Edit 'translate/figs-hendiadys/01.md' using 'tc-create-app'

This commit is contained in:
manash12d 2020-10-23 19:07:10 +00:00
parent eee7569bb4
commit 326400a303
1 changed files with 8 additions and 14 deletions

View File

@ -16,8 +16,9 @@
#### ଏହା ଅନୁବାଦ ସମସ୍ୟାର ଯୁକ୍ତିବାଦୀ
* ଅନେକ ସମୟରେ ମିଶ୍ରିତ ଶବ୍ଦ ଏକ ଗୁଣବାଚକ ବିଶେଷ୍ୟକୁ ଧାରଣ କରିଥାଏ। କେତେକ ଭାଷାରେ ସମାନ ଅର୍ଥର ବିଶେଷ୍ୟ ନ ଥାଇପାରେ।
* ଅନେକ ଭାଷା ମିଶ୍ରିତ ବିଶେଷ୍ୟକୁ ବ୍ୟବହାର କରନ୍ତି ନାହିଁ, ଏଣୁ ଲୋକେ ବୁଝି ପାରନ୍ତି ନାହିଁ ଯେ ଦ୍ୱିତୀୟ ଶବ୍ଦ କିପରି ଅତିରିକ୍ତରେ ପ୍ରଥମ ଶବ୍ଦର ବର୍ଣ୍ଣନା କରେ। * ଅନେକ ଭାଷା ମିଶ୍ରିତ ବିଶେଷ୍ୟକୁ ବ୍ୟବହାର କରନ୍ତି ନାହିଁ, ଏଣୁ ତାହା କେବଳ ଜଣେ ବ୍ୟକ୍ତି ନା ଦୁଇଜଣ କିମ୍ବା ଜିନିଷକୁ ସୁଚାଏ ତାହା ଲୋକେ ବୁଝିପାରନ୍ତି ନାହିଁ।
* ଅନେକ ସମୟରେ ମିଶ୍ରିତ ଶବ୍ଦ ଏକ ଗୁଣବାଚକ ବିଶେଷ୍ୟକୁ ଧାରଣ କରିଥାଏ। କେତେକ ଭାଷାରେ ସମାନ ଅର୍ଥର ବିଶେଷ୍ୟ ନ ଥାଇପାରେ।
* ଅନେକ ଭାଷା ମିଶ୍ରିତ ବିଶେଷ୍ୟକୁ ବ୍ୟବହାର କରନ୍ତି ନାହିଁ, ଏଣୁ ଲୋକେ ବୁଝି ପାରନ୍ତି ନାହିଁ ଯେ ଦ୍ୱିତୀୟ ଶବ୍ଦ କିପରି ଅତିରିକ୍ତରେ ପ୍ରଥମ ଶବ୍ଦର ବର୍ଣ୍ଣନା କରେ।
* ଅନେକ ଭାଷା ମିଶ୍ରିତ ବିଶେଷ୍ୟକୁ ବ୍ୟବହାର କରନ୍ତି ନାହିଁ, ଏଣୁ ତାହା କେବଳ ଜଣେ ବ୍ୟକ୍ତି ନା ଦୁଇଜଣ କିମ୍ବା ଜିନିଷକୁ ସୁଚାଏ ତାହା ଲୋକେ ବୁଝିପାରନ୍ତି ନାହିଁ।
### ବାଇବେଲରୁ କେତେକ ଉଦାହରଣ
@ -26,14 +27,13 @@
“ଏକ ମୁଖ” ଓ “ଜ୍ଞାନ” ବିଶେଷ୍ୟ ଅଟନ୍ତି, କିନ୍ତୁ ଏହି ଅଳଙ୍କାରିକ ଶବ୍ଦରେ “ଜ୍ଞାନ” ମୁଖରୁ ଯାହା ନିର୍ଗତ ହୁଏ ତାହା ବର୍ଣ୍ଣନା କରୁଛି।
> ଯେବେ ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ … (ଯିଶାଇୟ 1:19କ ULT)
> ଯେବେ ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ … (ଯିଶାଇୟ 1:19କ ULT)
“ସମ୍ମତ” ଓ “ଆଜ୍ଞାବହ” ବିଶେଷଣ ଅଟନ୍ତି, କିନ୍ତୁ “ସମ୍ମତ” “ଆଜ୍ଞାବହକୁ" ବର୍ଣ୍ଣନା କରୁଛି।
### ଅନୁବାଦ କୌଶଳ
ଯଦି ମିଶ୍ରିତ ଶବ୍ଦ ଆପଣଙ୍କ ଭାଷାରେ ପ୍ରାକୃତିକ ଓ ଯଥାର୍ଥ ଅର୍ଥ ପ୍ରକାଶ କରୁଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ। ଯଦି ନାହିଁ, ଏଠାରେ ଅନ୍ୟ ବିକଳ୍ପଗୁଡ଼ିକ ଦିଆଯାଇଛି:
(1) ବର୍ଣ୍ଣନାକାରୀ ବିଶେଷ୍ୟକୁ ଏକ ବିଶେଷଣ ସହିତ ବଦଳାନ୍ତୁ ଯାହାର ଅର୍ଥ ସମାନ କଥା।
(2) ବର୍ଣ୍ଣନା କରୁଥିବା ବିଶେଷ୍ୟକୁ ଏକ ବାକ୍ୟାଂଶ ସହିତ ବଦଳାନ୍ତୁ ଯାହାର ଅର୍ଥ ସମାନ ହେଉଥିବ।
(3) ବର୍ଣ୍ଣନା କରୁଥିବା ବିଶେଷଣକୁ ଏକ କ୍ରିୟା ବିଶେଷଣ ସହିତ ବଦଳ କର ଯାହାର ଅର୍ଥ ସମାନ ହେଉଥିବ।
@ -54,7 +54,6 @@
(2) ବାକ୍ୟାଂଶ ସହ ବର୍ଣ୍ଣନା କରୁଥିବା ବିଶେଷ୍ୟକୁ ପ୍ରତିବଦଳ କର ଯାହାର ଅର୍ଥ ଅପରିବର୍ତ୍ତିତ ହେଉଥିବ।
> କାରଣ ମୁଁ ତୁମ୍ଭମାନଙ୍କୁ **ଏକ ମୁଖ** **ଓ ଜ୍ଞାନ** ଦେବି। (ଲୂକ 21:15କ ULT)
>
>> କାରଣ ମୁଁ ତୁମ୍ଭମାନଙ୍କୁ **ଜ୍ଞାନର ବାକ୍ୟ** ଦେବି।
@ -75,18 +74,13 @@
କ୍ରିୟା ବିଶେଷଣ "ଆଜ୍ଞାବହ" କ୍ରିୟା "ଆଜ୍ଞାବହ" ସହିତ ବଦଳ କରାଯାଇପାରେ।
> > ଯେବେ ତୁମ୍ଭେମାନେ **ସମ୍ମତିସହ ଆଜ୍ଞାବହ ହୁଅ** ...
> > ଯେବେ ତୁମ୍ଭେମାନେ **ସମ୍ମତିସହ ଆଜ୍ଞାବହ ହୁଅ**
(4) ଏବଂ (5) ଯଦି ଏହା ଅସ୍ପଷ୍ଟ ତାହା କେବଳ ଗୋଟିଏବିଷୟର ଅର୍ଥକୁ ବୁଝାଏ, ବାକ୍ୟାଂଶକୁ ପରିବର୍ତ୍ତନ କର ଯଦ୍ଵାରା ତାହା ସ୍ପଷ୍ଟ ହେବ।
> ଆମ୍ଭେମାନେ **ଆଶୀର୍ବାଦର ଭରସା ଏବଂ ଗୌରବରେ ପ୍ରକାଶିତ** **ଆମ୍ଭମାନଙ୍କ ମହାନ ଈଶ୍ଵର ଏବଂ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ**ର ପାଇବାର ଅପେକ୍ଷା କରୁଅଛୁ। (ତୀତସ 2: 13ଖ ULT)
> ଆମ୍ଭେମାନେ **ଆମ୍ଭମାନଙ୍କ ମହାନ ଈଶ୍ଵର ଏବଂ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ** **ଆଶୀର୍ବାଦର ଭରସା ଏବଂ ଗୌରବରେ ପ୍ରକାଶି**ର ପାଇବା ଅପେକ୍ଷା କରୁଅଛୁ। (ତୀତସ 2: 13ଖ ULT)
ବିଶେଷ୍ୟ ପଦ "ଗୌରବକୁ" ବିଶେଷଣ "ଗୌରବମୟରେ" ପରିଣତ କରିହେବ ଯାହା ସ୍ପଷ୍ଟ କରିହେବ ଯେ ଯୀଶୁଙ୍କର ପ୍ରକାଶିତ ହିଁ ଆମ୍ଭେମାନେ ଭରସା କରୁଅଛୁ।
ଆହୁରି, "ଯୀଶୁ ଖ୍ରୀଷ୍ଟ" ବାକ୍ୟାଂଶ ଆଗଗୁ ଘେନିଯାଇ ପାରିବା ଏବଂ "ମହାନ ଈଶ୍ଵର ଏବଂ ତ୍ରାଣକର୍ତ୍ତା" ଏକ ଆପେକ୍ଷିକ ଶବ୍ଦ ଖଣ୍ଡବାକ୍ୟ ଯାହା ଜଣେ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କୁ ବର୍ଣ୍ଣନା କରେ।
> > ଆମ୍ଭେମାନେ **ଯୀଶୁ ଖ୍ରୀଷ୍ଟ, ଯିଏ ଆମ୍ଭମାନଙ୍କର ମହାନ ଈଶ୍ଵର ଏବଂ ତ୍ରାଣକର୍ତ୍ତା ଅଟନ୍ତି** **ଯାହା ଆମ୍ଭେମାନେ ଅପେକ୍ଷା କରୁଅଛୁ, ସେହି ଆସିର୍ବାଦ ଏବଂ ଗୌରବମୟ ପ୍ରକାଶ** ପାଇବାକୁ ଅପେକ୍ଷା କରୁଅଛୁ।
> > ଆମ୍ଭେମାନେ **ଯୀଶୁ ଖ୍ରୀଷ୍ଟ, ଯିଏ ଆମ୍ଭମାନଙ୍କର ମହାନ ଈଶ୍ଵର ଏବଂ ତ୍ରାଣକର୍ତ୍ତା ଅଟନ୍ତି** **ଯାହା ଆମ୍ଭେମାନେ ଅପେକ୍ଷା କରୁଅଛୁ, ସେହି ଆସିର୍ବାଦ ଏବଂ ଗୌରବମୟ ପ୍ରକାଶ** ପାଇବାକୁ ଅପେକ୍ଷା କରୁଅଛୁ।​