Edit 'translate/figs-activepassive/01.md' using 'tc-create-app'

This commit is contained in:
manash12d 2020-10-19 12:46:41 +00:00
parent 25acef3ebc
commit 82752a3a94
1 changed files with 6 additions and 6 deletions

View File

@ -40,15 +40,15 @@
#### ବାଇବଲରୁ କେତେକ ଉଦାହରଣ
> ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ; ତହୁଁ ମହାରାଜାଙ୍କର କେତେକ ଦାସ <u> ମଲେ </u> ଓ ଆପଣଙ୍କ ଦାସ ହିତ୍ତୀୟ ଉରିୟ ମଧ୍ୟ <u> ମଲା </u> । (2 ଶାମୁୟେଲ 11:24 ULT)
> ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ; ତହୁଁ ମହାରାଜାଙ୍କର କେତେକ ଦାସ **ମଲେ**, ଓ ଆପଣଙ୍କ ଦାସ ହିତ୍ତୀୟ ଉରିୟ ମଧ୍ୟ **ମଲା**। (2 ଶାମୁୟେଲ 11:24 ULT)
ଏହାର ଅର୍ଥ ଯେ ଶତ୍ରୁମାନଙ୍କର ଧନୁର୍ଦ୍ଧରମାନେ ବାଣ ନିକ୍ଷେପ କରି ମହାରାଜାଙ୍କର କେତେକ ଦାସମାନଙ୍କୁ ହତ୍ୟା କଲେ, ଓ ମୃତମାନଙ୍କ ମଧ୍ୟରେ ଉରୀୟ ଅନ୍ତର୍ଭୁକ୍ତ। ଯେ ହତ୍ୟାକାରୀମାନଙ୍କ ପ୍ରତି କଣ ହେଲା ତାହା ନୁହେଁ, ବରଂ ମହାରାଜାଙ୍କର ଦାସମାନଙ୍କ ଓ ଉରୀୟଙ୍କ ପ୍ରତି କଣ ହେଲା ତାହା ମୁଖ୍ୟ ପ୍ରସଙ୍ଗ ଅଟେ। ଏଠାରେ ମହାରାଜାଙ୍କର ଦାସମାନଙ୍କ ଓ ଉରୀୟଙ୍କ ଉପରେ ଧ୍ୟାନ କେନ୍ଦ୍ର କରିବା କର୍ମବାଚକ ରୂପରେଖାର ଉଦ୍ଦେଶ୍ୟ ଅଟେ।
> ତହୁଁ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ, ବାଲର ଯଜ୍ଞବେଦୀ <u> ଭଙ୍ଗା </u> ... (ବିଚାରକର୍ତ୍ତା 6:28 ULT)
> ତହୁଁ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ, ବାଲର ଯଜ୍ଞବେଦୀ **ଭଙ୍ଗା** (ବିଚାରକର୍ତ୍ତା 6:28 ULT)
ବାଲର ଯଜ୍ଞବେଦୀ ପ୍ରତି କଣ ଘଟିଛି ତାହାକୁ ନଗରସ୍ଥ ଲୋକମାନେ ଦେଖିଲେ, କିନ୍ତୁ ଏହାକୁ କିଏ ଭାଙ୍ଗିଲେ ତାହା ସେମାନେ ଜାଣିଲେ ନାହିଁ। ଏଠାରେ ନଗରସ୍ଥ ଲୋକମାନଙ୍କର ଦୃଷ୍ଟିକୋଣରୁ ଏହି ଘଟଣାକୁ ଯୋଗାଯୋଗ କରିବା କର୍ମବାଚକ ରୂପରେଖାର ଉଦ୍ଦେଶ୍ୟ ଅଟେ।
> ତାହା ବେକରେ ଗୋଟିଏ ଚକିପଥର <u> ଟଙ୍ଗାଯାଇ </u> ତାହାକୁ ସମୁଦ୍ରରେ <u> ନିକ୍ଷେପ କରାଯାଇଥିଲେ </u> ତାହା ପକ୍ଷରେ ଭଲ ହୋଇଥାଆନ୍ତା । (ଲୂକ 17:2 ULT)
> ତାହା ବେକରେ ଗୋଟିଏ ଚକିପଥର **ଟଙ୍ଗାଯାଇ** ତାହାକୁ ସମୁଦ୍ରରେ <u> **ନିକ୍ଷେପ** କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା। (ଲୂକ 17:2 ULT)
ଏହା ଜଣଙ୍କ ବେକରେ ଗୋଟିଏ ଚକିପଥର ସହ ସମୁଦ୍ରରେ ତାହାର ପ୍ରାଣ ଶେଷ ହେବାର ପରିସ୍ଥିତିକୁ ବର୍ଣ୍ଣନା କରେ। ଏଠାରେ ସେହି ବ୍ୟକ୍ତିଙ୍କ ପ୍ରତି କଣ ଘଟୁଛି ତାହାକୁ ଧ୍ୟାନ କେନ୍ଦ୍ର କରିବା କର୍ମବାଚକ ରୂପରେଖାର ଉଦ୍ଦେଶ୍ୟ ଅଟେ। ଜଣେ ବ୍ୟକ୍ତିଙ୍କ ପ୍ରତି କିଏ ଏହା କରିଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।