diff --git a/translate/figs-hyperbole/01.md b/translate/figs-hyperbole/01.md index d3ec557..154e2b4 100644 --- a/translate/figs-hyperbole/01.md +++ b/translate/figs-hyperbole/01.md @@ -1,15 +1,14 @@ - ### ବିବରଣ ଜଣେ ବକ୍ତା ବା ଲେଖକ ସଂପୂର୍ଣ୍ଣ ଭାବରେ ସତ୍ୟ, ସାଧାରଣତଃ ସତ୍ୟ, କିମ୍ବା ଅତ୍ୟୁକ୍ତି ରୂପେ ସେ ଚାହୁଁଥିବା ବିଷୟକୁ କହିବା ପାଇଁ ସମାନ ଶବ୍ଦକୁ ସଠିକ୍ ଭାବରେ ବ୍ୟବହାର କରିପାରିବ । ଏଥି ସକାଶେ କିପରି ବକ୍ତବ୍ୟକୁ ବୁଝାଯିବ ତାହାକୁ ନିର୍ଣ୍ଣୟ କରିବା କଠିନ ହୋଇପାରେ । ଉଦାହରଣ ସ୍ଵରୂପ, ନିମ୍ନରେ ଥିବା ବାକ୍ୟଟି ତିନିଟି ଅନ୍ୟାନ୍ୟ ବିଷୟକୁ ବୁଝାଇପାରେ। -* ପ୍ରତି ରାତ୍ରି ଏଠାରେ ବର୍ଷା ହୁଏ। +* ପ୍ରତି ରାତ୍ରି ଏଠାରେ ବର୍ଷା ହୁଏ। -1. ଯଦି ବକ୍ତା କହିବାର ଉଦ୍ଦେଶ୍ୟ ଯେ ଏଠାରେ ବାସ୍ତବରେ ପ୍ରତି ରାତ୍ରି ବର୍ଷା ହୁଏ, ତେବେ ସେ କହିବାର ଅଭିପ୍ରାୟ ଆକ୍ଷରିକ ଭାବେ ସତ୍ୟ ହେବ। -2. ଯଦି ବକ୍ତା କହିବାର ଉଦ୍ଦେଶ୍ୟ ଯେ ଏଠାରେ ଅଧିକାଂଶ ରାତ୍ରି ବର୍ଷା ହୁଏ, ତେବେ ତାହାର କହିବାର ଅଭିପ୍ରାୟ ଏକ **ସାଧାରଣ ଭାବରେ** ଅନୁମାନ ରୂପେ ହେବ। -3. ଯଦି ବକ୍ତା କହିବାକୁ ଚାହେଁ ଯେ **ଅତିରଞ୍ଜନ** ଏଠାରେ ବାସ୍ତବିକତା ଠାରୁ ଅଧିକ ବର୍ଷା ହୁଏ, ତେବେ ତାହାର କହିବାର ଅଭିପ୍ରାୟ ଏକ ଅତ୍ୟୁକ୍ତି ରୂପେ ହେବ, ସାଧାରଣତଃ ଏହା ବର୍ଷାର ପରିମାଣକୁ ପ୍ରକାଶ କରିବାର ଏକ ଦୃଢ ମନୋଭାବ, ଯେପରିକି, ବିରକ୍ତି ହେବା ବା ଖୁସି ହେବା। +1. ଯଦି ବକ୍ତା କହିବାର ଉଦ୍ଦେଶ୍ୟ ଯେ ଏଠାରେ ବାସ୍ତବରେ ପ୍ରତି ରାତ୍ରି ବର୍ଷା ହୁଏ, ତେବେ ସେ କହିବାର ଅଭିପ୍ରାୟ ଆକ୍ଷରିକ ଭାବେ ସତ୍ୟ ହେବ। +2. ଯଦି ବକ୍ତା କହିବାର ଉଦ୍ଦେଶ୍ୟ ଯେ ଏଠାରେ ଅଧିକାଂଶ ରାତ୍ରି ବର୍ଷା ହୁଏ, ତେବେ ତାହାର କହିବାର ଅଭିପ୍ରାୟ ଏକ **ସାଧାରଣ ଭାବରେ** ଅନୁମାନ ରୂପେ ହେବ। +3. ଯଦି ବକ୍ତା କହିବାକୁ ଚାହେଁ ଯେ **ଅତିରଞ୍ଜନ** ଏଠାରେ ବାସ୍ତବିକତା ଠାରୁ ଅଧିକ ବର୍ଷା ହୁଏ, ତେବେ ତାହାର କହିବାର ଅଭିପ୍ରାୟ ଏକ ଅତ୍ୟୁକ୍ତି ରୂପେ ହେବ, ସାଧାରଣତଃ ଏହା ବର୍ଷାର ପରିମାଣକୁ ପ୍ରକାଶ କରିବାର ଏକ ଦୃଢ ମନୋଭାବ, ଯେପରିକି, ବିରକ୍ତି ହେବା ବା ଖୁସି ହେବା। -**ଅତିରଞ୍ଜନ**: ଅତିରଞ୍ଜିତରେ, ଅତିଶୟୋକ୍ତି ଅଳଙ୍କାର ଯାହା ବଢ଼େଇ କହିବାରେ ବ୍ୟବହାର କରନ୍ତି, ଜଣେ ବକ୍ତା ଉଦ୍ଦେଶ୍ୟମୁଳକ ଭାବରେ କିଛି ବିଷୟକୁ, ସାଧାରଣତଃ ତହିଁ ପ୍ରତି ଥିବା ନିଜର ଦୃଢ ମନୋଭାବକୁ ପ୍ରକାଶ କରିବା ପାଇଁ ଅତ୍ୟନ୍ତ କିମ୍ବା ଏପରିକି ଅବାସ୍ତବ ଉକ୍ତି ଦ୍ଵାରା ବର୍ଣ୍ଣନା କରିଥାନ୍ତି, ସେ ଅତିରଞ୍ଜିତ କରିଥିବା ବିଷୟକୁ ଲୋକେ ବୁଝନ୍ତୁ ବୋଲି ସେ ଆଶା କରିଥାନ୍ତି। +**ଅତିରଞ୍ଜନ**: ଅତିରଞ୍ଜିତରେ, ଅଳଙ୍କାରିକ ଶବ୍ଦ ଯାହା ବଢ଼େଇ କହିବାରେ ବ୍ୟବହାର କରନ୍ତି, ଜଣେ ବକ୍ତା ଉଦ୍ଦେଶ୍ୟମୁଳକ ଭାବରେ କିଛି ବିଷୟକୁ, ସାଧାରଣତଃ ତହିଁ ପ୍ରତି ଥିବା ନିଜର ଦୃଢ ମନୋଭାବକୁ ପ୍ରକାଶ କରିବା ପାଇଁ ଅତ୍ୟନ୍ତ କିମ୍ବା ଏପରିକି ଅବାସ୍ତବ ଉକ୍ତି ଦ୍ଵାରା ବର୍ଣ୍ଣନା କରିଥାନ୍ତି, ସେ ଅତିରଞ୍ଜିତ କରିଥିବା ବିଷୟକୁ ଲୋକେ ବୁଝନ୍ତୁ ବୋଲି ସେ ଆଶା କରିଥାନ୍ତି। > ସେମାନେ **ତୁମ୍ଭମାନଙ୍କ ଉପରେ ଗୋଟିଏ ପଥର ଉପରେ ଅନ୍ୟ ପଥର** ଛାଡିବେ ନାହିଁ। (ଲୂକ 19:44ଖ ULT) @@ -17,30 +16,27 @@ > ମୋଶା **ମିଶରିୟମାନଙ୍କର ସମସ୍ତ ଜ୍ଞାନରେ** ଶିକ୍ଷିତ ହୋଇଥିଲେ। (ପ୍ରେରିତ 7: 22କ ULT) -ଏହି ବିଶେଷ ଉଦ୍ଦେଶ୍ୟରେ ଅତିକଥନ ଅର୍ଥ ହେଉଛି ଯେ ସେ ମିଶର ଦେଶୀୟର ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ବିଷୟ ଶିଖିଥିଲେ। +ଏହି ବିଶେଷ ଉଦ୍ଦେଶ୍ୟରେ ଅତିକଥନ ଅର୍ଥ ହେଉଛି ଯେ ସେ ମିଶର ଦେଶୀୟର ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ବିଷୟ ଶିଖିଥିଲେ। **ସାଧାରଣକରଣ:** ଏହା ଏକ ବିବୃତ୍ତି ଯାହା ଅଧିକାଂଶ ସମୟରେ ସତ୍ୟ ଅଟେ କିମ୍ବା ଅଧିକାଂଶ ପରିସ୍ଥିତିରେ ଏହା ପ୍ରୟୋଗ ହୋଇପାରେ। -> ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, **ସେ ଦରିଦ୍ରତା ଓ ଲଜ୍ଜା ପାଏ,** -> ମାତ୍ର ଯେ ସଂଶୋଧନରୁ ଶିଖେ, ତାଙ୍କ ନିମନ୍ତେ **ମର୍ଯ୍ୟାଦା ଆସିବ**। (ହିତୋପଦେଶ 13:18 ULT) +> ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, **ସେ ଦରିଦ୍ରତା ଓ ଲଜ୍ଜା ପାଏ,** ମାତ୍ର ଯେ ସଂଶୋଧନରୁ ଶିଖେ, ତାଙ୍କ ନିମନ୍ତେ **ମର୍ଯ୍ୟାଦା ଆସିବ**। (ହିତୋପଦେଶ 13:18 ULT) -ଏହି ସାଧାରଣ ନିୟମାଧୀ ସେହି ଲୋକମାନଙ୍କ ବିଷୟରେ କହେଁ ଯେଉଁମାନେ ନିର୍ଦ୍ଦେଶକୁ ଅଣଦେଖା କରନ୍ତି ଏବଂ ଯାହା ସାଧାରଣ ଭାବରେ ଲୋକମାନଙ୍କୁ ଘଟେ ଯେଉଁମାନେ ସଂଶୋଧନରୁ ଶିକ୍ଷା କରିଥାଆନ୍ତି। ଏହି ବିବୃତ୍ତିରେ କିଛି ବ୍ୟତିକ୍ରମ ଥାଇପାରେ, କିନ୍ତୁ ସେଗୁଡ଼ିକ ସାଧାରଣତ ସତ୍ୟ ଅଟେ। +ଏହି ସାଧାରଣ ନିୟମାଧୀ ସେହି ଲୋକମାନଙ୍କ ବିଷୟରେ କହେଁ ଯେଉଁମାନେ ନିର୍ଦ୍ଦେଶକୁ ଅଣଦେଖା କରନ୍ତି ଏବଂ ଯାହା ସାଧାରଣ ଭାବରେ ଲୋକମାନଙ୍କୁ ଘଟେ ଯେଉଁମାନେ ସଂଶୋଧନରୁ ଶିକ୍ଷା କରିଥାଆନ୍ତି। ଏହି ବିବୃତ୍ତିରେ କିଛି ବ୍ୟତିକ୍ରମ ଥାଇପାରେ, କିନ୍ତୁ ସେଗୁଡ଼ିକ ସାଧାରଣତ ସତ୍ୟ ଅଟେ। -> ଏବଂ ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ, ଅଦରକାରୀ ପୁନରାବୃତ୍ତି କର ନାହିଁ ଯେପରି **ଅଣଯିହୂଦୀମାନେ କରନ୍ତି, କାରଣ ସେମାନେ ମନେକରନ୍ତି ଯେ ସେମାନଙ୍କର ଅନେକ ଶବ୍ଦ ହେତୁ ଶୁଣାଯିବ।** (ମାଥିଉ 6: 7) +> ଏବଂ ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ, ଅଦରକାରୀ ପୁନରାବୃତ୍ତି କର ନାହିଁ ଯେପରି **ଅଣଯିହୂଦୀମାନେ କରନ୍ତି, କାରଣ ସେମାନେ ମନେକରନ୍ତି ଯେ ସେମାନଙ୍କର ଅନେକ ଶବ୍ଦ ହେତୁ ଶୁଣାଯିବ।** (ମାଥିଉ 6: 7) -ଏହି ସାଧାରଣ ନିୟମାଧୀ ଅଣଯିହୂଦୀମାନେ କଅଣ କରିବାକୁ ହେତୁ ଜଣ ଶୁଣା। ଅନେକ ଅଣଯିହୂଦୀମାନେ ଏହା କରିଅଛନ୍ତି। ଯଦି ଅଳ୍ପ କେତେକ ନ କଲେଏହା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ଏହାର ଉଦ୍ଦେଶ୍ୟ ଶ୍ରୋତାମାନେ ଏହି ଜଣାଶୁଣା ଅଭ୍ୟାସରେ ଯୋଗଦେବା ଉଚିତ ନୁହେଁ। +ଏହି ସାଧାରଣ ନିୟମାଧୀ ଅଣଯିହୂଦୀମାନେ କଅଣ କରିବାକୁ ହେତୁ ଜଣ ଶୁଣା। ଅନେକ ଅଣଯିହୂଦୀମାନେ ଏହା କରିଅଛନ୍ତି। ଯଦି ଅଳ୍ପ କେତେକ ନ କଲେଏହା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ। ଏହାର ଉଦ୍ଦେଶ୍ୟ ଶ୍ରୋତାମାନେ ଏହି ଜଣାଶୁଣା ଅଭ୍ୟାସରେ ଯୋଗଦେବା ଉଚିତ ନୁହେଁ। -ଯଦିଓ ଏକ ବିଶେଷ ଉଦ୍ଦେଶ୍ୟରେ ଅତିକଥନ କିମ୍ବା ସାଧାରଣକରଣରେ ହୋଇପାରେ ଏକ ଶକ୍ତିଶାଳୀ ଶବ୍ଦ ଥାଇପାରେ ଯଥା “ସମସ୍ତ”, “ସର୍ବଦା”, “କେହି ନୁହେଁ” କିମ୍ବା “କେବେ ନୁହେଁ” ଏହାର ଅର୍ଥ **ଠିକ୍** “ସମସ୍ତ”, “ସର୍ବଦା” ଭଳି ଆବଶ୍ୟକ ନୁହେଁ, “କେହି ନୁହେଁ,” କିମ୍ବା “କେବେ ନୁହେଁ।” ଏହା ସରଳଭାବେ “ଅଧିକାଂଶ”, “ଅଧିକାଂଶ ସମୟ”, “ଅତ୍ୟନ୍ତ କଷ୍ଟରେ”, କିମ୍ବା “କ୍ୱଚିତ”। +ଯଦିଓ ଏକ ବିଶେଷ ଉଦ୍ଦେଶ୍ୟରେ ଅତିକଥନ କିମ୍ବା ସାଧାରଣକରଣରେ ହୋଇପାରେ ଏକ ଶକ୍ତିଶାଳୀ ଶବ୍ଦ ଥାଇପାରେ ଯଥା “ସମସ୍ତ”, “ସର୍ବଦା”, “କେହି ନୁହେଁ” କିମ୍ବା “କେବେ ନୁହେଁ” ଏହାର ଅର୍ଥ **ଠିକ୍** “ସମସ୍ତ”, “ସର୍ବଦା” ଭଳି ଆବଶ୍ୟକ ନୁହେଁ, “କେହି ନୁହେଁ,” କିମ୍ବା “କେବେ ନୁହେଁ।” ଏହା ସରଳଭାବେ “ଅଧିକାଂଶ”, “ଅଧିକାଂଶ ସମୟ”, “ଅତ୍ୟନ୍ତ କଷ୍ଟରେ”, କିମ୍ବା “କ୍ୱଚିତ”। #### ଏହା ଅନୁବାଦ ସମସ୍ୟା ଉଦ୍ଦେଶ୍ୟ ଅଟେ -1. ଉକ୍ତି ବା ବକ୍ତ୍ୟବଟି ସଂପୂର୍ଣ୍ଣ ଭାବରେ ସତ୍ୟ କି ନାହିଁ, ଏହାକୁ ପାଠକମାନେ ବୁଝିବାରେ ସକ୍ଷମ ହେବା ଆବଶ୍ୟକ। -1. ଯଦି ପାଠକମାନେ ଜାଣନ୍ତି ଯେ ଉକ୍ତିଟି ସଂପୂର୍ଣ୍ଣ ସତ୍ୟ ନୁହେଁ, ତେବେ ଏହା ଅତ୍ୟୁକ୍ତି ସମ୍ବଳିତ, ସାଧାରଣ ଅନୁମାନ, କିଅବା ମିଥ୍ୟା ଅଟେ, ସେମାନେ ଏହାକୁ ବୁଝିବାରେ ସକ୍ଷମ ହେବା ଆବଶ୍ୟକ। (ଯଦିଓ ବାଇବଲ ସମ୍ପୁର୍ଣ୍ଣ ରୂପେ ସତ୍ୟ ଅଟେ, ଏହା ଏପରି ଲୋକମାନଙ୍କ ବିଷୟରେ କୁହେଁ ଯେଉଁମାନେ ସର୍ବଦା ସତ୍ୟ କହି ନ ଥିଲେ।) - +1. ଉକ୍ତି ବା ବକ୍ତ୍ୟବଟି ସଂପୂର୍ଣ୍ଣ ଭାବରେ ସତ୍ୟ କି ନାହିଁ, ଏହାକୁ ପାଠକମାନେ ବୁଝିବାରେ ସକ୍ଷମ ହେବା ଆବଶ୍ୟକ। +2. ଯଦି ପାଠକମାନେ ଜାଣନ୍ତି ଯେ ଉକ୍ତିଟି ସଂପୂର୍ଣ୍ଣ ସତ୍ୟ ନୁହେଁ, ତେବେ ଏହା ଅତ୍ୟୁକ୍ତି ସମ୍ବଳିତ, ସାଧାରଣ ଅନୁମାନ, କିଅବା ମିଥ୍ୟା ଅଟେ, ସେମାନେ ଏହାକୁ ବୁଝିବାରେ ସକ୍ଷମ ହେବା ଆବଶ୍ୟକ। (ଯଦିଓ ବାଇବଲ ସମ୍ପୁର୍ଣ୍ଣ ରୂପେ ସତ୍ୟ ଅଟେ, ଏହା ଏପରି ଲୋକମାନଙ୍କ ବିଷୟରେ କୁହେଁ ଯେଉଁମାନେ ସର୍ବଦା ସତ୍ୟ କହି ନ ଥିଲେ।) ### ବାଇବଲରୁ କେତେକ ଉଦାହରଣ - #### ଅତିରଞ୍ଜନର ଉଦାହରଣଗୁଡ଼ିକ > ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ **ତାହା କାଟିପକାଅ**। ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଉତ୍ତମ। (ମାର୍କ 9:43କ ULT) @@ -51,8 +47,7 @@ ପଲେଷ୍ଟୀୟ ସୈନିକ ସଂଖ୍ୟାରେ ଅତ୍ୟଧିକ ମାତ୍ରାରେ ଥିବା ଭାବନାକୁ ପ୍ରକାଶ କରିବା ଉଦ୍ଦେଶ୍ୟରେ ବୋଲ୍ଡ ବାକ୍ୟାଂଶ ଅତ୍ୟଧିକ ଅଟେ। ଏହାର ଅର୍ଥ ହେଉଛି ପଲେଷ୍ଟୀୟ ସୈନବାହିନୀରେ **ଅନେକ, ଅନେକ** ସୈନିକ ଥିଲେ। -> କିନ୍ତୁ ଯେପରି ତାହାଙ୍କ ଅଭିଷେକ ତୁମ୍ଭମାନଙ୍କୁ **ପ୍ରତ୍ୟେକ****ଜିନିଷ** ଶିକ୍ଷା ଦିଏ ଏବଂ ଏହା ସତ୍ୟ ଏବଂ ମିଥ୍ୟା ନୁହେଁ, ଏବଂ ଯେପରି ଏହା ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛି, ତାଙ୍କଠାରେ ରୁହନ୍ତୁ। (1 ଯୋହନ 2: 27ଖ ULT) - +> କିନ୍ତୁ ଯେପରି ତାହାଙ୍କ ଅଭିଷେକ ତୁମ୍ଭମାନଙ୍କୁ **ପ୍ରତ୍ୟେକ****ଜିନିଷ** ଶିକ୍ଷା ଦିଏ ଏବଂ ଏହା ସତ୍ୟ ଏବଂ ମିଥ୍ୟା ନୁହେଁ, ଏବଂ ଯେପରି ଏହା ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛି, ତାଙ୍କଠାରେ ରୁହନ୍ତୁ। (1 ଯୋହନ 2: 27ଖ ULT) ଏହା ଏକ ବିଶେଷ ଉଦ୍ଦେଶ୍ୟରେ ଅତିକଥନ ଅଟେ। ଏହା ଆତ୍ମବିଶ୍ୱାସକୁ ପ୍ରକାଶ କରେ ଯେ ଈଶ୍ଵରଙ୍କ ଆତ୍ମା ଆମ୍ଭମାନଙ୍କୁ **ସମସ୍ତ ଜିନିଷ ବିଷୟରେ ଶିକ୍ଷା ଦିଅନ୍ତି ଯାହାକୁ ଆମ୍ଭେମାନେ ଜାଣିବା ଆବଶ୍ୟକ**। ଈଶ୍ଵରଙ୍କ ଆତ୍ମା ସବୁକିଛି ବିଷୟରେ ଆମ୍ଭମାନଙ୍କୁ ଶିକ୍ଷା ଦିଏ ନାହିଁ ଯାହା ଜାଣିବା ସମ୍ଭବ ଅଟେ। @@ -60,74 +55,68 @@ ବୋଧହୁଏ ଶିଷ୍ୟମାନଙ୍କ ଧାରଣା ଏହା ନ ଥିଲା ଯେ ସହରର ସମସ୍ତେ ଯୀଶୁଙ୍କୁ ଖୋଜୁଥିଲେ, କିନ୍ତୁ ଯେ **ଅନେକ ଲୋକ** ତାହାଙ୍କୁ ଖୋଜୁଥିଲେ, କିମ୍ବା ସେଠାରେ ଥିବା ଯୀଶୁଙ୍କ ନିକଟତମ ବନ୍ଧୁମାନେ ସମସ୍ତେ ତାହାଙ୍କୁ ଖୋଜୁଥିଲେ। ସେମାନେ ଏବଂ ଅନ୍ୟମାନେ ତାହାଙ୍କ ବିଷୟରେ ଚିନ୍ତିତ ଥିବାରୁ ଭାବନାକୁ ପ୍ରକାଶ କରିବା ଉଦ୍ଦେଶ୍ୟରେ ଏହା ଅତିରଞ୍ଜିତ କରି ବର୍ଣ୍ଣନା କରିଅଛନ୍ତି। - #### ସାଧାରଣ ଅନୁମାନର ଉଦାହରଣଗୁଡ଼ିକ > କ'ଣ ନାଜରିତରୁ **କୌଣସି ଉତ୍ତମ ଜିନିଷ** ଆସିପାରେ? (ଯୋହନ 1: 46ଖ ULT) -ଏହି ବକ୍ତବ୍ୟ ପ୍ରଶ୍ନ ନାଜରିତରେ କିଛି ହିଁ ଭଲ ନାହିଁ ବୋଲି ସାଧାରଣ ଭାବରେ ପ୍ରକାଶ କରି କହିବା ନିମନ୍ତେ ଅଟେ। ସେଠାକାର ଲୋକମାନେ ଅଶିକ୍ଷିତ ଏବଂ ବିଧିବଦ୍ଧ ରୂପେ ଧାର୍ମିକ ନୁହଁନ୍ତି। ଅବଶ୍ୟ, ଏହାର ବ୍ୟତିକ୍ରମ ଥିଲା। ଶିଷ୍ୟମାନେ ଯୀଶୁଙ୍କୁ କହିଲେ ଯେ ସମସ୍ତେ ତାହାଙ୍କର ଅନ୍ଵେଷଣ କରୁଥିଲେ। +ଏହି ବକ୍ତବ୍ୟ ପ୍ରଶ୍ନ ନାଜରିତରେ କିଛି ହିଁ ଭଲ ନାହିଁ ବୋଲି ସାଧାରଣ ଭାବରେ ପ୍ରକାଶ କରି କହିବା ନିମନ୍ତେ ଅଟେ। ସେଠାକାର ଲୋକମାନେ ଅଶିକ୍ଷିତ ଏବଂ ବିଧିବଦ୍ଧ ରୂପେ ଧାର୍ମିକ ନୁହଁନ୍ତି। ଅବଶ୍ୟ, ଏହାର ବ୍ୟତିକ୍ରମ ଥିଲା। ଶିଷ୍ୟମାନେ ଯୀଶୁଙ୍କୁ କହିଲେ ଯେ ସମସ୍ତେ ତାହାଙ୍କର ଅନ୍ଵେଷଣ କରୁଥିଲେ। > ସେମାନଙ୍କ ମଧ୍ୟରୁ ଜଣେ, ସେମାନଙ୍କର ନିଜର ଭାବବାଦୀମାନେ "**କ୍ରୀତିନିବାସୀ ସର୍ବଦା ମିଛୁଆ, ମନ୍ଦ ପଶୁ, ଅଲଶୁଆ ପେଟୁକ**" ବୋଲି କହିଅଛନ୍ତି। (ତୀତସ 1:12 ULT) -ଏହା ଏକ ସାଧାରଣକରଣ ଯାହାର ଅର୍ଥ ହେଉଛି ଯେ କ୍ରୀତିନିବାଶୀ ଏହିପରି ହେବା ପାଇଁ ଏକ ପ୍ରତିଷ୍ଠା କରିଥିଲେ କାରଣ ସାଧାରଣତ, କ୍ରୀତିନିବାଶୀ ଏହିପରି ବ୍ୟବହାର କରିଥିଲେ। ଏହା ସମ୍ଭବ ଯେ ସେଠାରେ ବ୍ୟତିକ୍ରମ ଥିଲା। +ଏହା ଏକ ସାଧାରଣକରଣ ଯାହାର ଅର୍ଥ ହେଉଛି ଯେ କ୍ରୀତିନିବାଶୀ ଏହିପରି ହେବା ପାଇଁ ଏକ ପ୍ରତିଷ୍ଠା କରିଥିଲେ କାରଣ ସାଧାରଣତ, କ୍ରୀତିନିବାଶୀ ଏହିପରି ବ୍ୟବହାର କରିଥିଲେ। ଏହା ସମ୍ଭବ ଯେ ସେଠାରେ ବ୍ୟତିକ୍ରମ ଥିଲା। -> **ଜଣେ ବ୍ୟକ୍ତିକୁ ଅଲସୁଆ ହସ୍ତ ଗରିବ କରିଦିଏ, କିନ୍ତୁ ପରିଶ୍ରମୀର ହସ୍ତ ବ୍ୟକ୍ତିକୁ ଧନ ଲାଭ କରାଏ।** (ହିତୋପଦେଶ 10: 4 ULT) +> **ଜଣେ ବ୍ୟକ୍ତିକୁ ଅଲସୁଆ ହସ୍ତ ଗରିବ କରିଦିଏ, କିନ୍ତୁ ପରିଶ୍ରମୀର ହସ୍ତ ବ୍ୟକ୍ତିକୁ ଧନ ଲାଭ କରାଏ।** (ହିତୋପଦେଶ 10: 4 ULT) ଏହା ସାଧାରଣତ ସତ୍ୟ ଅଟେ, ଏବଂ ଏହା ଅଧିକାଂଶ ଲୋକଙ୍କ ଅଭିଜ୍ଞତାକୁ ପ୍ରତିଫଳିତ କରିଥାଏ। ଏହା ସମ୍ଭବ ଯେ କିଛି ପରିସ୍ଥିତିରେ ବ୍ୟତିକ୍ରମ ଅଛି। - ### ସତର୍କ ଏହା ଅସମ୍ଭବ ମନେ ହେଉଥିବା ହେତୁ ତାହା ଅତିରଞ୍ଜନ ବୋଲି ଗ୍ରହଣ କରନ୍ତୁ ନାହିଁ। ପରମେଶ୍ଵର ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରନ୍ତି। > ସେମାନେ ଯୀଶୁଙ୍କୁ **ସମୁଦ୍ର ଉପରେ ଚାଲି** ନୌକା ନିକଟକୁ ଆସୁଥିବା ଦେଖିଲେ। (ଯୋହନ 6:19ଖ ULT) -ଏହା ବିଶେଷ ଉଦ୍ଦେଶ୍ୟରେ ଅତିକଥନ ନୁହେଁ। ଯୀଶୁ ବାସ୍ତବରେ ଜଳ ଉପରେ ଚାଲିଲେ। ଏହା ଏକ ଆକ୍ଷରିକ ଉକ୍ତି। +ଏହା ବିଶେଷ ଉଦ୍ଦେଶ୍ୟରେ ଅତିକଥନ ନୁହେଁ। ଯୀଶୁ ବାସ୍ତବରେ ଜଳ ଉପରେ ଚାଲିଲେ। ଏହା ଏକ ଆକ୍ଷରିକ ଉକ୍ତି। ସଦାପ୍ରଭୁ ସର୍ବଦା ଧର୍ମମୟ। ଏହା ସଂପୂର୍ଣ୍ଣ ଭାବରେ ସତ୍ୟ ଉକ୍ତି। -> ସଦାପ୍ରଭୁ ଆପଣାର **ସକଳ** ପଥରେ ଧର୍ମମୟ ଅଟନ୍ତି -> ଏବଂ ଆପଣାର **ସକଳ** କାର୍ଯ୍ୟରେ ଦୟାଳୁ ଅଟନ୍ତି। (ଗୀତସଂହିତା 145:17 ULT) +> ସଦାପ୍ରଭୁ ଆପଣାର **ସକଳ** ପଥରେ ଧର୍ମମୟ ଅଟନ୍ତି ଏବଂ ଆପଣାର **ସକଳ** କାର୍ଯ୍ୟରେ ଦୟାଳୁ ଅଟନ୍ତି। (ଗୀତସଂହିତା 145:17 ULT) ସଦପ୍ରଭୁ ସର୍ବଦା ଧାର୍ମିକ ଅଟନ୍ତି। ଏହା ଏକ ସମ୍ପୁର୍ଣ୍ଣ ସତ୍ୟ ଉକ୍ତି ଅଟେ। - ### ଅନୁବାଦ କୌଶଳ ଯଦି ଅତିରଞ୍ଜନ ବା ସାଧାରଣ ଅନୁମାନ ପ୍ରାକୃତିକ ଓ ଲୋକେ ଏହାକୁ ବୁଝିପାରିବେ ଏବଂ ଏହା ମିଥ୍ୟା ବୋଲି ମନେ କରିବେ ନାହିଁ, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ। ଯଦି ନାହିଁ, ଏଠାରେ ଅନ୍ୟ ବିକଳ୍ପଗୁଡ଼ିକ ରହିଛି। -(1) ଅତିରଞ୍ଜନ ଶବ୍ଦ ବିନା ଅର୍ଥକୁ ପ୍ରକାଶ କର। -(2) ସାଧାରଣ ଅନୁମାନ ନିମନ୍ତେ, “ସାଧାରଣରେ” ବା “ଅଧିକାଂଶ କ୍ଷେତ୍ରରେ” ଭଳି ବାକ୍ୟାଂଶକୁ ବ୍ୟବହାର କରି ଏହା ଯେ ସାଧାରଣ ଅନୁମାନ ଅଟେ ଦେଖାଅ। -(3) ସାଧାରଣ ଅନୁମାନ ନିମନ୍ତେ, ସାଧାରଣ ଅନୁମାନ ଯେ ନିର୍ଭୁଲ ନୁହେଁ, ଏହାକୁ ଦେଖାଇବା ପାଇଁ “ସର୍ବାଧିକ” ବା “ପ୍ରାୟ” ଶବ୍ଦକୁ ଯୋଗ କର। -(4) ସାଧାରଣ ଅନୁମାନ ନିମନ୍ତେ ଯାହାର “ସମସ୍ତ”, “ସର୍ବଦା”, “କେହି ନୁହେଁ”, କିମ୍ବା “କଦାପି ନୁହେଁ” ଭଳି ଶବ୍ଦ ଅଛି, ସେହି ଶବ୍ଦଗୁଡ଼ିକୁ ବାଦ୍‌ ଦେବା ପାଇଁ ବିଚାର କର। - +(1) ଅତିରଞ୍ଜନ ଶବ୍ଦ ବିନା ଅର୍ଥକୁ ପ୍ରକାଶ କର। (2) ସାଧାରଣ ଅନୁମାନ ନିମନ୍ତେ, “ସାଧାରଣରେ” ବା “ଅଧିକାଂଶ କ୍ଷେତ୍ରରେ” ଭଳି ବାକ୍ୟାଂଶକୁ ବ୍ୟବହାର କରି ଏହା ଯେ ସାଧାରଣ ଅନୁମାନ ଅଟେ ଦେଖାଅ। (3) ସାଧାରଣ ଅନୁମାନ ନିମନ୍ତେ, ସାଧାରଣ ଅନୁମାନ ଯେ ନିର୍ଭୁଲ ନୁହେଁ, ଏହାକୁ ଦେଖାଇବା ପାଇଁ “ସର୍ବାଧିକ” ବା “ପ୍ରାୟ” ଶବ୍ଦକୁ ଯୋଗ କର। (4) ସାଧାରଣ ଅନୁମାନ ନିମନ୍ତେ ଯାହାର “ସମସ୍ତ”, “ସର୍ବଦା”, “କେହି ନୁହେଁ”, କିମ୍ବା “କଦାପି ନୁହେଁ” ଭଳି ଶବ୍ଦ ଅଛି, ସେହି ଶବ୍ଦଗୁଡ଼ିକୁ ବାଦ୍‌ ଦେବା ପାଇଁ ବିଚାର କର। ### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ -1. ଅତିରଞ୍ଜନ ଶବ୍ଦ ବିନା ଅର୍ଥକୁ ପ୍ରକାଶ କରନ୍ତୁ। +1. ଅତିରଞ୍ଜନ ଶବ୍ଦ ବିନା ଅର୍ଥକୁ ପ୍ରକାଶ କରନ୍ତୁ। > ଏଉତ୍ତାରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ପଲେଷ୍ଟୀୟମାନଙ୍କର ତିରିଶି ସହସ୍ର ରଥ ଓ ଛଅ ସହସ୍ର ଅଶ୍ଵାରୋହୀ ଓ **ସମୁଦ୍ର ତୀରସ୍ଥ ବାଲୁକାର ନ୍ୟାୟ ଲୋକାରଣ୍ୟ ଏକତ୍ର ହେଲେ**। (1ମ ଶାମୁୟେଲ 13:5କ ULT) ->> ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପଲେଷ୍ଟୀୟମାନେ ଏକତ୍ରିତ ହେଲେ: ତିନି ହଜାର ରଥ, ଛଅ ହଜାର ଲୋକମାନେ ରଥ ଚଳାଇବା ପାଇଁ ଏବଂ **ବହୁ ସଂଖ୍ୟକ ସୈନ୍ୟ**। +> +> > ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପଲେଷ୍ଟୀୟମାନେ ଏକତ୍ରିତ ହେଲେ: ତିନି ହଜାର ରଥ, ଛଅ ହଜାର ଲୋକମାନେ ରଥ ଚଳାଇବା ପାଇଁ ଏବଂ **ବହୁ ସଂଖ୍ୟକ ସୈନ୍ୟ**। (2) ସାଧାରଣ ଅନୁମାନ ନିମନ୍ତେ, “ସାଧାରଣରେ” ବା “ଅଧିକାଂଶ କ୍ଷେତ୍ରରେ” ବାକ୍ୟାଂଶକୁ ବ୍ୟବହାର କରିବା ଦ୍ଵାରା ଏହା ଯେ ସାଧାରଣ ଅନୁମାନ ଅଟେ ଦେଖାଅ। -> ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ।** (ହିତୋପଦେଶ 13:18କ ULT) ->> **ସାଧାରଣରେ**, ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ। +> ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ।\*\* (ହିତୋପଦେଶ 13:18କ ULT) +> +> > **ସାଧାରଣରେ**, ଯେଉଁ ଜନ ଶାସନ ଅଗ୍ରାହ୍ୟ କରେ, ସେ ଦରିଦ୍ରତା ଓ ଲଜ୍ଜା ପାଏ। +> +> **ପୁଣି, ପ୍ରାର୍ଥନା କରିବା ସମୟରେ ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି ।** (ମାଥିଉ 6:7 ULT) +> +> ପୁଣି ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ, ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି। (ମାଥିଉ 6: 7) +> +> > "ପୁଣି ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ, **ସାଧାରଣ ଭାବରେ** ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି। +(3) ବିଶେଷ ଉଦ୍ଦେଶ୍ୟରେ ଅତିକଥନ ନିମନ୍ତେ କିମ୍ବା ଏକ ସାଧାରଣକରଣ ପାଇଁ, ଯେପରି ଏହାକୁ ଦେଖାଇବା ପାଇଁ "ଜନସମୂହ" କିମ୍ବା "ଅଧ‌ିକାଂଶ" ଶବ୍ଦକୁ ଯୋଗ କର। -> **ପୁଣି, ପ୍ରାର୍ଥନା କରିବା ସମୟରେ ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି ।** (ମାଥିଉ 6:7 ULT) +> **ସମଗ୍ର** ଯିହୂଦା ଦେଶର ଓ **ସମସ୍ତ** ଯିରୁଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ। (ମାର୍କ 1:5 ULT) +> +> > ଯିହୂଦା ଦେଶର **ପ୍ରାୟ ସମସ୍ତ** ଓ **ପ୍ରାୟ ସମସ୍ତ** ଯିରୁଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ।” କିମ୍ବା ଜିହୁଦା ଦେଶର **ଜନସମୂହ** ଏବଂ **ଅଧ‌ିକାଂଶ** ଯିରୁଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ।” - -> ପୁଣି ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ, ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି। (ମାଥିଉ 6: 7) ->> "ପୁଣି ତୁମ୍ଭେମାନେ ପ୍ରାର୍ଥନା କରିବା ସମୟରେ, **ସାଧାରଣ ଭାବରେ** ବିଜାତୀୟମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି। - -(3) ବିଶେଷ ଉଦ୍ଦେଶ୍ୟରେ ଅତିକଥନ ନିମନ୍ତେ କିମ୍ବା ଏକ ସାଧାରଣକରଣ ପାଇଁ, ଯେପରି ଏହାକୁ ଦେଖାଇବା ପାଇଁ "ଜନସମୂହ" କିମ୍ବା "ଅଧ‌ିକାଂଶ" ଶବ୍ଦକୁ ଯୋଗ କର। -> **ସମଗ୍ର** ଯିହୂଦା ଦେଶର ଓ **ସମସ୍ତ** ଯିରୁଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ। (ମାର୍କ 1:5 ULT) ->>ଯିହୂଦା ଦେଶର **ପ୍ରାୟ ସମସ୍ତ** ଓ **ପ୍ରାୟ ସମସ୍ତ** ଯିରୁଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ।” ->> କିମ୍ବା ->> ଜିହୁଦା ଦେଶର **ଜନସମୂହ** ଏବଂ **ଅଧ‌ିକାଂଶ** ଯିରୁଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ।” - -(4) ବିଶେଷ ଉଦ୍ଦେଶ୍ୟରେ ଅତିକଥନ ନିମନ୍ତେ କିମ୍ବା ଏକ ସାଧାରଣକରଣ ଶବ୍ଦ ଯଥା "ସମସ୍ତେ," ସର୍ବଦା," “କେହି ନୁହେଁ”, କିମ୍ବା “କଦାପି ନୁହେଁ” ଭଳି ଶବ୍ଦ ଅଛି, ସେହି ଶବ୍ଦଗୁଡ଼ିକୁ ବାଦ୍ ଦେବା ପାଇଁ ବିଚାର କର। +(4) ବିଶେଷ ଉଦ୍ଦେଶ୍ୟରେ ଅତିକଥନ ନିମନ୍ତେ କିମ୍ବା ଏକ ସାଧାରଣକରଣ ଶବ୍ଦ ଯଥା "ସମସ୍ତେ," ସର୍ବଦା," “କେହି ନୁହେଁ”, କିମ୍ବା “କଦାପି ନୁହେଁ” ଭଳି ଶବ୍ଦ ଅଛି, ସେହି ଶବ୍ଦଗୁଡ଼ିକୁ ବାଦ୍ ଦେବା ପାଇଁ ବିଚାର କର। > **ସମଗ୍ର** ଯିହୂଦା ପ୍ରଦେଶ ଓ **ସମସ୍ତ** ଯିରୁଶାଲମନିବାସୀ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ। (ମାର୍କ 1:5କ ULT) ->> ଯିହୂଦା ଦେଶ ଓ ଯିରୁଶାଲମନିବାସୀ ଲୋକମାନେ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ। +> +> > ଯିହୂଦା ଦେଶ ଓ ଯିରୁଶାଲମନିବାସୀ ଲୋକମାନେ ବାହାରି ତାଙ୍କ ନିକଟକୁ ଆସିବାକୁ ଲାଗିଲେ। \ No newline at end of file