Edit 'translate/figs-simile/01.md' using 'tc-create-app'
This commit is contained in:
parent
f7cdd11114
commit
82177e7956
|
@ -51,9 +51,9 @@
|
|||
|
||||
ତୁଳନାତ୍ମକ ବିଷୟ ସହିତ ଲୋକେ ଯଦି ସୁପରିଚିତ ନୁହଁନ୍ତି, ତେବେ ଆପଣଙ୍କର ନିଜ ସଂସ୍କୃତିରୁ ପ୍ରଯୁଜ୍ୟ ଦୃଷ୍ଟାନ୍ତକୁ ବ୍ୟବହାର କରନ୍ତୁ । ନିଶ୍ଚିତ କରନ୍ତୁ ଯେ ତାହା ବାଇବେଲର ସଂସ୍କୃତିରେ ବ୍ୟବହୃତ ହୋଇଥିବା ବିଷୟ ସହ ସମାନ ହୋଇଥିବ । ଆପଣ ଯଦି ଏହି କୌଶଳଟିକୁ ବ୍ୟବହାର କରନ୍ତି, ହେଇପାରେ ଆପଣ ମୂଳ ବିଷୟକୁ ଏକ ପାଦଟୀକାରେ ରଖିବାକୁ ଇଛା କରିପାରନ୍ତି |
|
||||
|
||||
* ଦେଖ, **ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି** ମୁଁ ତୁମ୍ଭମାନଙ୍କୁ ପଠାଉଅଛି, (ମାଥିଉ 10:16) – ଯଦି ଲୋକମାନେ ମେଷ ଓ ବାଘମାନଙ୍କ ବିଷୟରେ ଜାଣନ୍ତି ନାହିଁ, କିମ୍ବା ବାଘ ମେଷମାନଙ୍କୁ ହତ୍ୟାକରି ଖାଇବା ବିଷୟକୁ ଜାଣିନାହାନ୍ତି, ତେବେ ଆପଣ ଅନ୍ୟ ହତ୍ୟାକାରୀ ପଶୁର ଉଦାହରଣ ଦେଇ ପାରିବ । ଦେଖ,**ବନ୍ୟ କୁକୁରମାନଙ୍କ ମଧ୍ୟରେ କୁକୁଡ଼ାମାନଙ୍କ ପରି** ମୁଁ ତୁମ୍ଭମାନଙ୍କୁ ପଠାଉଅଛି । **କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ****,** ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଛୁକ ହେଲ ନାହିଁ । (ମାଥିଉ 23:37) **ମାଁ ଯେପରି ଆପଣା ପିଲାମାନଙ୍କ ଉପରେ ସ୍ଥିର ଦୃଷ୍ଟି ରଖେ** ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି,କିନ୍ତୁ ତୁମ୍ଭେମାନେ ଅଗ୍ରାହ୍ୟ କଲ ! ଯଦି **ଗୋଟିଏ ସୋରିଷଦାନା ପରି** ତୁମ୍ଭମାନଙ୍କର ବିଶ୍ଵାସ ଥାଏ, (ମାଥିଉ 17:20)
|
||||
* ଦେଖ, **ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି** ମୁଁ ତୁମ୍ଭମାନଙ୍କୁ ପଠାଉଅଛି, (ମାଥିଉ 10:16) – ଯଦି ଲୋକମାନେ ମେଷ ଓ ବାଘମାନଙ୍କ ବିଷୟରେ ଜାଣନ୍ତି ନାହିଁ, କିମ୍ବା ବାଘ ମେଷମାନଙ୍କୁ ହତ୍ୟାକରି ଖାଇବା ବିଷୟକୁ ଜାଣିନାହାନ୍ତି, ତେବେ ଆପଣ ଅନ୍ୟ ହତ୍ୟାକାରୀ ପଶୁର ଉଦାହରଣ ଦେଇ ପାରିବ । ଦେଖ,**ବନ୍ୟ କୁକୁରମାନଙ୍କ ମଧ୍ୟରେ କୁକୁଡ଼ାମାନଙ୍କ ପରି** ମୁଁ ତୁମ୍ଭମାନଙ୍କୁ ପଠାଉଅଛି । **କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ****,** ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଛୁକ ହେଲ ନାହିଁ । (ମାଥିଉ 23:37) **ମାଁ ଯେପରି ଆପଣା ପିଲାମାନଙ୍କ ଉପରେ ସ୍ଥିର ଦୃଷ୍ଟି ରଖେ** ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି,କିନ୍ତୁ ତୁମ୍ଭେମାନେ ଅଗ୍ରାହ୍ୟ କଲ ! ଯଦି **ଗୋଟିଏ ସୋରିଷଦାନା ପରି** ତୁମ୍ଭମାନଙ୍କର ବିଶ୍ଵାସ ଥାଏ, (ମାଥିଉ 17:20) ଯଦି **ଗୋଟିଏ କ୍ଷୁଦ୍ରଦାନା ପରି** ତୁମ୍ଭମାନଙ୍କର ବିଶ୍ଵାସ ଥାଏ
|
||||
|
||||
* ଯଦି <u>ଗୋଟିଏ କ୍ଷୁଦ୍ରଦାନା ପରି</u> ତୁମ୍ଭମାନଙ୍କର ବିଶ୍ଵାସ ଥାଏ
|
||||
*
|
||||
|
||||
1. ଅନ୍ୟ ସହିତ ତୁଳନା କରିବା ବିନା ସରଳ ଭାବରେ ତାହାକୁ ବର୍ଣ୍ଣନା କରନ୍ତୁ ।
|
||||
|
||||
|
|
Loading…
Reference in New Issue