Edit 'translate/figs-doublet/01.md' using 'tc-create-app'

This commit is contained in:
manash12d 2020-10-22 03:44:22 +00:00
parent e99b2c5e87
commit 4697263297
1 changed files with 11 additions and 8 deletions

View File

@ -11,7 +11,7 @@
### ବାଇବଲରୁ କେତେକ ଉଦାହରଣ
> ତାହାଙ୍କର ଗୋଟିଏ ଜାତି ଅଛି **ଛିନ୍ନଭିନ୍ନ** ଏବଂ ଲୋକମାନଙ୍କ ମଧ୍ୟରେ **ବିକ୍ଷିପ୍ତ** ହୋଇଅଛନ୍ତି (ଏଷ୍ଟର 3:8 ULT)
> ତାହାଙ୍କର **ଛିନ୍ନଭିନ୍ନ** ଗୋଟିଏ ଜାତି ଅଛି ଏବଂ ଲୋକମାନଙ୍କ ମଧ୍ୟରେ **ବିକ୍ଷିପ୍ତ** ହୋଇଅଛନ୍ତି (ଏଷ୍ଟର 3:8 ULT)
ସାହସିକ ଶବ୍ଦଗୁଡ଼ିକ ସେହି ସମାନ ବିଷୟକୁ ସୁଚିତ କରେ। ସେମାନେ ଏକତ୍ରର ଉଦ୍ଦେଶ୍ୟ ସେ ଲୋକମାନେ/ ଜାତୀ ବିସ୍ତାରିତ କରା ଯାଇଥିଲେ।
@ -44,14 +44,17 @@
> ତୁମ୍ଭେମାନେ **ମିଥ୍ୟା****ପ୍ରବଞ୍ଚନା** ବାକ୍ୟ କହିବା ପାଇଁ ସ୍ଥିର କରିଅଛ। (ଦାନିୟେଲ 2:9ଖ ULT)
>> "ତୁମ୍ଭେମାନେ **ମିଥ୍ୟା** ବିଷୟ କହିବାକୁ ସ୍ଥିର କରିଅଛ।"
(2) ଯଦି ଯୋଡା ବାକ୍ୟାଂଶ ଅର୍ଥକୁ ଆହୁରି ତୀବ୍ର କରିବା ପାଇଁ ବ୍ୟବହୃତ, ତେବେ ତହିଁରୁ ଗୋଟିଏ ଶବ୍ଦକୁ ଅନୁବାଦ କରି ଏହାକୁ ତୀବ୍ରତର କରୁଥିବା ଶବ୍ଦକୁ ଯୋଗ କର, ଯଥା, “ଅଧିକ”, “ମହାନ”, “ଅନେକ”
(2) ଯଦି ଯୋଡା ବାକ୍ୟାଂଶ ଅର୍ଥକୁ ଆହୁରି ତୀବ୍ର କରିବା ପାଇଁ ବ୍ୟବହୃତ, ତେବେ ତହିଁରୁ ଗୋଟିଏ ଶବ୍ଦକୁ ଅନୁବାଦ କରି ଏହାକୁ ତୀବ୍ରତର କରୁଥିବା ଶବ୍ଦକୁ ଯୋଗ କର, ଯଥା, “ଅଧିକ”, “ମହାନ”, “ଅନେକ”।
* **ଅନନ୍ତର ଦାଉଦ ରାଜା <u> ବୃଦ୍ଧ </u> ଓ <u> ଗତବୟସ୍କ ହେଲେ </u>** (1ମ ରାଜାବଳି 1:1 ULT)
> ତାହାଙ୍କର **ଛିନ୍ନଭିନ୍ନ** ଗୋଟିଏ ଜାତି ଅଛି ଏବଂ ଲୋକମାନଙ୍କ ମଧ୍ୟରେ **ବିକ୍ଷିପ୍ତ** ହୋଇଅଛନ୍ତି (ଏଷ୍ଟର 3:8 ULT)
> > "ତାହାଙ୍କର **ବହୁତ ବିସ୍ତାର** ଗୋଟିଏ ଜାତି ଅଛି।"
* “ଅନନ୍ତର ଦାଉଦ ରାଜା <u>ଅଧିକ ବୃଦ୍ଧ</u> ହେଲେ ।”
(3) ଯଦି ଯୋଡା ବାକ୍ୟାଂଶ ଅର୍ଥକୁ ଆହୁରି ତୀବ୍ର ବା ଗୁରୁତ୍ଵାରୋପ କରିବା ପାଇଁ ବ୍ୟବହୃତ, ତେବେ ଆପଣଙ୍କ ଭାଷାରେ ତାହାକୁ କରାଯାଉଥିବା ଯେକୌଣସି ଶୈଳୀରେ ବ୍ୟବହାର କରନ୍ତୁ।
1. ଯଦି ପ୍ରତିରୂପ ବାକ୍ୟାଂଶ ଅର୍ଥକୁ ଆହୁରି ତୀବ୍ର ବା ଗୁରୁତ୍ଵାରୋପ କରିବା ପାଇଁ ବ୍ୟବହୃତ, ତେବେ ଆପଣଙ୍କ ଭାଷାରେ ତାହାକୁ କରାଯାଉଥିବା ଯେକୌଣସି ଶୈଳୀରେ ବ୍ୟବହାର କରନ୍ତୁ ।
> … **ନିଖୁନ୍ତ****ନିଷ୍କଳଙ୍କ** ମେଷଶାବକ ସଦୃଶ … (1ମ ପିତର 1:19ଖ ULT)
>
> * ଇଂରାଜୀ ଏହାକୁ “ଯେ କୌଣସି” ଏବଂ “ସମସ୍ତ” ସହିତ ଗୁରୁତ୍ୱ ଦେଇପାରେ ।
>
> >"... ଗୋଟିଏ **କୌଣସି ସମ୍ପୁର୍ଣ୍ଣ କଳଙ୍କ ବିହୀନ** ମେଷଶାବକ ସଦୃଶ।"
* **... <u> ନିଖୁନ୍ତ </u><u> ନିଷ୍କଳଙ୍କ </u> ମେଷଶାବକ ସଦୃଶ ...** (1ମ ପିତର 1:19 ULT)
* “... କୌଣସି <u>ଦୋଷ ବା କଳଙ୍କ ନ ଥିବା</u> ମେଷଶାବକ ...”