Edit 'translate/figs-inclusive/01.md' using 'tc-create-app'

This commit is contained in:
manash12d 2020-10-26 18:12:26 +00:00
parent 34672844e9
commit 62bf2b6b45
1 changed files with 7 additions and 17 deletions

View File

@ -1,41 +1,31 @@
### ବିବରଣ
କେତେକ ଭାଷାରେ ଗୋଟିଏରୁ ଅଧିକ “ଆମ୍ଭେମାନେ” ରୂପରେଖା ରହିଥାଏ: ଏକ ଅନ୍ତର୍ଭୁକ୍ତ ସୂଚକ ରୂପରେଖ, ଅର୍ଥ “ମୁଁ” ଓ “ତୁମେ/ଆପଣ” ଏବଂ ବହିର୍ଭୂକ୍ତ ସୂଚକ ରୂପରେଖା, ଅର୍ଥ “ମୁଁ ଓ ଆଉ କେହି ଜଣେ କିନ୍ତୁ ତୁମେ/ଆପଣ ନୁହେଁ।” ଅନ୍ତର୍ଭୁକ୍ତସୂଚକ ରୂପରେଖା କୁହାଯାଇଥିବା ବ୍ୟକ୍ତିଙ୍କୁ ଓ ସମ୍ଭବତଃ ଅନ୍ୟକୁ ଅନ୍ତର୍ଭୁକ୍ତ କରେ। ଏହା ମଧ୍ୟ “ଆମ୍ଭମାନଙ୍କ”, “ଆମ୍ଭର”, “ଆମ୍ଭମାନଙ୍କର”, ଓ “ଆମ୍ଭମାନେ ନିଜେ” ପାଇ ସତ୍ୟ ଅଟେ। କେତେକ ଭାଷାରେ ପରସ୍ପର ନିମନ୍ତେ ଅନ୍ତର୍ଭୁକ୍ତ ସୂଚକ ରୂପରେଖା ଓ ବହିର୍ଭୂକ୍ତସୂଚକ ରୂପରେଖା ରହିଛି। ଛବିଗୁଡ଼ିକୁ ଦେଖନ୍ତୁ। ଦକ୍ଷିଣ ପାର୍ଶ୍ଵରେ ଥିବା ଲୋକମାନଙ୍କୁ ବକ୍ତା ଜଣକ କହୁଅଛନ୍ତି। ଉଜ୍ଜ୍ଵଳ ହଳଦିଆ ରଙ୍ଗ ପ୍ରକାଶ କରେ ଯେ ଅନ୍ତର୍ଭୁକ୍ତସୂଚକ “ଆମ୍ଭେମାନେ” ଓ ବହିର୍ଭୂକ୍ତସୂଚକ “ଆମ୍ଭେମାନେ” କାହାକୁ ଦର୍ଶାଉଅଛି।
![](https://cdn.door43.org/ta/jpg/vocabulary/we_us_inclusive.jpg)
![](https://cdn.door43.org/ta/jpg/vocabulary/we_us_exclusive.jpg)             
କେତେକ ଭାଷାରେ ଗୋଟିଏରୁ ଅଧିକ “ଆମ୍ଭେମାନେ” ରୂପରେଖା ରହିଥାଏ: ଏକ ଅନ୍ତର୍ଭୁକ୍ତ ସୂଚକ ରୂପରେଖ, ଅର୍ଥ “ମୁଁ” ଓ “ତୁମେ/ଆପଣ” ଏବଂ ବହିର୍ଭୂକ୍ତ ସୂଚକ ରୂପରେଖା, ଅର୍ଥ “ମୁଁ ଓ ଆଉ କେହି ଜଣେ କିନ୍ତୁ ତୁମେ/ଆପଣ ନୁହେଁ।” ଅନ୍ତର୍ଭୁକ୍ତସୂଚକ ରୂପରେଖା କୁହାଯାଇଥିବା ବ୍ୟକ୍ତିଙ୍କୁ ଓ ସମ୍ଭବତଃ ଅନ୍ୟକୁ ଅନ୍ତର୍ଭୁକ୍ତ କରେ। ଏହା ମଧ୍ୟ “ଆମ୍ଭମାନଙ୍କ”, “ଆମ୍ଭର”, “ଆମ୍ଭମାନଙ୍କର”, ଓ “ଆମ୍ଭମାନେ ନିଜେ” ପାଇ ସତ୍ୟ ଅଟେ। କେତେକ ଭାଷାରେ ପରସ୍ପର ନିମନ୍ତେ ଅନ୍ତର୍ଭୁକ୍ତ ସୂଚକ ରୂପରେଖା ଓ ବହିର୍ଭୂକ୍ତସୂଚକ ରୂପରେଖା ରହିଛି। ଛବିଗୁଡ଼ିକୁ ଦେଖନ୍ତୁ। ଦକ୍ଷିଣ ପାର୍ଶ୍ଵରେ ଥିବା ଲୋକମାନଙ୍କୁ ବକ୍ତା ଜଣକ କହୁଅଛନ୍ତି। ଉଜ୍ଜ୍ଵଳ ହଳଦିଆ ରଙ୍ଗ ପ୍ରକାଶ କରେ ଯେ ଅନ୍ତର୍ଭୁକ୍ତସୂଚକ “ଆମ୍ଭେମାନେ” ଓ ବହିର୍ଭୂକ୍ତସୂଚକ “ଆମ୍ଭେମାନେ” କାହାକୁ ଦର୍ଶାଉଅଛି। ![](https://cdn.door43.org/ta/jpg/vocabulary/we_us_inclusive.jpg)
![](https://cdn.door43.org/ta/jpg/vocabulary/we_us_exclusive.jpg)             
#### ଏହା ଅନୁବାଦ ସମସ୍ୟାର କାରଣ ଅଟେ
ବାଇବଲକୁ ପ୍ରଥମେ ଏବ୍ରୀ, ଅରାମୀୟ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା।
ଇଂରାଜୀ ଭଳି, ଏହି ଭାଷାମାନଙ୍କରେ “ଆମ୍ଭେମାନେ” ଶବ୍ଦ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖା ନାହିଁ। ଯଦି ଅନୁବାଦକମାନଙ୍କ ଭାଷାରେ ଏହି ଶବ୍ଦଗୁଡ଼ିକ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତ ସୂଚକ ରୂପରେଖା ଓ ଅନ୍ତର୍ଭୁକ୍ତ ସୂଚକ ରୂପରେଖା ରହିଛି, ତେବେ ସେହି ଶବ୍ଦଗୁଡ଼ିକୁ ନେଇ ବକ୍ତା କହିବାର ତାତ୍ପର୍ଯ୍ୟ କଣ ତାହା ବୁଝିବା ଆବଶ୍ୟକ, ଯଦ୍ୱାରା “ଆମ୍ଭେମାନେ” ଶବ୍ଦର କେଉଁ ରୂପରେଖା ବ୍ୟବହାର କରାଯିବ ତାହା ସେମାନେ ନିର୍ଣ୍ଣୟ କରିପାରିବେ।
ବାଇବଲକୁ ପ୍ରଥମେ ଏବ୍ରୀ, ଅରାମୀୟ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା। ଇଂରାଜୀ ଭଳି, ଏହି ଭାଷାମାନଙ୍କରେ “ଆମ୍ଭେମାନେ” ଶବ୍ଦ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖା ନାହିଁ। ଯଦି ଅନୁବାଦକମାନଙ୍କ ଭାଷାରେ ଏହି ଶବ୍ଦଗୁଡ଼ିକ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତ ସୂଚକ ରୂପରେଖା ଓ ଅନ୍ତର୍ଭୁକ୍ତ ସୂଚକ ରୂପରେଖା ରହିଛି, ତେବେ ସେହି ଶବ୍ଦଗୁଡ଼ିକୁ ନେଇ ବକ୍ତା କହିବାର ତାତ୍ପର୍ଯ୍ୟ କଣ ତାହା ବୁଝିବା ଆବଶ୍ୟକ, ଯଦ୍ୱାରା “ଆମ୍ଭେମାନେ” ଶବ୍ଦର କେଉଁ ରୂପରେଖା ବ୍ୟବହାର କରାଯିବ ତାହା ସେମାନେ ନିର୍ଣ୍ଣୟ କରିପାରିବେ।
### ବାଇବଲରୁ କେତେକ ଉଦାହରଣ
#### ଅନ୍ତର୍ଭୁକ୍ତ
> ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, “ଆସ **ଆମ୍ଭେମାନେ** ବେଥଲେହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ **ଆମ୍ଭମାନଙ୍କୁ** ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା।” (ଲୂକ 2:15ଖ ULT)
ମେଷପାଳକମାନେ ପରସ୍ପରକୁ କଥାବାର୍ତ୍ତା କରୁଅଛନ୍ତି। ସେମାନେ “ଆମ୍ଭମାନଙ୍କୁ” ବୋଲି କହିବା ସମୟରେ, ସେମାନେ ପରସ୍ପର ସହିତ କଥାବାର୍ତ୍ତା କରୁଥିବା ଲୋକମାଙ୍କୁ ଅନ୍ତର୍ଭୁକ୍ତ କରିଥିଲେ।
> ସେହି ସମୟରେ ଦିନେ ସେ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଡ଼ିଲେ, ଏବଂ ସେ ସେମାନଙ୍କୁ କହିଲେ, “ଆସ, **ଆମ୍ଭେମାନେ** ହ୍ରଦର ଆରପାରିକି ଯିବା।’’ ସେଥିରେ ସେମାନେ ନୌକା ସଜାଡିଲେ। (ଲୂକ 8:22 ULT)
> ସେହି ସମୟରେ ଦିନେ ସେ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଡ଼ିଲେ, ଏବଂ ସେ ସେମାନଙ୍କୁ କହିଲେ, “ଆସ, **ଆମ୍ଭେମାନେ** ହ୍ରଦର ଆରପାରିକି ଯିବା।’’ ସେଥିରେ ସେମାନେ ନୌକା ସଜାଡିଲେ। (ଲୂକ 8:22 ULT)
ଯୀଶୁ “ଆମ୍ଭେମାନେ” ବୋଲି କହିବା ସମୟରେ, ସେ ନିଜକୁ ଓ ସେ କହୁଥିବା ଶିଷ୍ୟମାନଙ୍କୁ ଦର୍ଶାଇଥିଲେ, ଏଣୁ ଏହା ଅନ୍ତର୍ଭୁକ୍ତ ସୂଚକ ରୂପରେଖା ହୋଇପାରେ।
#### ବହିର୍ଭୂତ
> **ଆମ୍ଭେମାନେ** ଏହା ଦେଖିଅଛୁ, ଏବଂ **ଆମ୍ଭେମାନେ** ଏହାର ପ୍ରତ୍ୟକ୍ଷଦର୍ଶୀ ଅଟୁ। **ଆମ୍ଭେମାନେ** ଅନନ୍ତ ଜୀବନ ବିଷୟରେ ଘୋଷଣା କରୁଅଛୁ, ଯାହା ପିତାଙ୍କ ସହିତ ଥି ଲେ, ଏବଂ **ଆମ୍ଭମାନଙ୍କୁ** ଜଣାଯାଇଥିଲା। (୧ ଯୋହନ 1:2ଖ ULT)
> **ଆମ୍ଭେମାନେ** ଏହା ଦେଖିଅଛୁ, ଏବଂ **ଆମ୍ଭେମାନେ** ଏହାର ପ୍ରତ୍ୟକ୍ଷଦର୍ଶୀ ଅଟୁ।
**ଆମ୍ଭେମାନେ** ଅନନ୍ତ ଜୀବନ ବିଷୟରେ ଘୋଷଣା କରୁଅଛୁ, ଯାହା ପିତାଙ୍କ ସହିତ ଥି ଲେ, ଏବଂ **ଆମ୍ଭମାନଙ୍କୁ** ଜଣାଯାଇଥିଲା।
(୧ ଯୋହନ 1:2ଖ ULT)
ଯେଉଁ ଲୋକମାନେ ଯୀଶୁଙ୍କୁ ଦେଖି ନାହାନ୍ତି ଯାହା ସେ ଏବଂ ଅନ୍ୟ ପ୍ରେରିତମାନେ ଦେଖିଅଛନ୍ତି ସେମାନଙ୍କୁ ଯୋହନ କହୁଛନ୍ତି। ତେଣୁ ଯେଉଁ ଭାଷାଗୁଡ଼ିକରେ “ଆମ୍ଭେମାନେ"ଏବଂ “ଆମ୍ଭମାନଙ୍କ” ର ସ୍ୱତନ୍ତ୍ର ରୂପରେଖା ଅଛି, ଏହି ପଦରେ ସ୍ୱତନ୍ତ୍ର ଫର୍ମ ବ୍ୟବହାର କରିବେ।

> ସେମାନେ କହିଥିଲେ, **ଆମ୍ଭମାନଙ୍କ** ପାଖରେ ପାଞ୍ଚ ରୁଟି ଏବଂ ଦୁଇଟି ମାଛରୁ ଅଧିକ ନାହିଁ—ଯେପର୍ଯ୍ୟନ୍ତ **ଆମ୍ଭେମାନେ** ଯାଇ ଏହି ସମସ୍ତ ଲୋକଙ୍କ ପାଇଁ ଖାଦ୍ୟ ନ କିଣୁ।" (ଲୂକ 9:13 ULT)
ପ୍ରଥମ ବାକ୍ୟାଂଶ, ଶିଷ୍ୟମାନେ ଯୀଶୁଙ୍କୁ କହୁଛନ୍ତି ଯେ ସେମାନଙ୍କ ମଧ୍ୟରେ କେତେ ଖାଦ୍ୟ ଅଛି, ତେଣୁ ଏହି “ଆମ୍ଭମାନଙ୍କ" ଅନ୍ତର୍ଭୂକ୍ତ ରୂପରେଖା କିମ୍ବା ସ୍ୱତନ୍ତ୍ର ରୂପରେଖା ହୋଇପାରେ। ଦ୍ୱିତୀୟ ବାକ୍ୟାଂଶ, ଶିଷ୍ୟମାନେ ସେମାନଙ୍କ ମଧ୍ୟରୁ କେତେକ ଖାଦ୍ୟ କିଣିବାକୁ ଯାଉଛନ୍ତି ବୋଲି କହୁଛନ୍ତି, ଯାହା ଦ୍ଵାରା “ଆମ୍ଭମାନଙ୍କ” ବହିର୍ଭୂତ ରୂପରେଖା ହେବ, ଯେହେତୁ ଯୀଶୁ ଖାଦ୍ୟ କିଣିବାକୁ ଯିବେ ନାହିଁ।