ଠା କୁହେ ।
|
||||
ଯେତେବେଳେ ଏହା ଆପଣଙ୍କ ଭାଷାରେ ଶବ୍ଦ ଉପଲବ୍ଧ ନ ଥାଏ ଆପଣ ଏକ ପରିଚିତ ଭାଷାର ବାଇବଲରୁ ଶବ୍ଦକୁ “ଗ୍ରହଣ” କରିପାରିବେ ଏବଂ ଏହାକୁ ନିଜ ଭାଷାରେ ଆପଣଙ୍କ ଅନୁବାଦରେ ବ୍ୟବହାର କରିପାରିବେ । ଏହାର ଅର୍ଥ ଆପଣ ମୂଳତଃ ଏହାକୁ ଅନ୍ୟ ଭାଷାରୁ ନକଲ କରନ୍ତି । ଶବ୍ଦଗୁଡ଼ିକୁ “ଗ୍ରହଣ” କରିବାକୁ ଏହି ପୃଷ୍ଠା ଅଧିକ ବିବରଣ ପ୍ରଦାନ କରେ । (ଆପଣଙ୍କ ଭାଷାରେ ନଥିବା ବିଷୟଗୁଡ଼ିକ ପାଇଁ ଶବ୍ଦ ଅନୁବାଦ କରିବାର ଅନ୍ୟ ଉପାୟ ମଧ୍ୟ ଅଛି । ଦେଖନ୍ତୁ [ଅଜ୍ଞାତ ବିଷୟଗୁଡ଼ିକୁ ଅନୁବାଦ କରିବା](../translate-unknown/01.md).)
|
||||
|
||||
(ଆପଣଙ୍କ ଭାଷାରେ ନ ଥିବା ବିଷୟକୁ ଅନୁବାଦ କରିବା ନିମନ୍ତେ ଅନେକ ମାଧ୍ୟମ ଗୁଡିକ ମଧ୍ୟ ଅଛି । ଦେଖନ୍ତୁ [ଅଜ୍ଞାତ ଅନୁବାଦ](../translate-unknown/01.md)।)
|
||||
### ବାଇବଲରୁ ଉଦାହରଣଗୁଡ଼ିକ
|
||||
|
||||
> ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ।, କେବଳ (ମାଥିଉ ୨୧:୧୯ଖ ULT)
|
||||
|
||||
ଯଦି ଆପଣଙ୍କ ଭାଷାରେ କୌଣସି ଡିମ୍ବିରି ଗଛ ନାହିଁ, ଆପଣଙ୍କ ଭାଷାରେ ଏହି ପ୍ରକାରର ଗଛ ପାଇଁ ନାମ ନ ଥାଇପାରେ ।
|
||||
|
||||
> ତାହାଙ୍କ ନିକଟରେ **ସରାଫଗଣ** ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ। (ଯିଶାଇୟ ୬:୨ ULT)
|
||||
|
||||
ଏହି ପ୍ରକାର ଜୀବ ପାଇଁ ଆପଣଙ୍କ ଭାଷାର ନାମ ନ ଥାଇପାରେ ।
|
||||
|
||||
> **ମଲାଖିଙ୍କ** ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ଯିହୋବାଙ୍କ ବାକ୍ୟ ଘୋଷଣା। (Malachi 1:1 ULT)
|
||||
|
||||
|
||||
### ବାଇବଲରୁ ଉଦାହରଣ ଗୁଡିକ
|
||||
ମଲାଖି ଏପରି ଏକ ନାମ ହୋଇନପାରେ ଯାହା ଆପଣଙ୍କ ଭାଷା କହୁଥିବା ଲୋକମାନେ ବ୍ୟବହାର କରନ୍ତି ।
|
||||
|
||||
> ସେ ଦେଖିଲେ<u> ଡିମ୍ବିରି </u> ଗଛ ବାଟ ପାଖରେ (ମାଥିଉ 21:19 ULT)
|
||||
### ଅନୁବାଦ କୌଶଳଗୁଡ଼ିକ
|
||||
|
||||
ଯଦି ଆପଣ କହୁଥିବା ଭାଷାରେ ଡିମ୍ବିରି ଗଛ ଗୁଡିକ ନାହିଁ, ତେବେ ଆପଣଙ୍କ ଭାଷାରେ ଏହିପରି ଗଛ ନିମନ୍ତେ ଶବ୍ଦ ଥାଇ ନ ପାରେ ।
|
||||
ଅନ୍ୟ ଭାଷାରୁ ଶବ୍ଦକୁ ଗ୍ରହଣ କରିବା ବେଳେ ଅନେକ ବିଷୟ ବିଷୟରେ ସଚେତନ ହେବା ଆବଶ୍ୟକ ।
|
||||
|
||||
>ତାହାଙ୍କ ଉପରେ <u>ସରାଫଗଣ</u>ଥିଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କରି ଥିଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କରି ଥିଲେ ଓ ଦୁଇ ପକ୍ଷରେ ଉଡ଼ୁଥିଲେ। (ଯିଶାଇୟ 6:2 ULT)
|
||||
* ବିଭିନ୍ନ ଭାଷା ବିଭିନ୍ନ ଲିପି ବ୍ୟବହାର କରେ ଯେପରିକି ହିବ୍ରୁ, ଗ୍ରୀକ୍, ଲାଟିନ୍, ସିରିଲିକ୍, ଦେବନାଗରୀ ଏବଂ କୋରିଆ ଲିପି । ଏହି ଲିପିଗୁଡ଼ିକ ସେମାନଙ୍କର ବର୍ଣ୍ଣମାଳାରେ ଅକ୍ଷରଗୁଡ଼ିକୁ ଉପସ୍ଥାପନ କରିବାକୁ ବିଭିନ୍ନ ଆକୃତି ବ୍ୟବହାର କରେ ।
|
||||
|
||||
ଏହି ପ୍ରକାରର ଜୀବ ନିମନ୍ତେ ହୁଏତ ଆପଣଙ୍କ ଭାଷାରେ ଏକ ନାମ ନ ଥିବ ।
|
||||
* ସମାନ ଲିପି ବ୍ୟବହାର କରୁଥିବା ଭାଷାଗୁଡ଼ିକ ସେହି ଲିପିରେ ଥିବା ଅକ୍ଷରଗୁଡ଼ିକୁ ଭିନ୍ନ ଭାବରେ ଉଚ୍ଚାରଣ କରିପାରେ । ଉଦାହରଣ ସ୍ୱରୂପ, ଜର୍ମାନ ଭାଷା କହିବା ସମୟରେ ଲୋକମାନେ “j” ଅକ୍ଷରକୁ ଉଚ୍ଚାରଣ କରନ୍ତି ଯେପରି ଲୋକମାନେ ଇଂରାଜୀ କହିବା ସମୟରେ “y” ଅକ୍ଷର ଉଚ୍ଚାରଣ କରନ୍ତି ।
|
||||
|
||||
> <u> ମଲାଖିଙ୍କ </u> ଦ୍ୱାରା ଇସ୍ରାଏଲ ଲୋକମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଘୋଷଣା। (ମଲାଖି 1:1 ULT)
|
||||
* ସମସ୍ତ ଭାଷାଗୁଡ଼ିକର ସମାନ ଧ୍ୱନି କିମ୍ବା ଧ୍ୱନିର ମିଶ୍ରଣ ନ ଥାଏ । ଉଦାହରଣ ସ୍ୱରୂପ, ଅନେକ ଭାଷାରେ ଇଂରାଜୀ ଶବ୍ଦ “think” ରେ ନରମ “th” ଧ୍ୱନି ନାହିଁ, ଏବଂ କିଛି ଭାଷା “st” ପରି “stop” ଶବ୍ଦର ମିଶ୍ରଣ ସହିତ ଏକ ଶବ୍ଦ ଆରମ୍ଭ କରିପାରିବ ନାହିଁ ।
|
||||
|
||||
ମଲାଖି ଆପଣଙ୍କ ଭାଷା କହୁଥିବା ଲୋକଙ୍କ ନିମନ୍ତେ ଏକ ନାମ ହେଇ ନ ପାରେ ।
|
||||
ଗୋଟିଏ ଶବ୍ଦକୁ ଗ୍ରହଣ କରିବାର ଅନେକ ଉପାୟ ଅଛି ।
|
||||
|
||||
(1) ଯଦି ଆପଣ ଅନୁବାଦ କରୁଥିବା ଭାଷା ଏକ ଭିନ୍ନ ଲିପି ବ୍ୟବହାର କରେ, ଆପଣ କେବଳ ପ୍ରତ୍ୟେକ ଅକ୍ଷରର ଆକାରକୁ ଆପଣଙ୍କର ଭାଷାର ଲିପିର ଅନୁରୂପ ଅକ୍ଷର ଆକୃତି ସହ ବଦଳାଇ ପାରିବ ।
|
||||
(2) ଅନ୍ୟ ଭାଷା ଏହାକୁ ଯେପରି ବନାନ କରେ ଆପଣ ସେହିପରି ଶବ୍ଦକୁ ବନାନ କରିପାରିବେ ଯେପରି ଆପଣଙ୍କର ଭାଷା ସାଧାରଣ ଭାବରେ ସେହି ଅକ୍ଷରଗୁଡ଼ିକୁ ଉଚ୍ଚାରଣ କରିପାରିବ ।
|
||||
(3) ଆପଣ ଅନ୍ୟ ଭାଷା ଭଳି ଶବ୍ଦକୁ ସମାନ ଭାବରେ ଉଚ୍ଚାରଣ କରିପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହ ବନାନକୁ ସଜାଡି ପାରିବେ ।
|
||||
|
||||
|
||||
### ଅନୁବାଦର କୌଶଳ ଗୁଡିକ
|
||||
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳଗୁଡ଼ିକର ଉଦାହରଣଗୁଡ଼ିକ
|
||||
(1) ଯଦି ଆପଣ ଅନୁବାଦ କରୁଥିବା ଭାଷା ଏକ ଭିନ୍ନ ଲିପି ବ୍ୟବହାର କରେ, ଆପଣ କେବଳ ପ୍ରତ୍ୟେକ ଅକ୍ଷରର ଆକାରକୁ ଆପଣଙ୍କର ଭାଷାର ଲିପିର ଅନୁରୂପ ଅକ୍ଷର ଆକୃତି ସହ ବଦଳାଇ ପାରିବ ।
|
||||
|
||||
ଅନ୍ୟ ଭାଷାରୁ ଶବ୍ଦ ଗୁଡିକୁ ଉଧାର କଲା ବେଳେ ଅନେକ ବିଷୟକୁ ଧ୍ୟାନରେ ରଖିବା ଆବଶ୍ୟକତା ଅଟେ ।
|
||||
> צְפַנְיָ֤ה — ହିବ୍ରୁ ଅକ୍ଷରରେ ଜଣେ ବ୍ୟକ୍ତିଙ୍କ ନାମ ଅଟେ ।
|
||||
>> “Zephaniah” — ରୋମାନ୍ ଅକ୍ଷରରେ ସମାନ ନାମ ଅଟେ ।
|
||||
|
||||
* ଭିନ୍ନ ଭିନ୍ନ ଭାଷା ଗୁଡିକ ଭିନ୍ନ ଭିନ୍ନ ଲିପି ବ୍ୟବହାର କରନ୍ତି, ଯେପରି ଏବ୍ରୀ, ଗ୍ରୀକ୍, ଲାଟିନ୍, ସିରିଲିକ୍, ଦେବନାଗରୀ, ଏବଂ କରିୟାନ୍ ଲିପି ଗୁଡିକ । ଆପଣା ଆପଣା ବର୍ଣ୍ଣମାଳାରେ ଅକ୍ଷର ଗୁଡିକୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଲିପି ଗୁଡିକ ଭିନ୍ନ ଭିନ୍ନ ଆକୃତି ଗୁଡିକୁ ବ୍ୟବହାର କରନ୍ତି ।
|
||||
|
||||
* ଯେଉଁ ଭାଷା ସମାନ ଲିପିକୁ ବ୍ୟବହାର କରେ ହୁଏତ ଅକ୍ଷରକୁ ସେହି ଲିପିରେ ଭିନ୍ନ ଭାବରେ ଉଚ୍ଚାରଣ କରେ । ଉଦାହରଣ ନିମନ୍ତେ, ଯେତେବେଲ୍ଲେ ଲୋକେ ଜେର୍ମୋନ୍ କୁହନ୍ତି, ଅକ୍ଷର “J”କୁ ଲୋକେ ସେହିପରି ଉଚ୍ଚାରଣ କରନ୍ତି ଯେପରି ଇଂରେଜ କହିବା ସମୟରେ ଲୋକେ “Y” ଉଚ୍ଚାରଣ କରନ୍ତି ।
|
||||
|
||||
* ସମସ୍ତ ଭାଷା ଗୁଡିକରେ ସମାନ ଧ୍ୱନି କିମ୍ବା ଧ୍ୱନିର ସଂଗତ ନ ଥାଏ । ଉଦାହରଣ ନିମନ୍ତେ, ଅନେକ ଭାଷାରେ କୋମଳ “th” ଇଂରେଜ ଶବ୍ଦ “think” ଧ୍ୱନି ନ ଥାଏ, ଏବଂ କିଛି ଭାଷା ଧ୍ୱନିର ସଂଗତ ଯେପରି “st”, “stop” ଭାବରେ ଏକ ଶବ୍ଦକୁ ଆରମ୍ଭ କରି ପାରେ ନାହିଁ । ଏକ ଶବ୍ଦକୁ ଉଧାର କରିବା ନିମନ୍ତେ ଅନେକ ମାଧ୍ୟମ ଗୁଡିକ ଅଛି
|
||||
|
||||
1. ଯେଉଁ ଭାଷାରୁ ଆପଣ ଅନୁବାଦ କରୁଛନ୍ତି ତା’ ଠାରୁ ଯଦି ଆପଣଙ୍କ ଭାଷା ଭିନ୍ନ ଲିପିକୁ ବ୍ୟବହାର କରେ ତେବେ ଆପଣ ଆପଣଙ୍କ ଭାଷାର ଲିପିରେ ସମତୁଲ୍ୟ ଅକ୍ଷର ସହିତ ପ୍ରତ୍ୟେକ ଅକ୍ଷରକୁ ସ୍ଥାନାପନ୍ନ କରି ପାରିବେ ।
|
||||
|
||||
1. ଅନ୍ୟ ଭାଷା ଯେପରି ଶବ୍ଦକୁ ଉଚ୍ଚାରଣ କରେ ସେହିପରି ଆପଣ କରି ପାରିବେ ଏବଂ ସେହି ଅକ୍ଷର ଗୁଡିକୁ ଆପଣଙ୍କ ଭାଷା ସାଧାରଣତଃ ଯେପରି ଉଚ୍ଚାରଣ କରେ ସେହିପରି ଉଚ୍ଚାରଣ କରି ପାରିବେ ।
|
||||
|
||||
1. ଅନ୍ୟ ଭାଷା ଯେପରି ଏକ ଶବ୍ଦକୁ ଉଚ୍ଚାରଣ କରେ ଆପଣା ମଧ୍ୟ ସେହିପରି ଉଚ୍ଚାରଣ କରି ପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହିତ ଉଚ୍ଚାରଣକୁ ଅନୁକୂଳ କରି ପାରିବେ ।
|
||||
(2) ଅନ୍ୟ ଭାଷା ଏହାକୁ ଯେପରି ବନାନ କରେ ଆପଣ ସେହିପରି ଶବ୍ଦକୁ ବନାନ କରିପାରିବେ ଯେପରି ଆପଣଙ୍କର ଭାଷା ସାଧାରଣ ଭାବରେ ସେହି ଅକ୍ଷରଗୁଡ଼ିକୁ ଉଚ୍ଚାରଣ କରିପାରିବ ।
|
||||
|
||||
|
||||
### ଅନୁବାଦ କୌଶଳ ପ୍ରୟୋଗର ଉଦାହରଣ ଗୁଡିକ
|
||||
> Zephaniah — ଏହା ଏକ ପୁରୁଷର ନାମ ଅଟେ ।
|
||||
>> “Zephaniah” — ଏହାକୁ ଇଂରାଜୀରେ ଏହିପରି ବନାନ ହୋଇଅଛି, କିନ୍ତୁ ଆପଣ ଏହାକୁ ନିଜ ଭାଷାର ନିୟମ ଅନୁଯାୟୀ ଉଚ୍ଚାରଣ କରିପାରିବେ ।
|
||||
|
||||
1. ଯେଉଁ ଭାଷାରୁ ଆପଣ ଅନୁବାଦ କରୁଛନ୍ତି ତା’ ଠାରୁ ଯଦି ଆପଣଙ୍କ ଭାଷା ଭିନ୍ନ ଲିପିକୁ ବ୍ୟବହାର କରେ ତେବେ ଆପଣ ଆପଣଙ୍କ ଭାଷାର ଲିପିରେ ସମତୁଲ୍ୟ ଅକ୍ଷର ସହିତ ପ୍ରତ୍ୟେକ ଅକ୍ଷରକୁ ସ୍ଥାନାପନ୍ନ କରି ପାରିବେ ।
|
||||
(3) ଆପଣ ଅନ୍ୟ ଭାଷା ଭଳି ଶବ୍ଦକୁ ସମାନ ଭାବରେ ଉଚ୍ଚାରଣ କରିପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହ ବନାନକୁ ସଜାଡି ପାରିବେ ।
|
||||
|
||||
* **צְפַנְיָ֤ה** - ଏବ୍ରୀ ଅକ୍ଷରରେ ଏକ ବ୍ୟକ୍ତିଙ୍କର ନାମ ।
|
||||
> Zephaniah — ଯଦି ଆପଣଙ୍କର ଭାଷାରେ “z” ନାହିଁ, ତେବେ ଆପଣ “s” ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଭାଷା “ph” ବ୍ୟବହାର କରେ ନାହିଁ ତେବେ ଆପଣ “f” ବ୍ୟବହାର କରିପାରିବେ । ଆପଣ କିପରି “i” ଉଚ୍ଚାରଣ କରନ୍ତି ତାହା ଉପରେ ନିର୍ଭର କରି ଆପଣ ଏହାକୁ “i” କିମ୍ବା “ai” କିମ୍ବା “ay” ବନାନ କରିପାରିବେ ।
|
||||
|
||||
* "ଜେଫାନିୟା" – ଏହି ନାମ ରୋମାନ୍ ଅକ୍ଷରରେ ।
|
||||
|
||||
1. ଅନ୍ୟ ଭାଷା ଯେପରି ଶବ୍ଦକୁ ଉଚ୍ଚାରଣ କରେ ସେହିପରି ଆପଣ କରି ପାରିବେ ଏବଂ ସେହି ଅକ୍ଷର ଗୁଡିକୁ ଆପଣଙ୍କ ଭାଷା ସାଧାରଣତଃ ଯେପରି ଉଚ୍ଚାରଣ କରେ ସେହିପରି ଉଚ୍ଚାରଣ କରି ପାରିବେ ।
|
||||
|
||||
* **ଜେଫାନିୟା** - ଏକ ବ୍ୟକ୍ତିଙ୍କର ନାମ ।
|
||||
|
||||
* " ଜେଫାନିୟା" – ଏହି ନାମ ଯେପରି ଇଂରେଜରେ ଉଚ୍ଚାରଣ ହୁଏ, କିନ୍ତୁ ଆପଣ ଏହାକୁ ଆପଣଙ୍କ ଭାଷାର ନିୟମ ଅନୁସାରେ ଉଚ୍ଚାରଣ କରି ପାରିବେ ।
|
||||
|
||||
1. ଅନ୍ୟ ଭାଷା ଯେପରି ଏକ ଶବ୍ଦକୁ ଉଚ୍ଚାରଣ କରେ ଆପଣା ମଧ୍ୟ ସେହିପରି ଉଚ୍ଚାରଣ କରି ପାରିବେ ଏବଂ ଆପଣଙ୍କ ଭାଷାର ନିୟମ ସହିତ ଉଚ୍ଚାରଣକୁ ଅନୁକୂଳ କରି ପାରିବେ ।
|
||||
|
||||
* **ଜେଫାନିୟା** - ଯଦି ଆପଣଙ୍କ ଭାଷାରେ “z” ନ ଥାଏ ତେବେ ଆପଣ “s” ବ୍ୟବହାର କରି ପାରିବେ । ଯଦି ଆପଣଙ୍କ ଲେଖିବା ପ୍ରଣାଳୀ “ph” ବ୍ୟବହାର କରେ ନାହିଁ ତେବେ ଆପଣ “f” ବ୍ୟବହାର କରି ପାରିବେ । “i” କୁ ଆପଣ କିପରି ଉଚ୍ଚାରଣ କରନ୍ତି ତାହା ଉପରେ ନିର୍ଭର କରେ, ଆପଣ ଏହାକୁ “i” କିମ୍ବା “ai” କିମ୍ବା “ay” ଉଚ୍ଚାରଣ କରି ପାରିବେ ।
|
||||
|
||||
* "Sefania" ସେଫାନିଆ
|
||||
* "Sefanaia" ସେଫାନଆ
|
||||
* "Sefanaya" ସେଫାନୟା
|
||||
>> “Sefania”
|
||||
>> “Sefanaia”
|
||||
>> “Sefanaya
|
|
@ -1,2 +1 @@
|
|||
ଅନ୍ୟ ଭାଷାରୁ ଶବ୍ଦ ଆଣି ବ୍ୟବହାର କରିବାର ଅର୍ଥ କ’ଣ ଏବଂ ମୁଁ କିପରି ଏହା କରିପାରିବି ?
|
||||
|
||||
ଅନ୍ୟ ଭାଷାରୁ ଶବ୍ଦ ଗ୍ରହଣ କରିବାର ଅର୍ଥ କ’ଣ ଅଟେ ଏବଂ ମୁଁ ଏହା କିପରି କରିପାରିବି?
|
|
@ -1,2 +1 @@
|
|||
ଶବ୍ଦର ନକଲ କିମ୍ବା ଧାର
|
||||
|
||||
ଶବ୍ଦଗୁଡ଼ିକ ନକଲ କିମ୍ବା ଧାର କରିବା
|
Loading…
Reference in New Issue