From 34fd8f3aad659d11e8ef7de4e32b3ae022e36fd4 Mon Sep 17 00:00:00 2001 From: manash12d Date: Mon, 19 Oct 2020 13:08:16 +0000 Subject: [PATCH] Edit 'translate/figs-activepassive/01.md' using 'tc-create-app' --- translate/figs-activepassive/01.md | 9 +++------ 1 file changed, 3 insertions(+), 6 deletions(-) diff --git a/translate/figs-activepassive/01.md b/translate/figs-activepassive/01.md index e77f8d1..4100be7 100644 --- a/translate/figs-activepassive/01.md +++ b/translate/figs-activepassive/01.md @@ -37,24 +37,21 @@ * ଅନୁବାଦକମାନଙ୍କ ଭାଷାରେ ଯଦି କର୍ମବାଚକ ରୂପରେଖାକୁ ବ୍ୟବହାର କରାଯାଏ ନାହିଁ, ତେବେ ବିଚାରଧାରାକୁ ପ୍ରକାଶ କରିବା ପାଇଁ ଅନ୍ୟ ମାଧ୍ୟମକୁ ଖୋଜିବା ଆବଶ୍ୟକ। * ଅନୁବାଦକମାନଙ୍କ ଭାଷାରେ ଯଦି କର୍ମବାଚକ ରୂପରେଖା ଥାଏ, ତେବେ ବାଇବଲର ଏକ ନିର୍ଦ୍ଦିଷ୍ଟ ବାକ୍ୟରେ କାହିଁକି କର୍ମବାଚକ ବ୍ୟବହାର ହୋଇଛି ତାହା ବୁଝି ସେହି ଉଦ୍ଦେଶ୍ୟ ନିମନ୍ତେ ନିଜ ଅନୁବାଦ ବାକ୍ୟରେ କର୍ମବାଚକ ରୂପରେଖାକୁ ବ୍ୟବହାର କରିବେ କି ନାହିଁ ତାହାର ନିର୍ଣ୍ଣୟ ନେବା ଆବଶ୍ୟକ। -#### ବାଇବଲରୁ କେତେକ ଉଦାହରଣ +### ବାଇବଲରୁ କେତେକ ଉଦାହରଣ > ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ; ତହୁଁ ମହାରାଜାଙ୍କର କେତେକ ଦାସ **ମଲେ**, ଓ ଆପଣଙ୍କ ଦାସ ହିତ୍ତୀୟ ଉରିୟ ମଧ୍ୟ **ମଲା**। (2 ଶାମୁୟେଲ 11:24 ULT) ଏହାର ଅର୍ଥ ଯେ ଶତ୍ରୁମାନଙ୍କର ଧନୁର୍ଦ୍ଧରମାନେ ବାଣ ନିକ୍ଷେପ କରି ମହାରାଜାଙ୍କର କେତେକ ଦାସମାନଙ୍କୁ ହତ୍ୟା କଲେ, ଓ ମୃତମାନଙ୍କ ମଧ୍ୟରେ ଉରୀୟ ଅନ୍ତର୍ଭୁକ୍ତ। ଯେ ହତ୍ୟାକାରୀମାନଙ୍କ ପ୍ରତି କଣ ହେଲା ତାହା ନୁହେଁ, ବରଂ ମହାରାଜାଙ୍କର ଦାସମାନଙ୍କ ଓ ଉରୀୟଙ୍କ ପ୍ରତି କଣ ହେଲା ତାହା ମୁଖ୍ୟ ପ୍ରସଙ୍ଗ ଅଟେ। ଏଠାରେ ମହାରାଜାଙ୍କର ଦାସମାନଙ୍କ ଓ ଉରୀୟଙ୍କ ଉପରେ ଧ୍ୟାନ କେନ୍ଦ୍ର କରିବା କର୍ମବାଚକ ରୂପରେଖାର ଉଦ୍ଦେଶ୍ୟ ଅଟେ। -> ତହୁଁ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ, ବାଲର ଯଜ୍ଞବେଦୀ **ଭଙ୍ଗା**। (ବିଚାରକର୍ତ୍ତା 6:28 ULT) +> ତହୁଁ ନଗରସ୍ଥ ଲୋକମାନେ ପ୍ରଭାତରେ ଉଠନ୍ତେ, ଦେଖ, ବାଲର ଯଜ୍ଞବେଦୀ **ଭଙ୍ଗା ଯାଇଥିଲା**। (ବିଚାରକର୍ତ୍ତା 6:28 ULT) ବାଲର ଯଜ୍ଞବେଦୀ ପ୍ରତି କଣ ଘଟିଛି ତାହାକୁ ନଗରସ୍ଥ ଲୋକମାନେ ଦେଖିଲେ, କିନ୍ତୁ ଏହାକୁ କିଏ ଭାଙ୍ଗିଲେ ତାହା ସେମାନେ ଜାଣିଲେ ନାହିଁ। ଏଠାରେ ନଗରସ୍ଥ ଲୋକମାନଙ୍କର ଦୃଷ୍ଟିକୋଣରୁ ଏହି ଘଟଣାକୁ ଯୋଗାଯୋଗ କରିବା କର୍ମବାଚକ ରୂପରେଖାର ଉଦ୍ଦେଶ୍ୟ ଅଟେ। -> ତାହା ବେକରେ ଗୋଟିଏ ଚକିପଥର **ଟଙ୍ଗାଯାଇ** ତାହାକୁ ସମୁଦ୍ରରେ **ନିକ୍ଷେପ** କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା। (ଲୂକ 17:2 ULT) +> ତାହା ବେକରେ ଗୋଟିଏ ଚକିପଥର **ଟଙ୍ଗାଯାଇ** ତାହାକୁ ସମୁଦ୍ରରେ **ନିକ୍ଷେପ କରାଯାଇଥିଲେ** ତାହା ପକ୍ଷରେ ଭଲ ହୋଇଥାଆନ୍ତା। (ଲୂକ 17:2 ULT) - ଏହା ଜଣଙ୍କ ବେକରେ ଗୋଟିଏ ଚକିପଥର ସହ ସମୁଦ୍ରରେ ତାହାର ପ୍ରାଣ ଶେଷ ହେବାର ପରିସ୍ଥିତିକୁ ବର୍ଣ୍ଣନା କରେ। ଏଠାରେ ସେହି ବ୍ୟକ୍ତିଙ୍କ ପ୍ରତି କଣ ଘଟୁଛି ତାହାକୁ ଧ୍ୟାନ କେନ୍ଦ୍ର କରିବା କର୍ମବାଚକ ରୂପରେଖାର ଉଦ୍ଦେଶ୍ୟ ଅଟେ। ଜଣେ ବ୍ୟକ୍ତିଙ୍କ ପ୍ରତି କିଏ ଏହା କରିଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। - - ### ଅନୁବାଦ କୌଶଳ